ଜରୁରୀ ହୋଇପଡ଼ିଛି ସଂସ୍କୃତ ଭାଷାର ପ୍ରସାର
ଭାରତରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାକୁ ଶୁଭ ଉତ୍ସବ ସଂସ୍କୃତ ଦିବସ ଭାବରେ ପାଳନ କରାଯାଏ। ଚଳିତବର୍ଷ ଏହା ଅଗଷ୍ଟ ୩୧ରେ ପାଳନ କରାଯାଉଛି। ଶ୍ରାବଣ ପୂର୍ଣ୍ଣିମା ଅର୍ଥାତ୍ ରକ୍ଷାବନ୍ଧନକୁ ସାଧୁସନ୍ଥଙ୍କ ସ୍ମୃତି ଏବଂ ଉପାସନା ତଥା ଉତ୍ସର୍ଗୀକୃତ ପର୍ବ ଭାବରେ ବିବେଚନା…
ଏକ ଲକ୍ଷ ବର୍ଷ ଯାଏଁ ଚନ୍ଦ୍ରପୃଷ୍ଠରେ ରହିପାରିବେ ୮୦୦କୋଟି ଲୋକ, “ରେଗୋଲିଥ”ରୁ ମିଳିପାରେ ୬୩୦କି.ଗ୍ରା ଅମ୍ଲଜାନ
ଓ୍ବାଶିଂଟନ୍,୩୦।୮: ଚନ୍ଦ୍ରାବତରଣ କରିଛି ଭାରତର ମୁନ ମିଶନ ଚନ୍ଦ୍ରାୟାନ ୩। ତେବେ ଲ୍ୟାଣ୍ଡିଂର ୭ଦିନ ପରେ ଖୁସି ଖବର ଦେଇଛନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞା। ଚନ୍ଦ୍ରର ଦକ୍ଷିଣ ମେରୁରେ ଅମ୍ଲଜାନ ଥିବା ନେଇ ସ୍ପଷ୍ଟ କରିଛି ପ୍ରଜ୍ଞା। ଏଥିସହ…
ଶାଢ଼ି ପିନ୍ଧି ସ୍କେଟିଂ କଲେ କୁନି ଝିଅ, ଭିଡିଓ ଦେଖିଲେ…
କେରଳରେ ଓନମ ପର୍ବ ପାଳନ କରାଯାଇଥିଲା। ଏହି ପର୍ବରେ ମହିଳାମାନେ ପ୍ରାୟତଃ ସେମାନଙ୍କର ପ୍ରିୟ ପୋଷାକ ‘କସାବୁ’ ଶାଢ଼ି ପିନ୍ଧନ୍ତି। ଏହି ଅବସରରେ ଏକ କୁନି ଝିଅ କାସବୁ ଶାଢ଼ି ପିନ୍ଧି ଚମତ୍କାର ସ୍କେଟିଂ କରିଥିଲେ। ଏବେ ତାଙ୍କ ଭିଡିଓ ସୋସିଆଲ…
ମହାକାଶରେ ଦିନ-ରାତି କିପରି ଜାଣନ୍ତି ମହାକାଶଚାରୀ, ୨୪ ଘଣ୍ଟାରେ ଦେଖନ୍ତି ୧୬ଟି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ
ପୃଥିବୀରେ ଦିନ ରାତି କିପରି ହୁଏ ଏବିଷୟରେ ନିଶ୍ଚେ ଅବଗତ ଥିବେ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ପୃଥିବୀ ବାହାରେ ଅର୍ଥାତ୍ ମହାକାଶରେ ଦିନ ରାତି କିପରି ହୁଏ। ଆଉ ମହାକାଶଚାରୀମାନେ ଏବିଷୟରେ କିପରି ଜାଣନ୍ତି। ମହାକାଶରେ ମାଇକ୍ରୋଗ୍ରାଭିଟି ବିଷୟରେ…
ମଙ୍ଗଳରେ ୫୦ବର୍ଷ ପୂର୍ବେ ମିଳିଥିଲା ଜୀବଜଗତର ସନ୍ଧାନ, ଭୁଲରେ ନଷ୍ଟ ହୋଇଯାଇଛି ପ୍ରମାଣ: ବୈଜ୍ଞାନିକଙ୍କ ଦାବି
ଓ୍ବାଶିଂଟନ୍,୩୦।୮: ମଙ୍ଗଳ ଗ୍ରହରେ ଜୀବଜଗତ ଥିବା ନେଇ ବହୁବାର ଦାବି କରାଯାଇ ଆସୁଛି। ତେବେ ଏପରି କୁହାଯାଇ ସାରଛି କି ମଙ୍ଗଳ ଗ୍ରହରେ ପୂର୍ବରୁ ଜୀବଜଗତ ଥିଲା କିନ୍ତୁ ବର୍ତ୍ତମାନର ସେଠାକାର ପରିସ୍ଥିତିକୁ ନେଇ ଜୀବଜଗତ ସୃଷ୍ଟି ପାଇଁ ଅନୁକୂଳ ନୁହେଁ।…
ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ଅକାଳରେ ମରିଯିବେ ୧୦୦କୋଟି ଲୋକ
ନୂଆଦିଲ୍ଲୀ,୩୦।୮: ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ବିଶ୍ୱ ତାପମାତ୍ରାରେ ଯଦି ଦୁଇ ଡିଗ୍ରୀ ସେଲସିୟସ ବୃଦ୍ଧି ପାଏ ତେବେ ପରବର୍ତ୍ତୀ ଶତାବ୍ଦୀରେ ପ୍ରାୟ ୧୦୦କୋଟି ଲୋକ ଅକାଳରେ ମୃତ୍ୟୁବରଣ କରିବେ। ୪୦ଶତକଡାରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ତୈଳ ଏବଂ ଗ୍ୟାସ ଶିଳ୍ପ…
ପବିତ୍ର ସମ୍ପର୍କର ସାକ୍ଷୀ ରାଖୀ
ଭଉଣୀ-ଭାଇ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ସାକ୍ଷୀ ହେଉଛି ରାଖୀ। ପ୍ରତିବର୍ଷ ଏହି ଦିନକୁ ଅତି ଆଗ୍ରହର ସହ ଭଉଣୀଟିଏ ଚାହିଁ ରହିଥାଏ। ଭାବାତ୍ମକ ବନ୍ଧନରେ ବାନ୍ଧି ହେବାକୁ ଭାଇ ମଧ୍ୟ ରାଖୀପୂର୍ଣ୍ଣିମାକୁ ଅପେକ୍ଷା କରିଥାଏ। ବୁଧବାର ପାଳନ ହେବାକୁ ଥିବା…
ଗହ୍ମାପୂର୍ଣ୍ଣିମା ଓ ଶ୍ରୀବଳରାମ
ରାଖୀ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ସାରା ଦେଶରେ ଏହିଦିନ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥାଏ। ରାଖୀ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ସାକ୍ଷୀ। ଶ୍ରାବଣ ମାସ ପୂର୍ଣ୍ଣିମାରେ ପାଳିତ ହୋଇଥାଏ ରକ୍ଷାବନ୍ଧନ ଉତ୍ସବ। ଶ୍ରାବଣ ପୂର୍ଣ୍ଣିମା…
ଦେଶର ବିକାଶରେ କ୍ଷୁଦ୍ରଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଦେଶର ବିକାଶରେ କ୍ଷୁଦ୍ରଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଜିଡିପିରେ ଏହାର ଯୋଗଦାନ ମଧ୍ୟ ରହିଥାଏ। ଭାରତରେ କ୍ଷୁଦ୍ରଶିଳ୍ପଗୁଡ଼ିକର ମହତ୍ତ୍ୱ ଏବଂ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୩୦ରେ ଜାତୀୟ କ୍ଷୁଦ୍ରଶିଳ୍ପ ଦିବସ ପାଳନ କରାଯାଇଥାଏ। ଭାରତର…
ଜନ୍ମର ୪୨ ବର୍ଷ ପରେ ମା’-ପୁଅଙ୍କ ଭେଟ
ସାଣ୍ଟିଆଗୋ: ଜଣେ ମହିଳାଙ୍କ ପିଲା ଜନ୍ମ ହେବାର ୪୨ ବର୍ଷ ପରେ ସେ ଯଦି ତାଙ୍କୁ ପାଆନ୍ତି, ତେବେ ତା’ର ଖୁସି କିଛି ଅଲଗା ପ୍ରକାର ହୋଇଥାଏ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଚିଲିର ଭାଲ୍ଡିଭିଆରେ। ମାରିୟା ନାମକ ମହିଳା…
ଫୁଡ ଡେଲିଭରୀ ବୟ ନିଜେ ଭୋକିଲା: କମୁଛି ରୋଜଗାର…
ନୂଆଦିଲ୍ଲୀ,୨୯।୮ : ଅନୁସନ୍ଧାନ ସଂଗଠନ ଏନସିଏଇଆର ଏକ ରିପୋର୍ଟ ଅନୁସାରେ ଫୁଡ ଡେଲିଭରୀ ବୟ ନିଜେ ଭୋକିଲା ରହୁଛନ୍ତିି। ସାଧାରଣ କର୍ମଚାରୀଙ୍କ ଅପେକ୍ଷା ସେମାନଙ୍କୁ ଅଧିକ କାମ କରିବାକୁ ପଡିଥାଏ। ସେମାନଙ୍କ କାର୍ଯ୍ୟ ସମୟ ମଧ୍ୟରେ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି…
ସବୁଠୁ ଛୋଟ ଭ୍ରମଣକାରୀଙ୍କ ୨୩ ଦେଶ ଭ୍ରମଣ
ୱିଲିଂଟନ୍: ସାଧାରଣତଃ ମା’-ବାପା ଅତି ଛୋଟ ପିଲାଙ୍କୁ ବାହାରକୁ ନେଇ ଯାଇ ନ ଥାନ୍ତି। ହେଲେ ନ୍ୟୁଜିଲାଣ୍ଡର ଏକ ଦମ୍ପତି ତାଙ୍କ ୧୧ ମାସର ଶିଶୁକୁ ନେଇ ବିଶ୍ୱ ବୁଲିବାରେ ଲାଗିଛନ୍ତି। ତେବେ ଦୁନିଆର ସବୁଠୁ ଛୋଟ ଭ୍ରମଣକାରୀ ଭାବେ ଆଟଲାସ୍ ମାଣ୍ଟଗୋମେରି…
Archives


