ଭଲ ପ୍ରୋଜେକ୍ଟକୁ ନଷ୍ଟ କରୁଛି ଟଙ୍କା ଲୋଭ
ମୁମ୍ବାଇ: ଗୋଟିଏ ଭଲ ପ୍ରୋଜେକ୍ଟକୁ ନଷ୍ଟ କରିବାରେ ଟଙ୍କା ପ୍ରମୁଖ ଭାବେ ଦାୟୀ ବୋଲି ବଲିଉଡ୍ର ସେଲ୍ଫମେଡ୍ ଷ୍ଟାର୍ ନଓ୍ବାଜୁଦ୍ଦିନ ସିଦ୍ଦିକି କହିଛନ୍ତି। ନିକଟରେ ଗଣମାଧ୍ୟମକୁ ସେ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି ଯେ, ଫିଲ୍ମରେ କାମ କରିବା ଲାଗି ଯେଉଁ…
ଦିବାସ୍ବପ୍ନରେ ୨୦ କୋଟି ଲୋକ
ଲଣ୍ଡନ: ବିଶ୍ୱର ୨୦କୋଟି ଲୋକ ଦିବାସ୍ବପ୍ନରେ ବୁଡ଼ିରହୁଛନ୍ତି। ଫଳରେ ସେମାନଙ୍କର ଦୈନିକ ୩୦% ସମୟ ନଷ୍ଟ ହେଉଛି। ବ୍ରିଟେନର ସସେକ୍ସ ୟୁନିଭର୍ସିଟି ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ରିସର୍ଚ୍ଚରୁ ଏହା ଜଣାପଡ଼ିଛି। ଏହି ପ୍ରବୃତ୍ତିର ବ୍ୟକ୍ତିମାନେ ଭାବନାରେ ବୁଡ଼ି ରହିବା ଦ୍ୱାରା ସେମାନେ…
ଏହି ଦେଶର ପାସପୋର୍ଟ ସବୁଠୁ ଦୁର୍ବଳ, ମାତ୍ର ୨୭ ଦେଶକୁ ମିଳିଥାଏ ପ୍ରବେଶ ଅନୁମତି
ପାସପୋର୍ଟ ସାରା ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ଆବଶ୍ୟକ ହୋଇଥାଏ। ବିଦେଶ ଯିବା ପାଇଁ ପାସପୋର୍ଟ ବ୍ୟବହୃତ ହୁଏ। ଯେତେବେଳେ କିଛି ବିଶେଷ କାର୍ଯ୍ୟ ଥାଏ କିମ୍ବା ଯଦି ଆପଣ ବୁଲିବାକୁ ଯିବାକୁ ଚାହାନ୍ତି ଏହା ଦରକାର ପଡ଼ିଥାଏ। ପାସପୋର୍ଟ…
ବିବାହରେ ସ୍ତ୍ରୀଙ୍କୁ ଗଧ ଉପହାର ଦେଲେ ସ୍ବାମୀ
ଇସଲାମାବାଦ୍,୧୨।୧୨: ପଡୋଶୀ ଦେଶ ପାକିସ୍ତାନରେ ଗାଈ ଏବଂ ବଳଦ ଅପେକ୍ଷା ଗଧର ବେଶ୍ ଗୁରୁତ୍ୱ ରହିଛି। ଏଠାରେ ଆଜଲାନ ଶାହା ନାମକ ଜଣେ ୟୁଟ୍ୟୁବର୍ ବିବାହରେ ସ୍ତ୍ରୀଙ୍କୁ ଏକ ଗଧ ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସମସ୍ତେ ଜାଣନ୍ତି, ବିବାହରେ ବର…
ଭୟଙ୍କର ଦୃଶ୍ୟ: ଟ୍ରେନ୍ ଟ୍ରାକ୍ରେ ପଶିଗଲା କାର୍, ଆଉ ତା’ ପରେ…
ଆପଣ ନିଶ୍ଚିତ ଭାବରେ ଟ୍ରେନ୍ କିମ୍ବା ସଡ଼କ ଦୁର୍ଘଟଣାର ଅନେକ ଭିଡିଓ ଦେଖିଥିବେ। କିନ୍ତୁ ଆଜି ଏମିତି ଏକ ଭିଡିଓ ଦେଖାଇବୁ ଯାହା ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓଟି ଚାଇନାରୁ ଆସିଛି। ଏକ ଟ୍ରକ କାର୍କୁ ରେଳଟ୍ରାକ୍ ମଧ୍ୟକୁ ଧକ୍କା…
ମିଳିଲା ନର୍କର ସନ୍ଧାନ, ଗ୍ରହରେ ପାଦ ଦେଲେ ଜଳିଯିବ ମଣିଷ…
ଓ୍ବାଶିଂଟନ : ବୈଜ୍ଞାନିକମାନେ ମହାକାଶରେ ଏକ ଉତ୍ତପ୍ତ ଗ୍ରହର ଆବିଷ୍କାର କରିଛନ୍ତି। ଏହି ଗ୍ରହ ଆକାରରେ ପୃଥିବୀ ସହିତ ସମାନ। ଏହାର ଭୂପୃଷ୍ଠର ତାପମାତ୍ରା ଏତେ ଅଧିକ ଯେ ମଣିଷ ପାଦ ଦେବା ମାତ୍ରେ ପାଉଁଶ ହୋଇଯିବ। ଏହା ଯେଉଁ ତାରା…
ମହାକାଶରେ ଆକର୍ଷଣୀୟ ତାରକାପୁଞ୍ଜ
ଓ୍ବାଶିଂଟନ୍: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା)ର ହବଲ ସ୍ପେସ୍ ଟେଲିସ୍କୋପ ଆକର୍ଷଣୀ ତାରକାପୁଞ୍ଜର ଫଟୋ ଉତ୍ତୋଳନ କରିଛି। ଉକ୍ତ ଫଟୋ ସବୁ ନାସା ପକ୍ଷରୁ ସୋସିଆଲ ମିଡିଆରେ ଜାରି କରାଯାଇଛି। ଶେୟାର ଫଟୋରେ ଗୋଲାକାର ଆକୃତିରେ ତାରା ସବୁ ଏକତ୍ରିତ…
ପରଲୋକରେ ୫୪ ସନ୍ତାନର ପିତା
ଇସଲାମାବାଦ୍,୧୧।୧୨: ୫୪ ସନ୍ତାନ ଏବଂ ୬ ସ୍ତ୍ରୀ ଥିବା ହାଜି ଅବଦୁଲ ମଜିଦ ମେଙ୍ଗାଲଙ୍କ ପରଲୋକ ଘଟିଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଅବଦୁଲଙ୍କୁ ପ୍ରାୟ ୭୫ ବର୍ଷ ବୟସ ହୋଇଥିଲା। ସେ ଜଣେ ଡ୍ରାଇଭର ଥିଲେ। ଅବଦୁଲ…
ଚୁଟିକୁ ଦଉଡ଼ି କରି ଖେଳିଲେ ସ୍କିପିଂ
ଲମ୍ବା କେଶ ଥିବା ରାଜକୁମାରୀ ରାପୁନଜେଲ୍ର କାହାଣୀ ଅନେକେ ଶୁଣିଥିବେ। ନିଜ ଲମ୍ବା କେଶକୁ ସେ ସୁଉଚ୍ଚ ଦୁର୍ଗର ଝରକାରୁ ଲମ୍ବାଇ ଦେଇଥିଲେ, ଯାହା ଭୂମି ପର୍ଯ୍ୟନ୍ତ ଲମ୍ବି ଥିଲା। ଆଉ ରାଜକୁମାର ତାକୁ ଧରି ଚଢ଼ିଥିଲେ ଦୁର୍ଗ। ଏ ତ…
ଯୁବକ ତିଆରି କଲେ ୬ ସିଟର୍ ଇଲେକ୍ଟ୍ରିକ୍ ବାଇକ୍
ବେଳେବେଳେ କମ୍ ପଢିଥିବା ଓ ଗାଁ ଗହଳିରେ ରହୁଥିବା ବ୍ୟକ୍ତି ଏମିତି କିଛି କାମ କରି ଦେଖାନ୍ତି, ଯାହା ବେଶ୍ ଅବିଶ୍ୱସନୀୟ ଲାଗେ। ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ତାହା ପ୍ରମାଣିତ କରି ଦେଖାଇଛି। ଏମିତି କି ଆନନ୍ଦ ମହିନ୍ଦ୍ରା…
କଥା ମାଇକ୍ରୋଓ୍ବେଭ୍ର
୧୯୪୬ ମସିହାରେ ପର୍ସି ସ୍ପେନ୍ସର ନାମକ ଆମେରିକୀୟ ବୈଜ୍ଞାନିକ ନିଜ ରାଡାର ସେଟ୍ରେ କାମ କରୁଥାନ୍ତି। ଆଉ ତାଙ୍କୁ ଭୋକ ଲାଗିଲା। ତାଙ୍କର ମନେ ପଡିଲା ପକେଟ୍ରେ ଏକ ଚକୋଲେଟ୍ ବାର୍ ଥିଲା। ଚକୋଲେଟ୍କୁ ଆଣିବା ଲାଗି ପକେଟ୍ରେ ହାତ ପୂରାଇ…
ଯିଏ ମୋଟା ସିଏ ହିରୋ
ପୃଥିବୀରେ ଅନେକ ରହସ୍ୟମୟୀ ଜନଜାତି ଅଛନ୍ତି; ଯେଉଁମାନେ କି ବାହ୍ୟ ଦୁନିଆଠାରୁ ସମ୍ପୂର୍ଣ୍ଣଭାବେ ବିଚ୍ଛିନ୍ନ ହୋଇ ଜଙ୍ଗଲରେ ରୁହନ୍ତି। ଆଉ ସେମାନଙ୍କ ପରମ୍ପରା, ଚାଲିଚଳଣି ବି ଥାଏ ସମ୍ପୂର୍ଣ୍ଣ ଭିନ୍ନ। ସେମିତି ଏକ ଜନଜାତି ହେଉଛନ୍ତି ଇଥିଓପିଆର ‘ବୋଦୀ’ ଜନଜାତି। ନାରୀ…
Archives


