ଫୁରସତ

ଦୁଇଦିନ ପାଇଁ ଶାଶୁଙ୍କ ବୟଫ୍ରେଣ୍ଡ ହେବାକୁ ବିଜ୍ଞାପନ ଦେଲେ ବୋହୂ, କହିଲେ ମିଳିବ…

ଟଙ୍କା ଦେଲେ ଅନେକ କିଛି ମିଳିଥାଏ। ମାତ୍ର ନ୍ୟୁୟର୍କରେ ଜଣେ ମହିଳା ନିଜ ଶାଶୁଙ୍କ ପାଇଁ ଏମିତି ବିଜ୍ଞାପନ ଦେଇଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମହିଳା କହିଛନ୍ତି, ତାଙ୍କ ଶାଶୁଙ୍କ ପାଇଁ ସେ ବୟଫ୍ରେଣ୍ଡ ଚାହୁଁଛନ୍ତି। ଯେଉଁ…

ମା’ ପାଖୁରୁ ଯାଇ ବତକକୁ ଗୋଡାଉଛି ଛୁଆ ହାତୀ, ପଡ଼ିଯିବାରୁ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ବିବାହ ଏଡ଼ାଇବାକୁ ଆଇଏଏସ୍‌

ଚଣ୍ଡିଗଡ଼: କଠିନ ପରିଶ୍ରମ ଆଉ ଦୃଢ଼ ମନୋବଳ ହିଁ ସଫଳତାର ମୂଳମନ୍ତ୍ର। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ହରିୟାଣାର ନିଧି ସିବାଚ। ବିବାହ ପ୍ରସ୍ତାବକୁ ଏଡ଼ାଇବା ଜିଦ୍‌ରେ ଏବେ ସେ ଆଇଏଏସ୍‌ ଅଫିସର ହୋଇପାରିଛନ୍ତି। ହରିୟାଣାର ଗୁରୁଗ୍ରାମରେ ରହନ୍ତି ନିଧି ସିବାଚ।…

ସମସ୍ତଙ୍କ ପାଇଁ ନ୍ୟାୟ ଅନିବାର୍ଯ୍ୟ

ବିଶାଳ ଏ ବିଶ୍ୱ। ସୀମାଠୁ ଶରଣାର୍ଥୀ। ଆତଙ୍କବାଦଠୁ ସାମ୍ପ୍ରଦାୟିକ ହିଂସା। ଏମିତି ଅନେକ ସମସ୍ୟା। ଏହାକୁ ବାଦ୍‌ଦେଲେ ଗରିବୀ, ବେରୋଜଗାରୀ, ଅନାହାର, ବିଶ୍ୱତାପନ, ଯୁଦ୍ଧ ଭଳି ସମସ୍ୟା ସମଗ୍ର ମାନବଜାତିକୁ ବିପଦରେ ପକାଇଛି। ଏସବୁ ଭିତରେ ପୃଥିବୀର ପ୍ରତିଟି ମଣିଷକୁ ନ୍ୟାୟ…

ଝିଅ ବିଦା ସମୟରେ କାନ୍ଦିବା ବଦଳରେ ଏମିତି କଲେ ବରକନ୍ୟା, ଲୋକେ କହିଲେ…

ଆଜିକାଲି ସୋସିଆଲ ମିଡିଆରେ ବିବାହର ମଜାଳିଆ ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ହସ ରୋକି ପାରିବେ ନାହିଁ। ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବର- କନ୍ୟା ବିଦାୟ ସମୟରେ…

ଜଳୁଥିବା କୋଠାରୁ ଦୁଇ ବର୍ଷ ଝିଅର ଜୀବନ ବଞ୍ଚାଇବାକୁ ତଳକୁ ଫିଙ୍ଗିଦେଲେ ମା’

କେପଟାଉନ,୧୬ ।୭: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କୁ ଗିରଫ କରାଯିବା ପରେ ସେଠାରେ ହିଂସା ଜାରି ରହିଛି । ଏହାକୁ ବିଭିନ୍ନ ସହରରେ ବିରୋଧ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଏହି ହିଂସାରେ ଏବେ ପର୍ଯ୍ୟନ୍ତ ପ୍ରାୟ…

ସ୍ବାମୀଙ୍କ ସହ ଝଗଡ଼ା ଲାଗିବା ପରେ ନଅ ମହଲାରୁ ଡେଇଁ ପଡ଼ିଲେ ସ୍ତ୍ରୀ, ତଳେ ଲୋକ ବିଛାଇଲେ ଗଦି; ଆଉ ତା’ ପରେ…

ଗାଜିଆବାଦ,୧୬।୭: ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ଝଗଡ଼ା ଲାଗୁଥିଲେ। ଏହା ଏତେ ବଢ଼ିଯାଇଥିବା ଯେ ସେ କୋଠାର ନବମ ମହଲାରୁ ତଳକୁ ଡେଇଁପଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମହିଳାଜଣଙ୍କ ରେଲିଂରୁ…

ଯୌତୁକରେ ବାଇକ୍‌ ନ ମିଳିବାରୁ ସ୍ତ୍ରୀଙ୍କୁ ଲଣ୍ଡା କଲେ ସ୍ବାମୀ

ବହରାଇଚ୍‌,୧୬।୭: କାହିଁ କେତେ କାଳରୁ ଯୌତୁକ ପ୍ରଥା ଚାଲିଆସିଛି। ଏହି କୁପ୍ରଥା ଯୋଗୁ ଅନେକ ଝିଅଙ୍କୁ ନିର୍ଯାତନା ସହ ଜୁଇର ନିଆଁରେ ଜଳୁଥିବାର ଦେଖିବାକୁ ମିଳେ। ଇତିମଧ୍ୟରେ ଉତ୍ତରପ୍ରଦେଶରୁ ଏକ ନିଆରା ନିର୍ଯାତନାର ଖବର ସାମ୍ନାକୁ ଆସିଛି। ଯୌତୁକରେ ବାଇକ୍‌ ନ…

ଗାଡ଼ିରେ ଲେଖାଥିଲା ପ୍ରେସ୍‌, ଭିତରୁ ବାହାରିଲା ମେଣ୍ଢା; ପୂରା ଘଟଣା ଜାଣିଲେ…

ଶ୍ରୀନଗର,୧୬ା୭: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି। ଯେଉଁ ଫଟୋଟି ଜମ୍ମୁ-କଶ୍ମୀରର ବୋଲି ଜଣାପଡୁଛି। ଏହି ଫଟୋରେ ଏକ ଅଟୋରେ ପ୍ରେସ୍‌ ଲେଖା ହୋଇଛି। ମାତ୍ର ଏହା ଭିତରେ ଏକ ମେଣ୍ଢା ଥିବା ଦେଖିବାକୁ ମିଳିଛି। କଶ୍ମୀରଲାଇଫ୍‌…

୫୫୦୦ରୁ କମ୍‌ ଉପହାର ଦେଲେ ବିବାହକୁ ଆସିବା ଦରକାର ନାହିଁ: ନିମନ୍ତ୍ରଣପତ୍ରରେ ଏଭଳି ସର୍ତ୍ତ ଦେଖି…

ସାଧାରଣତଃ ବିବାହ ସମାରୋହରେ ଯୋଗଦେବାକୁ ଯିବା ବେଳେ ଲୋକେ ପୋଷାକ ପରିଧାନ ଉପରେ ବିଶେଷ ଧ୍ୟାନ ଦିଅନ୍ତି। ଏଥିସହ ମନ ମୁତାବକ ଉପହାର ମଧ୍ୟ ନିଜେ ଚୟନ କରନ୍ତି। ହେଲେ ଏବେ ସୋସିଆଲ ମିଡିଆରେ ବିବାହର ଏଭଳି ଏକ ନିମନ୍ତ୍ରଣ ପତ୍ର…

୬୩୦୦ ଫୁଟ ଉଚ୍ଚରେ ଦୋଳି ଖେଳୁଥିଲେ ଯୁବତୀ, ଛିଡ଼ିଗଲା ଜଞ୍ଜିର; ଆଉ ତା’ ପରେ…

ଦୋଳି ଖେଳିବା ଦୁଇ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ରୁଷିଆର ପାହାଡ଼ ପାଦ ଦେଶରେ ଲାଗିଥିବା ଦୋଳିରେ ଦୁଇଜଣ ଯୁବତୀ ଝୁଲୁଥିଲେ। କୌଣସି କାରଣ ବଶତଃ ଜଞ୍ଜିର ଛିଡ଼ି ଯିବାରୁ ୬୩୦୦ ଫୁଟ ଉଚ୍ଚରୁ ଖାଲ ଭିତରକୁ ଦୁହେଁ ଖସିପଡ଼ିଲେ। ଏହା ଦେଖି…

ପ୍ରଥମ ପିଜା ଡେଲିଭରି ଦେଇଥିବା ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ଡୋମିନୋସ୍‌ ମାଲିକ; କିଛି ଏଭଳି ଥିଲା ଲଭ୍‌ଷ୍ଟୋରୀ

୧୯୬୦ରେ ଆରମ୍ଭ ହୋଇଥିଲା ଡୋମିନୋସ୍‌ ପିଜାର ଯାତ୍ରା। ଦୁଇ ଭାଇ ଟମ୍‌ ଏବଂ ଜିମ୍‌ ମୋନାଘାନ୍‌ ଏହି କମ୍ପାନୀ ଆରମ୍ଭ କରିଥିଲେ। ମାତ୍ର ଆଠ ମାସ ପରେ ଜିମ୍‌ କମ୍ପାନୀକୁ ଛାଡ଼ି ଦେଇଥିଲେ। ପ୍ରଥମେ ଏହାର ନାମ ଡୋମିନିକ୍‌ ଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri