ଫୁରସତ

ହାତୀ ଉପରେ ଯୋଗ କରୁଥିବା ବେଳେ ଖସି ପଡ଼ିଲେ ରାମଦେବ

ମଥୁରା, ୧୩।୧୦:  ଯୋଗଗୁରୁ ରାମଦେବଙ୍କ ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାବେଳେ ଖସି ପଡୁଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓଟି ମଥୁରାର ରମଣରେତି ଆଶ୍ରମର ବୋଲି...

କିଛି ବର୍ଷ ମଧ୍ୟରେ ଉତ୍ତରମେରୁ ହେବ ବରଫ ଶୂନ୍ୟ: ମିଶନ ଆଇସ୍‌ବ୍ରେକର ରିପୋର୍ଟ

ଓ୍ବାଶିଂଟନ, ୧୩।୧୦: ପୃଥିବୀର ଉତ୍ତରମେରୁ ଆସନ୍ତା କିଛି ବର୍ଷ ମଧ୍ୟରେ ବରଫ ଶୂନ୍ୟ ହେବ। ଖରାଦିନେ ଏଠାରେ ଆଉ ବରଫର ଆବରଣ ରହିବ ନାହିଁ। ମିଶନ ଆଇସ୍‌ବ୍ରେକର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଉତ୍ତରମେରୁରେ ଅନ୍ତର୍ଜାତୀୟସ୍ତରରେ ବୈଜ୍ଞାନିକମାନଙ୍କ...

ଡିଟିଏଚ୍ ଉପରେ ମାଙ୍କଡ଼: କ୍ୟାପଶନ ବିଜେତାଙ୍କ ନାଁ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୩ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ ବୃଦ୍ଧି କରିବାକୁ କିଛି ଭିଡିଓ ମଧ୍ୟ ଶେୟାର କରିଥାଆନ୍ତି । ନିକଟରେ ଆନନ୍ଦ...

ଗୋବର ଦ୍ୱାରା କମ୍ ହେବ ରେଡିଏଶନ!

ନୂଆଦିଲ୍ଲୀ,୧୩ ।୧୦: ଅନେକ ସମୟରେ ଗାଈ ଗୋବରକୁ ନେଇ ବିଭିନ୍ନ ପ୍ରକାର ଦାବି କରାଯାଉଛି । ଆଉ ଏହାପରେ ଏହାକୁ ନେଇ ବିବାଦ ବି ମୁଣ୍ଡ ଟେକୁଛି । ପୁଣିଥଣେ ଏହି ଗାଈ ଗୋବରକୁ ନେଇ ଦାବି କରାଯାଇଛି କି...

ଫେସ୍‌ବୁକରୁ ହେଲା ପ୍ରେମ; ସ୍ବାମୀକୁ ଛାଡ଼ି ପ୍ରେମିକ ସହ ପଳାଇଲା ସ୍ତ୍ରୀ

ହରିଦ୍ୱାର, ୧୨।୧୦: ଫେସ୍‌ବୁକରେ ପ୍ରେମ ବଢ଼ିବାରେ ଲାଗିବା ପରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଛାଡ଼ି ପ୍ରେମିକ ସହ ଫେରାର୍‌ ହୋଇଯାଇଥିଲେ। ଶେଷରେ ସ୍ବାମୀ ନିଜ ସ୍ତ୍ରୀକୁ ଖୋଜିବା ଲାଗି ପୋଲିସର ସହାୟତା ନେଇଥିଲେ। ଦୀର୍ଘ ୩ ମାସ ପରେ...

ସମୁଦ୍ର କୂଳରେ ଖେଳୁଛନ୍ତି କୁକୁଲ ପଲ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ସମୁଦ୍ର କୂଳରେ ଦଳେ କୁକୁର ବେଲୁନରେ ଖେଳୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଦଳେ କୁକୁର ସମୁଦ୍ର କୂଳରେ ଏକ ବେଲୁନରେ ଖେଳୁଛନ୍ତି। ବେଲୁନଟି ପବନରେ ଉଡୁଥିବାବେଳେ...

ବେଲୁନ ତଳେ ଠିଆ ହୋଇ ଜନତାଙ୍କୁ ଭେଟୁଥିଲେ ନେତା, ଠିକ୍‌ ସେହି ସମୟରେ ଘଟିଲା କିଛି ଏଭଳି…

ବଲିଉଡ୍‌ ଅଭିନେତା ତଥା କମେଡିଆନ ସୁନୀଲ ଗ୍ରୋଭର ପ୍ରାୟ ସମୟରେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ସବୁବେଳେ ସେ ମଜାଳିଆ ଭିଡ଼ିଓମାନ ସବୁ ଶେୟାର କରି ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି। ନିକଟରେ ସେ ଏକ ଭିଡ଼ିଓ ଶେୟାର...

ପାଳଙ୍ଗରୁ ତିଆରି ହେଲା ବ୍ୟାଟେରୀ: ଏଥିରେ କିଛି ମିନିଟରେ ଚାର୍ଚ୍ଚ ହୋଇପାରିବ ମୋବାଇଲ, ଇଲେକ୍ଟ୍ରୋନିକ କାର

ପାଳଙ୍ଗ ସାଗରେ ଭରପୂର ମାତ୍ରାରେ ପୁଷ୍ଟିସାର ରହିଛି। ଏହା ମଣିଷ ଶରୀର ପାଇଁ ଲାଭଦାୟକ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ଆଜି ପର୍ଯ୍ୟନ୍ତ କେହି ଜାଣି ନ ଥିବେ ଯେ, ପାଳଙ୍ଗରେ ଏପରି ଉପାଦାନ ରହିଛି, ଯାହାକି ବ୍ୟାଟେରୀକୁ...

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ବିଲେଇଛୁଆ, ଡେଲିଭରି ବକ୍ସରୁ ଯାହା ବାହାରିଲା ଦେଖିଲେ ଉଡ଼ିଯିବ ହୋସ୍‌

ପ୍ୟାରିସ୍‌,୧୨ା୧୦: ଫ୍ରାନ୍ସର ଏକ ଦମ୍ପତି ଘରେ ବିଲେଇ ଛୁଆ ପାଳିବାକୁ ଚାହୁଁଥିଲେ। ସେମାନେ ଅନ୍‌ଲାଇନ୍‌ରେ ୬ ହଜାର ୟୁରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୫ ଲକ୍ଷ ଟଙ୍କା ଦେଇ ଏକ ବିଲେଇ ମଗାଇଥିଲେ। ଯେତେବେଳେ ଘରକୁ ଡେଲିଭରି ବକ୍ସ ଆସିଲା...

ଆଇଟିବିପି ଯବାନଙ୍କୁ ସାଲ୍ୟୁଟ କରୁଥିବା ଶିଶୁର ଭିଡ଼ିଓ ଭାଇରାଲ

ଚୁଶୁଲ୍‌, ୧୨।୧୦: ସୋସିଆଲ୍‌ ମିଡ଼ିଆରେ ଜଣେ ଶିଶୁର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଶିଶୁ ଜଣକ ଲଦାଖର ଚୁଶୁଲ୍‌ଠାରେ ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍‌ କରୁଥିବାର ଦେଖିବାକୁ ମିଳୁଛି। ନାମଗୟାଲ ନାମକ ଏହି ଶିଶୁ ରାସ୍ତାକଡ଼ରେ ଠିଆ ହୋଇଥିବାର ଦୃଶ୍ୟ...

ଟଙ୍କା-ମୋବାଇଲ ସ୍କ୍ରିନ୍‌ରେ ୨୮ ଦିନ ଜୀବିତ ରୁହେ କରୋନା ଭୂତାଣୁ

ସିଡ୍‌ନୀ, ୧୨।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମିତଙ୍କଠାରୁ ଭିନ୍ନ ଭିିନ୍ନ ମାଧ୍ୟମରେ କରୋନା ଭୂତାଣୁ ସୁସ୍ଥ ଲୋକଙ୍କ ପାଖକୁ ଆସିଥାଏ। କରୋନା ଭୂତାଣୁ ଟଙ୍କା ଏବଂ ମୋବାଇଲ୍‌ ସ୍କ୍ରିନ୍‌ରେ ୨୮ ଦିନ ପର୍ଯ୍ୟନ୍ତ ଜୀବିତ...

୧୬ତମ ସନ୍ତାନ ପ୍ରସବ ପରେ ନବଜାତ ସମେତ ମା’ର ମୃତ୍ୟୁ

ଦମୋହ, ୧୧।୧୦: ମଧ୍ୟପ୍ରଦେଶ ଦମୋହ ଜିଲା ଅନ୍ତର୍ଗତ ବାଟିଆଗଡ଼ ପୋଲିସ ଷ୍ଟେସନ ଅନ୍ତର୍ଗତ ପାଣ୍ଡାଝିର ଗ୍ରାମରେ ଜଣେ ମହିଳା ସନ୍ତାନ ପ୍ରସବ ପରେ ପ୍ରାଣ ହରାଇଛନ୍ତି। ୪୫ ବର୍ଷୀୟ ଏହି ମହିଳାଙ୍କ ଏହା ୧୬ତମ ସନ୍ତାନ ଥିଲା ବୋଲି ଜଣାପଡ଼ିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri