ଫୁରସତ

୭୦ ଫୁଟ ଉଚ୍ଚରେ ଦୋଳିରେ ଝୁଲୁଛନ୍ତି ଭଉଣୀ-ଭାଇ

କିଛି ଲୋକ ସବୁବେଳେ ଆଶ୍ଚର୍ଯ୍ୟଜନକ କାମ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହାକୁ ଦେଖି କିଛି ଲୋକ ଭୟଭୀତ ହୋଇପଡ଼ନ୍ତି। ଏବେ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ଦେଖିଲେ ଆଖିରେ ପଲକ ପଡ଼ିବନି। ଅଷ୍ଟ୍ରେଲୀୟ ଭଉଣୀ-ଭାଇ ୭୦ ଫୁଟ…

ପୁଅକୁ ୨୬ ବର୍ଷ ଧରି ପିଠିରେ ବସାଇ ବୁଲୁଛନ୍ତି ମା’, କାରଣ ଜାଣିଲେ…

ଜଣେ ମା’ ଆଗରେ ସବୁକିଛି ସମ୍ଭବ। ଏକଥା କାହାକୁ ବି ଅଛପା ନାହିଁ। ଗୋଟିଏ ପିଲା ପାଇଁ ମା’ ନିକଟରେ ଶତ ସିଂହର ବଳ ଆସେ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ପର୍ଥରେ। ଏଠାରେ ରହୁଥିବା ଜଣେ ମହିଳା…

ବିଶ୍ୱନାଥ ମୁଣ୍ଡିଆରୁ ଆସିଥିଲା ଅରୁଣସ୍ତମ୍ଭ ପାଇଁ ପଥର

ନୀଳଗିରିର ନିଧି ପଟ୍ଟନାୟକ ଦାୟିତ୍ୱ ନେଇଥିଲେ ନୀଳଗିରିରୁ ପଥର ଆଣିବା ପାଇଁ। ଚାପରେ ଲଦି ସେ ପଥର ପହଞ୍ଚେଇବା ପରେ ଖର୍ଚ୍ଚ ବାବଦକୁ ସେକାଳରେ ଦିଆଯାଇଥିଲା ୧୦୨ ମାଢ଼ ସୁନା। ତେଣୁ ପଥର ପରିମାଣ, ପଥରକଟାଳି ଓ ପଥରବୁହାଳି ଅଧିକ ସଂଖ୍ୟକ…

ଶିକ୍ଷା ହିଁ ଆଣେ ବିକାଶ

ଶିକ୍ଷା ହେଉଛି ଏକ ମାନବିକ ଅଧିକାର। ସମସ୍ତେ କିଭଳି ଲେଖିବା, ପଢ଼ିବା ଜାଣିବେ ତାହା ପୃଥିବୀର ପ୍ରତି ଦେଶ ସରକାରଙ୍କ ଦାୟିତ୍ୱ। ଯେକୌଣସି ଦେଶର ବିକାଶ ଏହାର ସମୃଦ୍ଧ ମାନବ ସମ୍ବଳ ଉପରେ ହିଁ ନିର୍ଭର କରିଥାଏ। ସମୃଦ୍ଧ ମାନବ ସମ୍ବଳ…

ଘରୁ ମହାକାଶ ଯାଏ ସବୁଠି ସଫଳ

ଝିଅ ଏବଂ ପୁଅ ଉଭୟ ସମାନ। ଦୁହିଙ୍କ ମଧ୍ୟରେ ପାର୍ଥକ୍ୟ ଆଣିବା ଭାରତୀୟ ସମ୍ବିଧାନର ଉଲ୍ଲଂଘନ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବାଳିକା ଶିଶୁଙ୍କ ବିିକାଶରେ ଦେଶର ବିକାଶ ସ୍ଲୋଗାନ୍‌ ଦିଆଯାଉଛି। ତେଣୁ ପ୍ରତିବର୍ଷ ଜାନୁୟାରୀ ୨୪ରେ ଭାରତରେ ଜାତୀୟ…

ମହାକାଶ ପାଲଟୁଛି ଅଳିଆ ଗଦା, ବିଶେଷଜ୍ଞଙ୍କ ଚେତାବନୀ…

ଓ୍ବାଶିଂଟନ, ୨୩।୧ : କମର୍ସିଆଲ ସ୍ପେସ୍‌ ଇଣ୍ଡଷ୍ଟ୍ରିର ବିକାଶ ଧାରା ଜାରି ରହିଛି। ଏହା ଯୋଗୁ ମହାକାଶ ଏବେ ଅଳିଆ ଗଦା ପାଲଟିବା ଆରମ୍ଭ କରିଛି। ମହାକାଶରେ କୁଢ଼ କୁଢ଼ ଆବର୍ଜନା ସୃଷ୍ଟି ହେବାରେ ଲାଗିଛି। ସ୍ପେସ ବର୍ଜ୍ୟବସ୍ତୁ ବିଷୟରେ ବିଶେଷଜ୍ଞ…

