୨.୭ କେଜିର ବେଙ୍ଗ
କାନବେରା: ଉତ୍ତର ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ଜିଲାରେ ଅବସ୍ଥିତ କନ୍ୱେ ଜାତୀୟ ଉଦ୍ୟାନରୁ ଏକ ବିଶାଳକାୟ ବିଷାକ୍ତ ବେଙ୍ଗ ଉଦ୍ଧାର ହୋଇଛି। ସେହି ବେଙ୍ଗର ଓଜନ ୨.୭ କିଲୋଗ୍ରାମ, ଯାହାକି ଜଣେ ନବଜାତ ଶିଶୁର ଓଜନ ସହ ସମାନ। ଅଷ୍ଟ୍ରେଲୀୟ ରେଞ୍ଜର ଏହି…
୧୨୪ ଏକରରେ ମେସିଙ୍କ ଚିତ୍ର
ବ୍ୟୁନସ୍ ଆୟର୍ସ: ଗତ ମାସରେ କାତାରରେ ଆୟୋଜିତ ଫିଫା ୱାଲର୍ଡ କପ୍ରେ ଆର୍ଜେଣ୍ଟିନା ଚାମ୍ପିୟନ ହୋଇଥିଲା। ଏଥିରେ ଲିଓନେଲ ମେସିଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଏହି ବିଜୟ ପାଇଁ ଦେଶରେ ଅନେକ ପ୍ରକାର ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ଆର୍ଜେଣ୍ଟିନାର…
୧୦ କୁମ୍ଭୀର ମମି ଠାବ
କାଇରୋ: ପ୍ରତ୍ନତତ୍ତ୍ୱବିତ୍ମାନେ ଇଜିପ୍ଟରେ ୨୫୦୦ ବର୍ଷ ପୂର୍ବର ୧୦ଟି କୁମ୍ଭୀର ମମି ଠାବ କରିଛନ୍ତି। ଇଜିପ୍ଟ ପରମ୍ପରାରେ କୁମ୍ଭୀରଙ୍କ ପ୍ରମୁଖ ଭୂମିକା ରହିଥିବାରୁ ପ୍ରଥା ଅନୁସାରେ ସେମାନଙ୍କ ମୃତଦେହକୁ ପୋତା ଯାଉଥିଲା। ଠାବ ହୋଇଥିବା ଉକ୍ତ ୧୦ କୁମ୍ଭୀର ପ୍ରାପ୍ତବୟସ୍କ। ନୀଳ…
କୁମ୍ଭୀରକୁ ବାଇକ୍ରେ ବସାଇ ନେଉଛନ୍ତି ଯୁବକ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଥାଏ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏହା ଦେଖିବାକୁ ମଳୁଛି…
ଭୟାନକ ଡ୍ରାଇଭିଂ, ଭିଡିଓ ଦେଖିଲେ…
ଯଦି ଆପଣ ଗାଡ଼ି ଚଳାଉଛନ୍ତି, ତେବେ ଏଥିରେ ପାରଙ୍ଗମ ହେବା ଏକ ଭଲ କଥା। କିନ୍ତୁ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଅର୍ଥ ଆପଣଙ୍କ ଜୀବନକୁ ବିପଦରେ ପକାଇବା। ଏପରି ଏକ ପାଗଳ ଡ୍ରାଇଭିଂ କୌଶଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…
ମାଙ୍କଡ଼ ସହ ସେଲ୍ଫି ଉଠାଇ ଫସିଲେ ଯୁବତୀ, ଭିଡିଓ ଦେଖିଲେ…
କଥାରେ ଅଛି, ମାଙ୍କଡ଼ ସାଙ୍ଗେ କରିଲେ ଭାବ କେବଳ ଆମ୍ପୁଡ଼ାଟି ଲାଭ। ଏବେ ସୋସିଆଲ ମିଡିଆରେ ଠିକ୍ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ, ମାଙ୍କଡ଼ ପଲ ଜଣେ ଯୁବତୀଙ୍କୁ ଖୁବ୍ ହଇରାଣ କରୁଛନ୍ତି। ମାଙ୍କଡ଼ମାନେ ପ୍ରାୟତଃ ମନ୍ଦିର ପରିସରରେ…
୨ ଦିନ ପୂର୍ବରୁ ଅର୍ଡର କଲେ ମିଳିବ ସାଣ୍ଡଓ୍ବିଚ୍
