ଫୁରସତ

ଏଲନ ମସ୍କଙ୍କ ପିଲାଦିନର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ…

ଓ୍ବାଶିଂଟନ,୯।୭ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ବିଲିୟନେୟାର ଏଲନ ମସ୍କ ହେଡଲାଇନରେ ରହିଆସୁଛନ୍ତି। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଙ୍କ ଅନୁଗାମୀ ଏବଂ ସମର୍ଥକମାନଙ୍କୁ ତାଙ୍କ ଜୀବନ, କାର୍ଯ୍ୟ ଏବଂ ବିଭିନ୍ନ କମ୍ପାନୀଗୁଡିକର ଅତ୍ୟାଧୁନିକ…

ଅଢ଼େଇ ମିନିଟ୍‌ରେ ଭାଙ୍ଗିଲେ ୩୦୦ ନଡ଼ିଆ

ଆଦିଲ ନାମକ ଜଣେ ବ୍ୟକ୍ତି ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ଚର୍ଚ୍ଚାରେ ରହିବାର କାରଣ ହେଲା ସେ ମାତ୍ର ଅଢ଼େଇ ମିନିଟ୍‌ରେ ୩୦୦ ନଡ଼ିଆ ଭାଙ୍ଗିଛନ୍ତି। ବିଶେଷ କଥା ହେଉଛି ଆଦିଲ କୌଣସି ପଥରର ସାହାଯ୍ୟ ନ ନେଇ ନିଜ ହାତରେ ଏସବୁ…

ଏହି ମା’ଙ୍କ ଭିଡିଓ ଦେଖିଲେ ଆଖିରେ ଆସୁଛି ଲୁହ, ସଲାମ କରୁଛନ୍ତି ଲୋକେ…

କଥାରେ ଅଛି ‘ମା’ ଦୁନିଆର ସବୁଠୁ ବଡ଼ ଯୋଦ୍ଧା’। ନିଜ ସନ୍ତାନର ଜୀବନକୁ ସରସସୁନ୍ଦର ଭାବେ ଗଢ଼ି ତୋଳିବା ଲାଗି ସେ କିଛି ବି କରିପାରେ। ନିଜ ପିଲା ଲାଗି ମା’ ଯେକୌଣସି ପରିସ୍ଥିତି ସହ ଲଢ଼ିପାରେ। ଏଥିଲାଗି ତା ସ୍ଥାନ…

ମାର୍କୁଣ୍ଡି ବେଶରେ ଲାମା

ନ୍ୟୁୟର୍କ: ଭାରତୀୟ ବିବାହରେ ବର ସହିତ ଜଣେ ମାର୍କୁଣ୍ଡି ଯିବାର ପରମ୍ପରା ରହିଛି। ଏବେ ବିଦେଶରେ ମଧ୍ୟ ଏହି ପରମ୍ପରା ଦେଖିବାକୁ ମିଳୁଛି। ହେଲେ ନିକଟରେ ଏକ ବିବାହ ଉତ୍ସବରେ ଏକ ପ୍ରାଣୀକୁ ମାର୍କୁଣ୍ଡି ଭାବେ ସାମିଲ କରାଯାଇଥିବା ନଜରକୁ ଆସିଛି।…

ଗଙ୍ଗାନଦୀ ଜଳରେ କ୍ୟାନସର ପ୍ରତିରୋଧୀ ବ୍ୟାକ୍ଟେରିଆ…

ନୂଆଦିଲ୍ଲୀ,୮।୭ : ଗଙ୍ଗାରେ ମିଳୁଥିବା ସ୍ୟୁଡୋମୋନାସ ନାମକ ଏକ ବ୍ୟାକ୍ଟେରିଆ କର୍କଟ ରୋଗର ଚିକିତ୍ସା ପାଇଁ ଉପଯୋଗୀ ବୋଲି ବିବେଚନା କରାଯାଇଛି। ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ପରିବେଶ ଅଧ୍ୟୟନ କେନ୍ଦ୍ରର ଅନୁସନ୍ଧାନରେ ଏହା ଦାବି କରାଯାଇଛି। ଏହାକୁ ଏକ ଆଣ୍ଟିବାୟୋଟିକ ପ୍ରତିରୋଧ ବ୍ୟାକ୍ଟେରିଆ…

ମୂଷାର ବୁଲିବାରେ ଥିଲା ସଉକ, ମୃତ୍ୟୁ ପରେ ଅସ୍ଥି ଧରି ଦୁନିଆ ଦେଖାଇବାକୁ ବାହାରିଲେ ମହିଳା

ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ଉଭୟ ପରସ୍ପର ପାଇଁ ଯେକୌଣସି ସ୍ତରକୁ ଯାଇପାରନ୍ତି। କିନ୍ତୁ ଏକ ସାଧାରଣ ଅନୁଭବ ହେଉଛି, ପଶୁମାନେ ମଣିଷକୁ ଯେତିକି ଭଲ ପାଆନ୍ତି ମଣିଷ ପଶୁମାନଙ୍କୁ ସେତିକି ପରିମାଣରେ ଭଲ ପାଏ ନାହିଁ।…