ପେନସନ୍‌ ପାଇଁ ମୃତଦେହକୁ ନେଇଗଲେ ପୋଷ୍ଟ ଅଫିସ୍‌…

ଡବଲିନ୍‌, ୨୩।୧ : ଆୟର୍ଲାଣ୍ଡର କାର୍ଲୋ ସହରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ୨ ଜଣ ଲୋକ ପେନସନ୍‌ ପାଇଁ ମୃତଦେହକୁ ନେଇ ଜୀବନ୍ତ ବ୍ୟକ୍ତିଙ୍କ ଭଳି ଠିଆ କରାଇ ପୋଷ୍ଟ ଅଫିସ୍‌ରେ ପହଞ୍ଚିଛନ୍ତି। ପୋଷ୍ଟ ଅଫିସ୍‌. କର୍ମଚାରୀମାନଙ୍କ ମଧ୍ୟରେ…

ବ୍ରିଗେଡିୟର୍‌ ପେଙ୍ଗୁଇନ୍‌

ସେନାରେ କେବଳ ମଣିଷ ନୁହନ୍ତି ପ୍ରାଣୀମାନେ ବି ସାମିଲ ହୋଇପାରିବେ। ଏକଥାକୁ ଅନେକେ ବିଶ୍ୱାସ କରିପାରୁ ନ ଥିବେ। କିନ୍ତୁ କିଛି ବର୍ଷ ତଳେ ୨୦୧୬ରେ ଏକ ପ୍ରାଣୀକୁ କେବଳ ଯେ ସେନାର ଅଂଶ କରାଯାଇଥିଲା ତାହା ନୁହେଁ ବରଂ ଏକ…

ଶୋକ ପାଳନ -ଶ୍ରୀମାନ୍‌ ସର୍ବଗିଳା

ମୋ ପ୍ରିୟ ପିଲାଦିନ ସାଙ୍ଗ ବେନୁଆର ବାପା ମରିଯିବା ଭଳି ଦୁଃଖ କଥା ପ୍ରଥମେ ଫୋନ୍‌ରେ, ଫେସ୍‌ବୁକ୍‌ରୁ ଓ ପରେ ଖବରକାଗଜରୁ ପଢ଼ି ଭାଙ୍ଗି ପଡ଼ିଲି। ଖବର ସହ ଫଟ ଛପାହୋଇ ଲେଖାଥିଲା ”ଆମ୍ଭ ପିତା ଆମକୁ ଗଭୀର ଶୋକ ସାଗରରେ…

ପରୀ ଭଳି କେଶ

ସବୁ ଝିଅଙ୍କର ଇଛା ଥାଏ ତାଙ୍କ କେଶ ସୁନ୍ଦର, ଲମ୍ବା ଓ ରେଶମୀ ହେଉ। ଏମିତିକି କାହାଣୀର ସୁନ୍ଦରୀ ରାଜ କୁମାରୀ ଓ ପରୀଙ୍କ ପରି ସୁନ୍ଦର ଘନ ଲମ୍ବା କେଶର ସ୍ବପ୍ନ ବି ଅନେକେ ଦେଖନ୍ତି। କିନ୍ତୁ ଏଭଳି କେଶ…

ପ୍ରଥମ ରୋଜଗାର ଟଙ୍କା ବାପାଙ୍କ ହାତରେ ଦେଇଥିଲି: ହାସ୍ୟାଭିନେତା ଭକ୍ତ ପ୍ରହ୍ଲାଦ ଚରଣ

ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଓଳସିଂହ ହେଉଛି ଆମ ଗାଁ। କିନ୍ତୁ ଆମେ ଛଅ ଭାଇଭଉଣୀ (୨ ଭାଇ ଓ ୪ ଭଉଣୀ) ସମସ୍ତେ ଜନ୍ମ ହୋଇଥିଲୁ ଭୁବନେଶ୍ୱରରେ। କାରଣ ବାପା ସେତେବେଳେ ଭୁବନେଶ୍ୱରରେ ଚାକିରି କରୁଥିଲେ। ବଡ଼ ଭାଇ, ତା’ ତଳକୁ…

ସମାଜସେବାରେ ସମର୍ପିତା ପଦ୍ମଶ୍ରୀ ଶାନ୍ତି ଦେବୀ

ସେବା ଓ ମମତାର ପ୍ରତିମୂର୍ତ୍ତି ଭୂଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା ଆଦିବାସୀ ଝିଅମାନଙ୍କ ଶିକ୍ଷା ଓ ପ୍ରଗତି କ୍ଷେତ୍ରରେ ସାଧନା ଜାରି ରଖିଥିବା ପଦ୍ମଶ୍ରୀ ଶାନ୍ତି ଦେବୀ। ୮୮ ବର୍ଷ ବୟସରେ ୨୦୨୨ମସିହା ଜାନୁୟାରୀ ୧୬ରେ ସେ ଇହଲୀଳା ସମ୍ବରଣ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri