ଫୁରସତ

ମା’ଙ୍କୁ ଗିଫ୍ଟ କଲେ ନିଜ ଚୁଟିରେ ପ୍ରସ୍ତୁତ ୱିଗ୍‌

ୱାଶିଂଟନ୍‌: ମାତୃ ଦିବସରେ ଅନେକେ ତାଙ୍କ ମା’ଙ୍କୁ ଖୁସି କରାଇବା ପାଇଁ ବିଭିନ୍ନ ପ୍ରକାରର ଗିଫ୍ଟ ଦେଇଥା’ନ୍ତି। ହେଲେ ନିକଟରେ ଜଣେ ବ୍ୟକ୍ତି ମାତୃ ଦିବସରେ ତାଙ୍କ ମା’ଙ୍କୁ ଏପରି ଏକ ଗିଫ୍ଟ ଦେଇଛନ୍ତି, ଯେଉଁଥିପାଇଁ ସେ ଏବେ ଚର୍ଚ୍ଚାରେ। ଆମେରିକାର…

ଗିନିଜ୍‌ ୱାଲର୍‌ଡ ରେକଡର୍‌ସରେ କ୍ଷୁଦ୍ର ଚର୍ମ କର୍କଟ

ୱାଶିଂଟନ୍‌: ପୋର୍ଟଲ୍ୟାଣ୍ଡର ଓରିଗନ ହେଲ୍‌ଥ ଅଫ୍‌ ସାଇନ୍ସ ୟୁନିଭର୍ସିଟିର ଡାକ୍ତର ଆଲେକ୍‌ଜାଣ୍ଡର ୱିଟ୍‌କୋକସ୍କି ଏବଂ ତାଙ୍କର କିଛି ସହଯେଗୀ ନିକଟରେ ଏକ କ୍ଷୁଦ୍ର ଚର୍ମ କର୍କଟ ରୋଗୀ ଚିହ୍ନଟ କରି ଗିନିଜ୍‌ ୱାଲର୍‌ଡ ରେକର୍ଡ କରିଛନ୍ତି। ଏହାର ବ୍ୟାସ ହେଉଛି ୦.୬୫…

ପୃଥିବୀକୁ ଛୋଟ କରିଛି ଟେଲି ଯୋଗାଯୋଗ

ପ୍ରତିବର୍ଷ ମେ ୧୭ରେ ବିଶ୍ୱ ଟେଲି ଯୋଗାଯୋଗ ଦିବସ ପାଳନ କରାଯାଇଥାଏ। ୨୦୦୬ରେ ତୁର୍କୀର ଆଣ୍ଟାଲିଆରେ ଚାଲିଥିବା ଅନ୍ତର୍ଜାତୀୟ ଟେଲି କମ୍ୟୁନିକେଶନ ୟୁନିୟନର ବିଶ୍ୱସ୍ତରୀୟ ସମ୍ମିଳନୀ ଦ୍ୱାରା ପ୍ରତିବର୍ଷ ଏହି ଦିବସ ପାଳନ କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଏହି ଦିବସ…

ସାଇଲେଣ୍ଟ କିଲର ‘ଉଚ୍ଚ ରକ୍ତଚାପ’

ପ୍ରତିବର୍ଷ ମେ ୧୭ରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇଥାଏ। ଏହି ଦିବସ ୱାଲର୍‌ଡ ହାଇପରଟେନଶନ ଲିଗ ଦ୍ୱାରା ଗଠନ ଏବଂ ଆରମ୍ଭ ହୋଇଥିଲା। ଏହି ଲିଗ୍‌ରେ ୮୫ଟି ଜାତୀୟ ଉଚ୍ଚ ରକ୍ତଚାପ ସୋସାଇଟି ଏବଂ ସଂଗଠନ ରହିଛନ୍ତି। ଉଚ୍ଚ…

୧୨ମାସ ନୁହେଁ ପୂର୍ବରୁ ୧୦ ମାସ ରହିଥିଲା କ୍ୟାଲେଣ୍ଡରରେ…

ବର୍ତ୍ତମାନ ମେ ମାସ ଚାଲିଛି। ତେବେ ଏହା ପୂର୍ବରୁ ୪ମାସ ଚାଲିଗଲାଣି। ତେବେ ଆପଣ କେବେ ଭାବିଛନ୍ତି ଏହି ସବୁ ମାସର ନାମକରଣ ଏପରି କାହିଁକି ଏବଂ କେଉଁ ଆଧାରରେ ହୋଇଛି। ଏପରି ନାଁ ହେବାର କାରଣ କ’ଣ। ତେବେ ଜାଣନ୍ତୁ…

ସେଫ୍‌ଙ୍କ ୧ ଲକ୍ଷ ୬୦ ହଜାର ଟଙ୍କାର ପିଜା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମସ୍ତେ ପିଜା ଖାଇବାକୁ ବେଶ୍‌ ପସନ୍ଦ କରନ୍ତି, ଯାହା ଆମକୁ ୧୦୦ରୁ ଆରମ୍ଭ କରି ୧୦୦୦ ଟଙ୍କା ଭିତରେ ମିଳିଯାଏ। ହେଲେ ଏଠାରେ ଜଣେ ସେଲିବ୍ରିଟି ସେଫ୍‌ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ପିଜା ପ୍ରସ୍ତୁତ କରିଛନ୍ତି।…

ସଚେତନତାକୁ ଗୁରୁତ୍ୱ

ପ୍ରତିବର୍ଷ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମେ’ ୧୬ରେ ଭାରତୀୟ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ। ଡେଙ୍ଗୁ ଜ୍ୱର ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟଲକ୍ଷ୍ୟ। ଏଡିସ୍‌ ପ୍ରଜାତିର ମଶା ଏଡିସ ଏଜିପ୍ଟ ଦ୍ୱାରା ଡେଙ୍ଗୁ…

କୋଲ୍ଡ ଡ୍ରିଙ୍କ୍‌ସ ପିଇ ୧୭ ବର୍ଷ

ତେହରାନ: କୁହାଯାଏ କି କୋଲ୍ଡ ଡ୍ରିଙ୍କ୍‌ସ ଅଧିକ ମାତ୍ରାରେ ପିଇବା କଥା ନୁହେଁ। ତାହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ହେଲେ ଲୋକେ ତାଙ୍କୁ ବେଶ୍‌ ପସନ୍ଦ କରିଥାନ୍ତି। କିନ୍ତୁ କେହି କ’ଣ ତାକୁ ଦୈନନ୍ଦିନ ପିଇବାକୁ ପସନ୍ଦ…

ସାପକୁ ଚୁମ୍ବନ, ଭିଡିଓ ଦେଖିଲେ…

ସାପକୁ ଦେଖିଲେ ଯେ କେହି ଭୟଭୀତ ହୋଇଯାନ୍ତି। ନ କାମୁଡ଼ିଲେ ବି ଏହାକୁ ଦେଖିବା କ୍ଷଣି ଭୟରେ ଦେହ ଥରି ଉଠେ। କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଜଣେ ବ୍ୟକ୍ତି…

ଲିଙ୍ଗଗତ ଅସମାନତା ଯୋଗୁ ସଙ୍କୁଚିତ ହେଉଛି ମହିଳାଙ୍କ ମସ୍ତିଷ୍କ

ଲଣ୍ଡନ, ୧୫ା୫: ଅନେକ ଦେଶରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ବେଶି ପ୍ରାଧାନ୍ୟ ଦିଆଯାଏ। ଘରେ ହେଉ ଅବା ବାହାରେ, ପାଠ ପଢ଼ାଠାରୁ ଆରମ୍ଭ କରି ଚାକିରି କରିବା କ୍ଷେତ୍ରରେ ପୁରୁଷଙ୍କୁ ସବୁଥିରେ ଅଗ୍ରାଧିକାର ଦିଆଯାଏ। ଏହି ଲିଙ୍ଗଗତ ଅସମାନତା କେବଳ ସମାଜକୁ…

ଜନସଂଖ୍ୟା ପରିବର୍ତ୍ତନରେ ପରିବାର

ଅନ୍ତର୍ଜାତୀୟ ପରିବାର ଦିବସ ପ୍ରତିବର୍ଷ ୧୫ ମେ’ ରେ ପାଳନ କରାଯାଇଥାଏ। ଜାତିସଂଘ ସାଧାରଣ ସଭା ଦ୍ୱାରା ୨୦ ସେପ୍ଟେମ୍ବର ୧୯୯୩ରେ ଏକ ପ୍ରସ୍ତାବ ଆଗତ ହୋଇଥିଲା। ସେଥିରେ ଏହି ଦିବସ ପାଳନ ପାଇଁ ପରିବାରଗୁଡ଼ିକ ପ୍ରତି ଅନ୍ତର୍ଜାତୀୟ ସମ୍ପ୍ରଦାୟର ଗୁରୁତ୍ୱକୁ…

କ୍ୟାନ୍ସର ପୀଡ଼ିତା ମା’ଙ୍କ ପାଇଁ ଲଣ୍ଡା ହେଲେ ପୁଅ

ନୂଆଦିଲ୍ଲୀ: କ୍ୟାନ୍ସର ଏପରି ଏକ ରୋଗ, ଯାହା ରୋଗୀଙ୍କ ମନୋବଳ ସମ୍ପୂର୍ଣ୍ଣ ଭାଙ୍ଗିଦିଏ। କେମୋଥେରାପିର କଷ୍ଟ ଏବଂ ମରିବାର ଡର ଆତ୍ମବିଶ୍ୱାସକୁ ନଷ୍ଟ କରିଦିଏ। ଏହି ସମୟରେ ଯେତେ ମାନସିକ ସହାୟତା ଦିଆଗଲେ ମଧ୍ୟ ତାହା କମ୍‌ ପଡିଥାଏ। ନିକଟରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri