ଏକାଠି ହୋଇ ବୁଲିଲେ ୬ ବାଘ, ଭାଇରାଲ ହେଉଛି ଭିଡିଓ
ଗୋଟିଏ କି ଦୁଇଟି ନୁହେଁ, ଏକାସାଙ୍ଗରେ ୬ଟି ବାଘ ଏକାଠି ହୋଇ ବୁଲିବାର ବିରଳ ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଆଜି ସକାଳେ ଅଭିନେତା ରଣଦୀପ ହୁଡା ତାଙ୍କ ଟୁଇଟର ପେଜ୍ରେ ଏହି ଭିଡିଓଟି ଶେୟାର କରିଛନ୍ତି। ଭିଡିଓରେ…
ଏମିତି ଗାଁ ଯେଉଁଠିି ଜନ୍ମ ନିଅନ୍ତି କେବଳ ଝିଅ
ଦୁନିଆରେ ସବୁବେଳେ କିଛି ନା କିଛି ଅଜବ ଘଟଣା ଘଟିଥାଏ। କିଛି ମାମଲା ଏପରି ଥାଏ ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। କେବଳ ଏତିକି ନୁହେଁ ଅନେକ ଘଟଣା ପଛର ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଆଜି ଆମେ ଆପଣଙ୍କୁ…
୯୧ ବର୍ଷୀୟ ବୃଦ୍ଧାଙ୍କ ପ୍ରେମରେ ପଡ଼ି ବିବାହ କରିଥିଲେ ଏହି ଯୁବକ; ହନିମୁନ୍ରେ ଘଟିଲା ଏଭଳି ଯେ…
କଥାରେ ଅଛି ପ୍ରେମ ମାନେନା ବୟସ। ବିଗତ ଦିନରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଲୋକମାନେ ପ୍ରେମ ପାଇଁ ସବୁ ସୀମା ପାର୍ କରିଛନ୍ତି। ଆଜି ଆମେ ଏଭଳି ଏକ ପ୍ରେମକାହାଣୀ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ପ୍ରେମ…
ନିର୍ମାଣ ହେବ ଭାସମାନ ସହର, ଜାତିସଂଘ ଯୋଗାଇବ ସହାୟତା…
ସିଓଲ,୨୦।୧୧: ପ୍ରାୟ ଦୁଇ ବର୍ଷ ପୂର୍ବେ ବିଲଡର୍ସ, ଇଞ୍ଜିନିୟର୍ ଏବଂ ସ୍ଥପତିମାନଙ୍କର ଏକ ଗୋଷ୍ଠୀ ମିଳିତ ଜାତିସଂଘରେ ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ଏକ ଭାସମାନ ସହର ନିର୍ମାଣ ବିଷୟରେ ଥିଲା। ଯାହା ଜଳ ଉପରେ…
ମାଈହାତୀକୁ ରୋମାଣ୍ଟିକ୍ ଷ୍ଟାଇଲ୍ରେ ପ୍ରପୋଜ କରୁଛି ଦନ୍ତା, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ବେଳେବେଳେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଦେଖିଲେ ହସିହସି ଗଡ଼ିବେ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ କଳ୍ପନା କରିପାରିବେ ନାହିଁ। ଭାଇରାଲ ଭିଡିଓରେ ଏକ ଦନ୍ତାହାତୀ ତା’ର ଗର୍ଲଫ୍ରେଣ୍ଡ…
ପକ୍ଷୀ ସହ ଲଢ଼ୁଛି କୁକୁଡ଼ା ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଶିଶୁ ଭବିଷ୍ୟତର ନାଗରିକ