ପ୍ଲେବଏ ବଙ୍ଗଳାର ଗୁମର ଖୋଲିବେ ଖ୍ରୀଷ୍ଟାଲ

ଓ୍ବାଶିଂଟନ୍‌: ଆମେରିକୀୟ ମାଗାଜିନ୍‌ ପ୍ଲେବଏର ପ୍ରତିଷ୍ଠାତା ହଗ୍‌ ହେଫ୍‌ନରଙ୍କ ସ୍ତ୍ରୀ ଖ୍ରୀଷ୍ଟାଲ ହେଫ୍‌ନର ପ୍ଲେବଏ ବଙ୍ଗଳାର ଗୁମର ଖୋଲିବା ନେଇ ଦାବି କରିଛନ୍ତି। ଏ ନେଇ ସେ ଏକ ପୁସ୍ତକ ଲେଖିଥିବାବେଳେ ଆଗାମୀ ଦିନରେ ତାହାର ଉନ୍ମୋଚନ କରିବେ। ଯେଉଁଥିରେ ଆଇକନିକ୍‌ ପ୍ଲେବଏ…

ଭିକ୍ଷାବୃତ୍ତିରେ ବିଶ୍ୱର ସବୁଠୁ ଧନୀ: ଭିକାରୀ ୭.୫ କୋଟି ସମ୍ପତ୍ତିର ମାଲିକ

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ରେଲଓ୍ବେ ଷ୍ଟେଶନ୍‌ ଅଞ୍ଚଳ ତାଙ୍କ କାର୍ଯ୍ୟାଳୟ। ସକାଳେ କର୍ମଚାରୀମାନେ ଯେମିତି କାମ କରିବା ପାଇଁ ଅଫିସ୍‌ରେ ପହଞ୍ଚତ୍ୟାନ୍ତି ସେମିତି ଭାରତ ଜୈନ ପ୍ରତିଦିନ କାମ କରିବାକୁ ଚାଲିଆସନ୍ତି ରାସ୍ତା କଡ଼କୁ। ପେସାରେ ଭିକାରୀ…

ଅନ୍‌ପିୟୋଙ୍ଗ-ରି’କୁ ୧୦୦ ମିଲିୟନ୍‌ ଡଲାର ଦାନ

ସିଓଲ: ଯଦି କେହି ବ୍ୟକ୍ତି ଲୋକଙ୍କ ପାଇଁ କିଛି ଭଲ କାମ କରିଥାଏ, ତେବେ ତାଙ୍କୁ ଲୋକେ ମନେରଖିଥା’ନ୍ତି। ନିକଟରେ ଜଣେ ଧନୀ ବ୍ୟକ୍ତି ଲୋକଙ୍କ ପାଇଁ ଏପରି କିଛି କରିଛନ୍ତି। ଦକ୍ଷିଣ କୋରିଆର ଏକ ଛୋଟ ଗଁାରୁ ଆସିଥିବା ଜଣେ…

ବୁଲା ପ୍ରାଣୀଙ୍କ ପେଟ ଭରୁଛନ୍ତି ୭୩ ବର୍ଷ ବୟସ୍କା ବୃଦ୍ଧା ଲୁରମା ଦେବୀ…

କୁଲ୍ଲୁ,୬।୭ : ହିମାଚଳପ୍ରଦେଶର ୭୩ ବର୍ଷ ବୟସ୍କା ଲୁରମା ଦେବୀଙ୍କ ପ୍ରାଣୀ ପ୍ରେମୀଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ନିଜ ପାଇଁ କିଛି ଖାଇବାକୁ ପାଇଲେ କି ନାହିଁ, ଏଥିରେ ତାଙ୍କର କିଛି ଫରକ ପଡ଼େ ନାହିଁ, କିନ୍ତୁ ପ୍ରାଣୀମାନେ ଭୋକରେ…

ହାତୀକୁ କଦଳୀ ଦେଉଥିଲେ ଯୁବତୀ, ଦେଲା ପାନେ, ଭିଡିଓ ଦେଖିଲେ…

ହାତୀମାନେ ଶାନ୍ତିପୂର୍ଣ୍ଣ ପ୍ରାଣୀ ହୋଇଥିଲେ ମଧ୍ୟ ଯେତେବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ଆସିଥାଏ ସେମାନେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ଏମିତି ଜଣେ ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ଜଣେ ଯୁବତୀ ହାତୀ ପାଖକୁ ଯାଇ ତାକୁ ନିଜ ହାତରେ କଦଳୀ…

ପ୍ରାଣୀଙ୍କଠାରୁ ସୁରକ୍ଷିତ ଦୂରତା ବଜାୟ ରଖିବା ଜରୁରୀ

ପ୍ରତିବର୍ଷ ଜୁଲାଇ ୬ରେ ବିଶ୍ୱ ଜୁନୋଜ ଦିବସ ପାଳନ କରାଯାଇଥାଏ। ୧୮୮୫ ମସିହାରେ ଏହିଦିନ ଫ୍ରାନ୍ସର ଜୈବବିଜ୍ଞାନୀ ଲୁଇ ପାଶ୍ଚର ଜଳାତଙ୍କ ଟିକା ବିକଶିତ କରିଥିଲେ। ତାଙ୍କ କାର୍ଯ୍ୟକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ବିଶ୍ୱ ଜୁନୋଜ ଦିବସ ପାଳନ କରାଯାଇଥାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri