ବିଶ୍ୱର ସବୁଠୁ ପୁରୁଣା ଗଛ ‘ଗ୍ରେଟ୍ ଗ୍ରାଣ୍ଡଫାଦର’
ସାଣ୍ଟିଆଗୋ: ସାଧାରଣତଃ ଗଛର ଜୀବନକାଳ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ଥିବା ଆମେ ଜାଣିଛେ। ଏପରି କିଛି ଗଛ ଅଛି, ଯାହା ତା’ଠାରୁ ବି ଅଧିକ ବର୍ଷ ବଞ୍ଚିଥାଏ। ନିକଟରେ ଅନୁସନ୍ଧାନକାରୀମାନେ ଏପରି ଏକ ଅଛ ଠାବ କରିଛନ୍ତିି, ଯାହା ପାଖାପାଖି ୫୦୦୦ରୁ…
ମଙ୍ଗଳରେ ବହି ଆକୃତିର ପଥର
ନୂଆଦିଲ୍ଲୀ: ବୈଜ୍ଞାନିକମାନେ ବର୍ତ୍ତମାନ ସମୟରେ ଉପଯୁକ୍ତ ଗ୍ରହର ଅନୁସନ୍ଧାନ କରୁଛନ୍ତି, ଯେଉଁଠାରେ ମଣିଷ ଜୀବନଯାପନ କରିପାରିବ। ଚନ୍ଦ୍ରଠାରୁ ଆରମ୍ଭ କରି ମଙ୍ଗଳ ପର୍ଯ୍ୟନ୍ତ ସବୁଠାରେ ଅନୁସନ୍ଧାନ ଜାରି ରହିଛି। ଏହା ମଧ୍ୟରେ ମଙ୍ଗଳ ମଣିଷ ପାଇଁ ଉପଯୁକ୍ତ ଗ୍ରହ ହେବ ବୋଲି…
ପ୍ରେମର ବିଜୟ ସର୍ବୋପରି
ଭାରତ ପ୍ରତିବର୍ଷ ମେ ୨୧ରେ ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳନ କରିଥାଏ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କ ଦୁଃଖ ସମ୍ପର୍କରେ ସଚେତନତା ସୃଷ୍ଟି କରି ଏହା କିପରି ଜାତୀୟ ସ୍ବାର୍ଥ ପ୍ରତି କ୍ଷତିକାରକ ତାହା…
ଲୁ ପ୍ରଭାବ ହେବ ୩୦ ଗୁଣା ଅଧିକ, ଭାରତରେ ତାତି ୫୫ ଡିଗ୍ରୀ ଛୁଇଁବ !…
ନୂଆଦିଲ୍ଲୀ,୨୦।୫ : ଦେଶର ବହୁ ଅଞ୍ଚଳରେ ତାତି ବଢ଼ିବାରେ ଲାଗିଛି। ଫ୍ୟାନ, କୁଲର୍ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସହରରେ ଉତ୍ତାପରୁ ମୁକ୍ତି ଯୋଗାଇବାରେ ବିଫଳ ହେଉଛି। ଏସି ବିନା କିଛି ସମୟ ବିତାଇବା କଷ୍ଟକର ହୋଇପଡୁଛି। ବେଳେବେଳେ…
୨୫୦୦ ଟଙ୍କାରେ ବିଦେଶ ଭ୍ରମଣ
ଲଣ୍ଡନ: ଯୁବବର୍ଗଙ୍କ ମଧ୍ୟରେ ବର୍ତ୍ତମାନ ସମୟରେ ନାଇଟଆଉଟ୍ ଏକ ଟ୍ରେଣ୍ଡ ପାଲଟିଯାଇଛି। ଏହାର ଅର୍ଥ ସାଙ୍ଗମାନଙ୍କ ସହ ସାରା ରାତି ବୁଲିବା ସହ ମସ୍ତି କରିବା। ହେଲେ ଏହି ନାଇଟଆଉଟ୍କୁ ୩ ଭଉଣୀ ଏକ ଆଡ୍ଭେନ୍ଚର ଭାବେ ବ୍ୟବହାର କରିଛନ୍ତି। ସେମାନେ ନାଇଟଆଉଟ୍…
ବ୍ରେନ୍ କ୍ୟାନ୍ସରର ସହଜ ଚିକିତ୍ସା ସମ୍ଭବ
ଥିରୁଭାନନ୍ତପୁରମ: ଏଣିକି ବ୍ରେନ୍ କ୍ୟାନ୍ସର ଚିକିତ୍ସା ଅତି ସହଜ ଉପାୟରେ କରାଯାଇପାରିବ। ସାନ୍ ଫ୍ରାନ୍ସିସ୍କୋ ମେଡିକାଲ ସେଣ୍ଟର, ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ବୈଜ୍ଞାନିକଙ୍କ ପକ୍ଷରୁ ଏହି ଚିକିତ୍ସା ପଦ୍ଧତି ଉଦ୍ଭାବନ କରାଯାଇଛି। ଷ୍ଟଡି ମୁଖ୍ୟ ସରଥା କ୍ରିଷ୍ଣନ କହିଛନ୍ତି, ଆଣ୍ଟି-ସିଜର୍ ଡ୍ରଗ୍କୁ ବ୍ୟବହାର…
ନିଜକୁ ବିବାହକଲେ ୭୭ ବର୍ଷୀୟା
ୱାଶିଂଟନ: ପ୍ରତ୍ୟେକ ବ୍ୟକ୍ତି ନିଜ ବିବାହର ସ୍ବପ୍ନ ଦେଖିଥାନ୍ତି। ସେଥିରେ ସେ ନିଜ ହିସାବରେ ବିବାହ କରିବାକୁ ଚାହିଁଥାନ୍ତି। ସେଥିପାଇଁ ଆଗରୁ ସବୁ ପ୍ଲାନ ମଧ୍ୟ କରନ୍ତି। ନିକଟରେ ଆମେରିକାର ଜଣେ ୭୭ ବର୍ଷୀୟା ଡୋରୋଥି ଡୋଟି ଫିଡେଲି ନିଜ ହିସାବରେ…
ପ୍ରାଣୀଙ୍କ ସୁରକ୍ଷା ଜରୁରୀ
ଆମେ ଅନେକ ପ୍ରାଣୀ, କୀଟପତଙ୍ଗ, ଉଦ୍ଭିଦଙ୍କ ପରିପୂର୍ଣ୍ଣ ଏକ ଦୁନିଆରେ ବାସ କରୁଛୁ। ଏଭଳି କେତେକ ପ୍ରଜାତି ଅଛନ୍ତି ଯେଉଁମାନଙ୍କର ବିଲୁପ୍ତ ହେବାର ଆଶଙ୍କା ରହିଛି। ଏଭଳି ପ୍ରଜାତିଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କ ପାଇଁ ସଚେତନତା ସୃଷ୍ଟି କରିବା ଲାଗି…
ପ୍ରତିଦିନ କୁମ୍ଭୀର ରକ୍ତ ପିଅନ୍ତି ଏହି ବ୍ୟବସାୟୀ, ଗୋଟିଏ ଗ୍ଲାସ୍ର ଦାମ୍…
ଜଣେ ବ୍ୟବସାୟୀ ଦାବି କରିଛନ୍ତି ଯେ, ସେ ସୁସ୍ଥ ଏବଂ ଚେହେରାରେ ଚମକ ଆଣିବା ପାଇଁ ପ୍ରତିଦିନ ଦୁଇଥର କୁମ୍ଭୀରର ରକ୍ତ ପିଅନ୍ତି। ଦକ୍ଷିଣ ଥାଇଲାଣ୍ଡରେ ରହୁଥିବା ଏହି ବ୍ୟବସାୟୀ କହିଛନ୍ତି, ଏହା ହେଉଛି ତାଙ୍କ ସ୍ବାସ୍ଥ୍ୟ ରହସ୍ୟ। ଥାଇଲାଣ୍ଡର ଟ୍ରାଙ୍ଗ…
ବିମାନର ଏହି ସ୍ଥାନରେ ଭୁଲ୍ରେ ବି ରଖନ୍ତୁନି କିଛି ଜିନିଷ
ବିମାନରେ ଯାତ୍ରା କରିବା ସମୟରେ ମନରେ ଅନେକ ପ୍ରଶ୍ନ ଆସିଥାଏ। ଆମେ କ’ଣ ଆମେ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ। ବେଳେବେଳେ ଏକ ଛୋଟ ଭୁଲ୍ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ। ସମସ୍ତ ବିମାନ କର୍ମଚାରୀ ସୋସିଆଲ…
ବଞ୍ଚିବାର ରାହା ଦେଖାଇଛି ଏଡ୍ସ ଟିକା
ପ୍ରତିବର୍ଷ ମେ ୧୮ରେ ବିଶ୍ୱ ଏଡ୍ସ ଟିକା ଦିବସ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଏଚଆଇଭି ଟିକା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ। ଏହି ଦିବସ ପାଳନ ଅବସରରେ ଟିକା ପ୍ରସ୍ତୁତି କ୍ଷେତ୍ରରେ ମିଳିତ ଭାବରେ କାର୍ଯ୍ୟ କରିଥିବା ଏଚ୍ଆଇଭି…
ସଂଗ୍ରହାଳୟର ଉତ୍ପତ୍ତି ଓ ପ୍ରଗତି
ଗ୍ରୀକ୍ ଶବ୍ଦ ମ୍ୟୁଜିଅନ୍ରୁ ମ୍ୟୁଜିୟମ୍ର ସୃଷ୍ଟି ବୋଲି ଧରାଯାଏ। ଗ୍ରୀକ୍ର ଧାର୍ମିକ ଚର୍ଚ୍ଚାର ସ୍ଥଳକୁ ମ୍ୟୁଜିଅନ୍ କୁହାଯାଉଥିଲା। ମହାପ୍ରତାପୀ ଆଲେକ୍ଜାଣ୍ଡରଙ୍କ ଯୁଦ୍ଧ ଜୟରୁ ସଂଗୃହୀତ ଦ୍ରବ୍ୟମାନ ଏଭଳି ଧାର୍ମିକ ସ୍ଥଳରେ ଧୀରେ ଧୀରେ ଶୋଭାମଣ୍ଡିତ କଲା। ସମ୍ଭବତଃ ଖ୍ରୀ.ପୂ.୨୮୩ରେ ଆଲେକଜାଣ୍ଡ୍ରିଆଠାରେ ବିଶ୍ୱର…
Archives


