ଫୁରସତ

ରସଗୋଲାର ପ୍ରକୃତ ଇଂରାଜୀ ନାମ ଜାଣନ୍ତି କି

ଅନେକ ଖାଦ୍ୟ ପଦାର୍ଥ ରହିଛି, ଯାହାର ବିଶେଷ ଇଂରାଜୀ ନାମ ଅଛି। କିନ୍ତୁ ଆମେ ସେଗୁଡ଼ିକ ବିଷୟରେ ଜାଣି ନ ଥାଉ। ଆମେ ସେହି ଖାଦ୍ୟଗୁଡ଼ିକୁ କେବଳ ହିନ୍ଦୀ ଅନୁଯାୟୀ ଇଂରାଜୀ ଶବ୍ଦରେ ଲେଖୁ । ଯଦି ରସଗୋଲା ବିଷୟରେ ପଚରାଯାଏ,…

ଯୁଦ୍ଧ ସଙ୍କଟରେ ମାନବତାର ଉଦାହରଣ, ପୋଷା ବିଲେଇକୁ ନେଇ ସ୍ବଦେଶ ଫେରୁଛନ୍ତି ଭାରତୀୟ ଛାତ୍ର…

ନୂଆଦିଲ୍ଲୀ, ୫।୩ : ୟୁକ୍ରେନ୍‌ରେ ଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତ ସରକାରଙ୍କ ପକ୍ଷରୁ ସେଠାରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ଅପରେଶନ୍‌ ଗଙ୍ଗା ଜାରି ରହିଛି। ୟୁକ୍ରେନ୍‌ରୁ ଫେରିଥିବା ଜଣେ ଭାରତୀୟ ଛାତ୍ରଙ୍କ ମାନବତାର…

ବାଘଠୁ ବଞ୍ଚିବା ପାଇଁ ଏମିତି କଲା ମାଙ୍କଡ଼, ନିଜ ଜାଲରେ ଫସିଲା…

ବାଘର ନାଁ ଶୁଣିଲେ ସମସ୍ତଙ୍କ ଦେହ ଥରିବାକୁ ଲାଗିଥାଏ। ସେ ମଣିଷ ହୁଅନ୍ତୁ ଅବା ପଶୁ। ବାଘ ତା ନିଜର ଆହାର ପାଇଁ ଯେକୌଣସି ପ୍ରାଣୀଙ୍କୁ ବି ଶିକାର କରିପାରେ। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି,…

ବରଫରେ ତିନି ଘଣ୍ଟା

ନୂଆଦିଲ୍ଲୀ: ରେକର୍ଡ କରିବା ଯେମିତି କେତେଜଣଙ୍କର ନିଶା ପାଲଟି ଯାଇଥାଏ। ଆଉ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏହି ରେକର୍ଡ ନିଶାରେ ସେମାନେ ନିଜକୁ କଷ୍ଟ ଦେବାକୁ ବି ପଛାନ୍ତି ନାହିଁ। ଠିକ୍‌ ଏମିତି କିଛି କରି ଏବେ ଗିନିଜ୍‌ ରେକର୍ଡ…

ମା’ଙ୍କ ବିବାହ କରାଇଲେ ପୁଅ

ମା’ଙ୍କ ବିବାହ କରାଇଲେ ପୁଅ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜିମିତ ଗାନ୍ଧୀ ନାମକ ଜଣେ ଯୁବକ ତାଙ୍କ ମା’ଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଏକ ଭାବପ୍ରଣଣ ପୋଷ୍ଟ କରିଥିଲେ। ଏହି ଫଟୋଗୁଡିକ ଏବେ ଭାଇରାଲ…

ଘୋଡ଼ାକୁ ଗେଲ କରୁଥିଲେ ଯୁବତୀ, ଆଉ ତା’ ପରେ…

ମଣିଷ ଏବଂ ପଶୁ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ଉଭୟ ପରସ୍ପରକୁ ବହୁତ ଭଲ ପାଆନ୍ତି। ଏହି କାରଣରୁ ଲୋକେ ଗୃହପାଳିତ ପଶୁପକ୍ଷୀ ରଖିଥାନ୍ତି। ପଶୁମାନଙ୍କୁ ସେମାନଙ୍କର ବନ୍ଧୁ ଭାବରେ ଦେଖିଥାନ୍ତି। ବେଳେବେଳେ ଦୁହିଁଙ୍କ ମଧ୍ୟରେ ବହୁତ ଖୁସି ମଜା ହୋଇଥାଏ,…

୩ ଭଉଣୀଙ୍କ ପ୍ରେମରେ ପଡିଲେ ଜଣେ ଯୁବକ: ଆଉ ତା’ପରେ

କିନ୍ସାସା,୪।୩: ଆଫ୍ରିକୀୟ ଦେଶ କାଙ୍ଗୋରେ ଏକ ଏକ ନିଆରା ଘଟଣା ଘଟିଛି। ଏଠାରେ ତିନି ଭଉଣୀ ଜଣେ ବରକୁ ସହିତ ବିବାହ କରିଛନ୍ତି। ତିନି ଭଉଣୀଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କ ନାମ ଲୁୱିଜୋ। ତାଙ୍କର ବୟସ ୩୨ ବର୍ଷ। ଲୁଭିଜୋ ନତାଶା,…

ଗର୍ଭବତୀ ମହିଳାଙ୍କ ପରି ବଢୁଥିଲା ଏହି ବ୍ୟକ୍ତିଙ୍କ ପେଟ, କାରଣ ଜାଣି ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ମାନବ ଶରୀର ଅତ୍ୟନ୍ତ ଅଜବ। ଆହୁରି ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯଦି ଜଣେ ପୁରୁଷଙ୍କ ପେଟ ଗର୍ଭବତୀ ମହିଳାଙ୍କ ପରି ବଢ଼ିଚାଲେ। ସେମିତି ଏକ ଅଦ୍ଭୁତ କଥା ଦେଖିବାକୁ ମିଳିଛି ଇଂଲଣ୍ଡର ଜଣେ ପୁରୁଷଙ୍କଠାରେ। ତାଙ୍କ ପେଟ ଧିରେ…

ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଭବିଷ୍ୟବାଣୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

କରୋନା ମହାମାରୀରୁ ଲୋକେ ଟିକେ ଆଶ୍ୱସ୍ତ ହୋଇଥିବା ବେଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଏହା ତୃତୀୟ ବିଶ୍ୱଯୁଦ୍ଧର ସଙ୍କେତ। ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ରୁଷିଆ ସମଗ୍ର ବିଶ୍ୱକୁ ଏକ ଚେତାବନୀ ଦେଇଛି, ଯିଏ ତାଙ୍କ ପଥରେ…

୩ ଦିନ ଧରି ଲଗାତର ମାଟିତଳୁ ଆସୁଥିଲା ଅଜବ ସ୍ବର, ପରେ ଜଣାପଡ଼ିଲା ଚମତ୍କାରିତା

ଦୁନିଆରେ କେଉଁଠି ନା କେଉଁଠି ମାନବିକତା ବଞ୍ଚିରହିଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ବ୍ରିଟେନରେ। ମାଟିତଳେ ଫସି ରହିଥିବା ଏକ କୁକୁରକୁ ୩ ଦିନ ପରେ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ। ୬୦ ଘଣ୍ଟାର ନିରନ୍ତର ଉଦ୍ୟମ ପରେ ଏଥିରେ ସଫଳ…

ବରଣମାଳା ବେଳେ କନ୍ୟାଙ୍କୁ ଛେଚିଲେ

ବିବାହ ବେଳର ଭିଡିଓ ଭାଇରାଲ ହେବା କଥା କିଛି ନୂଆ ନୁହେଁ। କିନ୍ତୁ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଥିବା ଏକ ଭିଡିଓରେ ବରଣମାଳା ବେଳେ କନ୍ୟାଙ୍କୁ ବର ଚାପୁଡ଼ା ଉପରେ ଚାପୁଡ଼ା ଲଗାଉଥିବା ଦେଖିବାକୁ ମିଳୁଛି। ଭାଇରାଲ ଭିଡିଓରେ ବିବାହ…

ଯୁବତୀଙ୍କୁ ଏମିତି ଗୋଡ଼ାଇଲା କୁକୁଡ଼ା, ଦେଖିଲେ…

କୁକୁଡ଼ା ସମ୍ପର୍କରେ ଅନେକ କଥା ଶୁଣିଥିବେ। ଏମାନେ ଅତ୍ୟନ୍ତ ନିରୀହ ପ୍ରାଣୀ। ବିଶେଷକରି ଲୋକମାନଙ୍କର ଆହାରରେ ଲାଗିଥାନ୍ତି। ମାତ୍ର ବେଳେବେଳେ କୁକୁଡ଼ା ଯେ, କେତେ ଆକ୍ରମଣାତ୍ମକ ହୋଇପାରେ ତାହା ହୁଏ ତ ଦେଖି ନ ଥିବେ। ନିକଟରେ ସୋସିଆଲ ମିଡିଆରେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?