ଧିରେ ଧିରେ ସାପ ମୁହଁକୁ ହାତ ନେଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ନିଆରା ଢଙ୍ଗରେ ପ୍ରେମ ନିବେଦନ
ବୋଧହୁଏ ପ୍ରେମଠାରୁ ଦୁନିଆରେ ଅଧିକ କିଛି ସୁନ୍ଦର ନାହିଁ। ଅନେକ ପ୍ରେମ କାହାଣୀ ଶୁଣିଥିବେ, ଯାହା ହୃଦୟକୁ ଛୁଁଇଯାଏ। ଲୋକମାନେ ସେମାନଙ୍କର ପ୍ରେମକୁ ପ୍ରକାଶ କରିବାକୁ ଏମିତି ପଦ୍ଧତି ଅବଲମ୍ବନ କରନ୍ତି, ଯାହାଦ୍ୱାରା ସେମାନଙ୍କ ପ୍ରେମ ସ୍ମରଣୀୟ ହୋଇ ରହେ। ବେଳେବେଳେ…
କାର୍ ଇଞ୍ଜିନ୍ରୁ ହେଲିକପ୍ଟର ତିଆରି
ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଦେଖିବେ ଜଣେ ବ୍ୟକ୍ତି ପ୍ରଥମେ ହେଲିକପ୍ଟରକୁ ରାସ୍ତାକୁ ଆଣୁଛନ୍ତି। ଏହା ପରେ ସେ ଏହାକୁ ରାସ୍ତାରେ ଚଳାଇବା ପରେ ଆକାଶରେ ଉଡ଼ାଉଛନ୍ତି। ଏହି ହେଲିକପ୍ଟରଟି ଭୋଲସ୍ଓ୍ବାଗନ ବିଟଲ ଇଞ୍ଜିନରୁ ପ୍ରସ୍ତୁତ…
ସୌନ୍ଦର୍ଯ୍ୟପୂର୍ଣ୍ଣ ନଗରକୋଏଲ
ତାମିଲନାଡ଼ୁସ୍ଥିତ କନ୍ୟାକୁମାରୀର ଖୁବ୍ ନିକଟରେ ରହିଛି ଏହି ସହରଟି । ପର୍ଯ୍ୟଟନ ଦୃଷ୍ଟି କୋଣରୁ ଦେଖିଲେ ଏହା ଅତ୍ୟନ୍ତ ସମୃଦ୍ଧ। କୁହାଯାଏ, ଏହି ସହର ଉପରେ କୁଆଡ଼େ ପ୍ରକୃତି ମାତାଙ୍କର ଖୁବ୍ ଆଶୀର୍ବାଦ ରହିଛି। କାରଣ ଏଠାରେ ଦେଖିବାକୁ ମିଳୁଥିବା ଦର୍ଶନୀୟ…
ଏମିତି ବି ଘର
ରହିବା ପାଇଁ ଘରଟିଏ ସମସ୍ତେ ଚାହାନ୍ତି। ଏଇ ଘର କେବଳ ଯେ, ଖରା, ବର୍ଷା, ଶୀତରୁ ସୁରକ୍ଷା ଦିଏ ତାହା ନୁହେଁ, ବେଳେବେଳେ କିଛି ଘରର ସ୍ବତନ୍ତ୍ର ଡିଜାଇନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଏ। ଜାଣନ୍ତୁ ସେହିଭଳି କିଛି ଅଜବ…
ପକ୍ଷୀ ଆସିବାର ବେଳ
ଶୀତରେ ବଢେ ସମ୍ଭାର: ଶୀତ ଆସିଲେ ବଢେ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସମ୍ଭାର। ନୀଳାମ୍ବୁ ଚିଲିକା ସମଗ୍ର ବିଶ୍ୱରେ ପକ୍ଷୀତୀର୍ଥ ଭାବେ ସୁପରିଚିତ। ଦକ୍ଷିଣ ଆଫ୍ରିକାର ଭିକ୍ଟୋରିଆ ହ୍ରଦ ପରେ ଓଡ଼ିଶାର ଚିଲିକା ହ୍ରଦର ନଳବଣ ବିଶ୍ୱର ଦ୍ୱିତୀୟ ବୃହତ୍ତମ ପକ୍ଷୀ…
ଡିଜିଟାଲର ମାଧ୍ୟମ ଇ-ରିଡିଂ
ଇ-ରିଡିଂ ବ୍ୟବସ୍ଥା ଏବେ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ପ୍ରତିଟି ପଢ଼ାପ୍ରେମୀଙ୍କ ପାଇଁ ହାତପାଆନ୍ତାରେ ଆଣିଦେଇଛି ସମସ୍ତ ବହି ପଢ଼ିବାର ସୁଯୋଗ; ଯାହାଦ୍ୱାରା ନା ଅଛି ଏଣେ ତେଣେ ବୁଲି ବହି କିଣିବାର ଟେନ୍ଶନ୍ ନା ଅଧିକ ଟଙ୍କା ଯୋଗୁ ନ କିଣିପାରିବାକୁ…
୨୪ ଘଣ୍ଟାରେ ୧୦ ଥର ନେଲେ କରୋନା ଡୋଜ୍…
ଓ୍ବିିଲିଂଣ୍ଟନ୍, ୧୨।୧୨: ଥରେ ନୁହେଁ ଦୁଇଥର ନୁହେଁ। ଲାଗ ଲାଗ ୧୦ ଥର କରୋନା ଡୋଜ୍ ନେଇଛନ୍ତି ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି। ସେ ୨୪ ଘଣ୍ଟାରେ ୧୦ ଥର କରୋନା ଡୋଜ୍ ନେଇଛନ୍ତି। ଖବର ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…
କରୋନାରେ ମୃତ ପିତାଙ୍କ ମୂର୍ତ୍ତି ସାମ୍ନାରେ ବିବାହ କଲେ ଝିଅ
ଜଲଗାଁଓ,୧୨ ।୧୨: ମହାରାଷ୍ଟ୍ର ଜଲଗାଁଓର ଜଣେ ଝିଅ ପ୍ରମାଣ କରି ଦେଖାଇଛନ୍ତି କି ଝିଅମାନେ ବିଶ୍ୱରେ ସବୁଠାରୁ ଅଧିକ ତାଙ୍କ ପିତାଙ୍କୁ ହିଁ ଭଲ ପାଇଥାଆନ୍ତି । କରୋନାରେ ପିତାଙ୍କ ଦେହାନ୍ତ ହେବା ପରେ ଯୁବତୀ ଜଣକ ନିଜ ପିତାଙ୍କ ଏକ…
ନଦୀ ପାର ହେବାକୁ ଷଣ୍ଢ କଲା ଏମିତି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆରେ ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଯାହା ଆଗରୁ କେବେ ଦେଖି ନ ଥିବେ। ଭାଇରାଲ ଭିଡିଓରେ ଏକ ଷଣ୍ଢ ଏପରି ଭାବରେ ନଦୀ ପାର ହେଉଛି, ଦେଖିଲେ ଆଖି ଲାଖିଯିବ। ଏକ ନଦୀ ପାର ହେବାକୁ ଷଣ୍ଢଟି…
ରହସ୍ୟମୟ ବ୍ଲାକ୍ ବକ୍ସ୍ରେ ରେକର୍ଡ ହେବ ପୃଥିବୀ ଧ୍ୱଂସର କାହାଣୀ…
ସିଡ୍ନୀ,୧୧।୧୨: ଅଷ୍ଟ୍ରେଲିଆର ଏକ ଦୁର୍ଗମ ଅଞ୍ଚଳରେ ଥିବା ଏକ ସ୍କୁଲ ବସ ଆକାରର ଏକ ଷ୍ଟିଲ ଟ୍ରେଜେରୀ ପୃଥିବୀର ବୃଦ୍ଧି ପାଉଥିବା ତପାମାନ ସହିତ ବଦଳୁଥିବା ପାଣିପାଗ ରେକର୍ଡ କରିବା ଲାଗି ସ୍ଥାପନ କରାଯିବ। ଏହି ମେସିନ ମଣିଷର ପ୍ରତିଟି କାର୍ଯ୍ୟ…
ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ…
ଲଣ୍ଡନ,୧୧।୧୨: ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ କରିଛନ୍ତି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଲୁହା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯାହା ପୃଥିବୀର ପ୍ରାୟ ସମସ୍ତ ଜୀବନର ସୃଷ୍ଟି,ବିକାଶ ଏବଂ ବୃଦ୍ଧି ପାଇଁ ଅପରିହାର୍ଯ୍ୟ।…
Archives


