ମାଙ୍କଡ଼କୁ ଜେଲଦଣ୍ଡ !
ଲକ୍ଷ୍ନୌ, ୧୭।୬: ମଣିଷଙ୍କୁ ଆଜୀବନ ଜେଲଦଣ୍ଡାଦେଶ ହେବା କଥା ଶୁଣାଅଛି। ତେବେ ମାଙ୍କଡ଼କୁ ଆଜୀବନ ଜେଲଦଣ୍ଡା ଦେଶ କରାଯିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଉତ୍ତରପ୍ରଦେଶ ମିର୍ଜାପୁର ଜିଲାରେ ଏଭଳି ଘଟିଛି। ଗତ ୩ବର୍ଷ ତଳେ ଧରାପଡ଼ିଥିବା...
ସାତଫେରା ପରେ କ୍ୱାରାଣ୍ଟାଇନ୍ରେ କନ୍ୟା-ବର-ବରଯାତ୍ରୀ
ଭୋପାଳ, ୧୬।୬: ମଧ୍ୟପ୍ରଦେଶରେ ସାତଫେରା ପରେ କନ୍ୟା, ବର ଏବଂ ୮୫ ବରଯାତ୍ରୀଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ସ୍ଥାନୀୟ ଛତ୍ରପୁର ଅଞ୍ଚଳରେ ସେମାନଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁଗ୍ରାମ୍ରୁ ବରଯାତ୍ରୀ ଘୁବରା ସହରକୁ ଆସିଥିଲେ। ତେବେ ବିବାହରେ...
କରୋନା ସଂକ୍ରମଣରୁୁ ନିଜ ଶିଶୁକୁ ବଞ୍ଚାଇବାକୁ ଯଶୋଦା ପାଲଟିଲେ ୨ମା’
ଗାଙ୍ଗଟକ୍,୧୫।୬: ଭଗବାନ କୃଷ୍ଣଙ୍କୁ ମା’ ଦେବକୀ ଜନ୍ମ ଦେଇଥିଲେ କିନ୍ତୁ ତାଙ୍କୁ ମାତୃତ୍ୱର ସ୍ନେହ ଯଶୋଦାଙ୍କଠାରୁ ମିଳିଥିଲା। ତେବେ ବିଶ୍ୱ ମହାମାରୀରେ କିଛି ଏଭଳି କାହାଣୀ ଦେଖିବାକୁ ମିଳିଛି। ଯେଉଁଠାରେ କରୋନା ସଂକ୍ରମଣରୁ ନିଜ ଶିଶୁକୁ ବଞ୍ଚାଇବା ପାଇଁ ୨...
ମଣିଷ ଭଳି ପରସ୍ପରକୁ ଆଲିଙ୍ଗନ କଲେ ଦୁଇ ଗୋଧି: ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍ଡାଉନ୍ ଜାରି ରହିଛି। ଏପରିସ୍ଥଳେ ସୋସିଆଲ୍ ମିଡ଼ିଆରେ ଶେୟାର କରାଯାଇଥିବା ଏକ ଭିଡ଼ିଓକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହାକୁ ଆଇପିଏସ୍ ଅଫିସର ଦୀପାଂଶୁ କାବରା ଶେୟାର କରିଛନ୍ତି। ୫୩ ସେକେଣ୍ଡର ଏହି...
ଗଛ କାଟିଲେ ବାହାରୁଛି ପାଣି, ଶୋଷ ମେଣ୍ଟାଉଛନ୍ତି ଲୋକେ!
ଗଛ ବିନା ଜୀବନ ପରିକଳ୍ପନା କରିବା ଅସମ୍ଭବ। ଗଛ ଛାଇ ଏବଂ ଫଳ ଦେବା ସହ ଲୋକଙ୍କ ଆବଶ୍ୟକତା ପୂରଣ କରିଥାଏ। ଗଛ ଯୋଗୁ ଆମେ ଅମ୍ଲଜାନ ମଧ୍ୟ ପାଇଥାଉ। ଏବେ ସୋସିଆଲ ମିଡିଆରେ ଏପରି ଏକ ଗଛ ଭାଇରାଲ...
ଘରେ ପ୍ରତିଦିନ କରୋନା ଦେବୀଙ୍କ ପୂଜା କରୁଛନ୍ତି ଏହି ବ୍ୟକ୍ତି
କୋଲ୍ଲମ,୧୪।୬: ବିଶ୍ୱରେ କରୋନା ଭାଇରସ ବେଳକୁ ବେଳ ବଢି ଚାଲିଥିବା ବେଳେ କେରଳର ଜଣେ ବ୍ୟକ୍ତି କରୋନା ଭାଇରସକୁ ଦେବୀ ଭାବେ ପୂଜା କରୁଛନ୍ତି। ଏହାସହ କରୋନା ଯୋଦ୍ଧାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଯେଉଁ ଭାଇରସ ସାରା ବିଶ୍ୱରେ ଲକ୍ଷ...
ମାସ୍କ ପିନ୍ଧିଲେ କରୋନା ସଂକ୍ରମଣ ଆଶଙ୍କା ୪୦ ପ୍ରତିଶତ କମିଯାଏ
ବର୍ଲିନ୍, ୧୪।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ବ୍ୟବଧାନରେ ହାତ ଧୋଇବା, ମାସ୍କ୍ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଲାଗି...
ରଜକୁ ଫିକା କରିବ କରୋନା: ବୁଡ଼ାଇଲା ରଜପାନ ବେପାର
ଜ୍ୟେଷ୍ଠର ରୌଦ୍ରତା ସହ ଆଷାଢ଼ର ଶୀତଳତା ଓ ମାଟି ମା’ ସହ ଶୀତଳ ବାରିଧାରାର ମିଳନ ରଜପର୍ବର ଅନ୍ୟତମ ଆକର୍ଷଣ। ବନ୍ଧୁ ସହ ବନ୍ଧୁର ମିଳନ ଆଉ କ୍ଷେତ ସହ କୃଷକର ମିଳନ ଆଣିଦିଏ ଅପୂର୍ବ ମାଦକତା। ତେବେ ପରିବର୍ତ୍ତିତ...
ଏମିତି ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧର ସୂତ୍ରପାତ
ପ୍ରଥମ ବିଶ୍ୱଯୁଦ୍ଧ ଇତିହାସ ସମ୍ପର୍କରେ ଅନେକ ବହିରେ ପଢ଼ିଥିବେ ନିଶ୍ଚିତ । ଏହି ଯୁଦ୍ଧ ୧୯୧୪ରୁ୧୯୧୮ ପର୍ଯ୍ୟନ୍ତ ଚାଲିଥିଲା। ଏହି ମହାଯୁଦ୍ଧ ଏସିଆ, ୟୁରୋପ, ଆଫ୍ରିକା ମହାଦେଶ ମଧ୍ୟରେ ଜଳ, ସ୍ଥଳ ଏବଂ ଆକାଶ ପଥରେ ହୋଇଥିଲା। କିନ୍ତୁ ଏହାକୁ...
ନ ଛୁଇଁଲେ ବି ବାଜିବ ମନ୍ଦିରର ଘଣ୍ଟି
ମନ୍ଦସୌର,୧୩।୬: କରୋନା ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକ୍ଡାଉନ ହଟିବା ପରେ ଏବେ ଧାର୍ମିକସ୍ଥଳ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ସେଠାରେ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଉ କିଛି କଟକଣା ମଧ୍ୟ ଲାଗୁ କରାଯାଇଛି। ଯେମିତି...
ଛୋଟ ନୋଟ୍ର ୧୦୩ ବର୍ଷର ବଡ଼ କାହାଣୀ
ମୁମ୍ବାଇ, ୧୩।୬: ଭାରତରେ ପ୍ରଚଳିତ ସବୁ କାଗଜ ନୋଟ୍ରେ ରିଜର୍ଭବ୍ୟାଙ୍କ ଗଭର୍ନରଙ୍କ ହସ୍ତାକ୍ଷର ରହିଥାଏ। ତେବେ କେବଳ ଏକ ଟଙ୍କିଆ ନୋଟ୍ରେ ନ ଥାଏ। ଏଥିରେ ଅର୍ଥ ସଚିବଙ୍କ ହସ୍ତାକ୍ଷର ରହିଥାଏ। ଏହାକୁ ରିଜର୍ଭ ବ୍ୟାଙ୍କ ମଧ୍ୟ ଜାରି କରନ୍ତି...
ଗଧକୁ ମିଳିଲା ଜାମିନ
ଇସଲାମାବାଦ, ୧୩।୬: ପାକିସ୍ତାନରେ ଜୁଆ ଖେଳିବା ଅଭିଯୋଗରେ ଗିରଫ ହୋଇଥିବା ଗଧକୁ ଜାମିନ ମିଳିଛି। ଦକ୍ଷିଣ ପାକିସ୍ତାନରେ ଗଡ଼ ଦୌଡ଼ ଉପରେ ଜୁଆ ଖେଳ ହେଉଥିବା ଖବର ପାଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜୁଆ ଖେଲୁଥିବା ଅଭିଯୋଗରେ ୮...
Archives


