ଫୁରସତ

ସଙ୍କଟରେ ବୁଣାକାର ପରିବାର

କୃଷିକ୍ଷେତ୍ରରେ ପଶ୍ଚିମ ଓଡ଼ିଶା ଯେଭଳି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି, ଅନୁରୂପ ଭାବେ ହସ୍ତତନ୍ତ, ବାନ୍ଧକଳା ପଶ୍ଚିମ ଓଡ଼ିଶାବାସୀଙ୍କ ଏକ ପ୍ରମୁଖ କୌଳିକ ବୃତ୍ତି ଭାବେ ଦେଶ ବିଦେଶରେ ସୁଖ୍ୟାତି ଅର୍ଜନ କରିଛି। କିନ୍ତୁ ଯେଉଁ ବୁଣାକାରମାନେ ଏଭଳି ଗୌରବ...

ମିରର୍‌ ବିଚ୍‌

ଜାପାନ, ମିତୋୟୋ ସହରସ୍ଥ ଚିଚିବୁଗାହାମା ବିଚ୍‌ ବା ବେଳାଭୂମି ହେଉଛି ଏକ ଲୋକପ୍ରିୟ ଟୁରିଷ୍ଟ ଡେଷ୍ଟିନେସନ୍‌। ହେଲେ ଦିନେ ଏହା ଲୋକଲୋଚନଠୁ ଦୂରରେ ଥିଲା। କିନ୍ତୁ ସୋସିଆଲ ମିଡିଆ ପାଇଁ ଆଜି ଏହା ପର୍ଯ୍ୟଟକଙ୍କର ପ୍ରିୟସ୍ଥଳ ପାଲଟିଛି। ୨୦୧୬ରେ ମିତୋୟୋ...

ଟ୍ରାନ୍ସଲେସନ୍‌ କରିବ ଚଷମା

କିଛି ନୂଆ ଶବ୍ଦ ଦେଖିବା ମାତ୍ରେ ଆମେ ଡିକ୍ସନାରୀ ବାହାର କରି ତା’ର ଅର୍ଥ ଖୋଜିବାକୁ ଲାଗୁ। ହେଲେ ଏବେ ସେମିତି କରିବାର ଆବଶ୍ୟକତା ନାହିଁ। କାରଣ ଜାପାନର ଜଣେ ବୈଜ୍ଞାନିକ ଏଭଳି ଚଷମା ତିଆରି କରିଛନ୍ତି, ଯାହା ଅଜଣା...

ସୁନା ଆଖି ଥିବା ଯୁବତୀ

ବେଳେବେଳେ ସମୟ ଏମିତି ଆସେ ଯେବେ ଜୀବନ ବଞ୍ଚାଇବା ଲାଗି ମଣିଷକୁ ନିଜ ଶରୀରର ଅଙ୍ଗକୁ ବଳି ଦେବାକୁ ପଡିଥାଏ। ପ୍ରାୟତଃ ଦୁର୍ଘଟଣା ଅବା କୌଣସି ଇନ୍‌ଫେକ୍ସନ ହୋଇଥିଲେ ଏଭଳି ସ୍ଥିତି ଉପୁଜିଥାଏ। ଆଉ ଏଭଳି କରିବା ଦ୍ୱାରା ଜୀବନ...

ଭ୍ରମନ୍ତି ”ଭ୍ରମ“ରେ

ଆପଣମାନଙ୍କ ମନେ ଥିବ ଗତ ସପ୍ତାହରେ ଲଗାଣ ବର୍ଷା ଅଢେଇ ଦିନ କାଳ ହୋଇଥିଲା। ସେହି ସମୟରେ ଦିନେ ସନ୍ଧ୍ୟାରେ ଗୋଟେ କାମରେ କଟକ ରାମଚନ୍ଦ୍ର ଭବନ ପାଖ ଦେଇ ଯାଉଥିବା ବେଳେ ବର୍ଷା ଯୋଗୁ ସେଠି ଅଟକି ଗଲି।...

ସନ୍ଧ୍ୟା ହେଲେ କୁକୁରକୁ ଭେଟିବା ପାଇଁ ସମୁଦ୍ରରୁ ଚାଲିଆସୁଥିଲା ସି-ଲାୟନ, ଦିନେ ଘଟିଲା ଏମିତି…

ବନ୍ଧୁତା ଯେ କେବଳ ମଣିଷମାନଙ୍କ କ୍ଷେତ୍ରରେ ହୋଇଥାଏ ତାହା ନୁହେଁ, ବନ୍ଧୁତା ପଶୁପକ୍ଷୀଙ୍କ ସହ ମଧ୍ୟ ହୋଇଥାଏ। ଆଜିର ଏହି ସ୍ବତନ୍ତ୍ର ଦିବସରେ ସୋସିଆଲ ମିଡିଆରେ ଏକ କୁକୁର ଏବଂ ସି ଲାୟନର ଫଟୋ ଭାଇରାଲ ହେଉଛି। ଯାହାକୁ ଦେଖିଲେ...

ମନ୍‌ସୁନ୍‌ ଡେଷ୍ଟିନେଶନ’ କର୍ଜତ’

ମହାରାଷ୍ଟ୍ରର ଏକ ଆକର୍ଷଣୀୟ ମନ୍‌ସୁନ୍‌ ଡେଷ୍ଟିନେଶନ ହେଉଛି କର୍ଜତ। ସବୁଜ ସୁନ୍ଦର ପରିବେଶ ସାଙ୍ଗକୁ ନଦୀ, ଝରଣାର ସୌନ୍ଦର୍ଯ୍ୟ ପାଇଁ ଏହା ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି। ରିମ୍‌ଝିମ୍‌ ବର୍ଷାରେ ଭିଜିଭିଜି ଏଠାକାର ପାହାଡ଼, ପର୍ବତକୁ ବୁଲି ଦେଖିବାରେ ମିଳିଥାଏ...

ଚାହିଁ ରହିଥିଲା ମୃତ୍ୟୁ: ଭୟଙ୍କର ଦୃଶ୍ୟ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...

ଟ୍ରେଣ୍ଡି ରାଖୀ

ଭାଇ ହାତରେ ରାଖୀ ବାନ୍ଧିବାକୁ ଭଉଣୀ ମନରେ ଯେଉଁ ଉତ୍କଣ୍ଠା ଥାଏ, ତାହାକୁ ଲକ୍ଷ୍ୟ କରି ଏବେ କେତେ ନୂଆ ନୂଆ ଡିଜାଇନ୍‌ର ରାଖୀ ମିଳିଲାଣି। ତନ୍ମଧ୍ୟରୁ କେତୋଟି ଟ୍ରେଣ୍ଡି ରାଖୀ ସମ୍ପର୍କରେ… ରାଖୀ ପୂର୍ଣ୍ଣିମା। ପ୍ରତିଟି ଭାଇଭଉଣୀଙ୍କ ପାଇଁ...

ପ୍ରଥମ ଦରମା ଟଙ୍କା ବାପାଙ୍କୁ ଦେଇଥିଲି: ମାନସ ରଞ୍ଜନ ପଟ୍ଟନାୟକ

ଖୋର୍ଦ୍ଧା ଜିଲା ସଦର ବ୍ଲକ ଅନ୍ତର୍ଗତ ବାଜପୁର ଗାଁରେ ମୋ ଜନ୍ମ। ଭୁବନେଶ୍ୱର ୮ନଂ ହାଇସ୍କୁଲ୍‌ରୁ ଏକାଦଶ ପାସ୍‌ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇ.ଏସ୍‌ସି ପଢିଥିଲି। ତା’ପରେ ଆଲ୍ଲାହାବାଦ୍‌ସ୍ଥିତ କୁଲଭାସ୍କର ଆଶ୍ରମ କୃଷି ଇଣ୍ଟର କଲେଜରୁ ଡିପ୍ଲୋମା ଏ.ଜି. ଏବଂ...

ଦୁଃଖର ସାଥୀ

କହିବା ଆଗରୁ ମନ କଥା ବୁଝିପାରେ ବନ୍ଧୁ। ଆଖିର ଲୁହକୁ ପୋଛି ଓଠରେ ହସ ଫୁଟାଇପାରେ ବନ୍ଧୁ। ସେ ହାତରେ ହାତ ମିଶାଇ ଚାଲିଲେ ଦୁର୍ଗମ ରାସ୍ତା ସୁଗମ ହୋଇଯାଏ। ପାଖରେ ଠିଆ ହୋଇଗଲେ ଭୟ ପାଖ ମାଡେନା। ଦୁଃଖ...

ବନ୍ଧୁତା ଚିର ବର୍ତ୍ତମାନ

ବନ୍ଧୁତା ଚିର ବର୍ତ୍ତମାନ । ସେ ହିଁ ବନ୍ଧୁ; ଯିଏ ଜୀବନ ସହ, ସମୟ ସହ ବାନ୍ଧି ହୋଇଯାଏ। ଆଉ ଆଜୀବନ ବନ୍ଧୁତା ନିର୍ବାହ କରୁଥାଏ ବର୍ତ୍ତମାନ ଏବଂ ଅବର୍ତ୍ତମାନରେ । ବନ୍ଧୁତା ପାଇଁ ବୟସ, ଲିଙ୍ଗ କି ପାତ୍ରର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri