ଗୋଟିଏ ଡ୍ରେସ୍ ୧୦୦ ଦିନ
ଯଦି ଆପଣଙ୍କୁ ପଚରାଯାଏ ଗୋଟିଏ ଡ୍ରେସ୍ କେତେଦିନ ପିନ୍ଧିପାରିବେ? ଉତ୍ତର ହେବ ଗୋଟିଏ କି ଦୁଇଦିନ। ତା’ଠୁ ବେଶି ହୋଇ ନ ପାରେ। କିନ୍ତୁ ଜଣେ ମହିଳା ଗୋଟିଏ ଡ୍ରେସ୍କୁ ତିନି ମାସରୁ ଊର୍ଦ୍ଧ୍ୱ ପିନ୍ଧି ରେକର୍ଡ କରିଛନ୍ତି। ବୋଷ୍ଟନରେ...
ଘରେ ନିଆଁ ଲଗାଇ ବାହାରେ ଚେୟାରରେ ବସି ଦୃଶ୍ୟ ଉପଭୋଗ କରୁଥିଲେ ମହିଳା, ଜାଣିଲେ…
କଥାରେ ଅଛି, ଘର ଫୁଙ୍କି ତାମସା ଦେଖୁଛ। ଏହି କଥାର ଯଥାର୍ଥତା ଦେଖିବାକୁ ମିଳିଛି ଜଣେ ମହିଳାଙ୍କ କ୍ଷେତ୍ରରେ। ସେ ନିଜ ଘରେ ନିଆଁ ଲଗାଇଦେଇ ବାହାରେ ଚେୟାର ଉପରେ ବସି ଏହି ଦୃଶ୍ୟକୁ ଉପଭୋଗ କରୁଥିଲେ। ଏପରି ଘଟଣା...
ଗୋ ସୁରକ୍ଷା ଚିନ୍ତା
ଦିନକୁ ଦିନ ଗାଁରୁ ଗୋ-ସମ୍ପଦ କମିବାରେ ଲାଗିଛି। ଆଗପରି ଆଉ ଘରେ ଘରେ ଗୋରୁ ପାଳିବା ଦେଖିବାକୁ ମିଳୁନି। ମାତ୍ର ଦିନଥିଲା ଦେଶର ଅର୍ଥନୈତିକ ବିକାଶରେ ଗୋ-ସମ୍ପଦ ସହାୟକ ହେଉଥିଲା । ତେବେ ଓଡ଼ିଶାରେ ହାତଗଣତି କେତୋଟି ଗୋଶାଳା ରହିଥିବା...
ବିନା ସୁରକ୍ଷାରେ ଧରନ୍ତି ମହୁମାଛି
ମହୁମାଛି ଯାହାକୁ କାମୁଡିଛି ସେ ଜାଣିଛି ତା’ର ଯନ୍ତ୍ରଣା କିଭଳି। ସେଥିପାଇଁ ତ ମହୁଫେଣା ଭାଙ୍ଗିବାବେଳେ ଲୋକେ ସ୍ବତନ୍ତ୍ର ସୁଟ୍ ପିନ୍ଧିବା ସହ ହାତରେ ଗ୍ଲୋଭ୍ସ ବି ଲଗାନ୍ତି। କିନ୍ତୁ ଆମେରିକା, ଟେକ୍ସାସରେ ରହୁଥିବା ଏରିକା ଥମ୍ପସନ୍ ନାମ୍ନୀ ମହିଳା...
୫ ଫୁଟିଆ ଥାଳିରେ ପରଷାଯାଏ ଖାଦ୍ୟ
ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ରେଷ୍ଟୁରାଣ୍ଟ ଭିନ୍ନ ଭିନ୍ନ ଉପାୟ ଆପଣାଏ। ରେଷ୍ଟୁରାଣ୍ଟର ମେନ୍ୟୁ ହେଉ ଅବା ସାଜସଜ୍ଜା ଅବା ହେଉ ଅଜବ ନାଁ। କିଛି ନା କିଛି ସ୍ବତନ୍ତ୍ର ଓ ନିଆରା କରାଯାଏ ବ୍ୟବସାୟ ବଢାଇବା...
ଅନନ୍ୟ ଶୈଳନିବାସ ସକଲେଶପୁର
କର୍ନାଟକସ୍ଥିତ ଏକ ଛୋଟ ତଥା ଆକର୍ଷଣୀୟ ଶୈଳନିବାସ ହେଉଛି ସକଲେଶପୁର। ସମୁଦ୍ରପତ୍ତନଠାରୁ ପ୍ରାୟ ୯୫୬ ମିଟର ଉଚ୍ଚତାରେ ଥିବା ଏହି ପାର୍ବତୀୟ ପର୍ଯ୍ୟଟନସ୍ଥଳୀରେ ଆଗନ୍ତୁକ ଅନେକ ଛୋଟବଡ଼ ପାହାଡ, ଝରଣା, ମନ୍ଦିର ତଥା ସବୁଜ ବନାନୀର ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଶ୍ୟ ଦେଖିବାର...
ଖାଲି ପେଟରେ ପିଅନ୍ତୁ ଗୋମୂତ୍ର, କରୋନା ସଂକ୍ରମଣରୁ ରହିବେ ଦୂରେଇ: ଭାଜପା ବିଧାୟକ
ଲକ୍ଷ୍ନୌ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବେକାବୁ ହୋଇଛି। ଏପରିସ୍ଥଳେ ଭାଜପାର ଜଣେ ବିଧାୟକ ଖାଲି ପେଟରେ ଗୋମୂତ୍ର ପିଇଲେ ଆଉ କରୋନା ସଂକ୍ରମଣ ହେବ ନାହିଁ ବୋଲି କହିଛନ୍ତି। ଉତ୍ତରପ୍ରଦେଶ ବାଲିଆ ଜିଲାର ବୈରିଆ ବିଧାନସଭା ଆସନର...
ବାହାଘରରେ ବିଳମ୍ବ ହେଉଥିଲେ…
କୁହାଯାଏ, ବିବାହ ଭଗବାନଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥାଏ ଆଉ ନିର୍ଦ୍ଦିଷ୍ଟ ସମୟ ଆସିଲେ ତାହା ହୁଏ। ତଥାପି ଜଣ ଜଣଙ୍କ କ୍ଷେତ୍ରରେ ବିବାହକୁ ନେଇ ବହୁ ସମସ୍ୟା ଦେଖାଦିଏ। ଏଥିରୁ ମୁକ୍ତି ପାଇବା ପାଇଁ କ’ଣ ସବୁ ବାସ୍ତୁ ଟିପ୍ସ...
୫୦ ଟଙ୍କା ଥିଲା ମୋର ପ୍ରଥମ ରୋଜଗାର: ଡ. ସଞ୍ଜୁକ୍ତା ପାଢ଼ୀ
ଯାଜପୁର ଟାଉନ୍ସ୍ଥିତ ସିଦ୍ଧେଶ୍ୱର ଗାଁରେ ଆମ ଘର। ସ୍ଥାନୀୟ ରାମବାଗ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରି ରମାଦେବୀ କଲେଜରେ ଯୁକ୍ତ ୨ କଳା ପଢ଼ିଥିଲି। ତା’ପରେ ସାଇକୋଲୋଜି ଅନର୍ସ ରଖି ରେଭେନ୍ଶା କଲେଜରେ ଯୁକ୍ତ ୩ ପଢ଼ିଲି। ଦିଲ୍ଲୀ ୟୁନିଭର୍ସିଟିରେ...
ମାଆର ମାଗୁଣି
ମୋ’ ବସ୍ ରାଜରାସ୍ତାରେ ଗଡ଼ିବା ଆରମ୍ଭ କରିଥିଲା। ବସ୍ ଭିତରେ ବିଶେଷ ଭିଡ଼ ନ ଥିଲା । ପଛପଟକୁ ଗୋଟେ କଡ଼ିକିଆ ସିଟ୍ ଅକ୍ତିଆର କରି ବସିଗଲି ମୁଁ। ମୋର ସବୁବେଳେ ଝରକା କଡ଼ ସିଟ୍ ହିଁ ପସନ୍ଦ। କାରଣ...
ମମତାର ପ୍ରତିମୂର୍ତ୍ତି
ଯଦି ଈଶ୍ୱରଙ୍କୁ ଖୋଜିବାର ଅଛି ତେବେ ପ୍ରଥମେ ମାଆ ଭିତରେ ତାଙ୍କର ସ୍ବରୂପ ଖୋଜିବା ଜରୁରୀ। ଜୀବନର ଅଜ୍ଞାତ ସ୍ରଷ୍ଟା କିଏ ଅଛନ୍ତି କି ନାହିଁ ତା’ଠାରୁ ବଡ଼ କଥା ହେଲା ପ୍ରାଣୀର ଜୀବନ ମାଆ ମାଧ୍ୟମରେ ହିଁ ଏ...
ଆଜି ବିଶ୍ୱ ମାତୃ ଦିବସ
”ବୋଉ…।“ କେତେ ଛୋଟିଆ ଏଇ ପଦଟି? ତେବେ, ସେଥିରେ କିଛି କିମିଆ ଅଛି ବୋଧେ। ଥରେ ଡାକିଦେଲେ ମନ ବଦଳିଯାଏ-ଦୁଃଖ ହଜିଯାଏ, କଷ୍ଟ କମିଯାଏ ଓ ଭୟ ଥମିଯାଏ। ଏ ଅନୁଭୂତି ସଭିଙ୍କର। ହେଲେ, କେହି କ’ଣ କେବେ ଭାବିଛି...
Archives


