ବୋହିଗଲା ପରି ଲାଗେ କାର୍ପେଟ୍
ଆଜରବାଇଜାନ୍ରେ କାର୍ପେଟ୍ ବୁଣିବା ଏକ ବହୁ ପୁରାତନ କଳା। ଏହାର କାର୍ପେଟ୍ଗୁଡିକରେ ନିଖୁଣ କାରିଗରୀ ଦେଖିବାକୁ ମିଳେ। ଏହାକୁ ଯେ କେବଳ ଚଟାଣ ସଜାଇବା ପାଇଁ ବ୍ୟବହାର କରାଯାଏ ତାହା ନୁହେଁ, କାନ୍ଥ, ସୋଫା, ଚେୟାର୍, ବେଡ୍, ଏମିତିକି ଟେବୁଲ୍ର ଶୋଭା…
ଜୁଳୁଜୁଳିଆ ପୋକକୁ ବେଙ୍ଗ ଗିଳିଦେବା ପରେ ଘଟିଲା ଏପରି! ଭିଡିଓ ଦେଖିଲେ ହେବେ ଚକିତ
ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଭଳି ଜୁଳୁଜୁଳିଆ ପୋକକୁ ଖାଇବା ପରେ ବେଙ୍ଗର ଅବସ୍ଥା କ’ଣ ହେଉଛି, ତାହାକୁ ନେଇ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଟୁଇଟରରେ ଏହି ଭିଡିଓଟିକୁ ୮୪ହଜାରରୁ ଅଧିକ…
୪ଟି ପତ୍ର ଥିବା ଏହି ଗଛର ମୂଲ୍ୟ ୪ ଲକ୍ଷ ଟଙ୍କା
ଆଜିକାଲି ଇନଡୋର୍ ପ୍ଲାଣ୍ଟ ଘରେ ରଖିବା ଏକ ଫ୍ୟାଶନ ପାଲଟିଗଲାଣି। ଘରେ ଶୁଦ୍ଧ ଓ ତାଜା ବାରଣ ପାଇବା ସହ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲୋକେ ଯେତେ ମହଙ୍ଗା ହେଲେ ବି ନାନା ପ୍ରକାରର ଇନଡୋର୍ ପ୍ଲାଣ୍ଟ କିଣିବାକୁ ପଛାଉ…
ଗୁପ୍ତଧନ
ଗୁପ୍ତଧନ! ଯାହାକୁ ପାଇବାର ଲାଳସା କାହିଁ କେଉଁ କାଳରୁ ମଣିଷର ରହିଆସିଛି। ଆଉ ରାତାରାତି ଅପାର ଧନସମ୍ପତ୍ତିର ପାହାଡ ଉପରେ ବସିବାର ମୋହରେ ସେ ତାକୁ ଖୋଜି ଚାଲିଛି। ହେଲେ ଗୁପ୍ତଧନ ହେଉଛି ରହସ୍ୟର ଆଉ ଏକ ନାଁ। ଯାହାକୁ ଭେଦି…
ପରିଣତ ବୟସରେ ବି ହାରିଯାଇନାହାନ୍ତି ଏହି ବୃଦ୍ଧ, ପାହାଡ଼ କାଟି ୫ କିଲୋମିଟର ପର୍ଯ୍ୟନ୍ତ ଖୋଳିଛନ୍ତି କେନାଲ
ପାଟଣା,୧୩ା୯: ବିହାରର ପର୍ବତାରୋହୀ ଦଶରଥ ମାଝିଙ୍କ ନାମ ପ୍ରାୟ ସମସ୍ତେ ଶୁଣିଥିବେ। ଯିଏ କି ୨୨ ବର୍ଷ ଧରି କଠିନ ପରିଶ୍ରମ କରି ୩୬୦ ଫୁଟ ଚୌଡ଼ା ଏବଂ ୨୫ ଫୁଟ ଉଚ୍ଚ ପାହାଡ଼ କାଟି ରାସ୍ତା ତିଆରି କରିଥିଲେ। ସେହିପରି…
ଏହି ଗାଁର ଜନସଂଖ୍ୟା ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଏଠାରେ ରହୁଛନ୍ତି…
ସାଧାରଣତଃ ଗୋଟିଏ ଛୋଟ ଗାଁରେ ଅତି କମ୍ରେ ୫୦ରୁ ୧୦୦ ଲୋକ ବାସ କରିଥାନ୍ତି। ମାତ୍ର ବିଶ୍ୱରେ ଏମିତି ଏକ ଗାଁ ଅଛି, ଯାହାର ଜନସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଆପଣ ଭାବୁଥିବେ ଏକ ବଡ଼ ଗାଁ ହୋଇଥିବ ନିଶ୍ଚିତ। ଏହାର…
ଜାଲରେ ଫସିଥିଲା ହଂସଛୁଆ, ଉଦ୍ଧାର ସମୟରେ ନରହଂସ କଲା ଏମିତି; ଦେଖନ୍ତୁ ଏହି ଭିଡିଓ
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜାଲରେ ଫସିଥିବା ଏକ ହଂସ ଛୁଆକୁ ଜଣେ ବ୍ୟକ୍ତି ଉଦ୍ଧାର କରୁଥିବାବେଳେ ନରହଂସଟି ଏହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଥିବା ନଜର ଆସିଛି। ବ୍ରିଟେନର ଏକ ବନ୍ୟଜନ୍ତୁ ସଂରକ୍ଷଣ…
ଏଭଳି ବୁଦ୍ଧି ପ୍ରୟୋଗ କରି ପେଟ ପୂରାଉଛି ଛେଳି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ଜେବ୍ରାକୁ ଖାଇବାକୁ ଲୁଚିଲୁଚି ଆସୁଥିଲା କୁମ୍ଭୀର, ପରେ ଘଟିଲା ଏମିତି
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…
ଯେଉଁ ପୋଲିସ ଅଧିକାରୀ ଗିରଫ କରିଥିଲେ, ତାଙ୍କୁ କିଡ୍ନୀ ଦେଲେ ମହିଳା
ମୋଣ୍ଟଗୋମେରୀ, ୧୨।୯: ଆପରାଧୀକ ମାମଲାରେ ଯେଉଁ ପୋଲିସ ଅଧିକାରୀ ଗିରଫ କରିଥିଲେ ତାଙ୍କ ପ୍ରତି ଜଣେ ମହିଳା ଦୟା ଦେଖାଇଛନ୍ତି। ମହିଳା ଜଣକ ନିଜ କିଡ୍ନୀ ପୋଲିସ ଅଧିକାରୀଙ୍କୁ ଦେଇଛନ୍ତି। ଏଭଳି ଘଟଣା ଆମେରିକାର ଦକ୍ଷିଣ ପଶ୍ଚିମ ରାଜ୍ୟ ଆଲବାମାରେ ଘଟିଛି।…
ସିନେମା ବାଲା ବାବୁ ଭାବେ ପରିଚିତ ଏହି ଶିକ୍ଷକ
ରାୟପୁର,୧୨ ।୯: କରୋନା ପାଇଁ ଏବେ ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପିଲାମାନେ ଅନ୍ଲାଇନରେ ପାଠ ପଢୁଛନ୍ତି । ଏହି ସମୟରେ ପିଲାମାନଙ୍କୁ ସହଜରେ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଛତିଶଗଡ଼ରେ ସିନେମାବାଲା ବାବୁ ନାଁରେ ପରିଚିତ ଜଣେ…
ମେଣ୍ଢା ଛୁଆକୁ କ୍ଷୀର ପିଆଇଲା କୁକୁର: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ବେଶ ଭାବପ୍ରବଣ ହୋଇଥିବାବେଳେ କେତେକ ହସର ଖୋରାକ ଯୋଗାଇ ଥାଏ। ବର୍ତ୍ତମାନ ଏକ ମେଣ୍ଢା ଛୁଆକୁ କୁକୁର ଫିଡିଙ୍ଗ ବୋତଲରେ କ୍ଷୀର ପିଆଉଥିବା ଭିଡିଓ ଭାଇରାଲ…
Archives


