ଦେହରେ ସାବୁନ ଲଗାଇ ବାଇକ୍ ଧରି ବର୍ଷାରେ ଗାଧୋଇବା ପାଇଁ ବାହାରିଲେ ଦୁଇ ଯୁବକ, ଭିଡିଓ ଦେଖିଲେ…
ମୌସୁମୀ ବାୟୁ ଇତିମଧ୍ୟରେ ସମଗ୍ର ଭାରତରେ ପହଞ୍ଚିସାରିଛି। ଏହି ସମୟରେ କେତେକ ସ୍ଥାନରେ ଲୋକମାନେ ବର୍ଷାକୁ ଖୁବ୍ ମନଭରି ଉପଭୋଗ କରୁଛନ୍ତି। ଆଉ କିଛି ସ୍ଥାନରେ ବର୍ଷା ଲୋକଙ୍କ ପାଇଁ ବିପର୍ଯ୍ୟୟ ଆଣିଛି। ଏବେ ସୋସିଆଲ ମିଡିଆରେ ବର୍ଷା ସହ...
ଲୁଣ ଦାନାଠୁ କ୍ଷୁଦ୍ର ଡିଜାଇନର୍ ବ୍ୟାଗ ୫୧ ଲକ୍ଷରେ ନିଲାମ
ଓ୍ବାଶିଂଟନ୍: ସବୁଠୁ ଦାମୀ ଲୁଇସ୍ ଭୁଇଟୋନ୍ କମ୍ପାନୀର ଡିଜାଇନର ବ୍ୟାଗ ୬୩,୦୦୦ ଡଲାର (୫୧.୬ ଲକ୍ଷ ଟଙ୍କା)ରେ ନିଲାମ ହୋଇଛି। ମୂଳ କଥା ଏହି ଡିଜାଇନର ବ୍ୟାଗ୍ଟି ଲୁଣା ଦାନାଠାରୁ ମଧ୍ୟ ଆହୁରି ଛୋଟ, ଯାହାକୁ ଖାଲି ଆଖିରେ ଦେଖିବା...
ଗଣେଶ ପୂଜାରେ ‘ଚନ୍ଦ୍ରମୁଖୀ-୨’
ମୁମ୍ବାଇ: କଙ୍ଗନା ରାଣାଓ୍ବତ ଓ ରାଘବ ଲରେନ୍ସଙ୍କ ଫିଲ୍ମ ଚନ୍ଦ୍ରମୁଖୀ-୨ ଗଣେଶ ପୂଜାରେ ମୁକ୍ତିଲାଭ କରିବ। ଏହି ହରର୍ କମେଡି ଫିଲ୍ମର ନିର୍ଦ୍ଦେଶନା ଓ କାହାଣୀ ଲେଖିଛନ୍ତି ବି. ବାସୁ। ଲାଇକା ପ୍ରଡକ୍ସନ ପକ୍ଷରୁ ବହୁ ଭାଷାରେ ନିର୍ମାଣ କରାଯାଇଥିବା...
ବିମାନ ଯାତ୍ରାର ନିଶା: ୩୩ ବର୍ଷରେ ୩୭ ନିୟୁତ କି.ମି.
ଓ୍ବାଶିଂଟନ୍: ଆମେରିକାର ଟମ୍ ଷ୍ଟୁକର (୬୯) ନ୍ୟୁଜର୍ସିର ଏକ ଗାଡ଼ି ନିର୍ମାଣକାରୀ କମ୍ପାନୀରେ କନ୍ସଲଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ମାତ୍ର ୩୩ ବର୍ଷ ମଧ୍ୟରେ ଟମ୍ ମୋଟ ୩୭ ନିୟୁତ କି.ମି, ଦୂର ଯାତ୍ରା କରିଛନ୍ତି। ଟ୍ରାଭେଲ କରିବାକୁ ପସନ୍ଦ...
ବାନ୍ତିରେ ଝଡ଼ିଗଲା ସବୁ ଦାନ୍ତ
ଲଣ୍ଡନ: ଗର୍ଭଧାରଣ ସମୟରେ ବାନ୍ତି ହେବା ସାଧାରଣ କଥା। କିନ୍ତୁ ବ୍ରିଟେନ୍ର ଜଣେ ମହିଳାଙ୍କୁ ବାନ୍ତି ଯୋଗୁ ସବୁ ଦାନ୍ତ ହରାଇବାକୁ ପଡ଼ିଛି। ଲୁଇସ୍ କୁପର (୨୬) ୨୦୧୭ରେ ପ୍ରଥମ ଥର ପାଇଁ ଗର୍ଭବତୀ ହେଲେ। ପେଟରେ ପିଲା ରହିବା...
ଏହି ଗାଁର ପ୍ରତ୍ୟେକ ଘର ଦୁଆରମୁହଁ ଚିର ସବୁଜ, ମାନିବାକୁ ପଡ଼ିଥାଏ ଅଜବ ନିୟମ
ପ୍ରତ୍ୟେକ ଦେଶର ନିଜସ୍ବ ତଥା ଭିନ୍ନ ଭିନ୍ନ ନିୟମ ରହିଥାଏ। ଯାହାକୁ ସେଠାକାର ଲୋକମାନେ ଅନୁସରଣ କରନ୍ତି। ତାହା କେବେ ତିଆରି ହେଲା କେହି ଜାଣନ୍ତି ନାହିଁ, କିନ୍ତୁ ଲୋକମାନେ ସେଗୁଡ଼ିକୁ ଏକ ପରମ୍ପରା ଭାବରେ ମାନିଆସିଥାନ୍ତି। ବ୍ରିଟେନର ଏକ...
ଡିପ୍ରେସନରେ କୁକୁର
କରୋନା ମହାମାରୀ ପରଠାରୁ ଲୋକମାନେ ନାନା ରୋଗରେ ପୀଡ଼ିତ ହେବା ସହିତ ଡିପ୍ରେସନର ଶିକାର ହେଉଛନ୍ତି। ଏଭଳି ପରିସ୍ଥିତିରେ ଡାକ୍ତରମାନେ ଲୋକଙ୍କୁ ବୁଲିବାକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି। କିନ୍ତୁ ନିକଟରେ ବ୍ରିଟେନର ଡାକ୍ତର ମଣିଷ ପରି କୁକୁରମାନଙ୍କୁ ବୁଲିବାକୁ...
ସେନାରେ ରବି କିଶନଙ୍କ ଝିଅ ଈଶିତା
ମୁମ୍ବାଇ: ଜଣାଶୁଣା ଅଭିନେତା ରବି କିଶନଙ୍କ ଝିଅ ଈଶିତା ଶୁକ୍ଳା ସେନାରେ ଯୋଗ ଦେଇଛନ୍ତି । ବିବାଦୀୟ ଅଗ୍ନିବୀର ଯୋଜନା ଅନ୍ତର୍ଗତ ଈଶିତା ଆର୍ମିରେ ଜଏନ୍ କରିବାର ସୁଯୋଗ ପାଇଛନ୍ତି। ଏ ନେଇ ଭାଜପା ନେତା ରବି କିଶନ ଝିଅ...
୧,୬୩୯ କୋଟିର ଘର
ବର୍ନ: ସୁଇଜରଲାଣ୍ଡରେ ବିଶ୍ୱର ସବୁଠୁ ଦାମୀ ଘର ୨୦୦ ନିୟୁତ ଡଲାର (ପାଖାପାଖି ୧,୬୩୯ କୋଟି)ରେ କିଣି ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ପଙ୍କଜ ଓସ୍ବାଲ ଏବଂ ସ୍ତ୍ରୀ ରାଧିକା ଓସ୍ବାଲ। ୪୩୦,୦୦୦ ସ୍କୋୟାର୍ ଫୁଟ୍ର ଏହି ଘରକୁ ପୂର୍ବରୁ...
୮ ଫୁଟ୍ର ଆଇଫୋନ୍
ନ୍ୟୁୟର୍କ: ୮ ଫୁଟ୍ର ଆଇଫୋନ୍କୁ ନେଇ ଏବେ ନ୍ୟୁୟର୍କର ୟୁଟ୍ୟୁବର ମଥେଉ ବିମ୍ ଚର୍ଚ୍ଚାକୁ ଆସିଛନ୍ତି। ଆଇ-ଫୋନ୍ ୧୪ ପ୍ରୋ ମାକ୍ସର ଏହି ମଡେଲ ସାଧାରଣ ଫୋନ୍ ଭଳି କାମ କରୁଛି। ଫୋନ୍ରେ କ୍ୟାମେରା ଥିବାବେଳେ ସେଲ୍ଫି ପାଇଁ ଫ୍ରଣ୍ଟ...
ସାମାଜିକ ଉନ୍ନତି ପାଇଁ ପରିସଂଖ୍ୟାନ
ସାମାଜିକ ଉନ୍ନତି ପାଇଁ ପରିସଂଖ୍ୟାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିସଂଖ୍ୟାନ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଭାରତରେ ପ୍ରତିବର୍ଷ ୨୯ ଜୁନ୍ରେ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଇଥାଏ। ଏହିଦିନ କିମ୍ବଦନ୍ତୀ ଭାରତୀୟ ପରିସଂଖ୍ୟାନ ବିଶେଷଜ୍ଞ ପି.ସି. ମାହାଲାନୋବିସଙ୍କ ଜନ୍ମ...
ଭାରତରୁ ପ୍ରତିନିଧିତ୍ୱ କରିବେ ସୋନମ
ଲଣ୍ଡନ: ବ୍ରିଟେନ୍-ଇଣ୍ଡିଆ ଓ୍ବିକ୍ ୨୦୨୩ ରିସେପ୍ସନ୍ରେ ଯୋଗ ଦେବା ଲାଗି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ବଲିଉଡ୍ ଅଭିନେତ୍ରୀ ସୋନମ କପୁରଙ୍କୁ ନିମନ୍ତ୍ରଣ କରିଛନ୍ତି। ଖବର ମୁତାବକ ଆୟୋଜିତ ରିସେପ୍ସନ୍ କାର୍ଯ୍ୟକ୍ରମରେ ଭାରତ ପକ୍ଷରୁ ସୋନମ ପ୍ରତିନିଧିତ୍ୱ କରିବେ। ଏହାପୂର୍ବରୁ...
Archives