କଥାରେ ଅଛି ଆଜିର ଶିଶୁ ଭବିଷ୍ୟତର ନାଗରିକ। ଅର୍ନ୍ତଜାତୀୟସ୍ତରରେ ଶିଶୁଙ୍କ ବିକାଶ ଏବଂ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୨୦ରେ ଅନ୍ତର୍ଜାତୀୟ ଶିଶୁ ଦିବସ ପାଳନ କରାଯାଇଥାଏ। ୧୯୨୫ରେ, ଶିଶୁ କଲ୍ୟାଣ ଉପରେ ଅନୁଷ୍ଠିତ ହୋଇଥିବା ବିଶ୍ୱ…
ବେଶ ଆରାମରେ କୁକୁରର କ୍ଷୀର ପିଉଛି ଶୁଆ, ଚକିତ କରିବ ଭିଡିଓ
ସୋସିଆଲ ମିଡିଆରେ କେତେବେଳେ କ’ଣ ଦେଖିବାକୁ ମିଳିବ ସେ ନେଇ କହିବା କଷ୍ଟକର। କାରଣ ବେଳେବେଳେ ଏପରି ଜିନିଷ ମଧ୍ୟ ଦେଖିବାକୁ ମିଳେ ଯାହା କଳ୍ପନା ବାହାରେ। ଆଜିକାଲି ପଶୁମାନଙ୍କ ବିଷୟରେ ଏପରି ଭିଡିଓ ସାମ୍ନାକୁ ଆସୁଛି ଯାହା ଚକିତ କରୁଛି।…
ରାସ୍ତାମଝିରେ କ୍ୟାବ୍ ଡ୍ରାଇଭରଙ୍କୁ ଚାପୁଡ଼ା, ବିଧା
ଆପଣ ନିଶ୍ଚିତ ଭାବେ ସୋସିଆଲ ମିଡିଆରେ ଉତ୍ତେଜନା, ମାର୍ପିଟ୍ର ଭିଡିଓ ଦେଖିଥିବେ। ହେଲେ ମହିଳାଙ୍କ ଦ୍ୱାରା ମାଡ଼ ମରାଯିବାର ଭିଡିଓ କ୍ୱଚିତ୍ ଦେଖାଯାଇଥାଏ। ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ମହିଳା କ୍ୟାବ୍ ଡ୍ରାଇଭରକୁ ଚାପୁଡ଼ା…
ସ୍କୁଟି ଉପରେ ଷ୍ଟାଇଲ୍ ମାରୁଥିଲେ ଯୁବକ, ପରେ ଯାହା ହେଲା ଦେଖିଲେ…
ଆଜିକାଲିର ଯୁବକମାନେ କିଛି ଅଲଗା କରିବାକୁ ଆଗ୍ରହୀ। ଏଥିପାଇଁ ସେମାନେ ଗୋଟିଏ ପରେ ଗୋଟିଏ କୌଶଳ ଆପଣାଇଥାନ୍ତି। ହେଲେ ଅନେକ ଥର ଷ୍ଟାଇଲ୍ ମାରିବାକୁ ଯାଇ ସେମାନେ ନିଜର ମଜା ଉଡ଼ାଇଥାନ୍ତି। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…
ଏକାସାଙ୍ଗେ ତିନି କଳା ନାଗଙ୍କୁ ଏପରି ଦେଖି ଚକିତ ହେଉଛନ୍ତି ଲୋକେ
ଜଙ୍ଗଲର ଦୁନିଆ ମଧ୍ୟ ବଡ଼ ବିଚିତ୍ର। ବେଳେବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳେ, ଯାହା ଆଶ୍ଚର୍ଯ୍ୟ କରେ। ସେଥିରୁ କିଛି ଉପରେ ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇପଡେ। ବନ କର୍ମଚାରୀ, ବନ ସେବା ଅଧିକାରୀ କିମ୍ବା ବନ୍ୟଜନ୍ତୁ ପ୍ରେମୀମାନେ ଲୋକମାନଙ୍କୁ…
୮୩ ବର୍ଷର କନିଆକୁ ୨୮ ବର୍ଷୀୟ ବର; ବିବାହ ପାଇଁ ପୋଲାଣ୍ଡରୁ ପାକିସ୍ତାନ ଆସିଲେ…
ପ୍ରେମ କେବେ, କେଉଁଠାରେ ଏବଂ କାହା ସହିତ ହୋଇଯାଏ ଜଣାପଡେନା। ବେଳେବେଳେ ଲୋକମାନେ ପ୍ରେମରେ ସମସ୍ତ ସୀମା ଅତିକ୍ରମ କରନ୍ତି ଏବଂ ସେମାନଙ୍କର ପ୍ରେମ କାହାଣୀ ସବୁଦିନ ପାଇଁ ’ଅମର’ ହୋଇଯାଏ। ସେହିଭଳି କିଛି ପ୍ରେମ କାହାଣୀ ଏପରି ଅଛି, ଯାହା…
Archives