ନୂଆଦିଲ୍ଲୀ: ଅନେକେ ସାଣ୍ଡଓ୍ବିଚ୍(ପାଉଁରୁଟି) ଖାଇବାକୁ ପସନ୍ଦ କରିଥାନ୍ତି। ସାଧାରଣତଃ ରାସ୍ତା କଡ଼ରେ ମିଳୁଥିବା ସାଣ୍ଡଓ୍ବିଚ୍ ସବୁ ଲୋକେ କିଣି ଖାଇପାରନ୍ତି। ଦାମୀ ରେଷ୍ଟୁରାଣ୍ଟ ଏବଂ ବିଦେଶରେ ସାଣ୍ଡଓ୍ବିଚ୍ର ଦର ଅଧିକ ରହିଥାଏ, ଯାହାକୁ ସବୁ ବର୍ଗର ଲୋକେ କିଣିପାରନ୍ତି ନାହିଁ। ଗିନିଜ୍…
୨୯.୮୫ ସେକେଣ୍ଡରେ ଚେସ୍ ବୋର୍ଡ ସଜାଇ ରେକର୍ଡ
ମୁମ୍ବାଇ: ଗିନିଜ୍ ୱାଲର୍ଡ ରେକର୍ଡ ତା’ର ସୋସିଆଲ ଆକାଉଣ୍ଟରେ ଏକ ବିଶ୍ୱ ରେକର୍ଡର ଭିଡିଓ ଫୋଷ୍ଟ କରିଛି। ସେଥିରେ ପୁଡୁଚେରୀର ଏସ୍. ଓଡେଲା ଜସ୍ମିନ୍ ନାମ୍ନୀ ଯୁବତୀ ଚେସ୍ ବୋର୍ଡରେ ସମସ୍ତ ଗୋଟିକୁ ସୁନ୍ଦର ଭାବେ ତା’ ସ୍ଥାନରେ ସଜାଇ ବିଶ୍ୱ…
ଚ୍ୟାରିଟି ପାଇଁ ୩୫୪ କି.ମି. ଦୌଡ଼
ଲଣ୍ଡନ:ଟାଇପ୍ ୧ ମଧୁମେହ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ରୋଗର ନିରାକରଣ ପାଇଁ ଉନ୍ନତ ଚିକିତ୍ସା ପଦ୍ଧତି ଉପଲବ୍ଧ କରାଇବା ଲାଗି ଅଣ୍ଟା ଭିଡ଼ିଛନ୍ତି ଲଣ୍ଡନର ଇଷ୍ଟ ଫିଞ୍ଚଲିରେ ରହୁଥିବା ଜାମି ଆଉଷ୍ଟିନ୍। ଏ ନେଇ ସେ…
ମହିଳା କର୍ମଚାରୀଙ୍କୁ ମୋଟି କହି ଫସିଲେ ମାଲିକ, ଦେବାକୁ ପଡ଼ିଲା ମୋଟା ଅଙ୍କର ଜରିମାନା
ମହିଳାଙ୍କ ବିରୋଧରେ ଆପତ୍ତିଜନକ କାର୍ଯ୍ୟ ଏବଂ ବିବୃତ୍ତି ସବୁ ସ୍ଥାନରେ ଭୁଲ୍ ବୋଲି ଧରାଯାଏ। ତା’ପରେ ସେହି ମନ୍ତବ୍ୟ ଜାତିପ୍ରଥା, ଶାରୀରିକ କିମ୍ବା ମାନସିକ ନିର୍ଯାତନା ସହିତ ଜଡ଼ିତ ହୋଇପାରେ। ଏସବୁ ବିରୋଧରେ ଅନେକ ଦେଶରେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି।…
ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନିଏ ଏହି କୁକୁଡ଼ା, ଯାହାର ଗୋଡ଼ ଇଟା ପରି, ଦାମ୍ ଜାଣିଲେ…
କୁକୁଡ଼ା ନାଁ ଶୁଣିଲେ ଲୋକଙ୍କ ପାଟିରୁ ଲାଳ ଗଡ଼େ। ଯଦି କୁକୁଡ଼ାକୁ ଭଲ ଭାବରେ ରନ୍ଧା ଯାଏ ତେବେ ଏହାକୁ ଖାଇବାର ଆନନ୍ଦ କିଛି ଅଧିକ ହୋଇଥାଏ। ଅନେକ ପ୍ରଜାତିର କୁକୁଡ଼ା ଅଛନ୍ତି। ଯାହା ଅତ୍ୟନ୍ତ ବ୍ୟୟବହୁଳ। ଏମିତି ଏକ ପ୍ରଜାତିର…
୨୪ କ୍ୟାରେଟ୍ ସୁନାରେ ନଖ ସଜାନ୍ତି ଏହି ମହିଳା
ଦୁନିଆରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ କି ସବୁବେଳ ପାଇଁ ଆରାମ ଦାୟକ ଜୀବନ ବିତାଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ସେମାନଙ୍କ ନିକଟରେ ଏତେ ଟଙ୍କା ଅଛି ଯେ, ଏହାର ମୂଲ୍ୟ ବି ବୁଝନ୍ତି ନାହିଁ। ତେଣୁ ନିଜ ଶରୀର…
Archives


