ବୁଲା ପ୍ରାଣୀଙ୍କ ପେଟ ଭରୁଛନ୍ତି ୭୩ ବର୍ଷ ବୟସ୍କା ବୃଦ୍ଧା ଲୁରମା ଦେବୀ…
କୁଲ୍ଲୁ,୬।୭ : ହିମାଚଳପ୍ରଦେଶର ୭୩ ବର୍ଷ ବୟସ୍କା ଲୁରମା ଦେବୀଙ୍କ ପ୍ରାଣୀ ପ୍ରେମୀଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ନିଜ ପାଇଁ କିଛି ଖାଇବାକୁ ପାଇଲେ କି ନାହିଁ, ଏଥିରେ ତାଙ୍କର କିଛି ଫରକ ପଡ଼େ ନାହିଁ, କିନ୍ତୁ ପ୍ରାଣୀମାନେ ଭୋକରେ…
ହାତୀକୁ କଦଳୀ ଦେଉଥିଲେ ଯୁବତୀ, ଦେଲା ପାନେ, ଭିଡିଓ ଦେଖିଲେ…
ହାତୀମାନେ ଶାନ୍ତିପୂର୍ଣ୍ଣ ପ୍ରାଣୀ ହୋଇଥିଲେ ମଧ୍ୟ ଯେତେବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ଆସିଥାଏ ସେମାନେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ଏମିତି ଜଣେ ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ଜଣେ ଯୁବତୀ ହାତୀ ପାଖକୁ ଯାଇ ତାକୁ ନିଜ ହାତରେ କଦଳୀ…
ପ୍ରାଣୀଙ୍କଠାରୁ ସୁରକ୍ଷିତ ଦୂରତା ବଜାୟ ରଖିବା ଜରୁରୀ
ପ୍ରତିବର୍ଷ ଜୁଲାଇ ୬ରେ ବିଶ୍ୱ ଜୁନୋଜ ଦିବସ ପାଳନ କରାଯାଇଥାଏ। ୧୮୮୫ ମସିହାରେ ଏହିଦିନ ଫ୍ରାନ୍ସର ଜୈବବିଜ୍ଞାନୀ ଲୁଇ ପାଶ୍ଚର ଜଳାତଙ୍କ ଟିକା ବିକଶିତ କରିଥିଲେ। ତାଙ୍କ କାର୍ଯ୍ୟକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ବିଶ୍ୱ ଜୁନୋଜ ଦିବସ ପାଳନ କରାଯାଇଥାଏ।…
ଏଠାରେ ୩୫ ବର୍ଷ ହେଲେ ଲୋକେ ଚିନ୍ତାଗ୍ରସ୍ତ ହୁଅନ୍ତି, କାରଣ ଜାଣିଲେ…
ସାଧାରଣତଃ ଜଣେ ବ୍ୟକ୍ତି ନିଜ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ କଠିନ ପରିଶ୍ରମ କରିଥାନ୍ତି। ଠିକ୍ ୩୪-୩୫ ବର୍ଷ ବୟସରେ ଏହାର ଫଳାଫଳ ମଧ୍ୟ ମିଳିଥାଏ। ପରିବାର ଦୃଷ୍ଟିକୋଣରୁ ଏହି ବୟସ ବହୁତ ଭଲ ସମୟ ବୋଲି ବିବେଚନା କରାଯାଏ। ଯଦିଓ ଏହା…
ଭାରତ ମହାସାଗର ତଳେ ଲୁଚି ରହିଛି ଗ୍ରାଭିଟି ହୋଲ୍…
ଓ୍ବାଶିଂଟନ,୫।୭ : ସାଧାରଣତଃ ବିଶ୍ୱାସ କରାଯାଏ ଆମ ପୃଥିବୀ ସମ୍ପୂର୍ଣ୍ଣ ଗୋଲାକାର। କିନ୍ତୁ ଯଦି ଏହାର ସମସ୍ତ ଜଳ ଅପସାରିତ ହୁଏ, ତେବେ ଏହା ଚଟାଣ ଭଳି ଦେଖାଯିବ ଏବଂ ସ୍ଥାନଗୁଡ଼ିକରେ ଆବୁଡା ଖାବୁଡ଼ା ଭଳି ଦେଖିଯିବ। ସେହିଭଳି, ପୃଥିବୀର ସବୁ…
ଜୁଲାଇ ୩ , ପୃ୍ଥିବୀର ସବୁଠାରୁ ଉତ୍ତପ୍ତ ଦିନ…
ଓ୍ବାଶିଂଟନ,୫।୭ : ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବଢୁଥିବା ଉତ୍ତାପ ଯୋଗୁଁ ସମଗ୍ର ବିଶ୍ୱ ଯନ୍ତ୍ରଣା ଭୋଗୁଛି। ଏହି ସମୟରେ, ଆମେରିକାର ନ୍ୟାଶନାଲ ସେଣ୍ଟର ଫର ପରିବେଶ ପୂର୍ବାନୁମାନ ଉତ୍ତାପ ଉପରେ ଏକ ରିପୋର୍ଟ…
ଚର୍ଚ୍ଚାରେ କୁମ୍ବଲୀ, କଙ୍ଗୋର ବନ୍ଧୁତା
ୱାଶିଂଟନ: ଜଙ୍ଗଲୀ ପ୍ରାଣୀ ବହୁତ ବିପଦପୂର୍ଣ୍ଣ ହୋଇଥାନ୍ତି। ସେମାନେ ଅନ୍ୟ ପ୍ରାଣୀଙ୍କୁ ତାଙ୍କ ଶିକାର ବନେଇଥାନ୍ତି। ହେଲେ ନିକଟରେ ଜଙ୍ଗଲୀ ଚିତା ଏବଂ ଏକ କୁକୁର ମଧ୍ୟରେ ବନ୍ଧୁତା ଦେଖିବାକୁ ମିଳିଛି। ଚିତା କୁମ୍ବଲୀ ଏବଂ କୁକୁର କଙ୍ଗୋଙ୍କ ବନ୍ଧୁତା ଚର୍ଚ୍ଚାକୁ…
ଅକ୍ଷମତା ସତ୍ତ୍ୱେ ଅନ୍ଲାଇନ ଗେମ୍ରୁ ଲକ୍ଷାଧିକ ରୋଜଗାର
ଲଣ୍ଡନ: ବର୍ତ୍ତମାନ ହେଉଛି ଡିଜିଟାଲ ଯୁଗ। ଅନେକ ଲୋକ ସୋସିଆଲ ମିଡିଆ ଜରିଆରେ ଟଙ୍କା ରୋଜଗାର କଲେଣି। ନିକଟରେ ଜଣେ ୧୭ ବର୍ଷୀୟ ଯୁବକ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି। ସେ ଅନ୍ଲାଇନ ଭିଡିଓ ଗେମ୍ ଖେଳି ଲକ୍ଷପତି ହୋଇଥିବା…
ଜଳରେ ଶବଦାହ
ଲଣ୍ଡନ,୪।୭: ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ଅନେକ ଦେଶ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିବାରେ ଲାଗିଛନ୍ତି। ବିଶେଷ ଭାବେ ଜୀବାଶ୍ମ ଇନ୍ଧନରୁ ନିର୍ଗତ ହେଉଥିବା ସବୁଜଗୃହ ବାଷ୍ପ ବାୟୁମଣ୍ଡଳକୁ ଅଧିକ ବିଷାକ୍ତ କରୁଛି। ଏହାର ନିରାକରଣ ପାଇଁ ବ୍ରିଟେନ୍ର କୋ-ଓପି…
ଏଥର ବର୍ଷାର ମଜା ଉଠାଇବେ ମୁମ୍ବାଇବାସୀ
ମୁମ୍ବାଇ: ମୁମ୍ବାଇକୁ ମାୟାନଗରୀ କୁହାଯାଏ। ଏଥିସହ ଏହି ସହର ଚାକଚକ୍ୟ ସହର ଭାବେ ଜଣାଶୁଣା। ହେଲେ ଏଠାରେ ବର୍ଷା ହେଲେ ସହର ପାଣିରେ ବୁଡ଼ିଯାଏ। କିନ୍ତୁ ଏବେ ମୁମ୍ବାଇ ସହରବାସୀ ବର୍ଷାର ମଜା ଉଠାଇପାରିବେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି(ଏଆଇ) ନିକଟରେ ଏକ ଫଟୋ…
୩୨ ଗଛ କାଟିବାରୁ ୨୬ ଲକ୍ଷ ଜରିମାନା
ବର୍ତ୍ତମାନ ସମୟରେ ପରିବେଶ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ହେଲେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଏସବୁକୁ ନ ମାନି ଗଛ କାଟିଥାନ୍ତି। ନିକଟରେ ଜଣେ ଯୁବକ ଗଛ କାଟିଥିବାରୁ ତାଙ୍କୁ ମୋଟା ଅଙ୍କର ଜରିମାନା ଭରିବାକୁ କୋର୍ଟ ନିର୍ଦ୍ଦେଶ…
ମହିଳାଙ୍କୁ ପ୍ରେମ ନିବେଦନ କରି ଡେଲିଭରି ବୟଙ୍କ ଚାକିରି ଗଲା
ଲକ୍ଷ୍ନୌ: ନିକଟରେ ଜଣେ ପିଜ୍ଜା ଡେଲିଭରି ବୟ ଜଣେ ଗ୍ରାହକଙ୍କୁ ପ୍ରେମ ନିବେଦନ କରିବାରୁ ତାଙ୍କୁ ଚାକିରି ହରାଇବାକୁ ପଡ଼ିଛି। ବର୍ତ୍ତମାନ ସମସ୍ତ ଡେଲିଭରି ବୟ ଖୁବ୍ କମ୍ ସମୟରେ ଅଡର ଜିନିଷ ଘରେ ପହଞ୍ଚାଇ ଦେଇପାରୁଛନ୍ତି । ଏହି ଜିନିଷ…

