Posted inଫୁରସତ

ଭାରତରେ ରହିଛି ଦୁନିଆର ସବୁଠୁ ବଡ଼ ସ୍କୁଲ, ଗିନିଜ୍‌ ବୁକ୍‌ରେ ପାଇଛି ସ୍ଥାନ

ଆମ ଦେଶ ଭାରତରେ ଅନେକ ସ୍କୁଲ ରହିଛି। ମାତ୍ର ଏପରି ଏକ ସ୍କୁଲ ରହିଛି, ଯାହା ଦୁନିଆର ସବୁଠୁ ବଡ଼ ସ୍କୁଲ ଭାବରେ ପରିଗଣିତ। ଖାଲି ଏତିକି ନୁହେଁ, ଏହି ସ୍କୁଲ ଗିନିଜ୍‌ ବୁକ୍‌ରେ ମଧ୍ୟ ସ୍ଥାନ ପାଇଛି।

ଏପରି ଏକ ସ୍କୁଲ ଭାରତର ଲକ୍ଷ୍ନୌରେ ରହିଛି। ଏହାର ନାମ ସିଟି ମଣ୍ଟେସୋରି ସ୍କୁଲ। ଏହା ହେଉଛି ବିଶ୍ୱର ସବୁଠାରୁ ବଡ଼ ସ୍କୁଲ। ୧୯୫୯ରେ ଜଗଦୀଶ ଗାନ୍ଧୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ସ୍କୁଲରେ ବର୍ତ୍ତମାନ ୫୮,୦୦୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସହରରେ ୨୦ଟି କ୍ୟାମ୍ପସ ରହିବା ସହିତ ଏହି ସ୍କୁଲରେ ୧୦୦୦ରୁ ଅଧିକ ଶ୍ରେଣୀଗୃହ ଏବଂ ୩୭୦୦ କମ୍ପ୍ୟୁଟର ରହିଛି। ସ୍କୁଲର ୪୫୦୦ କର୍ମଚାରୀ ଅଛନ୍ତି। ଯେଉଁଥିରେ ଶିକ୍ଷକ, ସପୋର୍ଟ ଷ୍ଟାଫ୍‌, କ୍ଲିନର୍ସ, ରିକ୍ସାଚାଳକ ଏବଂ ବୈଦ୍ୟୁତିକ କର୍ମଚାରୀ, ବଢ଼େଇ ଏବଂ ମାଳୀ ମଧ୍ୟ ରହିଛନ୍ତି।

ଏହି ସ୍କୁଲ ୪ ଭାଗରେ ଚାଲିଥାଏ। ପ୍ରି-ପ୍ରାଇମେରୀ, ପ୍ରାଇମେରୀ, ଜୁନିଅର୍‌ ଏବଂ ଜୁନିଅର୍‌ସ୍‌। ଗୋଟିଏ ବିଲ୍ଡିଂରେ ୫ରୁ ୧୭ବର୍ଷ ବୟସର ୭,୫୦୦ରୁ ଅଧିକ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିବା ଏତେ ସହଜ ନୁହେଁ, କିନ୍ତୁ ସିଟି ମଣ୍ଟେସୋରି (ସିଏମ୍‌ଏସ୍‌) ଏହା କରିଛି। ଏହି ସ୍କୁଲର ନାମ ଗିନିଜ୍‌ ବୁକ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ‘ବିଶ୍ୱର ସର୍ବବୃହତ ସ୍କୁଲ୍‌’ ଭାବରେ ରହିଛି। ପିଲାମାନଙ୍କର ସର୍ବଗୁଣୀୟ ବିକାଶ, ନୈତିକ ଚରିତ୍ର ବିକାଶ, ବିଶ୍ୱର ଦୃଷ୍ଟିକୋଣ ଏବଂ ଅନ୍ତର୍ଜାତୀୟ ଏକ୍ସପୋଜର୍‌ ଉପରେ ଏହି ସ୍କୁଲ ଗୁରୁତ୍ୱ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri