ଫୁରସତ

ଜୟ ଯବାନ, ଜୟ କିଷାନ

ଦେଶରେ ପ୍ରଥମେ ଜୟ ଯବାନ, ଜୟ କିଷାନ ସ୍ଲୋଗାନ୍‌ ଆରମ୍ଭ କରିଥିବା ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଗୁଜୁରାଟ ଆନନ୍ଦର ଅମୁଲ ଦୁଗ୍ଧ ସମବାୟ ସମିତିକୁ ସମର୍ଥନ କରି ଏବଂ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ କରି…

ଏହି ମିଠାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ମିଠା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। କୌଣସି ପବପର୍ବାଣୀ ହେଉ କିମ୍ବା ନ ହେଉ, ମିଠାର ସବୁବେଳେ ଚାହିଦା ଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ନିଆରା ମିଠାର ଭିଡିଓ ଭାଇରାଲ ହୋଇଛି। ଏହି ମିଠାର ବିଶେଷତା ହେଉଛି ଏହାର…

ଛୁଆକୁ ଖାଲରୁ ଏମିତି ଉଦ୍ଧାର କଲେ ହାତୀପଲ, ଭିଡିଓ ଦେଖିଲେ…

ବେଳେବେଳେ ଜୀବଜନ୍ତୁଙ୍କର କିଛି କାମ ଦେଖିଲେ ମନ ଆନନ୍ଦିତ ହୋଇଯାଏ। ଏବେ ସୋସିଆଲ ମିଡିଆରେ ସେମିତି ଏକ ହାତୀର ଭିଡିଓ ଭାଇରାଲ ହେଉଛି। ଉପରକୁ ଚଢ଼ିବା ବେଳେ ଏକ ହାତୀଛୁଆ ତଳକୁ ଖସି ପଡୁଛି। ଛୁଆହାତୀକୁ ଅସୁବିଧାରେ ପଡ଼ିଥିବା ଦେଖି ସେଠାରେ…

ନିର୍ବନ୍ଧ ପରେ ଯୁବତୀଙ୍କ ସହ ଘଟିଲା ଏମିତି, ବାଧ୍ୟ ହୋଇ…

ସାଧାରଣତଃ ଲୋକମାନେ ସେମାନଙ୍କର ବିବାହକୁ ନେଇ ବହୁତ ଉତ୍ସାହିତ ଥାନ୍ତି। ଏଥିପାଇଁ ବିବାହର ପ୍ରସ୍ତୁତିରେ ମଧ୍ୟ ବହୁତ ଖର୍ଚ୍ଚ କରନ୍ତି। କିନ୍ତୁ ବ୍ରିଟେନରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଭାବି ସ୍ବାମୀ ପ୍ରତାରଣା କରିବାରୁ ଜଣେ ଯୁବତୀ ତାଙ୍କ…

ସୃଜନଶୀଳତାର ପରିପ୍ରକାଶରେ ଭାଷାର ଗୁରୁତ୍ୱ

ସଭ୍ୟତାର ଆରମ୍ଭରେ ମଣିଷ ନିଜ ମନର ଆବେଗ ତଥା ସୃଜନଶୀଳତାର ପରିପ୍ରକାଶରେ ଅଙ୍ଗଭଙ୍ଗୀର ବ୍ୟବହାର କରିଥିଲା। ଏହା ମାଧ୍ୟମରେ ମନର ଭାବାବେଗ ପ୍ରକାଶ କରିବା କଷ୍ଟକର ଥିଲା। ପରବର୍ତ୍ତୀ ସମୟରେ ଧୀରେ ଧୀରେ ଶବ୍ଦ ଏବଂ ଏହା ପରେ ଭାଷାର ସୃଷ୍ଟି…

ବିବାହ ଦିନ ବର କରୁଥିଲେ ଡ୍ୟାନ୍ସ, ତାଙ୍କୁ ଦେଖି କନ୍ୟା ଚପଲ କାଢି…ଦେଖନ୍ତୁ ଭିଡିଓ

ବିବାହ ସମସ୍ତଙ୍କ ଜୀବନରେ ଏକ ବିଶେଷ ମୁହୂର୍ତ୍ତ। ଏହି ଦିନ ଉଭୟ ବର ଏବଂ କନ୍ୟା ସମ୍ପୂର୍ଣ୍ଣ ଉପଭୋଗ କରିବାକୁ ଚେଷ୍ଟା କରନ୍ତି, କାରଣ ବିବାହ ଜୀବନରେ କେବଳ ଥରେ ଆସିଥାଏ। ନିକଟରେ ଏକ ବିବାହର ମଜାଦାର ଭିଡିଓ ଭାଇରାଲ ହୋଇଛି।…

ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ଓ୍ବାଶିଂ ମେଶିନ ତିଆରି କରି ଚର୍ଚ୍ଚାରେ ବ୍ୟକ୍ତି

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ନୂଆ କୌଶଳ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଦେଶୀ କୌଶଳ ଦେଖିବାକୁ ପାଇବେ। ଯାହାକୁ ପୂର୍ବରୁ କେବେ ଦେଖି ନ ଥିବେ।…

ସବୁଠି କାହିଁକି ଦିଆଯାଉଛି ଫିଙ୍ଗରପ୍ରିଣ୍ଟ , ଜାଣନ୍ତୁ କାରଣ…

ଦୁନିଆରେ ଲକ୍ଷ ଲକ୍ଷ ଲୋକ ବାସ କରନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତି ପରସ୍ପରଠାରୁ ଭିନ୍ନ ଅଟନ୍ତି। ସମସ୍ତଙ୍କର ଚେହେରା ଏବଂ ଅଭ୍ୟାସ ମଧ୍ୟ ଅଲଗା। ଏହା ସହିତ ପ୍ରତ୍ୟେକ ବ୍ୟକ୍ତିର ଆଙ୍ଗୁଠି ଛାପ ମଧ୍ୟ ଭିନ୍ନ ଅଟେ। ଯାହାକୁ ଫିଙ୍ଗର ପ୍ରିଣ୍ଟ…

ଏମିତି ଏକ ଘର ଯାହା ଦେଖିବାକୁ କଳା

ଘର ଖାଲି ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ନୁହେଁ। ତା’ ଭିତରେ ମଣିଷର ଭାବ ଜଡିତ ଥାଏ। ତେଣୁ ଘର ପ୍ରତି ଭଲ ପାଇବା ସମସ୍ତଙ୍କର ଥାଏ। ତେଣୁ ନିଜ ଘରକୁ ସବୁଠୁ ସୁନ୍ଦରଭାବେ ସଜାଇବାକୁ ସମସ୍ତେ ଚାହାନ୍ତି। ମନ ପସନ୍ଦର…

ଆମ୍ବର ସହର ସେଲମ

ତାମିଲନାଡ଼ୁର ଉତ୍ତର ମଧ୍ୟ ଭାଗରେ ଅବସ୍ଥିତ ଏକ ସହର ହେଉଛି ସେଲମ। ଚେନ୍ନାଇଠାରୁ ପ୍ରାୟ ୩୪୦ କି.ମି ଦୂରରେ ଥିବା ଏହି ସହରରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ମୁଖ୍ୟତଃ ଏଠାରେ ଥିବା ଆଧ୍ୟାତ୍ମିକ ପୀଠଗୁଡ଼ିକ ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।…

ପ୍ରଥମ ଦରମା ଟଙ୍କାକୁ ବୋଉ ହାତରେ ଦେଇଥିଲି: ନାଟ୍ୟକାର ରାମଚନ୍ଦ୍ର ମିଶ୍ର

୧୯୬୩ ମସିହାର କଥା। ସେତେବେଳେ ମୁଁ ରେଭେନ୍ସା କଲେଜରେ ମାଥମେଟିକ୍ସରେ ଏମ୍‌ଏସ୍‌ସି କରୁଥାଏ। ସେବେ ଗୋଟେ ନିୟମ ଥିଲା, ଯଦି ଏମ୍‌ଏସ୍‌ସିରେ ୪୮%ରୁ କମ୍‌ ମାର୍କ ରହିବ, ତା’ହେଲେ ଅଧ୍ୟାପକ ଚାକିରି ମିଳିବ ନାହିଁ। ମୋର ଟିକେ ଭୟ ହେଲା। କାଳେ…

ବୃକ୍ଷ ହେଉଛି ମା’ ବାପା ସମ

ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ବୃକ୍ଷରୋପଣ । ପ୍ରାକୃତିକ ପରିବେଶରେ ବିଭିନ୍ନ ଜୀବଜନ୍ତୁ କିପରି ନିରାପଦରେ ବିଚରଣ ସହିତ ବଂଶବିସ୍ତାର କରିପାରିବେ, କେମିତି ହୋଇପାରିବ ପରିବେଶର ସୁରକ୍ଷା, ଏମିତି କାର୍ଯ୍ୟରେ ସେ ସର୍ବଦା ଚିନ୍ତିତ । ୧୯୬୦ମସିହାରୁ ସକ୍ରିୟଭାବେ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri