ଫୁରସତ

୨ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି ଏହି ଆଇପିଏସ୍‌ ଅଫିସର୍‌

ୟୁପିଏସ୍‌ସି ପରୀକ୍ଷା ଭାରତର ସବୁଠାରୁ କଠିନ ପରୀକ୍ଷା ଭାବେ ଜଣାଶୁଣା। ଏହି ହାଇପ୍ରୋଫାଇଲ ପରୀକ୍ଷାକୁ ପାସ୍‌ କରିବାକୁ ପିଲାମାନେ ଘଣ୍ଟା ଘଣ୍ଟା ଅଧ୍ୟୟନ କରିବାକୁ ପଡେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅନେକ ଥାନ୍ତି, ଯେଉଁମାନେ ଅନେକ ଚେଷ୍ଟା…

ବୟ ଫ୍ରେଣ୍ଡ ପାଇଁ ମଝି ରାସ୍ତାରେ ହାତାହାତି ହେଲେ ୨ ଯୁବତୀ…

ପାଟନା,୨୮।୯ : ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବୁର୍ଖା ପିନ୍ଧିଥିବା କିଛି ଯୁବତୀ ମଝି ରାସ୍ତାରେ ହାତାହାତି ହେଉଥିବାର ଦେଖିବାକୁ ମିଳୁଛି। ପଛରେ ଛିଡା ହୋଇଥିବା ଅନ୍ୟ କେତେକ ଯୁବତୀ ହସୁଛନ୍ତି ଏବଂ…

ଯଦି ପୃଥିବୀ ୨ ମିନିଟ୍‌ ଘୂରିବା ବନ୍ଦ କରିଦେବ, ତେବେ କ’ଣ ଘଟିବ ଜାଣନ୍ତି କି

ପିଲାଦିନର ବିଜ୍ଞାନ ବହିରେ ଦିନ ଏବଂ ରାତି କିପରି ଘଟେ କିମ୍ବା ବର୍ଷଗୁଡ଼ିକ କିପରି ବଦଳେ ସେ ବିଷୟରେ ପଢ଼ିଥିବେ ନିଶ୍ଚିତ। ଏହି ପୂରା ପ୍ରକ୍ରିୟା ପୃଥିବୀର ଅକ୍ଷରେ ଘୂର୍ଣ୍ଣନ ଏବଂ ସୂର୍ଯ୍ୟର ଘୂର୍ଣ୍ଣନ ଉପରେ ନିର୍ଭର କରେ। ପୃଥିବୀ ସର୍ବଦା…

ଏମିତି ଗାଁ, ଯେଉଁଠି ନ ଥାଏ ପୁରୁଷଙ୍କ ପ୍ରବେଶ

ଦୁନିଆରେ ଏମିତି ଏକ ଗାଁ ଅଛି, ଯେଉଁଠିକି ପୁରୁଷଙ୍କ ପ୍ରବେଶ ନିଷେଧ। ଏପରି ଅଜବ ଗାଁ କେନିଆରେ ରହିଛି। ଏହାର ନାମ ଉମୋଜା। ଏହା ଦୁନିଆର ଯେକୌଣସି ସାଧାରଣ ଗାଁ ପରି ଦେଖାଯାଏ କିନ୍ତୁ ଏଥିରେ ଏକ ବଡ଼ ପାର୍ଥକ୍ୟ ଅଛି…

୨୦୨୦ରେ ପୃ୍‌ଥିବୀରେ କର୍କଟ ମୃତ୍ୟୁ ସଂଖ୍ୟା ୫୩ ଲକ୍ଷ…

ଓ୍ବାଶିଂଟନ,୨୮।୯ : ୨୦୨୦ ମସିହାରେ, କର୍କଟ କାରଣରୁ ଅକାଳ ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କୁ ଜୀବିତ ରଖାଯାଇ ପାରିଥାନ୍ତା। ଏହି ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଲୋକଙ୍କ ପାଇଁ ଚିକିତ୍ସା ଉପଲବ୍ଧ ଥିଲା। ଦ ଲାନସେଟ ଗ୍ଲୋବାଲ ହେଲଥରେ…

ହରିୟାଣାର ଦୌଡ଼ପରୀ ଜେଜେମା: ୧୦୬ ବର୍ଷରେ କଲେ ବିଶ୍ୱ ରେକର୍ଡ…

ଚଣ୍ଡିଗଡ଼,୨୭।୯ : ହରିୟାଣାର ଦୌଡ଼ପରୀ ଜେଜେମା ଭାବରେ ଜଣାଶୁଣା ୧୦୬ ବର୍ଷିୟ ରାମବାଈଙ୍କ ଦୌଡ଼ ଦେଖି ଯୁବକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ନିଜ ସ୍ବପ୍ନକୁ ପୂରଣ କରି ରାମବାଈ ବିଦେଶ ମାଟିରେ ଚାରିଟି ପଦକ ଜିତି ବିଶ୍ୱ ରେକର୍ଡ ସୃଷ୍ଟି…

କଇଁଛ ପିଠିରେ ବସି ମଜା ନେଉଛି କୁକୁରଛୁଆ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ କୁକୁରର ଏକ ସୁନ୍ଦର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ଏକ କଇଁଛ ପିଠିରେ ବସିଥିବା ନଜର ଆସିଛି। ଭିଡିଓରେ କୁକୁରଛୁଆଟି କଇଁଛର ପଛପଟୁ ଆସି ତା’ ପିଠିରେ ବସିବା ପାଇଁ ଅନେକ ଚେଷ୍ଟା କରି ବିଫଳ ହେବା…

କାଙ୍ଗାଳ ପାକିସ୍ତାନର ଅମ୍ବାନୀ ହେଉଛନ୍ତି ଏହି ବ୍ୟକ୍ତି, ୧ ଲକ୍ଷ କୋଟି ସମ୍ପତ୍ତିର ମାଲିକ…

ଭାରତର ପଡ଼ୋଶୀ ଦେଶ ପାକିସ୍ତାନ କାଙ୍ଗାଳ ହୋଇସାରିଛି। ଦେଶରେ ପ୍ରତିଟି ଜିନିଷର ଦରଦାମ ଆକାଶଛୁଆଁ ହୋଇଛି। ଅଟା କିଲୋପିଛା ୨୫୦ ଟଙ୍କା ଥିବା ବେଳେ ଚାଉଳ ୩୩୦ ଟଙ୍କା, କ୍ଷୀର ୧୯୨ ଟଙ୍କା ଏବଂ ଚିକେନ କିଲୋ ପିଛା ୫୦୦ ଟଙ୍କା…

ସୁରକ୍ଷିତ ନୁହେଁ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା, ପିଲାମାନଙ୍କ ପାଇଁ ଏହା ‘ବିଷ’ ସଦୃଶ

ବର୍ତ୍ତମାନ ସମୟରେ ପ୍ଲାଷ୍ଟିକର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷକରି ପାଣି ପିଇବା ଲାଗି ପ୍ଲାଷ୍ଟିକ ବୋତଲର ବ୍ୟବହାର ସାଧାରଣ କଥା ପାଲଟିଛି। ସ୍କୁଲ, କଲେଜ ଅଥବା ଅଫିସରେ ଲୋକମାନେ ପାଣି ପିଇବା ଲାଗି ପ୍ଲାଷ୍ଟିକ ବୋତଲର ବ୍ୟବହାର ଅଧିକ…

ମୂଷାଠାରେ ଓମିକ୍ରମ ସବ ଭାରିଆଣ୍ଟ ବିଏ.୫ ଚିହ୍ନଟ…

ଓ୍ବାଶିଂଟନ,୨୭।୯ : କରୋନାର ଓମିକ୍ରନ ଭାରିଆଣ୍ଟରୁ ଉତ୍ପନ୍ନ ଏକ ସବ-ଭାରିଆଣ୍ଟ ବିଏ.୫ ମୂଷାମାନଙ୍କଠାରେ ମିଳିଛି। ଯାହା ଅଧିକ ବିପଜ୍ଜନକ ଏବଂ ଶକ୍ତିଶାଳୀ । ଏହାର ରୋଗୀଙ୍କର ଶରୀରରେ ଶୀଘ୍ର ବିସ୍ତାର କରିବା କ୍ଷମତା ସହିତ ସ୍ଥିତିକୁ ସଙ୍କଟ ଜନକ କରିଥାଏ। ସାଇନ୍ସ…

୮୦ ବୟସରେ ବି ସେବାରେ ମନ: ଚଳାଉଛନ୍ତି ଫ୍ରି ଅଟୋ ଆମ୍ବୁଲାନ୍ସ…

ନୂଆଦିଲ୍ଲୀ,୨୬।୯ : କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ସେବା ପାଇଁ ବୟସର କିଛି ବାଛ ବିଚାର ନଥାଏ। ତାହା ଦିଲ୍ଲୀର ହରଜିନ୍ଦର ସିଂ ପ୍ରମାଣିତ କରିଛନ୍ତି। ତାଙ୍କୁ ଏବେ ୮୦ ବର୍ଷ ବୟସ । ମାତ୍ର ଜୀବନର…

ଗର୍ଭଧାରଣରେ ଦୁଃଖପୂର୍ଣ୍ଣ ଫଟୋଶୁଟ୍‌

ଫ୍ରାଙ୍କ୍‌ଫର୍ଟ : ମହିଳାଙ୍କ ପାଇଁ ମା’ ହେବାର ଅନୁଭବ ବହୁତ ଖାସ୍‌ ହୋଇଥାଏ। ହେଲେ ନିକଟରେ ଜଣେ ମହିଳା ମା’ ହେବାକୁ ନେଇ ଯେଭଳି ସେଲିବ୍ରେଟ୍‌ କରିଛନ୍ତି, ସେପରି କେହି ବୋଧେ କରି ନ ଥିବେ। ମହିଳା ସେଥିନେଇ ଦୁଃଖ ପ୍ରକାଶ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri