Advertisement
Posted inଫୁରସତ

ସେନାରେ ସାମିଲ ହେବେ ବ୍ୟାଣ୍ଡ୍‌ ସଦସ୍ୟ

ସେଉଲ୍‌: ବିଶ୍ୱର ଖ୍ୟାତନାମା ସାଉଥ୍‌ କୋରିଆ ମ୍ୟୁଜିକ୍‌ ବ୍ୟାଣ୍ଡ ବିଟିଏସ୍‌ର ସଦସ୍ୟ ସେନାରେ ଯୋଗେ ହେବେ। ସାଉଥ୍‌ କୋରିଆର ଲୋକପ୍ରିୟ ମ୍ୟୁଜିକ୍‌ କମ୍ପାନୀ ବିଗ୍‌ ହିଟ୍‌ ମ୍ୟୁଜିକ୍‌ ଏହାର ସୂଚନା ଦେଇଛି। ବିଗ୍‌ ହିଟ୍‌ର ସୂଚନାନୁସାରେ ବିଟିଏସ୍‌ର ଜିଲ୍‌ ପ୍ରଥମେ ସାଉଥ୍‌ କୋରିଆ ମିଲିଟାରିରେ ଯୋଗ ଦେବେ। ଏହା ଦ୍ୱାରା ବିଟିଏସ୍‌ ଗ୍ରୁପ୍‌ର ମେମ୍ବରମାନେ ଏକାଠି ଆଉ କାମ କରିପାରିବେ ନାହିଁ। ସେନାରେ ଯୋଗ ଦେବା ନେଇ ସେମାନଙ୍କୁ ଏକ ଚୁକ୍ତି ସ୍ବାକ୍ଷର କରିବାକୁ ପଡ଼ିବ। ଏହି ରାଜିନାମା ଅନୁସାରେ ୨୦୨୫ ବେଳକୁ ବିଟିଏସ୍‌ର ସମସ୍ତ ସଦସ୍ୟ ଏକାଠି ମ୍ୟୁଜିକ୍‌ ବ୍ୟାଣ୍ଡରେ କାମ କରିପାରିବେ।
ବିଟିଏସ୍‌ର ଜିନ୍‌ ପ୍ରଥମ କରି ମିଲିଟାରିରେ ସାମିଲ୍‌ ହେବାକୁ ଯାଉଥିବାରୁ ମ୍ୟୁଜିକ୍‌ ବ୍ୟାଣ୍ଡର ସମସ୍ତ କନ୍‌ସର୍ଟ ସାରିବା ସହ ତାଙ୍କର ଏକ ସୋଲୋ ଗୀତର କାମ ଅକ୍ଟୋବର ୩୦ ସୁଦ୍ଧା ସାରି ସେନାରେ ଯୋଗ ଦେବା ଲାଗି ଜିଲ୍‌ ଯୋଜନା ରଖିଥିବା କୁହାଯାଉଛି। ବ୍ୟାଣ୍ଡର ଅନ୍ୟ ସଦସ୍ୟମାନେ ମଧ୍ୟ ବ୍ୟକ୍ତିଗତ କାମ ସବୁ ସାରି ମିଲିଟାରିରେ ସାମିଲ ହେବା ଲାଗି ପ୍ରସ୍ତୁତ ହେଉଥିବା କୁହାଯାଉଛି। ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ ସହଯୋଗ କରିବା ଲାଗି ବିଟିଏସ୍‌ ବ୍ୟାଣ୍ଡ୍‌ ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷେ ସାଉଥ୍‌ କୋରିଆର ନିୟମ ଅନୁସାରେ ପ୍ରତ୍ୟେକ ସୁସ୍ଥ ପୁରୁଷ ସହଯୋଗ ପାଇଁ ସେନାରେ ସାମିଲ ହୋଇପାରିବେ। ପୂର୍ବରୁ ଅନେକ ଆଥଲେଟ୍‌ ଏବଂ ଗୀତିକାର ମିଲିଟାରିରେ ଯୋଗ ଦେଇଥିବାବେଳେ କୌଣସି ମ୍ୟୁଜିକ୍‌ ବ୍ୟାଣ୍ଡ ବର୍ତ୍ତମାନ ସୁଦ୍ଧା ସେନାରେ ଯୋଗ ଦେଇ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ‘ମଜ୍‌ନୁ’ଙ୍କ ଲାଗି ଦିଆଗଲା ଏଭଳି ବିଜ୍ଞାପନ; ପଢ଼ିଲେ ମୁଣ୍ଡରେ ହାତ ଦେବେ…

ସୋସିଆଲ ମିଡିଆରେ ଏଭଳି କିଛି ଜିନିଷ ଦେଖିବାକୁ ମିଳେ, ଯାହାର ବାସ୍ତବତା ଚକିତ କରେ। କାରଣ ସେଗୁଡ଼ିକୁ ବିଶ୍ୱାସ କରିବା କଷ୍ଟକର। ଏବେ ସେଭଳି ଏକ...

ମହାକାଶରୁ ପୃଥିବୀକୁ ଆସୁଛି ଏହି ୩ ବିନାଶକାରୀ ଉଲ୍‌କାପିଣ୍ଡ

ପ୍ରାୟ ୬୬ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ଏକ ବିପର୍ଯ୍ୟୟ ଘଟିଥିଲା, ଯାହା ଡାଇନୋସର ସମେତ ପୃଥିବୀର ପ୍ରାୟ ୮୦ ପ୍ରତିଶତ ଜୀବଜନ୍ତୁଙ୍କୁ ବିନାଶ କରିଥିଲା।...

ମାଆଙ୍କ ଡ୍ରାଇଭିଂ ଲାଇସେନ୍ସ ପାଇଁ ଏମିତି କଲେ ପୁଅ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରାଜିଲ୍‌: ସାଧାରଣତଃ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହେଲେ ଟେଷ୍ଟରେ ଗାଡ଼ି ଚଳାଇ ଦେଖାଇବାକୁ ପଡ଼ିଥାଏ। କିନ୍ତୁ ବ୍ରାଜିଲ୍‌ର ଜଣେ ମହିଳାଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ନ...

ମାତ୍ର ୨୨ ବର୍ଷ ବୟସରେ ୪୨ ଲକ୍ଷ ଟଙ୍କା ପ୍ୟାକେଜ୍‌ର ଚାକିରି ପାଇଲେ ଏହି ୨ ଛାତ୍ର

ଚଣ୍ଡିଗଡ,୯।୯: କରୋନା ସମୟରେ ଲୋକେ ଚାକିରି ହରାଉଥିବାବେଳେ ଚଣ୍ଡିଗଡର ଦୁଇ ଛାତ୍ର କମାଲ କରି ଦେଖାଇଛନ୍ତି। ପଞ୍ଜାବ ଇଞ୍ଜିନିୟରିଂ କଲେଜର ଦୁଇ ଛାତ୍ର ମୟଙ୍କ ସଗ୍ଗର...

ବିମାନ ଉଡାଇ ନେଇଥିଲେ ଚୋର

ସୁନା, ରୁପା କିମ୍ବା ଅନ୍ୟ ମୂଲ୍ୟବାନ ବସ୍ତୁ ଚୋରି ହେବା ଘଟଣା ବର୍ତ୍ତମାନ ସଧାରଣ ହୋଇଗଲାଣି। କିନ୍ତୁ କଦାପି ଶୁଣିଛନ୍ତି, ଚୋରମାନେ ବିମାନ ବନ୍ଦରରୁ  ବିମାନ...

ଦୌଡରେ ୨ କୁକୁରଙ୍କୁ ନାକେଦମ କଲା ଠେକୁଆ: ଦେଖନ୍ତୁ ଭିଡିଓ

ଦୌଡରେ ୨ କୁକୁରଙ୍କୁ ନାକେଦମ କରିଛି ଏକ ଠେକୁଆ। କିଛି ସମୟ ଦୌଡ ପରେ ଶେଷରେ ୨ କୁକୁର ଠେକୁଆକୁ କାବୁ କରି ନେଇଛନ୍ତି। ବର୍ତ୍ତମାନ...

ମାଛଧରା ପ୍ରତିଯୋଗିତାରେ ଆବୁଧାବି ଚାମ୍ପିୟନ: ୩୯ ଲକ୍ଷରେ ବିକ୍ରି ହେଲା ୩୦.୮୫ କିଗ୍ରା ଓଜନର ବଡ଼ମାଛ

ଆବୁଧାବି,୬।୨:ଅନ୍ତର୍ଜାତୀୟ ମାଛଧରା ପ୍ରତିଯୋଗିତାରେ ଆବୁଧାବି ଚାମ୍ପିୟନ୍‌ ହୋଇଛି। ଅନ୍ତର୍ଜାତୀୟ ମେରାଇନ୍‌ ସ୍ପୋର୍ଟ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଆବୁଧାବିର ହମଦାନ୍‌ ଅବଦୁଲା ଅଲ୍‌ଙ୍କୁ ବିଜେତା...

୯୧ ବର୍ଷୀୟ ବୃଦ୍ଧାଙ୍କ ପ୍ରେମରେ ପଡ଼ି ବିବାହ କରିଥିଲେ ଏହି ଯୁବକ; ହନିମୁନ୍‌ରେ ଘଟିଲା ଏଭଳି ଯେ…

କଥାରେ ଅଛି ପ୍ରେମ ମାନେନା ବୟସ। ବିଗତ ଦିନରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଲୋକମାନେ ପ୍ରେମ ପାଇଁ ସବୁ ସୀମା ପାର୍‌...

Advertisement
Archives

Model This Week