ଫୁରସତ

ବର୍ଷକୁ ୨ଥର କାମ କଲେ ମାସକୁ ୧କୋଟି ଦରମା, କିନ୍ତୁ ଏହି ଚାକିରି କରିବାକୁ କେହି ଚାହାନ୍ତି ନାହିଁ…

ଆପଣ ନିଶ୍ଚିତ ଭାବରେ ବିଭିନ୍ନ ପ୍ରକାରର ଚାକିରି ଶୁଣିଥିବେ। କେତେକ ଚାକିରି ଏପରି ଥାଏ କି, ଯାହାକି ବିପୁଳ ଲାଭ ଦେଇଥାଏ। ଏବଂ କିଛି ଏପରି ଯେ ଯେତେ ପରିଶ୍ରମ କଲେ ମଧ୍ୟ ଇନକ୍ରିମକେଣ୍ଟ ହୁଏ ନାହିଁ। ତେବେ ଏହି କାରଣରୁ…

ଶେଷ ହେବାରେ ଲାଗିଛି ମଣିଷ ମନରୁ ଦୟା, ସଚ୍ଚୋଟ ପଣିଆ, ଅନ୍ୟପ୍ରତି ସମ୍ମାନ: ସର୍ଭେ ରିପୋର୍ଟ…

ଓ୍ବାଶିଂଟନ,୧୩।୬ : ସମ୍ପ୍ରତି ସମଗ୍ର ବିଶ୍ୱରେ ସାଧାରଣ ଲୋକଙ୍କ ମନରୁ ଦୟା, ଅନ୍ୟମାନଙ୍କ ପ୍ରତି ସମ୍ମାନର ଭାବନା, ସଚ୍ଚୋଟତା ଇତ୍ୟାଦି ଗୁଣ ଲୋପ ପାଇବାକୁ ଯାଉଛି। କିନ୍ତୁ ମନୋବିଜ୍ଞାନୀମାନେ ଯୁକ୍ତି କରନ୍ତି ଏଭଳି ମତ କେବଳ ଏକ ସ୍ବଭାବଗତ ତ୍ରୁଟି। ବିଶେଷଜ୍ଞମାନେ…

ଆମ୍ବ ପେଡ଼ା

ଆବଶ୍ୟକ ସାମଗ୍ରୀ- ଆମ୍ବରସ- ୩ ରୁ ୪ କପ, ମିଲ୍କ ପାଉଡର- ୩ରୁ ୪ କପ୍‌, କ୍ଷୀର – ୩ରୁ ୪ କପ୍‌, କାଜୁ ବାଦାମ- ୧୨ଟି, ଘିଅ- ୩ ଚାମଚ, ଚିନି- ଅଧା କପ୍‌ରୁ କମ୍‌, ଗୁଜୁରାତି ଗୁଣ୍ଡ- ଅଳ୍ପ,…

ଲେହେଙ୍ଗା କିଣିବା ଆଗରୁ…

ଲେହେଙ୍ଗା କିଣିବା ଆଗରୁ… ବିବାହ କିମ୍ବା ଅନ୍ୟ ପାର୍ଟିରେ ଆପଣ ଲେହେଙ୍ଗା ପିନ୍ଧିବାକୁ ଯାଉଛନ୍ତି କି! ଯଦି ନିଜ ପାଇଁ ଲେହେଙ୍ଗା କିଣିବାକୁ ଯାଉଥାନ୍ତି ତେବେ ଜାଣି ରଖନ୍ତୁ କିଛି ଟିପ୍ସ… ବିବାହ ଦିନ ପାର୍ଟିରେ ପିନ୍ଧିବାକୁ ଅଧିକ କାମଥିବା ଲେହେଙ୍ଗା…

୧୦୦ ଦିନ ସମୁଦ୍ରରେ ରହି ଓ୍ବାଲର୍‌ଡ ରେକର୍ଡ କଲେ ପ୍ରଫେସର…

ଫ୍ଲୋରିଡା,୧୩।୬ : ଆମେରିକାର ଫ୍ଲୋରିଡାର ଜଣେ ପ୍ରଫେସର ଏକ ଆଶ୍ଚର୍ଯ୍ୟଜନକ ରେକର୍ଡ କରିଛନ୍ତି। ପ୍ରଫେସର ୧୦୦ଦିନ ସମୁଦ୍ର ପାଣି ତଳେ ରହିବା ପାଇଁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଆମେରିକାର ନୌସେନାର ପୂର୍ବତନ ଡାଇଭର ତଥା ବାୟୋମେଟିକାଲ ଇଞ୍ଜିନିୟରିଂର ବିଶେଷଜ୍ଞ…

ପ୍ରଥମ ରଜ

ରଜ ମଉଜ ପାଇଁ କୁଆଁରୀଟିଏ ଯେମିତି ସଜ ହୁଏ ଠିକ୍‌ ସେମିତି ଉଲ୍ଲସିତ ମନରେ ସ୍ବାଗତକରେ ନୂଆ ବୋହୂଟିଏ। କୁଆଁରୀ ସଂଜ୍ଞାକୁ ହରାଇ ନୂଆବୋହୂ ପାଲଟିବା ପରେ ରଜ ପାଳିବାର ଅନୁଭୂତି ତା’ ପାଇଁ ଅଲଗା ନିଶ୍ଚିତ। ଗୋଟିଏ ପଟେ କୁଆଁରୀ…

ମା’ଙ୍କ ସ୍ମୃତିରେ ନିର୍ମାଣ କଲେ ତାଜମହଲ

ଚେନ୍ନାଇ: ଲୋକେ ନିଜ ଭଲ ପାଇବାକୁ ଅମର ରଖିବାକୁ ବହୁତ କିଛି କରିଥା’ନ୍ତି। ଯେପରି ମୋଗଲର ବାଦ୍‌ଶାହା ଶାହାଜାହାନ୍‌ ତାଙ୍କ ପ୍ରିୟ ସ୍ତ୍ରୀ ମମ୍‌ତାଜ୍‌ଙ୍କ ସ୍ମୃତିରେ ତାଜମହଲ ତିଆରି କରିଥିଲେ, ଯାହା ଏବେ ବିଶ୍ୱଦରବାରରେ ପ୍ରସିଦ୍ଧି ଲାଭ କରିଛି। ନିକଟରେ ଜଣେ…

ଅନ୍ଧବିଶ୍ୱାସକୁ ନା

ସମାଜରେ ବହୁ କୁସଂସ୍କାର ତଥା ଅନ୍ଧବିଶ୍ୱାସ ପ୍ରଚଳିତ। ଆଫ୍ରିକା ଭଳି କେତେକ ଅଞ୍ଚଳରେ ଆଲବିନିଜମ୍‌ ସମସ୍ୟା ଥିବା ବ୍ୟକ୍ତିବିଶେଷ ନିର୍ଯାତନାର ଶିକାର ହୋଇଥାନ୍ତି। ଏଭଳି ବ୍ୟକ୍ତି ବିଶେଷଙ୍କୁ ଘରେ ରଖିଲେ ଶୁଭଦୃଷ୍ଟି ପଡ଼ିଥାଏ ବୋଲି କେତେକଙ୍କର ଅନ୍ଧବିଶ୍ୱାସ ରହିଛି। ସେହିପରି କେତେକେ…

୧୦ ଟନ୍‌ ଟ୍ରକ୍‌ ଟାଣି ଦିବ୍ୟାଙ୍ଗଙ୍କ ରେକର୍ଡ

ଇଂଲଣ୍ଡ: ନିଜ ମନୋବଳ ଦୃଢ଼ ଥିଲେ, ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରେ। ଜଣେ ଦିବ୍ୟାଙ୍ଗ ଏହାକୁ ପ୍ରମାଣ କରିଦେଇଛନ୍ତି। ଚିପେନହାମ୍‌ର ୩୬ ବର୍ଷୀୟ ଡେଭ୍‌ ୱାଲ୍‌ସ ହୁଇଲ ଚେୟାରରେ ବସି ୧୦ ଟନର ଟ୍ରକ୍‌କୁ ଟାଣି ଗିନିଜ୍‌ ୱାଲର୍‌ଡ ରେକର୍ଡ…

ଆମେରିକାରେ ମୋଦି ଥାଳି…

ଓ୍ବାଶିଂଟନ,୧୨।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ ମୂଳ ଭାରତୀୟ ବହୁତ ଉତ୍ସାହିତ ଅଛନ୍ତି। ପିଏମ ମୋଦିଙ୍କ ପାଇଁ ଏପରି କ୍ରେଜ ଯେ ଗସ୍ତ ପୂର୍ବରୁ ନ୍ୟୁ ଜର୍ସିର ଏକ ରେଷ୍ଟୁରାଣ୍ଟ ତାଙ୍କ ନାମରେ ଏକ ଖାଦ୍ୟ ଥାଳି…

ଶ୍ରମ ବୋଝ ନୁହେଁ, ଶିଶୁଙ୍କ ହାତରେ ପଢ଼ା ବହି ଜରୁରୀ

କୁହାଯାଏ ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁଙ୍କ ବିକାଶ ଦ୍ୱାରା ଦେଶର ଭବିଷ୍ୟତ ଉଜ୍ଜଳ ହୋଇଥାଏ। ମାତ୍ର ବିଭିନ୍ନ କାରଣରୁ ଶିଶୁଙ୍କ ହାତରେ ପାଠପଢ଼ା ବହି ବଦଳରେ ଶ୍ରମର ବୋଝ ଧରିବାକୁ ପଡୁଛି। ଶିଶୁ ଶ୍ରମିକ ବିରୋଧରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ…

ସଧବା ରୁହନ୍ତି ବିଧବା ବେଶରେ

ଭାରତରେ ବିଭିନ୍ନ ଜାତି ଧର୍ମର ଲୋକ ବସବାସ କରନ୍ତି। ତେଣୁ ଏଠାକାର ଧାର୍ମିକ ବିଶ୍ୱାସ, ନୀତି, ନିୟମ ଓ ପରମ୍ପରା ବି ଭିନ୍ନ ଭିନ୍ନ ହୋଇଥାଏ। ଏଇ ଯେମିତି ହିନ୍ଦୁଧର୍ମରେ ସଧବା ନାରୀ ସଜେଇ ହୋଇ ରହିବାର ପ୍ରଥା ରହିଛି। ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri