ଫୁରସତ

୩ ଦିନ ପ୍ରଥମ ସ୍ତ୍ରୀ, ଆଉ ୩ ଦିନ ଗର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ହୋଇଥିଲା ଚୁକ୍ତି, ପରେ ଘଟିଲା..

ରାଞ୍ଚି,୧୭।୨: ଝାଡଖଣ୍ଡ ରାଜଧାନୀ ରାଞ୍ଚିର ସଦର ପୋଲିସ ଷ୍ଟେଶନ ଅଞ୍ଚଳର ତିରିଲ ଟାଉନସିପରେ ଏକ ନିଆରା ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ନିଜ ୨ ସ୍ତ୍ରୀଙ୍କ ସହ ଏକାଠି ରହିବା ପାଇଁ ଏକ ଚୁକ୍ତି କରିଥିଲେ।ଏହି ଚୁକ୍ତିନାମା ପୋଲିସ ମାଧ୍ୟମରେ…

ଏକ୍ସ-ବୟଫ୍ରେଣ୍ଡଙ୍କ ପାଇଁ ଅନ୍‌ଲାଇନ୍‌ ଚା’ ଅର୍ଡର କଲେ ମହିଳା, ଆଉ ତା’ପରେ

ଚାଇନାରେ ଜଣେ ଯୁବତୀ ତାଙ୍କ ପୂର୍ବତନ ପ୍ରେମିକଙ୍କଠାରୁ ଏକ ଅଦ୍ଭୁତ ପ୍ରତିଶୋଧ ନେଇଛନ୍ତି। ଯୁବତୀ ଜଣଙ୍କ ଏକ୍ସ-ବୟଫ୍ରେଣ୍ଡଙ୍କ ପାଇଁ ଅନଲାଇନରେ ଚା ’ଅର୍ଡର କରିଥିଲେ। ଡେଲିଭରି ବୟଙ୍କୁ ଉକ୍ତ ଚା’କୁ ତାଙ୍କ ଏକ୍ସ-ବୟଫ୍ରେଣ୍ଡଙ୍କ ଉପରେ ଢାଳି ଦେବାକୁ ଯୁବତୀ ଜଣଙ୍କ କହିଥିଲେ।…

ଏମିତି ଦେଶ ଯେଉଁଠି ଆଲକହଲ କଥା ସ୍ବପ୍ନରେ ଚିନ୍ତା କରନ୍ତି ନାହିଁ କେହି

ବିଶ୍ୱରେ ଏଭଳି ଦେଶ ଅଛି, ଯେଉଁଠି ଆଲକହଲ ସେବନ କରିବା ଦୂରର କଥା କେହି ସ୍ବପ୍ନରେ ମଧ୍ୟ ଚିନ୍ତା କରନ୍ତି ନାହିଁ। ତେବେ ଆମେ ଏଠାରେ ବିଶ୍ୱର ସବୁଠୁ ଧନୀ ଦେଶ କୁଏତ୍‌ କଥା କହୁଛୁ। ଏହି ଦେଶରେ ଆଲକହଲ ଉପରେ…

ସ୍ତ୍ରୀଙ୍କ ଇଚ୍ଛା ପୂରଣ କଲେ ସ୍ବାମୀ: ରାମ ମନ୍ଦିର ନିର୍ମାଣ ପାଇଁ ୭ ଲକ୍ଷର ଗହଣା ବିକ୍ରି କରି କଲେ ଦାନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଭଗବାନ ରାମଙ୍କ ଭବ୍ୟ ମନ୍ଦିର। ଏଥିନେଇ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଶ୍ରଦ୍ଧାଳୁମାନେ ମନ୍ଦିର ନିର୍ମାଣ ନେଇ ଦାନ କରୁଛନ୍ତି। ଏହି କ୍ରମରେ ରାଜସ୍ଥାନର ଜୋଧପୁରରେ ରହୁଥିବା ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଇଚ୍ଛା ପୂରଣ…

ସାପକୁ ବୋତଲରେ ପିଆଉଥିଲେ ପାଣି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

ମା’ ସରସ୍ବତୀଙ୍କୁ ଏମିତି ପୂଜାକଲେ ମିଳିବ କୃପା

ସରସ୍ବତୀ ପୂଜା ୧୬ ଫେବୃୟାରୀରେ ପଡ଼ୁଛି। ଏହି ପୂଜାକୁ ବସନ୍ତ ପଞ୍ଚାମୀ ମଧ୍ୟ କୁହାଯାଏ। ଏହି ଦିନ ସିଦ୍ଧିଧାତ୍ରୀ ମା’ ବୀଣାପାଣିଙ୍କୁ ପୂଜା କରାଯାଏ। ଜାଣନ୍ତୁ ମା’ଙ୍କ ପୂଜା ବିଦ୍ଧି… ଏହି ଉପାୟରେ ମା’ଙ୍କୁ ପୂଜାକଲେ କୃପା ମିଳିବା ସହ ବିଦ୍ୟା…

ମା’ ସରସ୍ବତୀଙ୍କ ପୂଜାରେ ହଳଦୀ ରଙ୍ଗର ମହତ୍ତ୍ୱ

ସମଗ୍ର ଦେଶରେ ୧୬ ଫେବୃୟାରୀ ଅର୍ଥାତ୍‌ ମଙ୍ଗଳବାର ପୂଜା ପାଇବେ ମା’ ସରସ୍ବତୀ। ମା’ସରସ୍ବତୀଙ୍କୁ ଆରାଧନା କଲେ ଜ୍ଞାନ ପ୍ରାପ୍ତି ହୁଏ। ପ୍ରତିବର୍ଷ ବସନ୍ତ ପଞ୍ଚମୀ ଆଗମନରେ ଲୋକଙ୍କ ମନରେ ଉତ୍ସାହ ଦେଖାଯାଏ। କାରଣ ଶୀତ ସରି ଏହିଦିନଠାରୁ ବସନ୍ତର ଆଗମନ…

ସୋସିଆଲ ମିଡିଆରେ ଅନ୍ୟ ମହିଳାଙ୍କୁ ପସନ୍ଦ କରୁଥିଲେ ସ୍ବାମୀ, ସ୍ତ୍ରୀ କଲେ ଏମିତି…

ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଭାଲେଣ୍ଟାଇନ୍‌ ଡେ’ରେ ଅଜବ ଗିଫ୍ଟ ପ୍ରଦାନ କରିଛନ୍ତି। ସ୍ବାମୀ ଜଣକ ସୋସିଆଲ ମିଡିଆରେ ଯେଉଁ ମହିଳାମାନଙ୍କୁ ଲାଇକ୍‌ କରନ୍ତି ସ୍ତ୍ରୀ ସେହି…

ପ୍ରେମିକା ଡେଟ୍‌ରେ ଯିବାକୁ ମନା କରିବାରୁ ପ୍ରେମିକ ଘଟାଇଲେ ଅଜବ କାଣ୍ଡ

ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମିକା ଡେଟ୍‌ ପାଇଁ ଯିବାକୁ ମନା କରିବାରୁ ଜଣେ ପ୍ରେମିକ ଅଜବ କାଣ୍ଡ ଘଟାଇଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେରିକାର ଏରିଜୋନାରେ ରହୁଥିବା ଜଣେ ଯୁବକ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ଉଠାଇ ନେଇଛନ୍ତି। ସବୁଠୁ ଚର୍ଚ୍ଚାର ବିଷୟ…

ଦାମ୍ପତ୍ୟ ଜୀବନରେ ପ୍ରେମ ଚାହାନ୍ତି ୯୨ ପ୍ରତିଶତ ଭାରତୀୟ

ନୂଆଦିଲ୍ଲୀ,୧୫।୨: ପ୍ରେମ ଏକ ଅଭୁଲା ଅନୁଭୁତି। ଦାମ୍ପତ୍ୟ ଜୀବନର ସ୍ଥାୟୀତ୍ୱ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଥିବା ଭଲ ପାଇବା ଉପରେ ହିଁ ନିର୍ଭର କରିଥାଏ। ବିବାହ ପରବର୍ତ୍ତୀ ଦାମ୍ପତ୍ୟ ଜୀବନରେ ୯୨ ପ୍ରତିଶତ ଭାରତୀୟ ପ୍ରେମ ଚାହିଥାନ୍ତି। ସମ୍ପ୍ରତି କରାଯାଇଥିବା ଏକ ସର୍ଭେ…

ବାପା ଅଟୋ ଚାଳକ, ମା’ ଟେଲର

ମୁମ୍ବାଇ,୧୫ା୨: ତେଲଙ୍ଗାନାର ହାଇଦ୍ରାବାଦ ନିବାସୀ ମାନସା ବାରାଣସୀ(୨୩) ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ୱାଲର୍‌ଡ ୨୦୨୦ ମୁକୁଟ ପିନ୍ଧିଛନ୍ତିି। ମୁମ୍ବାଇରେ ବୁଧବାର ଫେମିନା ମିସ୍‌ ଇଣ୍ଡିଆ ୨୦୨୦ର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏଥିରେ ଉତ୍ତର ପ୍ରଦେଶର ମାନ୍ୟା ସିଂ ରନର…

ପ୍ରଥମ ପ୍ରେମିକାଙ୍କଠାରୁ ନିର୍ବନ୍ଧ ମୁଦି ଚୋରି କରି ଦ୍ୱିତୀୟ ପ୍ରେମିକାକୁ ପ୍ରପୋଜ କଲେ ଯୁବକ

ଫ୍ଲୋରିଡା: ପ୍ରେମିକାକୁ ଖୁସି କରିବା ପାଇଁ ପ୍ରେମିକମାନେ କିଛି ବି କରିପାରନ୍ତି। ଦ୍ୱିତୀୟ ପ୍ରେମିକାଙ୍କୁ ଖୁସି କରିବାକୁ ଯାଇ ପ୍ରଥମ ପ୍ରେମିକାଙ୍କୁ ଧୋକା ଦେଇଛନ୍ତି ଫ୍ଲୋରିଡ଼ାର ଜଣେ ଯୁବକ। ଯୁବକ ଜଣକ ପ୍ରଥମ ପ୍ରେମିକଠାରୁ ନିର୍ବନ୍ଧ ମୁଦି, ୱେଡିଂ ବ୍ୟାଣ୍ଡ ଚୋରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri