ଫୁରସତ

ବଦଳିବନି ଏସବୁ ସୋସିଆଲ ମିଡିଆ

ନ୍ୟୁୟର୍କ,୨୯ା୧୦: ସୋସିଆଲ ମିଡିଆ ଜିଆଣ୍ଟ ଫେସ୍‌ବୁକ୍‌ର ନାଁ ପରିବର୍ତ୍ତନ କରାଯାଇ ‘ମେଟା’ ରଖାଯିବ ବୋଲି କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଗୁରୁବାର ବାର୍ଷିକ କନେକ୍ଟ-୨୦୨୧ ବୈଠକରେ ଘୋଷଣା କରିଛନ୍ତି। ଫେସ୍‌ବୁକ୍‌ର ନାଁ ବଦଳିବା ନେଇ କିଛି ଦିନ ହେଲା କମ୍ପାନୀ ଯୋଜନା…

ପୁରୁଷଙ୍କୁ ନେଇ ଏମିତି ଟୁଇଟ୍‌ କଲେ ମହିଳା, ଭୋଗିବାକୁ ପଡ଼ିଛି ୫ ମାସ ଜେଲ୍‌ ଦଣ୍ଡ

ତୁର୍କୀର ଜଣେ ମହିଳା ସୋସିଆଲ ମିଡିଆରେ ପୁରୁଷଙ୍କୁ ନେଇ ଏମିତି ଟୁଇଟ୍‌ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ୫ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିଛି। ମହିଳା ଜଣକ ପୁରୁଷଙ୍କୁ ନେଇ ଏକ ଟୁଇଟ୍‌ କରିଥିଲେ, ଯାହା ପୁରୁଷଙ୍କ ପାଇଁ ଅପମାନ ବୋଲି…

ଏହି ଦେଶରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସହ ସେଲ୍‌ଫି ନେବା ବେଆଇନ

ଦୁନିଆରେ ପ୍ରତ୍ୟେକ ଦେଶର ନିଜସ୍ବ ନୀତି, ନିୟମ ଏବଂ କାନୁନ ରହିଛି। ଅନେକ ଦେଶରେ କିଛି ଅଜବ ନିୟମ ଅଛି, ଯାହା ବିଷୟରେ ଜାଣିଲେ ବିଶ୍ୱାସ ହୁଏନି। ମାତ୍ର ଏହା ସତ। ଏଥି ସହିତ କେତେକ ଦେଶର ନିୟମ ଶୁଣିବା ମଧ୍ୟ…

କରୋନାକୁ ଡରି ବିମାନବନ୍ଦରରେ ୩ ମାସ ରହିଥିଲେ ଏହି ଭାରତୀୟ

ଓ୍ବାଶିଂଟନ,୨୮ା୧୦: କରୋନା ଭୟରେ ଭାରତକୁ ଫେରିବା ପରିବର୍ତ୍ତେ ଚିକାଗୋର ଓହେର ଅନ୍ତର୍ଜାତୀୟ ବିମାନବନ୍ଦରରେ ୩ ମାସ ରହିଥିବା ଜଣେ ଭାରତୀୟଙ୍କୁ ଆମେରିକାର ଅଦାଲତ ଅନଧିକୃତ ପ୍ରବେଶ ଦ୍ୱାରା ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ଘଟଣା ୨୦୦୪ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଦି…

‘ମାଉସ୍‌’ର ନାଁ ପଛରେ ରହିଛି ରୋଚକ ତଥ୍ୟ

ଆମେ ସମସ୍ତେ କମ୍ପ୍ୟୁଟରରେ କାମ କରିବା ପାଇଁ ମାଉସ ବ୍ୟବହାର କରୁ। କମ୍ପ୍ୟୁଟର ପରଦାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା କିମ୍ବା ଏକ ଆଇକନ ଉପରେ କ୍ଲିକ କରିବା ପାଇଁ ମାଉସ ବ୍ୟବହାର କରାଯାଏ। କିନ୍ତୁ ଅନେକ ଥର ଆପଣ…

ୟୁଟ୍ୟୁବ ଭିଡିଓ ଦେଖି ସନ୍ତାନ ଜନ୍ମ ଦେଲେ ୧୭ ବର୍ଷର ନାବାଳିକା

ଥିରୁଭାନନ୍ତପୁରମ,୨୮।୧୦: ୟୁଟ୍ୟୁବ ଭିଡିଓ ଦେଖି ଜଣେ ନାବାଳିକା ଘରେ ସନ୍ତାନ ଜନ୍ମ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି କେରଳର ମଲ୍ଲାପୁରମ ଜିଲାରେ। ୧୭ ବର୍ଷର ନାବାଳିକା ଗର୍ଭବତୀ ହେବା ପରେ ଘରେ ୟୁଟ୍ୟୁବ ଭିଡିଓ ଦେଖି ଏକ ସନ୍ତାନ ଜନ୍ମ…

ପିତାଙ୍କ ମୃତଦେହ ସାମ୍ନାରେ ଫଟୋଶୁଟ କଲେ ମଡେଲ, ଫଟୋ ଭାଇରାଲ ପରେ…

ଆଜିକାଲିର ଅତ୍ୟାଧୁନିକ ଯୁଗରେ ଲୋକପ୍ରିୟ ହେବାର ନିଶା ସମସ୍ତଙ୍କୁ ଘାରିଛି। ଏଥିପାଇଁ କେହି କେହି ନିଜ ଜୀବନକୁ ବିପଦ ମୁହଁକୁ ଠେଲିଦେଉଥିବା ବେଳେ ଆଉ କିଏ ଅଜବ ହରକତ କରିଥାନ୍ତି। ଫଳରେ ଲୋକମାନେ ତାଙ୍କର ମଜା ଉଡାଇବା ସହ କଟାକ୍ଷ କରିଥାନ୍ତି।…

ଜାଣନ୍ତି ରେଳ ଟ୍ରାକ୍‌ରେ କାହିଁକି ଲାଗେ ନାହିଁ କଳଙ୍କି

ସାଧାରଣତଃ ଘରେ ଥିବା ଲୁହା ଜିନିଷଗୁଡ଼ିକରେ କିଛିଦିନ ପରେ କଳଙ୍କି ଲାଗିଯାଏ। ମାତ୍ର ରେଳ ଟ୍ରାକ୍‌ ଲୁହାରେ ନିର୍ମିତ ହୋଇଥିଲେ ମଧ୍ୟ ଟିକେ ବି କଳଙ୍କି ଲାଗେ ନାହିଁ। ଏହା ଖରା ବର୍ଷାରେ ସେମିତି ଚିକ୍‌ ଚିକ୍‌ କରୁଥାଏ। ଜାଣନ୍ତୁ ଏ…

ବିମାନକୁ ଗୋଡ଼ାଇଲେ ଏଲିଅନ୍ସ !

ଓ୍ବାଶିଂଟନ: ଆମେରିକୀୟ ପାଇଲଟମାନେ ଆକାଶରୁ ଖସିଥିବା ଏକ ଉଜ୍ଜ୍ୱଳ ଜିନିଷକୁ କାବୁ କରିଥିବା ଦାବି କରିଛନ୍ତି। ଯେତେବେଳେ ପାଇଲଟ ଏହି ଘଟଣାକୁ କ୍ୟାମେରାରେ କଏଦ କରିଥିଲେ ସେତେବେଳେ ବିମାନ ଆକାଶରେ ଉଡୁଥିଲା। କୁହାଯାଉଛି, ଉଡୁଥିବା କିଛି ଉଜ୍ଜ୍ୱଳ ଜିନିଷ ହେଉଛନ୍ତି ଏଲିଅନ୍ସ।…

ବିଦ୍ୟୁତ୍‌ ତାରରେ ଏମିତି ଚାଲୁଛନ୍ତି ଜଣେ ବ୍ୟକ୍ତି, ସ୍ପାଇଡର ମ୍ୟାନ୍‌ଠୁ ବି କମ୍‌ ନୁହନ୍ତି

ଟିଭିରେ ସୁପରମ୍ୟାନ ତଥା ସ୍ପାଇଡର ମ୍ୟାନ୍‌ କାହାଣୀ ବହୁତ ଶୁଣିଥିବେ, ଦେଖିଥିବେ। ମାତ୍ର ଆଜି ଏମିତି ଜଣେ ସ୍ପାଇଡର ମ୍ୟାନ୍‌ଙ୍କୁ ଦେଖିବାକୁ ମିଳିଛି, ଯାହାଙ୍କ କଳାକୌଶଳ ସମସ୍ତଙ୍କୁ ଚକିତ କରିଛି। ସ୍ପାଇଡର ମ୍ୟାନ୍‌ ଜଣକ ବିଦ୍ୟୁତ୍‌ ତାରକୁ ଧରି ଏମିତି ଚାଲୁଛନ୍ତି…

ଭୟ ମଧ୍ୟରେ ଏମିତି ବନ୍ଧୁତ୍ୱ: ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଗାଈ ଜନ୍ମ ଦେଲା ୨ ମୁଣ୍ଡିଆ ବାଛୁରୀ, ଯାଞ୍ଚ ପାଇଁ ପହଞ୍ଚିଲା ଏକ୍ସପର୍ଟ ଟିମ୍‌

ସୋସିଆଲ ମିଡିଆରେ ଏବେ ଏକ ବାଛୁରୀର ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ବାଛୁରୀର ଦୁଇଟି ମୁହଁ ରହିଛି। ଯାହାକି ଘୁଷୁରି ପରି ଦେଖାଯାଉଛି। ଏହି ବାଛୁରୀ ରୁଷିଆର ଖାକାସିଆର ମଟେକଚିକ୍‌ ଗାଁରେ ହୋଇଛି। ଭାଇରାଲ ଫଟୋରେ ଏକ ବାଛୁରୀର ରଙ୍ଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri