ସେଫ୍ଙ୍କ ୧ ଲକ୍ଷ ୬୦ ହଜାର ଟଙ୍କାର ପିଜା
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମସ୍ତେ ପିଜା ଖାଇବାକୁ ବେଶ୍ ପସନ୍ଦ କରନ୍ତି, ଯାହା ଆମକୁ ୧୦୦ରୁ ଆରମ୍ଭ କରି ୧୦୦୦ ଟଙ୍କା ଭିତରେ ମିଳିଯାଏ। ହେଲେ ଏଠାରେ ଜଣେ ସେଲିବ୍ରିଟି ସେଫ୍ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ପିଜା ପ୍ରସ୍ତୁତ କରିଛନ୍ତି।…
ସଚେତନତାକୁ ଗୁରୁତ୍ୱ
ପ୍ରତିବର୍ଷ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମେ’ ୧୬ରେ ଭାରତୀୟ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ। ଡେଙ୍ଗୁ ଜ୍ୱର ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟଲକ୍ଷ୍ୟ। ଏଡିସ୍ ପ୍ରଜାତିର ମଶା ଏଡିସ ଏଜିପ୍ଟ ଦ୍ୱାରା ଡେଙ୍ଗୁ…
କୋଲ୍ଡ ଡ୍ରିଙ୍କ୍ସ ପିଇ ୧୭ ବର୍ଷ
ତେହରାନ: କୁହାଯାଏ କି କୋଲ୍ଡ ଡ୍ରିଙ୍କ୍ସ ଅଧିକ ମାତ୍ରାରେ ପିଇବା କଥା ନୁହେଁ। ତାହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ହେଲେ ଲୋକେ ତାଙ୍କୁ ବେଶ୍ ପସନ୍ଦ କରିଥାନ୍ତି। କିନ୍ତୁ କେହି କ’ଣ ତାକୁ ଦୈନନ୍ଦିନ ପିଇବାକୁ ପସନ୍ଦ…
ସାପକୁ ଚୁମ୍ବନ, ଭିଡିଓ ଦେଖିଲେ…
ସାପକୁ ଦେଖିଲେ ଯେ କେହି ଭୟଭୀତ ହୋଇଯାନ୍ତି। ନ କାମୁଡ଼ିଲେ ବି ଏହାକୁ ଦେଖିବା କ୍ଷଣି ଭୟରେ ଦେହ ଥରି ଉଠେ। କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଜଣେ ବ୍ୟକ୍ତି…
ଲିଙ୍ଗଗତ ଅସମାନତା ଯୋଗୁ ସଙ୍କୁଚିତ ହେଉଛି ମହିଳାଙ୍କ ମସ୍ତିଷ୍କ
ଲଣ୍ଡନ, ୧୫ା୫: ଅନେକ ଦେଶରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ବେଶି ପ୍ରାଧାନ୍ୟ ଦିଆଯାଏ। ଘରେ ହେଉ ଅବା ବାହାରେ, ପାଠ ପଢ଼ାଠାରୁ ଆରମ୍ଭ କରି ଚାକିରି କରିବା କ୍ଷେତ୍ରରେ ପୁରୁଷଙ୍କୁ ସବୁଥିରେ ଅଗ୍ରାଧିକାର ଦିଆଯାଏ। ଏହି ଲିଙ୍ଗଗତ ଅସମାନତା କେବଳ ସମାଜକୁ…
ଜନସଂଖ୍ୟା ପରିବର୍ତ୍ତନରେ ପରିବାର
ଅନ୍ତର୍ଜାତୀୟ ପରିବାର ଦିବସ ପ୍ରତିବର୍ଷ ୧୫ ମେ’ ରେ ପାଳନ କରାଯାଇଥାଏ। ଜାତିସଂଘ ସାଧାରଣ ସଭା ଦ୍ୱାରା ୨୦ ସେପ୍ଟେମ୍ବର ୧୯୯୩ରେ ଏକ ପ୍ରସ୍ତାବ ଆଗତ ହୋଇଥିଲା। ସେଥିରେ ଏହି ଦିବସ ପାଳନ ପାଇଁ ପରିବାରଗୁଡ଼ିକ ପ୍ରତି ଅନ୍ତର୍ଜାତୀୟ ସମ୍ପ୍ରଦାୟର ଗୁରୁତ୍ୱକୁ…
କ୍ୟାନ୍ସର ପୀଡ଼ିତା ମା’ଙ୍କ ପାଇଁ ଲଣ୍ଡା ହେଲେ ପୁଅ
ନୂଆଦିଲ୍ଲୀ: କ୍ୟାନ୍ସର ଏପରି ଏକ ରୋଗ, ଯାହା ରୋଗୀଙ୍କ ମନୋବଳ ସମ୍ପୂର୍ଣ୍ଣ ଭାଙ୍ଗିଦିଏ। କେମୋଥେରାପିର କଷ୍ଟ ଏବଂ ମରିବାର ଡର ଆତ୍ମବିଶ୍ୱାସକୁ ନଷ୍ଟ କରିଦିଏ। ଏହି ସମୟରେ ଯେତେ ମାନସିକ ସହାୟତା ଦିଆଗଲେ ମଧ୍ୟ ତାହା କମ୍ ପଡିଥାଏ। ନିକଟରେ ଏକ…
ଖଟିଆର ମୂଲ୍ୟ ୧.୧୨ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ଭାରତର ଘରଗୁଡ଼ିକରେ ବ୍ୟବହୃତ ହେଉଥିବା ଖଟିଆ ସାଧାରଣତଃ ରାସ୍ତା କଡ଼ରେ ମିଳିଯାଏ, ଯାହାର ମୂଲ୍ୟ ୨ ହଜାରରୁ ଆରମ୍ଭ କରି ୧୦ ହଜାର ପର୍ଯ୍ୟନ୍ତ ରହିଥାଏ। ଏହା ଝୋଟରେ ପ୍ରସ୍ତୁତ କରାଯାଇଥାଏ। ହେଲେ ବର୍ତ୍ତମାନ ଘରଗୁଡ଼ିକରେ ଏହା ଖୁବ୍ କମ୍…
ଏସି ବ୍ୟବହାର କରୁଥିଲେ
ବର୍ତ୍ତମାନ ଅସହ୍ୟ ଖରା ଓ ଗରମରେ ସମସ୍ତେ ଅତିଷ୍ଠ। ଏମିତିରେ ଆରାମ ଲାଗି ଅଫିସ୍ଠୁ ଆରମ୍ଭ କରି ଗାଡ଼ି, ଘର ପର୍ଯ୍ୟନ୍ତ ପ୍ରାୟ ସବୁ ସ୍ଥାନରେ ଏୟାର କଣ୍ଟିଶନର(ଏସି)ର ବ୍ୟବହାର ବଢ଼ିଯାଇଛି। ହେଲେ ଆପଣ ଜାଣନ୍ତିକି ଏସି ବ୍ୟବହାର କରୁଥିଲେ ସୁରକ୍ଷା…
ମା’ ପରି…
ସନ୍ତାନର ପ୍ରଥମ ଗୁରୁ ମା’। ତା’ ଶିକ୍ଷା ଓ ଆକଟ ସନ୍ତାନକୁ ଭଲ ମଣିଷ କରି ଗଢ଼ି ତୋଳେ। ତା’ ପ୍ରେରଣା ଓ ମାର୍ଗଦର୍ଶନ ସନ୍ତାନ ପାଇଁ କଢ଼ାଏ ସଫଳତାର ମାର୍ଗ । ଆଉ ଯେଉଁ ସନ୍ତାନ ନିଜ ମା’ଙ୍କ କାର୍ଯ୍ୟରେ…
ମହାକାଶରେ ରେଷ୍ଟୁରାଣ୍ଟ, ଉଡ଼ିକି ନେଇପାରିବେ ଖାଦ୍ୟର ମଜା, ଦାମ୍ ରହିଛି…
ଆମେ ପ୍ରତିଦିନ ଘର କିମ୍ବା ହୋଟେଲରେ ଖାଇଥାଉ। କିନ୍ତୁ ଏବେ ଏକ ନୂଆ ବିକଳ୍ପ ଆସିଛି। ଉଡ଼ାଣ ସମୟରେ ଆପଣ ମଧ୍ୟ ଖାଇବାରେ ସକ୍ଷମ ହୋଇପାରିବେ। ବିଶ୍ୱକୁ ଆଶ୍ଚର୍ଯ୍ୟ କରି ଫ୍ରାନ୍ସର ଏକ ଷ୍ଟାର୍ଟଅପ୍ (ଜେଫାଲ୍ଟୋ) ଏହା ଘୋଷଣା କରିଛି। କମ୍ପାନୀ…
ନିଆରା ଗାଁ
ପୃଥିବୀରେ ଏମିତି ଅନେକ ଗାଁ ଅଛି ଯାହା ତା’ର ସ୍ବତନ୍ତ୍ରତା ପାଇଁ ସାରା ପୃଥିବୀରେ ବେଶ୍ ପରିଚିତ ହୋଇଥାଏ। କେଉଁ ଗାଁ ତା’ର ସ୍ବତନ୍ତ୍ର ପରମ୍ପରା ପାଇଁ ତ କେଉଁ ଗାଁ ରହୁଥିବା ଅଜବ ଲୋକଙ୍କ ପାଇଁ ଭିନ୍ନ ହୋଇଥାଏ। ତେବେ…
Archives


