ଦୀପାବଳି ନ ଆସୁଣୁ ଘର ସଫା କରିବା ନିଶା: ଟିଭିରୁ ଆରମ୍ଭ କରି କମ୍ପ୍ୟୁଟର ଯାଏ ପାଣିରେ ଧୋଇଲେ…
ସାରା ଦେଶରେ ଏବେ ଉତ୍ସବର ବାତାବରଣ। ଦଶହରା, ଗଜଲକ୍ଷ୍ମୀ ପୂଜା ପରେ ଏବେ ଲୋକେ ଦୀପାବଳି ଲାଗି ପ୍ରସ୍ତୁତି ଆରମ୍ଭ କରିଦେଲେଣି। କେହି କେହି ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଥିବା ବେଳେ କେତେକ ଆଲୋକମାଳା ଏବଂ ବାଣ କ୍ରୟ ଉପରେ ଧ୍ୟାନ…
ପେସାରେ ପୋଲିସ, ନିଶାରେ ବକ୍ସର; ମଡେଲ ବି…
ଆମେରିକାର ପ୍ରସିଦ୍ଧ କମିକ୍ସ କମ୍ପାନୀ ‘ଡିସି କମିକ୍ସ’ର ଜଣେ ସୁପର ହିରୋଇନ ଅଛନ୍ତି। ଯିଏ ‘ଓ୍ବାଣ୍ଡର ଓ୍ବମ୍ୟାନ’ ନାମରେ ପରିଚିତ। ଯଦିଓ ସେ ଏକ କାଳ୍ପନିକ ଚରିତ୍ର, କିନ୍ତୁ ବାସ୍ତବରେ ଏମିତି କିଛି ମହିଳା ଅଛନ୍ତି ଯେଉଁମାନେ ସେମାନଙ୍କର କାର୍ଯ୍ୟ ଏବଂ…
ଗୋଟିଏ ଘଣ୍ଟାରେ ୨୪୯ କପ୍ ଚା’ ତିଆରି କରି ଗିନିଜ୍ ଓ୍ବାଲର୍ଡ ରେକର୍ଡ କଲେ ମହିଳା, କାରଣ ଜାଣିଲେ…
ଦୁନିଆର ଅନେକ ଲୋକ ଅଦ୍ଭୁତ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଯାହାଙ୍କ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଆଜି ଏମିତି ଜଣେ ବିଶ୍ୱ ରେକର୍ଡଧାରୀଙ୍କ ବିଷୟରେ କହିବୁ ଯାହା ଜାଣି ଚକିତ ହେବେ। ଦକ୍ଷିଣ ଆଫ୍ରିକାର ଜଣେ ମହିଳା ଯିଏ କି,…
ରାଶନ ପାଇଁ ଯିବାକୁ ପଡୁଥିଲା ୧୨ କିଲୋମିଟର, ୮ ଦିନରେ ପାହାଡ଼ କାଟି ରାସ୍ତା ତିଆରି କଲେ ୭୦ ଗ୍ରାମବାସୀ…
ରାୟପୁର,୧୯।୧୦ : କୁହାଯାଏ ଅସୁବିଧା ଯୋଗୁ ନୂଆ ଉପାୟ ସମ୍ପର୍କରେ ଚିନ୍ତା କରାଯାଇଥାଏ। ଏହା ସହିତ ଅସୁବିଧାରୁ ମୁକ୍ତି ପାଇଁ ସଫଳ ଉଦ୍ୟମ କରାଯାଇଥାଏ। ଅର୍ଥାତ୍ ଅସୁବିଧା ନୂଆ ବାଟ ବତାଇଥାଏ। ଏହାର ସଦ୍ୟତମ ଉଦାହରଣ ଛତିଶଗଡର କୱାର୍ଦ୍ଧା (କବିରଧାମ)ରେ ଦେଖିବାକୁ…
୩୨ ଏକର ଜମିର ମାଲିକ ମାଙ୍କଡ଼
ମୁମ୍ବାଇ: ମହାରାଷ୍ଟ୍ରର ଓସ୍ମାନାବାଦ୍ର ଉପଲା ଗ୍ରାମବାସୀ ମାଙ୍କଡ଼ଙ୍କ ନାଁରେ ୩୨ ଏକର ଜମି ରେଜିଷ୍ଟର କରିଛନ୍ତି। ଶତାଧିକ ମାଙ୍କଡ଼ ଏହି ସ୍ଥାନରେ ରହୁଥିବାବେଳେ ଖାଦ୍ୟ ସନ୍ଧାନରେ ସେମାନେ ଗାଁ ଭିତରକୁ ମଧ୍ୟ ଚାଲିଆସିଥାନ୍ତି। ତେବେ ଉପଲା ଗ୍ରାମର ଲୋକେ ସେମାନଙ୍କୁ ନିରାଶ…
ସେନାରେ ସାମିଲ ହେବେ ବ୍ୟାଣ୍ଡ୍ ସଦସ୍ୟ
ସେଉଲ୍: ବିଶ୍ୱର ଖ୍ୟାତନାମା ସାଉଥ୍ କୋରିଆ ମ୍ୟୁଜିକ୍ ବ୍ୟାଣ୍ଡ ବିଟିଏସ୍ର ସଦସ୍ୟ ସେନାରେ ଯୋଗେ ହେବେ। ସାଉଥ୍ କୋରିଆର ଲୋକପ୍ରିୟ ମ୍ୟୁଜିକ୍ କମ୍ପାନୀ ବିଗ୍ ହିଟ୍ ମ୍ୟୁଜିକ୍ ଏହାର ସୂଚନା ଦେଇଛି। ବିଗ୍ ହିଟ୍ର ସୂଚନାନୁସାରେ ବିଟିଏସ୍ର ଜିଲ୍ ପ୍ରଥମେ ସାଉଥ୍…
ଦିପାବଳୀର ଭିନ୍ନ ଉପହାର: ୧୦ ଗ୍ରାମ ସୁନା, ମୋବାଇଲ, ମିକ୍ସର… ରୋଗୀ ଆଣ ଉପହାର ନିଅ
ଇନ୍ଦୋର,୧୯ ।୧୦: ମଧ୍ୟ ପ୍ରଦେଶର ଆଗର ମାଲୱା ଜିଲାରେ ଚିକିତ୍ସା ବିଭାଗ ଏକ ଭିନ୍ନ ଉପହାର ଘୋଷଣା କରିଛି । ଟିବି ରୋଗୀଙ୍କୁ ହସ୍ପିଟାଲ ଆଣୁଥିବା ବ୍ୟକ୍ତିଙ୍କୁ ୫୦୦ରୁ ୫୦ ହଜାର ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । ସଂମ୍ପୃକ୍ତ…
ସ୍ମାର୍ଟଫୋନ୍ କିଣିବା ମାନିଆ, ରକ୍ତ ବିକ୍ରି କରିବାକୁ ବ୍ଲଡ୍ ବ୍ୟାଙ୍କ ପହଞ୍ଚିଲେ ନାବାଳିକା…
କୋଲକାତା,୧୮।୧୦ : ସମ୍ପ୍ରତି ଆମେ ପ୍ରାୟତଃ ସ୍ମାର୍ଟଫୋନ ପାଇଁ ଲୋକଙ୍କ ମଧ୍ୟରେ ଥିବା କ୍ରେଜ ଖବର ଶୁଣିଥାଉ। କିନ୍ତୁ ପଶ୍ଚିମବଙ୍ଗରେ ଯାହା ଘଟିଛି ତାହା ପ୍ରକୃତରେ ତାହା ଯେକୌଣସି ଲୋକଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ। ଏଠାରେ ଜଣେ ୧୬ ବର୍ଷ ବୟସ୍କା…
ନିଜକୁ ନିଜେ ବିବାହ କରିଥିବା କ୍ଷମା ବିନ୍ଦୁ ପାଳିଲେ ପ୍ରଥମ କରଓ୍ବାଚୌଥ,ଶେୟାର କଲେ ଫଟୋ
ଭଡୋଦରା,୧୭।୧୦: ନିଜକୁ ନିଜ ବିବାହ କରି ଚର୍ଚ୍ଚାରେ ଥିବା ଗୁଜୁରାଟର ଭଡୋଦରା କ୍ଷମା ବିନ୍ଦୁ ଏବେ ପୁଣି ଚର୍ଚ୍ଚାରେ। ନିଜ ସହିତ ନିଜର ବିବାହ କରିବାକୁ ସ୍ଥିର କରିବା ପରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ନିକଟରେ ଦେଶରେ କରଓ୍ବାଚୌଥ…
କର୍ମଚାରୀଙ୍କୁ ଦୀପାବଳିରେ କାର୍ ଉପହାର ଦେଲେ ଜୁଏଲର୍ସ ମାଲିକ
ଚେନ୍ନାଇ,୧୭।୧୦: ଚେନ୍ନାଇର ଏକ ଜୁଏଲର୍ସ ଦୋକାନର ମାଲିକ ଏହାର କର୍ମଚାରୀମାନଙ୍କୁ ଦୀପାବଳି ଉପହାର ଭାବରେ କାର ଏବଂ ବାଇକ ଦେଇଛନ୍ତି। ଚଲାନି ଜୁଏଲର୍ସ ଜୁଏଲର୍ସ ପକ୍ଷରୁ ଏହାର ୧୦ ଜଣ କର୍ମଚାରୀଙ୍କୁ କାର୍ ଏବଂ ୨୦ ଜଣ କର୍ମଚାରୀଙ୍କୁ ମୋଟର ସାଇକେଲ…
ଦୟା କଲେ ସୌନ୍ଦର୍ଯ୍ୟ ବଢ଼େ
ନୂଆଦିଲ୍ଲୀ: ଦୟାମନୋଭାବ ଦ୍ୱାରା ମଣିଷର ସୁନ୍ଦରତା ବୃଦ୍ଧି ପାଇଥାଏ। ନିକଟରେ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ସୁନ୍ଦର ଦେଖାଯିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ପ୍ରଣାଳୀକୁ ଆପଣାଇଥାନ୍ତି। କେହି କେହି ଦାମୀ ମେକ୍ଅପ୍ ଲଗାନ୍ତି ତ ଆଉ…
ପିତାଙ୍କୁ ସ୍ୱିଗିରେ କାମ ମିଳିବାରୁ ଖୁସିରେ ଆତ୍ମହରା ହେଲେ କୁନି ଝିଅ: ଭିଡିଓ ଭାଇରାଲ
ନୂଆଦିଲ୍ଲୀ, ୧୭ ।୧୦: ସାରା ବିଶ୍ୱରେ ପିତା ପୁତ୍ରିର ସମ୍ପର୍କ ସବୁଠାରୁ ନିଆରା । ଏ ଦୁହେଁ ଭାବନାର ଏମିତି ଏକ ବନ୍ଧନରେ ବାନ୍ଧି ହୋଇଥାଆନ୍ତି ଯାହାକୁ ଆଉ କେହି ବୁଝିବା କଷ୍ଟ । ଝିଅର ଖୁସି ପାଇଁ ପିତା ସବୁକିଛି…
Archives


