ବରଙ୍କୁ ବେଦୀରେ ଛାଡ଼ି କାଉନସେଲିଂକୁ ଗଲେ କନ୍ୟା, ଆଉ ତା’ ପରେ…
ଲକ୍ଷ୍ନୌ,୪ା୧୨: ବିବାହ ପାଇଁ ବେଦୀରେ ବସିଥିଲେ ବରକନ୍ୟା। ସକାଳ ୫ଟାରେ ବର କନ୍ୟାଙ୍କ ମୁଣ୍ଡରେ ସିନ୍ଦୁର ଦେବା ପରେ ବେଦୀ ଉପରୁ ଚାକିରି ପାଇଁ କାଉନସେଲିଂକୁ ଚାଲିଯାଇଥିଲେ କନ୍ୟା। ସେଠାରେ ଏକ ସରକାରୀ ଚାକିରି ପାଇ ପୁଣି ଫେରି ଆସି ଖୁସିରେ…
ପିଲାଟି ଜନ୍ମ ହେବା କ୍ଷଣି ଜଣାପଡ଼ିଲା ବୟସ ୨୭, ମା’ଠାରୁ ମାତ୍ର ଦେଢ଼ ବର୍ଷ ସାନ
ଓ୍ବାଶିଂଟନ,୪ା୧୨: ବିଜ୍ଞାନ ଯେ, ଅଗ୍ରଗତି କରିଛି ତାହା ଅସ୍ବୀକାର କରାଯାଇପାରେନା। କାରଣ ଆମେରିକାରେ ଏମିତି ଶିଶୁ ଜନ୍ମ ନେଇଛି ଯାହାର ବୟସ ୨୭ ବର୍ଷ। ଏପରିକି ସେ ତାଙ୍କ ମା’ଠାରୁ ମାତ୍ର ଦେଢ଼ ବର୍ଷ ସାନ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।…
ଏହି ବ୍ୟକ୍ତିଙ୍କଠାରୁ ପ୍ରତିଶୋଧ ନେଉଛନ୍ତି ସାପ: ଥରେ କି ଦୁଇଥର ନୁହେଁ, କାମୁଡ଼ିଲେଣି ୭୨ ଥର; ତଥାପି..
ଅନିଷ୍ଟ କରିଥିବା ବ୍ୟକ୍ତିଠାରୁ ସାପ ପ୍ରତିଶୋଧ ନିଏ ବୋଲି କୁହାଯାଏ। ଏହା କେତେ ସତ କେତେ ମିଛ କେହି ବି ଜାଣେନା। ମାତ୍ର ଏଭଳି ଏକ ଘଟଣାକ୍ରମରେ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲାର କୁମ୍ମାରା ଗୁଣ୍ଟା ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ଯାହା…
ଅପସନ୍ଦ ସ୍ବାମୀଙ୍କୁ ବଦଳାଇପାରିବେ: ଏହି ଦେଶରେ ମହିଳାଙ୍କୁ ମିଳିଛି ଅଜବ ସ୍ବାଧୀନତା
ମୁସଲମାନ ସମ୍ପ୍ରଦାୟରେ ସ୍ତ୍ରୀ ଥିବା ବେଳେ ଜଣେ ପୁରୁଷ ଦ୍ୱିତୀୟ କିମ୍ବା ତୃତୀୟ ବିବାହ କରୁଥିବା ଆମେ ଦେଖିଛୁ। ଆମର ପଡ଼ୋଶୀ ଦେଶ ପାକିସ୍ତାନରେ ଏପରି ହୋଇଥାଏ। ତେବେ ଏଠାରେ କେବଳ ପୁରୁଷ ନୁହନ୍ତି, ମହିଳାଙ୍କୁ ମଧ୍ୟ ଅନ୍ୟ ପୁରୁଷ ସହ…
ପୁଣି ଲେଉଟିଲା କରୋନା: ବିବାହ ଉତ୍ସବରେ ଲୋକଙ୍କୁ ଏପରି କରାଯାଉଛି ସାନିଟାଇଜ୍
କରୋନା ଭାଇରସ ଯୋଗୁ ଅନେକ ଦେଶରେ ପୁଣିଥରେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ତେଣୁ ୟୁରୋପର ଅନେକ ଦେଶ ସାଙ୍ଗକୁ ଇଂଲଣ୍ଡରେ ମଧ୍ୟ ପୁଣିଥରେ ଲକ୍ଡାଉନ୍ ଜାରି କରାଯାଇଛି। ସାରା ବିଶ୍ୱରେ ପ୍ରତିଦିନ ୭ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି।…
ଶାଢ଼ି ପିନ୍ଧି ବ୍ୟାକ୍ଫ୍ଲିପ୍ ମାରିଲେ ଯୁବତୀ, ଭିଡିଓ ଦେଖିଲେ ଚକିତ ହେବେ
ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଶାଢ଼ି ପିନ୍ଧିଥିବା ଏହି ଯୁବତୀ ଜଣକ ‘ବ୍ୟାକ୍ଫ୍ଲିପ୍’ ମାରି ରେକର୍ଡ ସୃଷ୍ଟି କରିଛନ୍ତି। ଲୋକେ ଯୁବତୀଙ୍କ ଏହି ପ୍ରତିଭା ଦେଖି ଖୁବ୍…
ବାସ୍ତବ ଦୁନିଆର ‘ମୋଗଲି’: ଆଖି ପିଛୁଳାକେ ଚଢ଼ନ୍ତି ଗଛ, ଜଙ୍ଗଲରେ ବିତାନ୍ତି ସମୟ
ନୂଆଦିଲ୍ଲୀ: ଫିଲ୍ମ ‘ଜଙ୍ଗଲ ବୁକ୍’ରେ ବେଶ୍ ଲୋକପ୍ରିୟ ହୋଇଥିଲା ମୋଗଲି ଚରିତ୍ର। ଜଙ୍ଗଲରେ ରହିବା ସହ ପଶୁପକ୍ଷୀଙ୍କ ମଧ୍ୟରେ ସମୟ ବିତାଉଥିବାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଥିଲା। ହେଲେ ବାସ୍ତବରେ ମୋଗଲୀଙ୍କୁ ଦେଖିବାକୁ ଚାହାନ୍ତି ଯଦି ଆପଣଙ୍କୁ ପୂର୍ବ ଆଫ୍ରିକାର…
୪୭୦୦ ବର୍ଷ ପୁରୁଣା ପିରାମିଡ୍ ସମ୍ମୁଖରେ ସେକ୍ସି ଫଟୋଶୁଟ୍ କରି ଫସିଲେ ଏହି ମଡେଲ; ଫଟୋ ଭାଇରାଲ ପରେ…
ହଜାର ହଜାର ବର୍ଷ ପୁରୁଣା ଇଜିପ୍ଟର ବିଶ୍ୱ ପ୍ରସିଦ୍ଧ ପିରାମିଡ୍ ସମ୍ମୁଖରେ ଫଟୋଶୁଟ କରି ଜଣେ ମଡେଲ ଏବେ ଅଡ଼ୁଆରେ। ମଡେଲ ସଲମା ଅଲ ସିମିଙ୍କ ଫଟୋ ଉଠାଇଥିବା ଫଟୋଗ୍ରାଫରଙ୍କୁ ଇଜିପ୍ଟ ପୋଲିସ ଗିରଫ କରିସାରିଛି। ଅର୍ଦ୍ଧନଗ୍ନ ଅବସ୍ଥାରେ ୪,୭୦୦ ବର୍ଷ…
୬୬ ବର୍ଷରେ ଦ୍ୱିତୀୟ ବିବାହ କଲେ ବାପା: ସୋସିଆଲ ମିଡିଆରେ ପୁଅ ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା
୬୬ ବର୍ଷୀୟ ଜଣେ ବ୍ୟକ୍ତି ଏବଂ ୬୩ ବର୍ଷୀୟା ଜଣେ ମହିଳା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସବୁଠୁ ଉତ୍ସାହ ତଥା ଆବେଗପୂର୍ଣ୍ଣ କଥା ହେଲା ଏହି ଦମ୍ପତିଙ୍କ ପ୍ରେମ କାହାଣୀ ସଂପୃକ୍ତ ବ୍ୟକ୍ତିଙ୍କ ପୁଅ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…
ସମୁଦ୍ରରୁ ମିଳିଲା ଏପରି ଜିନିଷ, ରାତାରାତି କୋଟିପତି ହେଲେ ମତ୍ସ୍ୟଜୀବୀ
କଥାରେ ଅଛି, ଈଶ୍ୱର ଯାହାକୁ ଦିଅନ୍ତି ଛପର ଫାଡ଼ି କି ଦିଅନ୍ତି। ସେମିତି ଏକ ଘଟଣା ଥାଇଲାଣ୍ଡରୁ ସାମ୍ନାକୁ ଆସିଛି। ଆଶା କରାଯାଉଥିବା ଅଧିକ କିଛି ପାଇବା ପରେ ଲୋକଙ୍କ ଗୋଡ଼ ତଳେ ଲାଗେନି। ଯାହାକି ଜଣେ ମତ୍ସ୍ୟଜୀବୀଙ୍କ କ୍ଷେତ୍ରରେ ଘଟିଛି।…
ଏଠାରେ ଯୁବତୀଙ୍କୁ ଜୋରଜବରଦସ୍ତ ଘରୁ ଉଠାଇ ନେଇ ବିବାହ କରିଥାନ୍ତି ଯୁବକ
ଇଣ୍ଡୋନେସିଆ ବାଲିର ପୂର୍ବ ଭାଗରେ ସୁମ୍ବା ନାମକ ଏକ ଦ୍ୱୀପରେ ବିଭିନ୍ନ ପ୍ରାଚୀନ ସାଂସ୍କୃତିକ ପରମ୍ପରାକୁ ଅନୁସରଣ କରାଯାଇଥାଏ। କିନ୍ତୁ ବିବାଦୀୟ ପରମ୍ପରା ହେତୁ ଏହି ଦ୍ୱୀପ ଚର୍ଚ୍ଚାରେ ରହିଥାଏ। ପ୍ରକୃତପକ୍ଷେ ସୁମ୍ବାରେ ଯଦି କେହି ଯୁବକଙ୍କ କୌଣସି ଯୁବତୀ ପସନ୍ଦ…
ଅନ୍ଲାଇନ୍ରେ ଫୁଡ୍ ଅର୍ଡର କରିଥିଲେ ଯୁବତୀ, ଏକାସାଙ୍ଗରେ ପହଞ୍ଚିଲେ ୪୨ ଡେଲିଭରୀ ବୟ; କାରଣ ଜାଣିଲେ…
ଫିଲିପାଇନ୍ସରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବତୀ ଅନ୍ଲାଇନ୍ରେ ଫୁଡ୍ ଅର୍ଡର କରିଥିଲେ। ତେବେ ଏହି ଅର୍ଡରକୁ ନେଇ ଏକାସାଙ୍ଗରେ ୪୨ ଜଣ ଡେଲିଭରୀ ବୟ ଆସି ଯୁବତୀଙ୍କ ପାଖରେ ପହଞ୍ଚିଗଲେ। ତେବେ ଯୁବତୀ ଜଣଙ୍କୁ ବୁଝାପଡ଼ିଲା…
Archives


