ମ୍ୟାଜିକ ପେନ୍: କେବଳ ଲେଖିବା ନୁହେଁ କରିପାରୁଛି ଆହୁରି ଅନେକ କାମ…
ମନର ଭାବକୁ କାଗଜରେ ଉତାରିବାର ଏକ ମାଧ୍ୟମ ହେଉଛି ପେନ୍ ବା କଲମ। କାହିଁ କେବେଠାରୁ ପେନ୍ ନିଜର ଏହି କାମ କରିଆସୁଛି। ତେବେ ଆଜିକାଲି ଏମିତି ବି ପେନ୍ ଆସିଲାଣି ଯାହା କେବଳ ଲେଖିବା କାମରେ ସୀମିତ ହୋଇ ରହି…
ପ୍ରଥମ ରୋଜଗାର ଟଙ୍କାରେ ବାପାବୋଉଙ୍କ ପାଇଁ ନୂଆ ଲୁଗା କିଣିଥିଲି: ଶିକ୍ଷକ ପଞ୍ଚାନନ ଜେନା
ବାଲେଶ୍ୱର ଜିଲା ବାଲିଆପାଳ ନିକଟସ୍ଥ ବଗଦା ଗାଁରେ ମୋ ଜନ୍ମ। ପୁରୁଷୋତ୍ତମ ଉଚ୍ଚବିଦ୍ୟାଳୟରୁ ଦଶମ, ସୁବର୍ଣ୍ଣରେଖା ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ଏବଂ ଏଫ୍.ଏମ୍ କଲେଜରୁ ଯୁକ୍ତ ତିନି ପାସ୍ କରିବା ପରେ ବାଣୀବିହାରରେ ଇତିହାସରେ ସ୍ନାତକୋତ୍ତର ପଢିଲି। ତା’ପରେ ବି.ଇଡି କଲି।…
ଅନନ୍ୟା ସୁଧା
୧୯୬୮ ମସିହାରେ ଯେତେବେଳେ ସେ ଇଞ୍ଜିନିୟରିଂ କଲେଜରେ ଆଡ୍ମିଶନ ନିଅନ୍ତି, ତାଙ୍କ କ୍ଲାସ୍ରେ ୧୪୯ ଜଣ ପୁଅଙ୍କ ଭିତରେ ସେ ଥା’ନ୍ତି ଏକୁଟିଆ ଝିଅ। ଆଉ ପୂରା ବିଶ୍ବବିଦ୍ୟାଳୟରେ ୫୯୯ ଜଣ ପୁଅଙ୍କ ଭିତରେ ସେ ଏକମାତ୍ର ଝିଅ। ଯେଉଁ ସମୟରେ…
ସବୁଜ ସ୍ବର୍ଣ୍ଣ ‘ବାଉଁଶ’
ବାଉଁଶ ଘାସ ପ୍ରଜାତି ମଧ୍ୟରେ ସବୁଠୁ ଉଚ୍ଚତମ ଓ ଶକ୍ତିଶାଳୀ। ଏହାର ଦ୍ରୁତବେଗରେ ବୃଦ୍ଧି ଘଟିଥାଏ। ଏହା ଦେଖିବାକୁ ଯେମିତି ସବୁଜ ସୁନ୍ଦର, ପ୍ରତ୍ୟେକ ଘରୋଇ ବ୍ୟବହାରରେ ବି ଏହା କାମରେ ଲାଗିଥାଏ। କେଉଁ ପୁରୁଣା ସମୟରୁ ଆଜିଯାଏ ଏହା ବିଭିନ୍ନ…
ଇତିହାସ ପାଲଟିଲା ଲଣ୍ଡନର ଇଣ୍ଡିଆ କ୍ଲବ…
ଲଣ୍ଡନ,୧୭।୯ : ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସ ସହ ଜଡିତ ଏକ ଅଧ୍ୟାୟ ୧୭ ସେପ୍ଟେମ୍ବରରେ ଶେଷ ହୋଇଛି। ଲଣ୍ଡନ ସ୍ଥିତ ‘ଇଣ୍ଡିଆ କ୍ଲବ’ ରବିବାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ଏହି କ୍ଲବ ଲଣ୍ଡନରେ ଥାଇପାରେ, କିନ୍ତୁ ଏହାର ମୂଳ…
ପ୍ରେମିକାଙ୍କ ଉଚ୍ଚତା ନିକଟରେ ପ୍ରେମିକ ଶିଶୁ ପରି, ଭାଇରାଲ ହେଉଛି ଫଟୋ
କୁହାଯାଏ, ପ୍ରେମ କାହା ବି କରି ପାରିବ। ପ୍ରେମ ଦେଖେ ନାହିଁ, ବୟସ, ଉଚ୍ଚତା, ରଙ୍ଗ, ଜାତି ଧର୍ମ। ଠିକ୍ ସେମିତି ପ୍ରେମ କରୁଥିବା ଜଣେ ଯୁବତୀ ଯିଏ କି ତାଙ୍କ ପ୍ରେମିକଙ୍କଠାରୁ ବହୁତ ଉଚ୍ଚତା। ଏହି ଯୁବତୀଙ୍କ ନାମ ଲିଜି…
ଡିସେମ୍ବର ୨୨ରେ ଶାହରୁଖ୍ଙ୍କ ‘ଡଙ୍କି’
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ଫିଲ୍ମ ‘ଜୱାନ’ ବର୍ତ୍ତମାନ ବକ୍ସ ଅଫିସ୍ରେ ଧମାଲ କରୁଛି। ନିକଟରେ ସିନେମା ୪୦୦ କୋଟି କ୍ଲବରେ ସାମିଲ ହୋଇଛି। ଶାହରୁଖ ତାଙ୍କ ଆଗାମୀ ଫିଲ୍ମ ବାବଦରେ କିଛି ସୂଚନା ଦେଇଛନ୍ତି। ତେବେ ଚଳିତବର୍ଷ ତାଙ୍କର…
ହାତ ଥିବା ବିଲୁପ୍ତପ୍ରାୟ ମାଛ
କାନବେରା: ପୃଥିବୀରେ ବିଭିନ୍ନ ପ୍ରଜାତିର ଜୀବ ବାସ କରୁଥିବାବେଳେ ଅନେକ ସମୟରେ ନୂଆ କିଛି ଜୀବ ଦୃଷ୍ଟିଗୋଚର ହୋଇଥାନ୍ତି। ନିକଟରେ ଅଷ୍ଟ୍ରେଲିଆ ସମୁଦ୍ର କୂଳରେ ୨୦ ବର୍ଷ ପରେ ଭିନ୍ନ ଏକ ମାଛ ଦେଖିବାକୁ ମିଳିଛି। ଏହି ମାଛର ପର ସ୍ଥାନରେ…
ଦୁନିଆର ସବୁଠୁ ବଡ଼ ଶପିଂ ମଲ୍, ରହିଛି ଏସବୁ ସୁବିଧା
ଭାରତରେ ମଲ୍ ସଂସ୍କୃତି ନ ଥିଲା । ଆମେରିକାରୁ ଆସିଥିବା ଏହି ଟ୍ରେଣ୍ଡ୍ ଭାରତରେ ଏତେ ଦ୍ରୁତ ଗତିରେ ବ୍ୟାପିଯାଇଛି ଯେ, ବର୍ତ୍ତମାନ ମଲ୍ଗୁଡ଼ିକ ବଡ଼ ବଡ଼ ସହରରେ ମଧ୍ୟ ନିର୍ମାଣ କରାଯାଉଥିବା ଦେଖାଯାଉଛି। ମୁମ୍ବାଇ, ଦିଲ୍ଲୀ, ନୋଏଡା, ଚେନ୍ନାଇ ଭଳି…
କୁକୁର, କୋକିଶିଆଳିର ମିଶ୍ରଣ ‘ଡଗ୍କ୍ସିମ୍’
ବ୍ରାସିଲିଆ : ଗୋଟିଏ ପ୍ରଜାତିର ଅନେକ ଜୀବ ଥା’ନ୍ତି। ସେମାନଙ୍କ ରଙ୍ଗ, ଢଙ୍ଗ ମଧ୍ୟ ଅଲଗା ହୋଇଥାଏ। ନିକଟରେ ବ୍ରାଜିଲରେ ଏକ ହାଇବ୍ରିଡ୍ କୁକୁରର ମୃତ୍ୟୁ ଘଟିଛି। ୨୦୨୧ରେ ଏହି ହାଇବ୍ରିଡ୍ କୁକୁରର ସନ୍ଧାନ ମିଳିଥିଲା। ଏକ କାର୍ ଧକ୍କାରେ କୁକୁରଟି…
ଯୌତୁକ ପ୍ରଥାକୁ ବିରୋଧକରି ପର୍ବତ ଚଢୁଛନ୍ତି
ପୁଣେ: ଯୌତୁକ ପ୍ରଥା ଏକ କୁପ୍ରଥା ହୋଇଥିଲେ ମଧ୍ୟ ଲୋକେ ସେଥିରୁ ନିଜକୁ ନିବୃତ୍ତ ରଖିପାରୁନାହାନ୍ତି। ଅନେକ ସମୟରେ ଏହି ପ୍ରଥା ପାଇଁ ଅନେକଙ୍କ ଜୀବନ ମଧ୍ୟ ଯାଉଛି। ହେଲେ ଲୋକେ ଏଥିପ୍ରତି ସଚେତନ ହେଉନାହାନ୍ତି। ମହାରାଷ୍ଟ୍ର ପୁଣେର ଜଣେ ଯୁବତୀ…
ଇସ୍ରୋ
ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେଶନ୍ (ଇସ୍ରୋ) ବା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଗୋଟିଏ ପରେ ଗୋଟିଏ ସଫଳ ପରୀକ୍ଷଣ ଦ୍ୱାରା ସମଗ୍ର ବିଶ୍ୱରେ ଭାରତର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଜାଣିବା ଏହା ସମ୍ପର୍କରେ କିଛି ତଥ୍ୟ… -୧୯୬୨…
Archives


