Advertisement
Posted inଫୁରସତ

ଦୀପାବଳି ନ ଆସୁଣୁ ଘର ସଫା କରିବା ନିଶା: ଟିଭିରୁ ଆରମ୍ଭ କରି କମ୍ପ୍ୟୁଟର ଯାଏ ପାଣିରେ ଧୋଇଲେ…

ସାରା ଦେଶରେ ଏବେ ଉତ୍ସବର ବାତାବରଣ। ଦଶହରା, ଗଜଲକ୍ଷ୍ମୀ ପୂଜା ପରେ ଏବେ ଲୋକେ ଦୀପାବଳି ଲାଗି ପ୍ରସ୍ତୁତି ଆରମ୍ଭ କରିଦେଲେଣି। କେହି କେହି ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଥିବା ବେଳେ କେତେକ ଆଲୋକମାଳା ଏବଂ ବାଣ କ୍ରୟ ଉପରେ ଧ୍ୟାନ ଦେଉଛନ୍ତି। ଏହାକୁ ନେଇ ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ଘରର କୋଣଅନୁକୋଣକୁ ପାଣିରେ ଧୋଇ ସଫା କରୁଛନ୍ତି। ଧିରେ ଧିରେ ସେ ଘରେ ଥିବା ଟିଭି, କମ୍ପ୍ୟୁଟର ଆଦିକୁ ବି ପାଣିରେ ଧୋଇ ସଫା କରୁଛନ୍ତି। ଏହାକୁ ଦେଖି ଲୋକେ ହସ ସମ୍ଭାଳି ପାରୁ ନାହାନ୍ତି।

କିଛି ବ୍ୟକ୍ତି ଭିଡିଓ ଦେଖି ବିଶ୍ୱାସ କରିପାରୁ ନ ଥିବା କହିଛନ୍ତି। କେହି ଇଲେକ୍ଟ୍ରୋନିକ୍‌ ସାମଗ୍ରୀକୁ ପାଣିରେ ଧୋଇ ଦିଅନ୍ତି କି? ବୋଲି ଅନେକ ପ୍ରଶ୍ନ କରୁଛନ୍ତି। ଟୁଇଟରରେ ଏହି ଭିଡିଓକୁ ‘ଜିନ୍ଦେଗୀ ଗୁଲଜାର ହୈ’ ନାମକ ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓକୁ ଏଯାବତ ୮୫ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଦୁଇ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଦୀପାବଳିରେ ଯଦି କେହି ଘର ସଫା କରିବାକୁ ଚାହାନ୍ତି ଉକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିପାରିବେ ବୋଲି କୁହାଯାଉଛି।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ପାଣିରେ ଖେଳୁଛି ହାତୀଛୁଆ, ଭାଇରାଲ ହେଉଛି ଭିଡିଓ

ପିଲା ହୁଅନ୍ତୁ କି ବଡ଼ ସମସ୍ତେ ହାତୀ ଦେଖିବାକୁ ଭଲ ପାଆନ୍ତି। ହାତୀଙ୍କ କାର୍ଯ୍ୟ ଦେଖି ସମସ୍ତେ ହସନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଏକ...

୧୦ ବର୍ଷ ଝିଅର ଶରୀର ଦେଖାଗଲା ୮୦ ବର୍ଷୀୟା ବୃଦ୍ଧାଙ୍କ ପରି, ଆଉ ତା’ ପରେ…

ୟୁକ୍ରେନ୍‌ର ଜଣେ ୧୦ ବର୍ଷର ଝିଅଙ୍କ ମୃତ୍ୟୁ ଘଟିଛି। ଯାହାଙ୍କ ଶରୀର ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ପରି ଦେଖାଗଲା। ଏହି ଝିଅଙ୍କ ମୃତ୍ୟୁରେ କଳାପ୍ରେମୀଙ୍କ...

ପ୍ରାଣୀ ପାଲଟିବେ ପ୍ରାଣୀଙ୍କ ଖାଦ୍ୟ

ବର୍ଲିନ୍‌,୧୬ା୪: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ୯୦ରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ପରିବହନ...

ସ୍ପାଇଡର୍‌ମ୍ୟାନଙ୍କ ସଫେଇ ଅଭିଯାନ

ଇଣ୍ଡୋନେସିଆର ଦକ୍ଷିଣ ସୁଲାଓ୍ବେଶି ସ୍ଥିତ ପେରପେର୍‌ର ନିବାସୀ ଅଟନ୍ତି ରୁଡି ହାର୍ଟୋନା। ସେ ଏକ କାଫେରେ କାମ କରନ୍ତି। ସେ ସବୁବେଳେ ନିଜ ଘରଠାରୁ ଆରମ୍ଭ...

ଏହା ଦୁନିଆର ଶେଷ ରାସ୍ତା: ଯେଉଁଠିକୁ ଏକୁଟିଆ ଯାଇପାରିବେନି କେହି

ଆପଣ ନିଶ୍ଚିତ ଭାବରେ ଉତ୍ତର ମେରୁ ବିଷୟରେ ଶୁଣିଥିବେ। ଏହା ହେଉଛି ସେହି ବିନ୍ଦୁ ଯେଉଁଠାରେ ପୃଥିବୀର ଅକ୍ଷ ଘୂର୍ଣ୍ଣନ କରେ। ଏହା ନରୱେରେ ସମାପ୍ତ...

୪୦୦ କୋଠରୀ ବିଶିଷ୍ଟ ଭବ୍ୟ ମହଲରେ ରହୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଗ୍ବାଲିୟର,୨୧।୧୧ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜଣେ ଭଲ ନେତା ଭାବେ ଗଣାଯାଏ। ସେ ଗ୍ବାଲିୟରର ରାଜକୀୟ ପରିବାରର ବଂଶଧର ଭାବରେ ମଧ୍ୟ ଜଣାଶୁଣା। ରୟାଲ ପରିବାରରୁ...

ରେଷ୍ଟୁରାଣ୍ଟରେ ୨୮୦୦ ଟଙ୍କାର ଖାଇଲେ, ହେଲେ ଓ୍ବେଟରଙ୍କୁ ୧୨ ଲକ୍ଷର ଟିପ୍‌ ଦେଲେ ବ୍ୟକ୍ତି; ବିଲ୍‌ ଦେଖି ଚକିତ ହେଲେ….

ନୂଆଦିଲ୍ଲୀ: କୁହାଯାଏ ସମସ୍ତେ ଟଙ୍କା ରୋଜଗାର କରନ୍ତି, ହେଲେ ଏହାକୁ ଖର୍ଚ୍ଚ କରିବାର ସାହସ ରଖିଥାନ୍ତି ଅଳ୍ପ କେତେଜଣ। ଏହିପରି ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ।...

ଛେଳିକୁ ବିବାହ କଲେ ଯୁବକ

ଇସଲାମାବାଦ,୩୧ା୭: ପାକିସ୍ତାନର ସିଂଘ ରାଜ୍ୟର ମୀରପୁରଖାସ ଜିଲାରେ ଏକ ଆଶ୍ଚର୍ଯ୍ୟଚକିତ କଲା ପରି ଘଟଣା ଘଟିଛି। ଡିଗରୀ ସହରର ଭିଲ ସମ୍ପଦ୍ରାୟର ଜଣେ ଯୁବକ ଏକ...

Advertisement
Archives

Model This Week