ଫୁରସତ

ଟଏଲେଟ୍‌ ପେପରରେ ରହିଛି ବିପଜ୍ଜନକ ରାସାୟନିକ ଦ୍ରବ୍ୟ

ନୂଆଦିଲ୍ଲୀ: ଆମେ ବ୍ୟବହାର କରୁଥିବା ଟଏଲେଟ୍‌ କାଗଜରେ ରାସାୟନିକ ଦ୍ରବ୍ୟ ରହିଛି, ଯାହା ଆମ ପାଇଁ ବିପଜ୍ଜନକ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ବର୍ତ୍ତମାନ ଏହା ଚିନ୍ତାର ବିଷୟ ପାଲଟିଛି। ପରିବେଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଚିଠିରେ ପ୍ରକାଶିତ ଏକ ଖବର…

ମୋଟା ଲୋକଙ୍କୁ ଭରିବାକୁ ପଡ଼େ ଜରିମାନା

ଟୋକିଓ: ଅନେକ ଲୋକ ଖାଇବାକୁ ନେଇ ଏତେ ଚିନ୍ତାରେ ନ ଥାନ୍ତି। ସେଥିପାଇଁ ଖାଦ୍ୟ ଖାଇବା ସହିତ ତାଙ୍କ ଓଜନ ବଢ଼ିବାକୁ ଲାଗିଥାଏ। ହେଲେ ଜାପାନରେ ମୋଟା ହେଲେ ଜରିମାନା ଭରିବାକୁ ପଡ଼ିଥାଏ। ଏପରି କି ଅଧିକ ମୋଟା ହେଲେ ଚାକିରିରୁ…

ଆମାଜନ ଜଙ୍ଗଲରେ ମାସେ ବିତାଇ ୧୭ କେଜି ଓଜନ ହ୍ରାସ

ବ୍ରାସିଲିଆ: ଜଣେ ବ୍ୟକ୍ତି ବ୍ରାଜିଲର ଆମାଜନ ଜଙ୍ଗଲରେ ହଜିଯାଇଥିଲେ। ସେ ହଜିବାର ୩୧ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି। ସେତେବେଳେ ସେ ଆମାଜନ ଜଙ୍ଗଲରେ ବଞ୍ଚିବାକୁ କିପରି ସଂଘର୍ଷ କରିଥିଲେ ସେ ବିଷୟରେ କହିଛନ୍ତି। ୩୦ ବର୍ଷୀୟ ଝୋନାଟାନ ଏକୋଷ୍ଟା…

ଅଭୟାରଣ୍ୟରେ ବଢ଼ୁଛି ଭୟ

ଦେଶର ସର୍ବବୃହତ୍‌ ବିଷୁବ ମଣ୍ଡଳୀୟ ଜଙ୍ଗଲ ଭାବେ ପ୍ରସିଦ୍ଧ ଶିମିଳିପାଳ। ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଅମ୍ଳଜାନ କେନ୍ଦ୍ର। ଜାତୀୟ ଉଦ୍ୟାନ,ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ହସ୍ତୀ ଅଭୟାରଣ୍ୟ ଭାବେ ପରିଚିତ ଶିମିଳିପାଳ ଅଭୟାରଣ୍ୟକୁ ୟୁନେସ୍କୋ ପକ୍ଷରୁ ମିଳିଛି ବିଶ୍ୱ ଐତିହ୍ୟ…

ଶସ୍ତା ଆଉ କମ୍‌ ବିଜୁଳିରେ ଚାଲିବ ଏହି ଏସି, ଦାମ୍‌ ରହିଛି…

ଆଗକୁ ଆସୁଛି ଗରମ ଦିନ। ଏଥିରୁ ମୁକ୍ତି ପାଇବା ପାଇଁ ଗୁଜୁରାଟରେ ଅବସ୍ଥିତ ଭାରତୀୟ କମ୍ପାନୀ ଟୁପିକ୍‌ ଏକ ଏୟାର କଣ୍ଡିଶନର (ଏସି) ତିଆରି କରିଛି, ଯାହା ନାମମାତ୍ର ବିଦ୍ୟୁତ୍‌ରେ ଚାଲିପାରିବ। ଅନ୍ୟ କୌଣସି ଏସି ତୁଳନାରେ ଏହା ବହୁତ କମ୍‌…

ଭାଉଜଙ୍କ ସହ ସମ୍ପର୍କ ନ ଥିବା ପ୍ରମାଣ କରିବାକୁ ଯାଇ ଅଗ୍ନିପରୀକ୍ଷା ଦେଲେ ଦିଅର

ହାଇଦ୍ରାବାଦ,୨।୩: ତେଲେଙ୍ଗାନାର କରିମନଗର ଜିଲାର ବଞ୍ଜାରୁପାଲି ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ଭାଉଜଙ୍କ ସହ ଅବୈଧ ସମ୍ପର୍କ ନେଇ ଅଭିଯୋଗ ହୋଇଥିଲା। ଯାହାକୁ ପ୍ରମାଣ କରିବାକୁ ଯାଇ ଦିଅର ଜଣଙ୍କ ଅଗ୍ନିପରୀକ୍ଷା ଦେଇଛନ୍ତି। ନିଆଁରେ…

କହୁଣିରେ ଥରକରେ ୭ କାଠ ଭାଙ୍ଗିଦେଲେ ଏହି ମହିଳା

ଲୋକମାନେ ସୋସିଆଲ ମିଡିଆରେ ନିଜର ପ୍ରତିଭା ପ୍ରଦର୍ଶନ କରି ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ବିଭିନ୍ନ ଉପାୟରେ ମାର୍ଶଲ ଆର୍ଟ ଅଭ୍ୟାସ କରୁଥିବା ଲୋକଙ୍କ ଭିଡିଓ ଅନେକ ସମୟରେ ଅନଲାଇନରେ ଭାଇରାଲ ହୁଏ, ଯେଉଁଥିରେ ଲୋକଙ୍କ ଶକ୍ତି ଏବଂ କୌଶଳ ବେଳେବେଳେ ଆଶ୍ଚର୍ଯ୍ୟ…

ବିଲେଇକୁ ପାଣିରୁ ଉଦ୍ଧାର କଲା କୁକୁର, ଭିଡିଓ ଦେଖିଲେ…

କୁକୁର ଏବଂ ବିଲେଇଙ୍କ ମଧ୍ୟରେ ଲଢ଼େଇ କେମିତି ହୋଇଥାଏ ତାହା ବେଶ୍‌ ସମସ୍ତଙ୍କୁ ଜଣା। ଯେତେବେଳେ ଉଭୟ ପାଖାପାଖି ରହିଥାଆନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥାଏ। ମାତ୍ର ଆପଣ ଏହି ଦୁଇ ପ୍ରାଣୀ ମଧ୍ୟରେ ପ୍ରେମ ଏବଂ ବନ୍ଧୁତା…

କଏଦୀଙ୍କୁ ଅଶ୍ଳୀଳ ଫଟୋ ପଠାଉଥିଲେ ମହିଳା ପୋଲିସ, ପ୍ରତିବଦଳରେ ନେଇଛନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ,୧ା୩: କଏଦୀମାନଙ୍କୁ କିପରି ଜେଲ୍‌ ଭିତରକୁ ମୋବାଇଲ ଯୋଗାଇ ଦିଆଯାଉଛି ଏବଂ ସେମାନେ ଭିତରେ ଥାଇ ଅପରାଧ ଦୁନିଆରେ ଆତଙ୍କ ସୃଷ୍ଟି କରୁଛନ୍ତି, ତାହା ବହୁବାର ଦେଖିଥିବେ ବା ଶୁଣିଥିବେ। ବ୍ରିଟେନରେ ଠିକ୍‌ ଏହିଭଳି ଏକ ଘଟଣା ଘଟିଛି। ଯାହା ସମସ୍ତଙ୍କୁ…

ହାତରେ ହ୍ବାଟ୍ସଆପ୍‌ ମେସେଜ୍‌ ଟାଟୁ କଲେ ପ୍ରେମୀଯୁଗଳ, ଲୋକେ କଲେ ଟ୍ରୋଲ୍‌

ପ୍ରେମ କାହା ସହ କେତେବେଳେ ହୋଇଯିବ କହି ହେବ ନାହିଁ। କୌଣସି ପରିସ୍ଥିତିରେ ବି ଜଣେ ପ୍ରେମରେ ପଡ଼ିପାରେ। ଯେଉଁମାନେ ପ୍ରେମରେ ପଡ଼ିଥାନ୍ତି ସେମାନେ ସର୍ବଦା ପରସ୍ପରକୁ କିଛି ବିଶେଷ ଉପହାର ଦିଅନ୍ତି। ଯାହାକି ସେମାନଙ୍କୁ ସ୍ବତନ୍ତ୍ର ଅନୁଭବ କରାଏ। ଆଜିକାଲି…

ଦୋଷୀଙ୍କୁ ଦିନରେ ୫ ଥର ନମାଜ ପାଠ କରିବାକୁ ଦଣ୍ଡାଦେଶ କଲେ କୋର୍ଟ…

ମୁମ୍ବାଇ,୧।୩ : ମହାରାଷ୍ଟ୍ରର ନାଶିକ ଜିଲା କୋର୍ଟର ଏକ ନିଆରା ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆକ୍ରମଣ ପାଇଁ ଜଣେ ବ୍ୟକ୍ତିଙ୍କୁ ଜେଲକୁ ପଠାଇବା ପରିବର୍ତ୍ତେ କୋର୍ଟ ଏକ ନିଆରା ଦଣ୍ଡାଦେଶ କରିଛନ୍ତି। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…

ପୃଥିବୀଠାରୁ ଦୂରେଇ ଯାଉଛି ଜହ୍ନମାମୁ: ପ୍ରତିବର୍ଷ ଦୂରତା ବଢୁଛି ୩.୮ ସେଣ୍ଟିିମିଟର…

ଓ୍ବାଶିଂଟନ,୧।୩ : ବୈଜ୍ଞାନିକମାନେ ଜହ୍ନମାମୁ ସହ ଜଡିତ ଏକ ଖବର ପ୍ରକାଶ କରିଛନ୍ତି। ଜହ୍ନମାମୁ ପୃଥିବୀଠାରୁ ଦୂରେଇ ଯାଉଥିବା ସମ୍ପର୍କରେ ସୂଚିତ କରିଛନ୍ତି। ଅଡି ୱେବସାଇଟ ରିପୋର୍ଟ ଅନୁଯାୟୀ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଚନ୍ଦ୍ର ପୃଥିବୀର ଦୂରତା ପ୍ରତିବର୍ଷ ବଢ଼ିବାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri