ନିଷ୍ଠା ମହିଳାଙ୍କୁ ଅଗ୍ରଗାମୀ କରାଇଛି
ମୁଁ ଯେତେବେଳେ ଓୟୁଏଟିରେ ପଢ଼ୁଥିଲି ସେତେବେଳେ ପୁଅ ପିଲାଙ୍କ ସଂଖ୍ୟା ଅଧିକ ଥିଲା। କିନ୍ତୁ ଏବେ ସମୟ ବଦଳି ଯାଇଛି। ବର୍ତ୍ତମାନ ଏଠାରେ ଯଦି ଏକ ଆକଳନ କରାଯାଏ ତେବେ ପାଖାପାଖି ୬୦ ପ୍ରତିଶତ ଝିଅ ପିଲା ପଢ଼ୁଛନ୍ତି। କେବଳ ଏତିକି…
ବିଜ୍ଞାନରେ କୃତିତ୍ୱ
ଫେବୃୟାରୀ ୧୧, ‘ଅନ୍ତର୍ଜାତୀୟ ମହିଳା ଓ ବାଳିକା ବିଜ୍ଞାନ ଦିବସ’ ସବୁଠି ପାଳିତ ହେଉଛି। ଦିନ ଥିଲା ମହିଳା ଓ ବାଳିକାମାନେ ଘରର ଚାରିକାନ୍ଥ ଭିତରେ ସୀମାବଦ୍ଧ ହୋଇ ରହୁଥିଲେ। ହେଲେ ପରିବର୍ତ୍ତିତ ସମୟ ଅନୁଯାୟୀ ଏମାନେ ପୁରୁଷଙ୍କ ସହ ସମତାଳ…
ମଡେଲ୍ ଭଳି ଚାଲୁଛି ବତକ ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ବତକକୁ…
୫୦ ହଜାର ବର୍ଷ ପରେ ପୃଥିବୀ ଦେଇ ଗତି କରୁଛି ବିରଳ ସବୁଜ ଧୂମକେତୁ
ହଜାରେ ବର୍ଷ ପରେ, ବ୍ରହ୍ମାଣ୍ଡରେ ଏକ ଚମତ୍କାର ଘଟଣା ଘଟିଛି। ଏହି ସପ୍ତାହରେ ଏକ ବିରଳ ସବୁଜ ଧୂମକେତୁ ପୃଥିବୀ ଦେଇ ଗତି କରୁଛି। ବାଇନକୁଲାର ମାଧ୍ୟମରେ ଏହି ବିରଳ ଦୃଶ୍ୟକୁ ଦେଖିହେବ। ଏହି ଧୂମକେତୁର ନାମ ସି/୨୦୨୨ ଇ୩(ଜେଡ୍ଟିଏଫ୍)ରଖାଯାଇଛି। ଏହା…
ପ୍ରେମ ଦିବସ ପାଇଁ ୧୪୪ ଧାରା
ଲକ୍ଷ୍ନୌ: କୋଭିଡ୍-୧୯ ମହାମାରୀ ସମ୍ପୂର୍ଣ୍ଣ ଯାଇ ନ ଥିଲେ ମଧ୍ୟ ବହୁ ମାତ୍ରାରେ ସେଥିରୁ ଦେଶ ମୁକ୍ତି ପାଇଛି। ବର୍ତ୍ତମାନ ପ୍ରେମୀଯୁଗଳଙ୍କ ପାଇଁ ପ୍ରେମ ସପ୍ତାହ ଚାଲିଛି। ଏହା ପାଳନ ହେଲେ ଅଧିକ ଗହଳି ହେବା ନେଇ ଆଶଙ୍କା କରାଯାଇଛି। ଏଥିପାଇଁ…
ମୂର୍ତ୍ତି ବିକ୍ରେତାଙ୍କ ୭ ସ୍ତ୍ରୀ, ୯ ପିଲା
ବ୍ୟାଙ୍କକ୍: ପେସାରେ ଜଣେ ମୂର୍ତ୍ତି ବିକ୍ରେତା ହୋଇଥିବାବେଳେ ତାଙ୍କର ୭ ସ୍ତ୍ରୀ ଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ୩୪ ବର୍ଷୀୟ ଯୁବକ ନଟ୍ଟାପୋଙ୍ଗ ଛବେଲେମ୍ ତାଙ୍କ ସ୍ତ୍ରୀମାନଙ୍କ ସହ ୯ ପିଲାଙ୍କୁ ନେଇ ଥାଇଲାଣ୍ଡର ନାଖୋମ୍ ପ୍ରଥମ…
ଅଳିଆରୁ ମିଳିଲା ଦାମୀ ଜିନିଷ
ଲଣ୍ଡନ: ଅଳିଆ ବିକ୍ରି କରୁଥିବା ଜଣେ ବ୍ୟକ୍ତି ନିକଟରେ କିଛି ଦାମୀ ଜିନିଷ ପାଇଥିବା ଜଣାପଡ଼ିଛି। ଯାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବ୍ରିଟେନ୍ର କେଣ୍ଟ୍ରେ ରହୁଥିବା ୪୭ ବର୍ଷୀୟ ମାର୍ଟିନ୍ ଛୋଟବେଳୁ ଅଳିଆ ଉଠାଇ ତାକୁ ନବୀକରଣ ପାଇଁ ବିକ୍ରି…
୭୨୦ ବର୍ଷ ପୁରୁଣା ଟାଟୁ ଦୋକାନ
ଜେରୁଜେଲମ୍: ବର୍ତ୍ତମାନ ଯୁବପିଢିଙ୍କ ମଧ୍ୟରେ ଟାଟୁର ଚାହିଦା ଅଧିକ ରହିଛି। ବିଭିନ୍ନ ଦେଶରେ ଲୋକେ ଭିନ୍ନ ଭିନ୍ନ ପ୍ରକାରର ଟାଟୁ କରୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ବହୁ ମାତ୍ରାରେ ଟାଟୁ ଦୋକାନ ଖୋଲି ଗଲାଣି। ତେବେ ସବୁଠାରୁ ପୁରୁଣା ଟାଟୁ ଦୋକାନ…
୧୪ ବର୍ଷର କଲ୍ ଲେଟର ଶେୟାର କଲେ ଏହି ଆଇଏଏସ୍ ଅଫିସର
ୟୁପିଏସ୍ସି ଦ୍ୱାରା କରାଯାଇଥିବା ପରୀକ୍ଷା ଦେଶର ସବୁଠାରୁ ବଡ଼ ଏବଂ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ। ଯେଉଁଥିପାଇଁ ଯୋଗ୍ୟତା ପାଇବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରୀଛାତ୍ର କଠିନ ପରିଶ୍ରମ କରୁଛନ୍ତି। ନିଜ ଘର ଛାଡି, ସେମାନେ ସେଠାରେ ରହିଥାନ୍ତି…
ଟେଡି ଡେ: ସାଥୀଙ୍କୁ ଦିଅନ୍ତୁ ଏହି ରଙ୍ଗର ଟେଡି
କପଲ୍ଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ୍ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସରେ ଚକୋଲେଟ୍ ଦେଇ…
ବିଲ ଗେଟସଙ୍କ ନୂଆ ଗର୍ଲ ଫ୍ରେଣ୍ଡ୍…
ଓ୍ବାଶିଂଟନ,୯।୨ : ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲିୟନେୟାର ବିଲ ଗେଟ୍ସ ବର୍ତ୍ତମାନ ନୂଆ ଗର୍ଲ ଫ୍ରେଣ୍ଡ୍ ପାଲା ହେର୍ଡଙ୍କ ସହ ସମ୍ପର୍କ ରଖିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଭୟ ଏକ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ। ବିଲ ଗେଟସଙ୍କ ବୟସ ୬୭…
ବ୍ଲେଡ୍ ଯେଉଁ କମ୍ପାନୀର ହେଉନା କାହିଁକି ଡିଜାଇନ ସମାନ, ଏହା ପଛର କାରଣ ଜାଣିଲେ…
ଆମେ ଅନେକ ଜିନିଷ ବ୍ୟବହାର କରିଥାଉ। କିଛି ଜିନିଷ ଦେଖିଲେ ମନକୁ ବେଳେବେଳେ ପ୍ରଶ୍ନ ଆସେ ଏହା ଏପରି କାହିଁକି ତିଆରି ହୋଇଛି। ମାତ୍ର ଏହା ପଛର କାରଣ ଆମେ ଜାଣି ନ ଥାଉ। ମନେ କରନ୍ତୁ ବ୍ଲେଡ୍। ଆପଣ ନିଶ୍ଚିତ…
Archives


