କଇଁଛକୁ ଆକ୍ରମଣ କରି ଯୁବକ ଜେଲ ଗଲେ
ଓ୍ବାଶିଂଟନ୍: ନିଶା ମଣିଷର ସବୁଠାରୁ ବଡ଼ ଶତ୍ରୁ। ଯେତେବେଳେ ସେ ନିଶାରେ ଥା’ନ୍ତି, ସେତେବେଳେ କିଛି ଅଜବ କାମ କରିଥା’ନ୍ତି। ତାହା ମଜାଳିଆ ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହୋଇପାରେ। ଆମେରିକାର ଜଣେ ବ୍ୟକ୍ତି ନିଶାରେ ଏକ ଦୁର୍ଲଭ କଇଁଛକୁ ଆକ୍ରମଣ...
ଭୁଲ୍ରେ ସ୍ତ୍ରୀଙ୍କୁ ଅଧାରାସ୍ତାରେ ଛାଡ଼ି ଚାଲିଗଲେ ସ୍ବାମୀ, ଆଉ ତା’ ପରେ…
ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ଖବର ପଢ଼ିବାକୁ ଏବଂ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ଏପରି ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ। ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ବୁଲି ଯାଉଥିବା ବେଳେ ଅଧା...
ପର ଘରେ ବାସନ ମାଜୁଥିଲେ ମୋଦିଙ୍କ ମା’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କ ଶୁକ୍ରବାର ସକାଳେ ୧୦୦ ବର୍ଷ ବୟସରେ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ହୀରାବେନ ଗୁଜରାଟର ପାଲନପୁରରେ ଜନ୍ମଗ୍ରହଣ କରିଥିଲେ। ବିବାହ ପରେ ସେ ବଡ଼ନଗରକୁ ଚାଲିଯାଇଥିଲେ। ଯେତେବେଳେ ସେ ବିବାହ...
୮ ବର୍ଷ ପରେ ପୂରଣ ହେଲା ସ୍ବପ୍ନ
ଦିଶପୁର୍: ନିଜ ସ୍ବପ୍ନ ପୂରଣ କରିବାକୁ ଲୋକେ ବହୁତ କିଛି କରିଥାନ୍ତି। ନିକଟରେ ଜଣେ ମଜୁରିଆ ୮ ବର୍ଷ ପରେ ତାଙ୍କ ସ୍ବପ୍ନକୁ ପୂରଣ କରିଛନ୍ତି। ଆସାମର ଗୁଆହାଟୀର କେ ଗଁାରେ ରହୁଥିବା ରାୟ୍ ନାମକ ମଜୁରିଆ ସ୍କୁଟି କିଣିବା...
ପେଙ୍ଗୁଇନ୍କୁ ଓଜନ କରାଇ ମହିଳା ନାକେଦମ୍
ନୂଆଦିଲ୍ଲୀ : ମଣିଷ ଅନେକ ପୋଷା ପ୍ରାଣୀକୁ ରଖିବାକୁ ପସନ୍ଦ କରିଥାନ୍ତି। ଏଥିସହ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ମଧ୍ୟ ରଖିଥାନ୍ତି। ତାଙ୍କ ପାଇଁ ସବୁ ପ୍ରକାର କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ। ତେବେ ନିକଟରେ ଏକ ମଜାଳିଆ ଭିଡିଓ ଦେଖିବାକୁ...
ବିଶାଳକାୟ କୁମ୍ଭୀରକୁ ମସାଜ କରୁଛନ୍ତି ଯୁବତୀ, ଭିଡିଓ ଦେଖିଲେ…
କୁମ୍ଭୀର ଏମିତି ଏକ ପ୍ରାଣୀ, ଯାହା ଅତ୍ୟନ୍ତ ଭୟଙ୍କର। ସେଥିପାଇଁ ଏହି ଜୀବକୁ ସବୁବେଳେ ବନ୍ଦ କରି ରଖାଯାଏ। ପ୍ରାୟ ସମସ୍ତେ ଏହା ନିକଟକୁ ଯିବାକୁ ଭୟ କରିଥାନ୍ତି। ମାତ୍ର ଜଣେ ଯୁବତୀ ଏହି ଭୟଙ୍କର ଜୀବକୁ ମମାଜ କରି...
ନାଏଗ୍ରା ଜଳ ପ୍ରପାତ ପାଣି ପାଲଟିଲା ବରଫ…
ଓ୍ବାଶିଂଟନ,୨୯।୧୨ : ଯୁକ୍ତରାଷ୍ଟ୍ରରେ ଶତାବ୍ଦୀର ପ୍ରବଳ ତୁଷାର ଝଡ଼ ଏବଂ ଶୀତ ଲହରୀ ପ୍ରଭାବ ଯୋଗୁଁ ବିଶ୍ୱର ଉଚ୍ଚତମ ନାଏଗ୍ରା ଜଳପ୍ରପାତ ପାଣି ମଧ୍ୟ ବରଫ ପାଲଟି ଯାଇଛି। ନାଏଗ୍ରା ଜଳ ପ୍ରପାତ ପାଣି ଉପରେ ବରଫର ଏକ ଆସ୍ତରଣ...
ଯୁଦ୍ଧ ମଧ୍ୟରେ ସାଥୀ ସୈନ୍ୟଙ୍କୁ ବିବାହ କଲେ
ନୂଆଦିଲ୍ଲୀ: ରୁଷିଆ ଏବଂ ୟୁକ୍ରେନ୍ ଯୁଦ୍ଧ ଫଳରେ ୨ ଦେଶର ଅନେକ କ୍ଷତି ହୋଇଛି। ତେବେ ଏଥିରେ ସାରା ବିଶ୍ୱ ମଧ୍ୟ ପ୍ରଭାବିତ ହୋଇଛି। ଦେଶକୁ ବଞ୍ଚାଇବା ପାଇଁ ୟୁକ୍ରେନର ଅନେକ ନାଗରିକ ନିଜ ପେସା ଛାଡି ସେନାରେ ଭର୍ତ୍ତି...
ବିଶ୍ୱର ସବୁଠାରୁ ସରୁ ବିଲ୍ଡିଂ
ୱାଶିଂଟନ୍: ସବୁଠାରୁ ଉଚ୍ଚା ସ୍ଥାନରେ ରହିବାକୁ ବହୁ ଲୋକ ଇଚ୍ଛା କରନ୍ତି। ସେଠାରୁ ପୂରା ସହରର ଦୃଶ୍ୟ ବହୁତ ରୋମାଞ୍ଚକ ହୋଇଥାଏ। ତେବେ ଏପରି ଏକ ଉଚ୍ଚା କୋଠା ଆମେରିକାର ମନ୍ହଟନ୍ରେ ରହିଛି। କୋଠାଟି ଉଚ୍ଚା ହେବା ସହ ଏହାର...
ଏହି ସେଓକୁ କୁହାଯାଏ ‘ବ୍ଲାକ୍ ଡାଏମଣ୍ଡ’; ଗୋଟିଏର ଦାମ୍ ୫୦୦ ଟଙ୍କା…!
ଦୁନିଆରେ ଏପରି ସ୍ଥାନ ରହିଛି ଯେଉଁଠାରେ କଳା ସେଓ ଚାଷ କରାଯାଇଥାଏ। ଏଠାରେ ଗୋଟିଏ ସେଓର ମୂଲ୍ୟ ପ୍ରାୟ ୫୦୦ ଟଙ୍କା ହୋଇଥାଏ। ମହଙ୍ଗା ବୋଲି ଏହି ସେଓକୁ ‘ବ୍ଲାକ୍ ଡାଏମଣ୍ଡ’ ବୋଲି କୁହାଯାଏ। ତିବ୍ବତର ପାହାଡ ଉପରେ ଏହି...
ବିଚିତ୍ର ଦେଶ: ଏଠାରେ ରହିଛି ‘ରେଡ୍ ବିଚ୍’
ବର୍ତ୍ତମାନ ଚାଇନା କରୋନା ସହ ଲଢ଼େଇ କରୁଛି। ଏଠାରୁ ପ୍ରତିଦିନ ଲକ୍ଷ ଲକ୍ଷ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏହି ଦେଶ କରୋନା ପାଇଁ ଏବେ ଚର୍ଚ୍ଚାରେ ରହିଛି। ଏହା ମଧ୍ୟରେ ବି ଏହି ଦେଶରେ ଏମିତି କିଛି ସ୍ଥାନ ଅଛି,...
ରୋଗୀଙ୍କୁ ଲିଫ୍ଟରେ ନେଉଥିଲେ ମେଡିକାଲ କର୍ମଚାରୀ, ପରେ ଯାହା ଘଟିଲା,ଭିଡିଓ ଦେଖିଲେ ପାଦତଳୁ ଖସିଯିବ ମାଟି
ଦୁର୍ଘଟଣା ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ହୋଇପାରେ। ତେଣୁ ସବୁ ସ୍ଥାନରେ ସତର୍କ ରହିବା ଲୋକଙ୍କ ଦାୟିତ୍ୱ। କିନ୍ତୁ ଅନେକ ଥର ସତର୍କ ରହିବା ସତ୍ତ୍ୱେ ବି ଏପରି ଦୁର୍ଘଟଣା ଘଟେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଏପରି...
Archives


