ଛାତ ଭାଙ୍ଗି ରୋଷେଇ ଘରେ ଲ୍ୟାଣ୍ଡିଂ କଲେ ସୈନ୍ୟ
ଓ୍ବାଶିଂଟନ୍,୧୨।୭: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାରାଚ୍ୟୁଟ ଟ୍ରେନିଂ ନେଉଥିବା ଜଣେ ସୈନ୍ୟ ଭୁଲରେ ଏକ ଘରର ଛାତ ଉପରେ ଲ୍ୟାଣ୍ଡିଂ କରିଥିଲେ। ଏହାପରେ ଘରର ଛାତକୁ ଭାଙ୍ଗି ସୈନ୍ୟ ଜଣକ ସିଧା ପହଞ୍ଚିଥିଲେ ରୋଷେଇ ଘରେ।…
ସ୍ମାର୍ଟଫୋନ୍ ବ୍ୟାଟେରୀ-ଡାଟା ଶୀଘ୍ର ସରୁଛି କି, ହ୍ୟାକିଂ ପ୍ରତି ରୁହନ୍ତୁ ସତର୍କ…
ନୂଆଦିଲ୍ଲୀ,୧୨।୭: ଏବେ ଡିଜିଟାଲର ଯୁଗ। ପ୍ରତିଟି କାର୍ଯ୍ୟ ଅନ୍ଲାଇନ୍ରେ ସମ୍ପନ୍ନ ହେଉଛି। ବ୍ୟାଙ୍କ କାରବାରଠାରୁ ଆରମ୍ଭ କରି ଅନ୍ଲାଇନ୍ରେ ଜିନିଷପତ୍ର କିଣା ସବୁ ସମ୍ଭବ ହେଉଛି। ଘରେ ବସି ସ୍ମାର୍ଟଫୋନ୍ ମାଧ୍ୟମରେ ସହଜରେ ଏହା କରାଯାଇ ପାରୁଛି। ତେବେ ଯଦି ସ୍ମାର୍ଟଫୋନ୍ର…
ପିଞ୍ଜରା ଭିତରେ ବିହାର-ୟୁପିର ଅର୍କେଷ୍ଟ୍ରା ଡ୍ୟାନ୍ସର…
ଲକ୍ଷ୍ନୌ/ପାଟନା,୧୨।୭: ଦୁନିଆ ବଦଳୁଛି। ତେବେ ବିହାର ଏବଂ ଉତ୍ତରପ୍ରଦେଶ(ୟୁପି)ର ଅର୍କେଷ୍ଟ୍ରା ଡ୍ୟାନ୍ସର ପୂର୍ବ ଭଳି ଦୁଃଖରେ ଦିନ ବିତାଉଛନ୍ତି। କୌଣସି ସରକାରୀ ଯୋଜନାର ସୁଫଳ ସେମାନଙ୍କ ପାଖରେ ଅପହଞ୍ଚ। ବିବାହରେ ବ୍ୟାଣ୍ଡ ପାର୍ଟିରେ ସେମାନେ ପିଞ୍ଜରା ଗାଡ଼ି ଭିତରେ ରହି ଡ୍ୟାନ୍ସ୍…
ଏହି ବିଲେଇକୁ ଯିଏ ଦେଖୁଛି, ସେ ଘଡ଼ିଏ ଅଟକି ଚାହୁଁଛି; ଜାଣନ୍ତୁ ଏହାର ସ୍ବତନ୍ତ୍ରତା…
ଜାପାନର ରାଜଧାନୀ ଟୋକିଓରେ ବହୁତଳ ପ୍ରାସାଦ ବିଶିଷ୍ଟ କୋଠାର ଏକ ଫ୍ଲୋରର ବାଲ୍କୋନିରେ ଏକ ବିଲେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଲେଇଟିକୁ ଯିଏ ଦେଖୁଛି, ସେ ଘଡ଼ିଏ ଅଟକି ଚାହୁଁଛି। ଅସଲ କଥା ହେଲା ଏହା ପ୍ରକୃତ ବିଲେଇ ନୁହଁ। ଏହା…
ଗର୍ଭବତୀଙ୍କ ପାଦ ଖସିଯିବାରୁ ଚାଲିଗଲା ପେଟରେ ଥିବା ଶିଶୁର ଜୀବନ; ମହିଳାଙ୍କୁ ମିଳିଲା ଏମତି ଦଣ୍ଡ
୨୯ ବର୍ଷୀୟା ଜଣେ ଗର୍ଭବତୀ ମହିଳାଙ୍କ ପାଦ ଖସିଯିବାରୁ ପେଟରେ ଥିବା ପିଲାଟାର ଜୀବନ ଚାଲିଗଲା। ଏନେଇ ମହିଳାଙ୍କୁ ୯ ବର୍ଷ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିଲା। ବର୍ତ୍ତମାନ ସେ ଜେଲ୍ରୁ ମୁକୁଳିଛନ୍ତି। ବାହାରକୁ ଆସି ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ,…
ବିଶ୍ୱର ସବୁଠାରୁ ମହଙ୍ଗା ବର୍ଗର:ଦାମ୍ ଜାଣିଲେ…
କୋଭିଡ-୧୯ ମହାମାରୀ ଓ ଲକ୍ଡାଉନ ସାରା ବିଶ୍ୱର ଅର୍ଥନୀତିକୁ ଦୋହଲାଇଦେଇଛି। ଏଥିଯୋଗୁ ରେଷ୍ଟୁରାଣ୍ଟ ବ୍ୟବସାୟ ମଧ୍ୟ ବେଶ୍ ପ୍ରଭାବିତ ହୋଇଥିବା ବେଳେ ଅନେକ ଲୋକ ବେରୋଜଗାର ହୋଇଛନ୍ତି। କିନ୍ତୁ ଏହି ସମୟରେ ବ୍ୟବସାୟକୁ ଆହୁରି ବଢ଼ାଇବା ସହ ରେକର୍ଡ କରିବାକୁ ନେଦରଲାଣ୍ଡର…
ଗାଈଙ୍କ ପେଟରେ ରହିଛି ଏପରି କେମିକାଲ, ଯେଉଁଥିରେ ନଷ୍ଟ ହେବ ପଲିଥିନ୍
ଏକ ଅଧ୍ୟୟନରେ କୁହାଯାଇଛି ଯେ, ଗାଈ ପେଟରେ ଏମିତି ଏକ କେମିକାଲ ରହିଛି। ଯାହା ପ୍ଲାଷ୍ଟିକ୍କୁ ନଷ୍ଟ କରିଦେବ। ମେଣ୍ଢାଙ୍କଠାରେ ମଧ୍ୟ ଏହି କେମିକାଲ ଥିବା ବିଶେଷଜ୍ଞମାନେ ସନ୍ଧାନ ପାଇଛନ୍ତି। ଏହି କେମିକାଲ ଦ୍ୱାରା ସୋଡା ବୋତଲ, ଖାଦ୍ୟ ପ୍ୟାକେଟ ଏବଂ…
ରକ୍ତବର୍ଣ୍ଣା ଦେବୀ ସୁଭଦ୍ରା
କେନ୍ଦୁଝରର ଆରାଧ୍ୟ ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ପ୍ରାୟ ୪୦୦ ବର୍ଷ ପୁରୁଣା। ଆରାଧ୍ୟ ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ପ୍ରାୟ ୪୦୦ ବର୍ଷ ପୁରୁଣା। ଏଠାରେ ପୂଜା ପାଇ ଆସୁଥିବା ଶ୍ରୀଜୀଉଙ୍କ ବିଶେଷତ୍ୱ ଭିନ୍ନ। ଏଠାରେ ଦେବୀ ସୁୁଭଦ୍ରା ହେଉଛନ୍ତି ରକ୍ତବର୍ଣ୍ଣା। ଶ୍ରୀକ୍ଷେତ୍ର ପୁରୀ ସମେତ…
ଅନନ୍ୟ ଲୀଳାକ୍ଷେତ୍ର ଗଡ଼ଖୋର୍ଦ୍ଧା
ଖୋର୍ଦ୍ଧା-ଭୁବନେଶ୍ୱର ନଂ.୧୬ ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକ ପଞ୍ଚ ପାଇକ ପ୍ରତିମୂର୍ତ୍ତିଠାରୁ ୨୦୦ ମିଟର ଦୂରରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର। ଗଡ଼ଖୋର୍ଦ୍ଧାଠାରେ ମହାପ୍ରଭୁ ୩ଥର ପଦାର୍ପଣ କରିଛନ୍ତି। ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଏହି ମନ୍ଦିରକୁ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ…
ପାବନକ୍ଷେତ୍ର ନୀଳଶୈଳ
ଯୋଗିନୀ ତନ୍ତ୍ରରେ କୁହାଗଲା, ପୁରୁଷୋତ୍ତମ କ୍ଷେତ୍ରରେ ନ ଥିଲେ ମଧ୍ୟ ଜଣେ ଦୂରରେ ରହି ଶ୍ରୀପୁରୁଷୋତ୍ତମଙ୍କ କୀର୍ତ୍ତନ କଲେ ‘ବିଷ୍ଣୁପୁର’ ଲାଭ କରିଥାଏ। ଦୂରରେ ରହି ଶ୍ରୀପୁରୁଷୋତ୍ତମଙ୍କ ଧ୍ୱଜ ଦର୍ଶନ କଲେ ‘ବିଷ୍ଣୁଲୋକ’ ପ୍ରାପ୍ତ ହୁଏ। ‘ସର୍ବପାପ ବିନିମୁକ୍ତେ ବିଷ୍ଣୁଲୋକଂ ବ୍ରଜେନ୍ନଗଃ।…
ଏମିତି ଦେଶ, ଯେଉଁଠି ସ୍ବାମୀ-ସ୍ତ୍ରୀ ଚାହିଁଲେ ବି ନେଇ ପାରନ୍ତିନି ଛାଡ଼ପତ୍ର
ବୈବାହିକ ଜୀବନରେ ଝଡ଼ ଉଠିଲେ ସାଧାରଣତଃ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥାଏ। ବିଶ୍ୱର ଅନେକ ଦେଶରେ ଏହି ଛାଡ଼ପତ୍ର ପରମ୍ପରା ଏବଂ ନିୟମ ରହିଛି। ମାତ୍ର ଦୁନିଆରେ ଏପରି ଏକ ଦେଶ ଅଛି, ଯେଉଁଠାରେ ଛାଡ଼ପତ୍ରର ବ୍ୟବସ୍ଥା ନାହିଁ। ଏପରି ଦେଶ…
ନଈରୀରେ ଶ୍ରୀଗୁଣ୍ଡିଚା
ଗଜପତି ରାମଚନ୍ଦ୍ର ଦେବ କଟକ ବାରବାଟୀରେ ବନ୍ଦୀ ହୋଇ ରହିଥିଲେ। ଏପଟେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଭାବେ ମୋଗଲଙ୍କ ଅଧୀନକୁ ଚାଲିଯାଇଥିଲା। ମୋଗଲଙ୍କ ଦ୍ୱାରା ଶ୍ରୀମନ୍ଦିର ଅଧିକୃତ ହେବା ପୂର୍ବରୁ ସେମାନେ କରିଥିବା ଆକ୍ରମଣର ଇତିହାସ ଅନାଲୋଚିତ ହୋଇରହିଛି। ଆକ୍ରମଣ ପୂର୍ବରୁ ଶ୍ରୀମନ୍ଦିରରୁ…
Archives


