‘ବାୟୋନିକ୍ ଆଇ’ରେ ଦୁନିଆ ଦେଖିପାରିବେ ଦୃଷ୍ଟିହୀନ
କାନବେରା: ଆଖି ହେଉଛି ମନୁଷ୍ୟ ଶରୀରର ସବୁଠୁ ସୂକ୍ଷ୍ମ ଓ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଦ୍ୱାରା ଆମେ ପ୍ରକୃତିର ସମସ୍ତ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାଉ। ତା’ ବିନା ମନୁଷ୍ୟ ଅସମ୍ପୂର୍ଣ୍ଣ। ହେଲେ ବର୍ତ୍ତମାନ ସମୟରେ ଅନେକଙ୍କ ଆଖି ଖରାପ ହେଉଥିବା ଦେଖିବାକୁ…
କର୍କଟ ରୋଗରୁ ସୁରକ୍ଷା ପାଇଁ ସନ୍ସ୍କ୍ରିନ ବଣ୍ଟନ
ଆମଷ୍ଟରଡାମ: ସୂର୍ଯ୍ୟଙ୍କ କ୍ଷତିକାରକ ଅତିବାଇଗଣି ରଶ୍ମି ଆମ ଦେହରେ ପଡ଼ିଲେ ତାହା ଚର୍ମ କର୍କଟ ସହ ଅନ୍ୟ ଚର୍ମ ରୋଗର କାରଣ ହୋଇଥାଏ। ବାୟୁମଣ୍ଡଳରେ ଥିବା ଓଜୋନ ଲେୟାରରେ କଣା ସୃଷ୍ଟି ହେଲେ ସିଧାସଳଖ ସୂର୍ଯ୍ୟଙ୍କ ରଶ୍ମି ଦେହରେ ପଡ଼ିଲେ ତାହା…
ପ୍ରବଳ ଗରମରୁ ବାଦ୍ ପଡ଼ିଲାନି ଟ୍ରାନ୍ସଫର୍ମର, ପାଣି ସିଞ୍ଚନ ପରେ ହେଲା କାର୍ଯ୍ୟକ୍ଷମ, ଭାଇରାଲ ହେଉଛି ଭିଡିଓ…
ପ୍ରବଳ ଉତ୍ତାପ ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସୂର୍ଯ୍ୟ ଦେବତାଙ୍କ ତାପପାତ୍ରା ୪୫ ଡିଗ୍ର୍ରୀରୁ କମ୍ ରହୁନି। ପ୍ରବଳ ଉତ୍ତାପରେ ମଣିଷ, ପଶୁପକ୍ଷୀ ପାଣି ଟିକେ ପାଇଁ ଡହଳବିକଳ ହେଉଛନ୍ତି। ଏଭଳି ପରିସ୍ଥିତିରେ ନିର୍ଜୀବ ବସ୍ତୁଗୁଡ଼ିକ ମଧ୍ୟ ପାଣି ଦରକାର କରୁଛନ୍ତି।…
ରାତିରେ ଉଡୁଥିବା ଝିଟିପିଟିର ମିଳିଲା ସନ୍ଧାନ…
ଆଇଜଲ,୧୫।୬ : ମିଜୋରାମ ୟୁନିଭରସିଟି ଏବଂ ଜର୍ମାନୀର ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ ଫର ବାୟୋଲୋଜି ଗବେଷକମାନେ ମିଜୋରାମର ଲଙ୍ଗଟଲାଇ ସହର ନିକଟରେ ଏକ ଉଡ଼ନ୍ତା ଝିଟିପିଟି ସନ୍ଧାନ ପାଇଛନ୍ତି। ଗବେଷକମାନେ ଏହାର ନାମ ଗେକୋ ମିଜର୍ମେନସିସ ବୋଲି ନାମକରଣ କରିଛନ୍ତି। ଏସମ୍ପର୍କରେ…
ଦୁବାଇର ସବୁଠୁ ଦାମୀ ମହଲ କିଣିବା ଦୌଡ଼ରେ ଭାରତୀୟ…
ଦୁବାଇ,୧୫।୬ : ଦୁବାଇରେ ଭର୍ସେଲର ମହଲ ମହଙ୍ଗା ମୂଲ୍ୟରେ ବିକ୍ରି ହେବାକୁ ପ୍ରସ୍ତୁତ। ଏହାକୁ ମାର୍ବଲ ପ୍ୟାଲେସ ନାମରେ ନାମିତ କରାଯାଇଛି। କୁହାଯାଉଛି ଏହି ମହଲ ବର୍ତ୍ତମାନ ପର୍ଯ୍ୟନ୍ତ ଇତିହାସର ସବୁଠାରୁ ମହଙ୍ଗା ମୂଲ୍ୟରେ ବିକ୍ରି ହେବାକୁ ଯାଉଛି। ଲକ୍ସହାବିଟାଟ ସୋଥେଙ୍କ…
ସବୁଜ ଶକ୍ତି ହିଁ ସର୍ବୋତ୍ତମ
ବିଶ୍ୱରେ ପ୍ରଦୂଷଣ ମାତ୍ରା ବଢ଼ିଚାଲିଛି। ଶିଳ୍ପାୟନର ଦ୍ରୁତ ବିକାଶ ସହିତ ପ୍ରଦୂଷଣମୁକ୍ତ ଶକ୍ତିର ଚାହିଦା ବଢ଼ିବାରେ ଲାଗିଛି। ପୃଥିବୀକୁ ଆସନ୍ତା ପିଢ଼ିଙ୍କ ଲାଗି ଜୀବିତ ରଖିବା ପାଇଁ ସବୁଜ ଶକ୍ତି ଉତ୍ସ ଉପରେ ଗୁରୁତ୍ୱାରୋପ କରାଯାଉଛି। ସବୁଜ ଶକ୍ତି ମଧ୍ୟରେ ପବନ…
ଗ୍ୟାସଚୁଲାରେ ରୋଷେଇ କରୁଥିବାବେଳେ ଛୋଟ ପିଲାଙ୍କୁ ରଖନ୍ତୁ ଦୂରେଇ, ଆମେରିକାର ଏକ ଗବେଷଣା ସଂସ୍ଥା ଦେଲା ବଡ ଚେତାବନୀ
ଓ୍ବାଶିଂଟନ୍,୧୪।୬: ଗ୍ୟାସଚୁଲାରୁ ବାହାରୁଥିବା ନାଇଟ୍ରୋଜେନ୍ ଡାଇ ଅକ୍ସାଇଡ ଖୁବ୍ ହାନିକାରକ। ଏହି ନାଇଟ୍ରୋଜେନ୍ ଅକ୍ସାଇଡ୍ ଦ୍ୱାରା ପିଲାଙ୍କୁ ହେଉଛି ଆଜମା। ଏପରି ଦାବି କରିଛି ଆମେରିକାର ସ୍ବତନ୍ତ୍ର ଉପଭୋକ୍ତା ଉତ୍ପାଦ ସୁରକ୍ଷା ଆୟୋଗ। ଆଉ ଏଥିପାଇଁ ଆମେରିକାରେ ଗ୍ୟାସ୍ ଚୁଲା ବନ୍ଦ…
ଷଣ୍ଢ ଶିଙ୍ଗରେ ଲଗାଇଲେ ନିଆଁ, ଏମିତି ନେଲା ପ୍ରତିଶୋଧ, ଭିଡିଓ ଦେଖିଲେ…
ଷଣ୍ଢମାନେ ଉତ୍ତେଜିତ ହେଲେ କ’ଣ ଯେ, କ୍ଷତି ଘଟାନ୍ତି ତାହା ନିଶ୍ଚିତ ଦେଖିଥିବେ। ଆଜିକାଲି ସୋସିଆଲ ମିଡିଆରେ ଷଣ୍ଢଙ୍କର ଅନେକ ହିଂସ୍ର ଭିଡିଓ ଭାଇରାଲ ହେଉଛି। ସେଥିରୁ କିଛି ଭିଡିଓ ବହୁତ ଭୟଙ୍କର ହୋଇଥାଏ। ଏବେ ସେମିତି ଏକ ଭିଡିଓ @cctvidiotsରେ…
ଲୁଙ୍ଗି-ନାଇଟି ପିନ୍ଧି ବାହାରେ ନ ବୁଲିବାକୁ ମନା କଲେ ଗ୍ରେଟର ନୋଏଡା ସୋସାଇଟି, ସୋସିଆଲ ମିଡ଼ିଆରେ ଭାଇରାଲ…
ଗ୍ରେଟର ନୋଏଡା,୧୪।୬ : ଦିଲ୍ଲୀ ନିକଟରେ ଥିବା ଗ୍ରେଟର ନୋଏଡାର ହିମସାଗର ଆପାର୍ଟମେଣ୍ଟ ସୋସାଇଟିର ଏକ ନିର୍ଦ୍ଦେଶ ଏବେ ଚର୍ଚ୍ଚାରେ ରହିଛି। ସୋସାଇଟିର ଏକ ବିଜ୍ଞପ୍ତି ହେଡଲାଇନରେ ରହିଛି। ଲୋକମାନଙ୍କୁ ଲୁଙ୍ଗି ଏବଂ ନାଇଟି ପିନ୍ଧି ବାହାରେ ବୁଲିବାକୁ ସମ୍ପୂର୍ଣ୍ଣ ନିଷେଧ…
କଫିନ୍ ଭିତରୁ ଜିଇଉଠିଲେ ମହିଳା
କ୍ୱିଟୋ: ଇକୁଏଡୋରରେ ଏକ ବିସ୍ମୟକର ଘଟଣା ସାମ୍ନାକୁ ଆସିଛି। ୭୬ ବର୍ଷୀୟା ବେଲା ମୋଣ୍ଟୋୟାଙ୍କୁ ଡାକ୍ତର ମୃତ ଘୋଷଣା କରିବାର କିଛି ସମୟ ପରେ ସେ ଜୀବିତ ଥିବା ଜଣାପଡ଼ିଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଲାଙ୍କ ମୃତ୍ୟୁ ପରେ ତାଙ୍କ…
୪୧୯ ମିଟର ତଳେ ‘ଦି ଡିପ୍ ସ୍ଲିପ୍’
ଲଣ୍ଡନ: ଆମେ ବାହାରକୁ ଗଲେ ସେଠାରେ ହୋଟେଲରେ ରହିବାକୁ ପଡେ। ଏପରି ଏକ ହୋଟେଲ ଅଛି, ଯେଉଁଠାରେ କି ବହୁତ ଭଲ ସୁବିଧା ରହିଛି। ହୋଟେଲର ଫଟୋ ଏବଂ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ…
ସବୁଠୁ ଛୋଟ ନଦୀ ‘ରୋଏ’
ୱାଶିଂଟନ: ଭାରତରେ ଅନେକ ନଦୀ ବହିଛି। ହେଲେ ଆମେ ସେହି ନଦୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅତିକ୍ରମ କରିବାକୁ ଆମକୁ ବହୁ ମାସ ସମୟ ଲାଗିଯିବ। ବିଶ୍ୱରେ ସବୁଠାରୁ ଦୀର୍ଘତମ ନଦୀ ଭାବେ ଆଫ୍ରିକାରେ ଥିବା ନୀଳ ନଦୀକୁ ବୁଝାଏ। ତେବେ…
Archives


