ଫୁରସତ

ରିଲିଜ ପାଇଁ ଟେନ୍‌ସନ

ଆନନ୍ଦ ଏଲ. ରାଇଙ୍କ ଆଗାମୀ ଫିଲ୍ମ ‘ଅତରଙ୍ଗୀ ରେ’କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଗୋଟିଏ ପଟରେ ପ୍ରଯୋଜକ ଏହାକୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରାଇବାକୁ ଚାହୁଁଥିବା ବେଳେ ଅନ୍ୟପକ୍ଷରେ ଏଥିରେ ଅଭିନୟ କରିଥିବା କଳାକାରମାନେ ଓଟିଟି ଫର୍ମାଟରେ ରିଲିଜ ହେଉ ବୋଲି…

ହାର୍ଟବିଟ୍‌

ନୂଆ ମ୍ୟୁଜିକ୍‌ ଭିଡିଓ ‘ହାର୍ଟ ବିଟ୍‌’ରେ ଦୀପକ ରାଜ୍‌-ଶେଫାଳୀଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା। ବିଶେଷଭାବରେ ଯୁବପିଢ଼ିଙ୍କ ପାଇଁ ଏହି ମ୍ୟୁଜିକ ଆଲବମ୍‌ଟିକୁ ପ୍ରସ୍ତୁତ କରାଯାଇଛି। ଶୁଟିଂ ସମୟରେ ଏହା ଯେପରି ଦର୍ଶକଙ୍କ ମନକୁ ଛୁଇଁପାରିବ ସେ ନେଇ ଯଥେଷ୍ଟ ଧ୍ୟାନ ଦିଆଯାଇଛି…

ମୋବାଇଲ ଦୋକାନରେ ପଶି ତାଣ୍ଡବ ରଚିଲା ଗାଈ; ଭିଡିଓ ଦେଖିଲେ…

କୁହାଯାଏ ପଶୁମାନେ ରାଗିଲେ ତାଣ୍ଡବ କରିଥାନ୍ତି। ବେଳେବେଳେ ସେମାନେ ଅନେକ ଜିନିଷପତ୍ର ନଷ୍ଟ କରିଥାନ୍ତି। ଏଭଳି ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓରେ ଏକ ମୋବାଇଲ୍‌ ଶୋ’ରୁମ ଭିତରେ ଗାଈଟିଏ ପଶି କିଭଳି ତାଣ୍ଡବ କରୁଛି…

ଅର୍ଦ୍ଧେନ୍ଦୁଙ୍କ ନୂଆ ଅବତାର

ଓଡ଼ିଆ ଚଳଚ୍ଚିତ୍ର ‘ଅ ଆ ହର୍ଷେଇ’ରୁ ସେ ଆରମ୍ଭ କରିଥିଲେ ନିଜର ଓଲିଉଡ୍‌ ଯାତ୍ରା। ତା’ପରେ ‘ଟପୋରି’, ସସ୍‌ପେନ୍ସ ଥ୍ରୀଲର ‘ବ୍ଲାକ୍‌ମେଲ୍‌’ ଏବଂ ରୋମାଣ୍ଟିକ୍‌ ଚିତ୍ର ‘ମୁଁ ପରଦେଶୀ ଚଢ଼େଇ’ରେ ସେ ପରଦା ଉପରକୁ ଆସିସାରିଛନ୍ତି। ହଁ, ସେ ହେଲେ ଏକାଧାରରେ…

ମାତ୍ର ଥରେ..

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଭାବରେ କରୀନା ବେଶ୍‌ ପରିଚିତ। ନାୟିକା ଭାବରେ ତାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ଜେ.ପି ଦତ୍ତାଙ୍କ ‘ରିଫ୍ୟୁଜି’। ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମ ଫେୟାର ପୁରସ୍କାର (ଶ୍ରେଷ୍ଠ ନବାଗତା ଅଭିନେତ୍ରୀ)ମିଳିଥିଲା। ହେଲେ ସେ ଆକ୍ଟିଂ…

ଲାଲ୍‌ ରଙ୍ଗ ଟି-ଶର୍ଟ ପିନ୍ଧି ରାନୁ ଗାଇଲେ ‘ମାନିକେ ମାଗେ ହିଥେ’; ଭିଡିଓ ଦେଖିଲେ କହିବେ ବାଃ

ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ। ଷ୍ଟେଶନରେ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁ ରାତାରାତି ଷ୍ଟାର ପାଲଟିଥିଲେ। ହେଲେ ସମୟ ସହ ତାଙ୍କ ଲୋକପ୍ରିୟତା କମି ଯାଇଥିଲା। ଏବେ ରାନୁ ଗାଇଥିବା ଆଉ ଏକ ଗୀତ ‘ମାନିକେ ମାଗେ ହିଥେ’ ଭାଇରାଲ…

ନିଜ ଜୀବନକୁ ବାଜି ଲଗାଇ ଚଳନ୍ତା ଟ୍ରେନ୍‌ ଆଗରେ ଧାଇଁଲେ ବ୍ୟକ୍ତି, ପୂରା ଘଟଣା ଜାଣିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଛେଳି ପିଠିରେ ବସି ଜଙ୍ଗଲରେ ବୁଲୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ମଣିଷମାନଙ୍କର ହୃଦୟ ଜିତିଥାଏ ଆଉ ଏମିତି ଭିଡିଓ ଦେଖିବାକୁ ବାରମ୍ବାର ମନ ହୁଏ। ଆପଣ ନିଶ୍ଚିତ ଭାବରେ ଇଣ୍ଟରନେଟ୍‌ରେ ପଶୁପକ୍ଷୀ ମଜା କରିବାର ଅନେକ ଭିଡିଓ ଦେଖିଥିବେ। କିନ୍ତୁ…

ଅର୍ଥନୈତିକ ବିକାଶରେ ଜଳପଥ

ଶିକାରୀ ଜୀବନ ଛାଡ଼ି ମଣିଷ ଚାଷବାସ କରିବାପରେ ନିଜ ଆଖପାଖରେ ଥିବା ଜନବସତି ମଧ୍ୟରେ ଦେଣନେଣ କାରବାର ଆରମ୍ଭ କରିଥିଲା। ସେତେବେଳେ ଗୋଟିଏ ଜିନିଷ ବଦଳରେ ଅନ୍ୟ ଦ୍ରବ୍ୟର ଦେଣନେଣ କରାଯାଉଥିଲା। ଏଭଳି କାର୍ଯ୍ୟରେ ସ୍ଥଳପଥ ତୁଳନାରେ ଜଳପଥ ବିଶେଷ ଉପଯୋଗୀ…

ବନ୍ଧୁତା ବଢ଼ାଏ ଭାଷା

ଜଣଙ୍କର ଭାଷା ଅନ୍ୟ ଜଣେ ନ ବୁଝିପାରିଲେ ଭାବର ଆଦାନ ପ୍ରଦାନ ସମ୍ଭବ ହୋଇ ପାରେ ନାହିଁ। ଫଳରେ ଜଣଙ୍କର ଭାବାବେଗ ଠିକ ଭାବେ ଅନ୍ୟ ଜଣେ ଜାଣି ପାରେନା। ଏହା ଦ୍ୱାରା ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ସ୍ଥିତି ଗୋଟିଏ…

ଏମିତି ଗାଁ, ଯେଉଁଠି ଲୋକଙ୍କୁ ଚପଲ ମନା, ପିନ୍ଧିଲେ ମିଳେ କଠୋର ଦଣ୍ଡ

ଆଜିକାଲି ଲୋକମାନେ ଚପଲ ବିନା ଗୋଟିଏ ପାଦ ମଧ୍ୟ ଚାଲିପାରିବେ ନାହିଁ, କିନ୍ତୁ ଆପଣ ସବୁଦିନ ପାଇଁ ଜୋତା ଏବଂ ଚପଲ ବିନା ବଞ୍ଚିପାରିବେ କି? ବୋଧ୍‌ହୁଏ ଆପଣ ଏହାକୁ କଳ୍ପନା ମଧ୍ୟ କରିପାରିବେ ନାହିଁ। କିନ୍ତୁ ଭାରତରେ ଏପରି ଏକ…

ଦାନ୍ତ ଭାଙ୍ଗିଯିବାରୁ ହେଉଛି ଖାଇବା ସମସ୍ୟା, ୨ ଶିଶୁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି…

ଗୁଆହାଟି,୨୯।୯: ଆସାମରେ ଦୁଇ ଶିଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମାଙ୍କୁ ଚିଠି ଲେଖ ନିଜର ସମସ୍ୟା ଜଣାଇଛନ୍ତି। ଏବେ ଏହି ଚିଠି ଦୁଇଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୬ ବର୍ଷ ବୟସ୍କା ରାଓ୍ବଜା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri