ଶ୍ରୋତାଙ୍କୁ ମତୁଆଲା କରେ ସତ୍ୟବ୍ରତଙ୍କ ସଙ୍ଗୀତ
ବାଲେଶ୍ୱର ଜିଲା ବସ୍ତା ବ୍ଲକ କୁଡିଆ ଗ୍ରାମର ମା’ କାଞ୍ଚନ ଓ ବାପା ଗଣେଶ୍ୱର ଜେନାଙ୍କ ପୁଅ ସତ୍ୟବ୍ରତ। ନିଜର ସୁମଧୁର କଣ୍ଠରେ ଜଗନ୍ନାଥଙ୍କ ଏକ ଭଜନ ଗାଇ ସେ ବେଶ୍ ଚର୍ଚ୍ଚାରେ। ଯେଉଁ ଗୀତଟି ସୋସିଆଲ୍ ମିଡିଆରେ ଲକ୍ଷାଧିକ ଦର୍ଶକଙ୍କ…
ସଂକଳ୍ପ
ନିଜକୁ ଜଣେ ସଫଳ ଓ ଆତ୍ମନିର୍ଭର ବ୍ୟକ୍ତିତ୍ୱର ପରିଚୟ ଦେବାକୁ କିଏବା ନ ଚାହେଁ! ହେଲେ ଏହା ଯେ ସମସ୍ତଙ୍କୁ ଖୁବ୍ ସହଜରେ ଥରକେ ମିଳିଯିବ, ତାହା ଭାବିବା ସମ୍ପୂର୍ଣ୍ଣ ଠିକ୍ ନୁହେଁ। ତେଣୁ ସଫଳତାର ସ୍ବାଦ ଚାଖିବାକୁ ହେଲେ ବିଫଳତାରେ…
ଅଖରୋଟ୍ ଭିତରେ ଘର
ବିଭିନ୍ନ ପ୍ରକାରର ଅଜବ ସାମଗ୍ରୀରେ ହୋଇଥିବା କଳାକୃତୀ ତ ଦେଖିଥିବେ। ତେବେ ନିକଟରେ ଜଣେ କଳାକାରଙ୍କ କଳାକୃତୀ ବେଶ୍ ଚର୍ଚ୍ଚାରେ ଅଛି। ସେ ଏହି କଳାକୃତୀ ଯେଉଁଥିରେ ତିଆରି କରିଛନ୍ତି ତାକୁ ଦେଖିଲେ ବିଶ୍ୱାସ କରିହେବନି ଯେ, ଏଥିରେ ବି ଏଭଳି…
ପ୍ରେମ ଦେଖେନା ଉଚ୍ଚତା
ମନ ସହ ଯେବେ ମନ ମିଶିଯାଏ ପ୍ରେମ ହେଇଯାଏ। ଆଉ ଏଇ ପ୍ରେମ ନା ଦେଖେ ଜାତି, ଧର୍ମ ଅବା ବର୍ଣ୍ଣ। ତା’ସହ ଉଚ୍ଚତାର ତାରତମ୍ୟ ବି ଦେଖେନା। ଯେମିତିକି ବ୍ରିଟେନ୍ର ଏଇ ଦମ୍ପତି। ଜେମ୍ସ ଓ କ୍ଲୋଇ ଲଷ୍ଟେଡ ନାମକ…
ଧର୍ମ – ଅଧର୍ମର ବାକ୍ ଯୁଦ୍ଧ; ଜିତିଲା କିଏ
ସବୁ ଯୁଗରେ ଭଲ – ମନ୍ଦ, ପାପ – ପୁଣ୍ୟ, ଉଚିତ – ଅନୁଚିତ, ଧର୍ମ – ଅଧର୍ମ ଆଦି ଦୁଇ ଦୁଇଟିର କଥା ରହିଛି l ସମୟ ସମୟରେ ଏ ଦୁହିଁଙ୍କ ଭିତରେ ଦ୍ୱନ୍ଦ୍ୱ ମଧ୍ୟ ଉପୁଜେ l ଧର୍ମବିରୋଧୀ…
କଥା ଜିନ୍ସର
ଘରେ ହେଉକି ବାହାରେ, ଅଫିସ୍ ହେଉ ଅବା ପାର୍ଟି, ମହିଳା ହୁଅନ୍ତୁ କି ପୁରୁଷ, ଜିନ୍ସ ସବୁବେଳେ ସମସ୍ତଙ୍କର ପସନ୍ଦ। ଜିନ୍ସ କାହାକୁ ବି ଟ୍ରେଣ୍ଡି ଓ ଷ୍ଟାଇଲିସ୍ ଲୁକ୍ ଦେଇପାରେ। ତାସହ ଏହାର ବ୍ରାଣ୍ଡ ବ୍ୟକ୍ତିଙ୍କର ଷ୍ଟାଟସ୍କୁ ବି ଦର୍ଶାଇଥାଏ।…
ଲକ୍ଷେ ଥର ରାମ ରାମ ଲେଖି ଯୁବତୀ ଆଙ୍କିଲେ ରାମ, ଲକ୍ଷ୍ମଣ, ସୀତାଙ୍କ ଚିତ୍ର, ଭିଡିଓ ଦେଖିଲେ…
ଆପଣ ନିଶ୍ଚିତ ପ୍ରକାରର କଳା ଏବଂ ଭକ୍ତି ଦେଖିଥିବେ। କିନ୍ତୁ ଏମିତି ଜଣେ ଯୁବତୀ ଯିଏ କି ଭଗବାନ ରାମଙ୍କୁ ଭକ୍ତି କରି ପ୍ରଭୁଙ୍କ ନାମକୁ ଲକ୍ଷେ ଥର ଲେଖି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ…
କଳା ସଂସ୍କୃତିରେ ଭରା ବୈଶାଳୀ
ବୈଶାଳୀ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। କଳା ଓ ସଂସ୍କୃତିକୁ ଏଠାରେ ବେଶ୍ ଗୁରୁତ୍ୱ ଦିଆଯାଇଥାଏ। ସେଥିପାଇଁ ଏଠାରେ ବର୍ଷସାରା ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକଙ୍କ ଦେଖିବା ପାଇଁ ଏଠାରେ ରହିଛି ଅନେକ ଧାର୍ମିକ ପୀଠ, ବୌଦ୍ଧ ସ୍ମାରକ ତଥା…
ନାଟକ ମୋ ପାଇଁ ସୁଖ, ଦୁଃଖର ସଂସାର: ରାଜୁ ପାଢ଼ୀ
ନାଟକକୁ ଏକ ସାମାଜିକ ଦାୟିତ୍ୱ ମନେକରି ଦୀର୍ଘ ୬ଦଶନ୍ଧି ଧରି ସେ ତାଙ୍କର ସାଧନାକୁ ଜାରି ରଖିଛନ୍ତି। ଏଥିପାଇଁ ଶତାଧିକ ନାଟକରେ ଅଭିନୟ କରିବା ସହ ନିର୍ଦ୍ଦେଶନା ଦେଇସାରିଲେଣି। ଚଳଚ୍ଚିତ୍ର ଏବଂ କେତେକ ଟିଭି ଧାରାବାହିକରେ ମଧ୍ୟ ତାଙ୍କ ଅଭିନୟର ସ୍ବତନ୍ତ୍ରତା…
ସର୍ଜନାରେ ରିକ୍ସା ଓ କଟକର ନକ୍ସା
ଆମ ପିଲାଦିନର କଟକ ଆମ ପିଲାଙ୍କ ବେଳକୁ ନାହିଁ । ଆମ ବାପାଙ୍କ ଅମଳର କଟକ ଆମ ବେଳକୁ ନ ଥିଲା । ଥିଲାବାଲା ଘରେ ଘୋଡ଼ାଗାଡ଼ି ରହୁଥିଲା । କାଳକ୍ରମେ ଘୋଡ଼ା ରହିଲାନି, ଗାଡ଼ି ବି ପଡ଼ି ପଡ଼ି ଖତ…
ମା’ କ୍ଷୀରରୁ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଅଳଙ୍କାର, ବିଦେଶରୁ ଆସୁଛି ଅର୍ଡର
ପ୍ରତ୍ୟେକ ମାତାପିତା ନିଜ ପିଲାମାନଙ୍କର ପିଲାଦିନର ଜିନିଷ ସାଇତି ରଖିଥାନ୍ତି। ଏଗୁଡ଼ିକ ବହୁତ ମୂଲ୍ୟବାନ। ଏପରିକି ପିଲାମାନଙ୍କର ଖେଳନା, ପୋଷାକ ଆଦି ସ୍ମୃତି କରି ରଖିଥାନ୍ତି। ଏହା ପରେ ଡିଜିଟାଲ ଫଟୋ ଏବଂ ଭିଡିଓ ସାହାଯ୍ୟରେ ପିଲାମାନଙ୍କର ଫଟୋ ଫ୍ରେମ ତିଆରି…
ବିଶ୍ୱ ମିତବ୍ୟୟିତା ଦିବସ
ଭବିଷ୍ୟତରେ ବେଳେବେଳେ ମଣିଷକୁ ସଙ୍କଟଜନକ ଆର୍ଥିକ ସ୍ଥିତିର ମୁକାବିଲା କରିବାକୁ ପଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନଠାରୁ ସଞ୍ଚୟ କରିବା ଜରୁରୀ। ସଞ୍ଚୟ ଅର୍ଥାତ୍ ମିତବ୍ୟୟିତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୩୦ ଅକ୍ଟୋବରରେ ବିଶ୍ୱସ୍ତରରେ ବିଶ୍ୱ ମିତବ୍ୟୟିତା ଦିବସ ପାଳନ…
Archives


