ଫୁରସତ

୭୮ ବର୍ଷ ପୁରୁଣା ପେଣ୍ଟିଂରେ ୪୩ ବର୍ଷୀୟାଙ୍କ ଫଟୋଚିତ୍ର

ବୋଗୋଟା: ଜଣଙ୍କ ଭଳି ଚେହେରା ଯଦି ଅନ୍ୟ ଜଣକ ଚେହେରା ସହ ଖାପ ଖାଏ, ତେବେ ତାହା ଅତ୍ୟନ୍ତ ରୋମାଞ୍ଚକର ହୋଇଥାଏ। କିନ୍ତୁ ଏପରି ଘଟଣା ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। ଯଦି ଏକ ପୁରୁଣା ପେଣ୍ଟିଂ ସହିତ ନିଜ ଚେହେରା…

ହାଇଓ୍ବେରେ ଟ୍ରକ୍‌ର ହେଲା ବ୍ରେକ୍‌ଫେଲ୍‌, ୩ କାର୍‌କୁ କରିଦେଲା ଚଟଣି, ଭିଡିଓ ଦେଖିଲେ…

ଆଜିର ସମୟରେ ରାସ୍ତା ଦୁର୍ଘଟଣା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ସମୟର ଅଭାବ କିମ୍ବା ଅନ୍ୟ କୌଣସି କାରଣରୁ ଲୋକଙ୍କ ଡ୍ରାଇଭିଂର ଗତି ମଧ୍ୟ ବୃଦ୍ଧି ପାଇଛି। ଯେତେ ଅସାବଧାନତା ବଢୁଛି ସେତେ ଦୁର୍ଘଟଣା ସଂଖ୍ୟା ମଧ୍ୟ ବଢୁଛି। ଆଜିକାଲି ଦୁର୍ଘଟଣା…

ଏହି ଦିନ ଧ୍ୱଂସ ହେବ ପୃଥିବୀ, ତାରିଖ ଘୋଷଣା କଲା ନାସା

ଓ୍ବାଶିଂଟନ,୨ା୧୦: ଆପଣ ନିଶ୍ଚୟ ଅନେକ ଥର ପୃଥିବୀ ଧ୍ୱଂସ ହେବାର ଭବିଷ୍ୟବାଣୀ ଶୁଣିଥିବେ। ଅନେକ ପ୍ରାଚୀନ କ୍ୟାଲେଣ୍ଡର ଏବଂ ସଭ୍ୟତା ପୃଥିବୀ ଶେଷ ଘଟିବା ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ତଥାପି ଏପର୍ଯ୍ୟନ୍ତ କୌଣସି ଭବିଷ୍ୟବାଣୀ ସତ ହୋଇଥିବାର ଦେଖାଯାଇନାହିଁ। ଏହି ଭବିଷ୍ୟବାଣୀଗୁଡ଼ିକ…

ଦୁଇ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ଖାଇଦେଲା ମଇଁଷି, ପେଟକାଟି ଡାକ୍ତର ଲଗାଇଲେ ୬୦ ଷ୍ଟିଚ

ମୁମ୍ମାଇ,୨।୧୦: ଆମେ ପ୍ରାୟତଃ ବେଳେ ବେଳେ କିଛି ଅଜବ ଘଟଣା ବିଷୟରେ ଶୁଣିଥାଉ, କିନ୍ତୁ ଏହି ଖବର ଏମିତି ଭିନ୍ନ ଯେ ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ବାସ୍ତବରେ, ମହାରାଷ୍ଟ୍ରର ୱାଶିମ ଜିଲାରେ ଏକ ମଇଁଷି ୨ ଲକ୍ଷ ଟଙ୍କା…

ବିରଳ ଘଣ୍ଟା: ଯାହା ୧୨ଟି ଉଲ୍‌କାପିଣ୍ଡରେ ହୋଇଛି ତିଆରି, ଦାମ୍‌ ଜାଣିଲେ…

ଆକାଶରୁ ଉଲ୍‌କାପିଣ୍ଡ ଖସିବା ବଡ଼ କଥା ନୁହେଁ। ଅନେକ ଥର ଆମେ ଆକାଶରେ ଏକ ବିରାଟ ଅଗ୍ନି ପେଣ୍ଡୁ ଦେଖିଛେ। ଯାହା ଖସିବା ହେତୁ ଛୋଟ ଖଣ୍ଡଗୁଡ଼ିକ ପୃଥିବୀ ଉପରେ ପଡ଼ିଥାଏ। ଏମାନଙ୍କୁ ଉଲ୍‌କାପିଣ୍ଡ କୁହାଯାଏ। ବେଳେବେଳେ ଏହି ଉଲ୍‌କାପିଣ୍ଡଗୁଡ଼ିକ ଏତେ…

ସମୁଦ୍ରରେ ୨୪ ଘଣ୍ଟା: ଗଣେଶଙ୍କ ମୂର୍ତ୍ତି ଯୋଗୁ ବଞ୍ଚିଲା ୫ମ ଶ୍ରେଣୀ ଛାତ୍ରଙ୍କ ଜୀବନ…

ଅହମଦାବାଦ,୨।୧୦ : ସୁରଟର ଏକ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଡୁମାସ ବେଳାଭୂମିରେ ଥିବା ମନ୍ଦିରକୁ ଯାଇଥିଲେ। ଲଖନ ନାମକ ଏହି ବାଳକ ସମୁଦ୍ର କୂଳରେ ଗଣେଶ ମୂର୍ତ୍ତି ବିସର୍ଜନ ଦେଖିବା ପାଇଁ ଅଜାଣତରେ ଗଭୀର ଜଳକୁ ପଳାଇ ଯାଇଥିଲେ। ପରଦିନ…

ସେପଟେ ଚାଲିଥିଲା ଆଇଏଏସ୍‌ ଟ୍ରେନିଂ, ଏପଟେ ପ୍ରେମରେ ପଡ଼ିଥିଲେ ଏହି ଅଫିସର ଯୋଡ଼ି

ମସୁରୀର ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାଶନାଲ ଏକାଡେମୀରେ ଆଇଏଏସ୍‌ର ଟ୍ରେନିଂ ଦିଆଯାଇଥାଏ। ପ୍ରତି ବର୍ଷ ୟୁପିଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅଧିକାରୀମାନେ ଏଠାରେ ଟ୍ରେନିଂ ନେବାକୁ ପହଞ୍ଚିଥାନ୍ତି। ଏହି ସେଣ୍ଟରରେ ଅନେକ ପ୍ରେମକାହାଣୀ ଗଢ଼ି ଉଠିଛି। ସେଥିରୁ ଗୋଟିଏ ହେଲା ଆଇଏଏସ୍‌…

ସମୁଦ୍ରକୂଳରେ ଛିଡ଼ା ହୋଇ ଲହଡ଼ିର ମଜା ନେଉଛି ଜଙ୍ଗଲର ରାଜା, ମନେ ପଡ଼ିଲା ‘ନାର୍ନିଆ’; ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ

ନିକଟରେ ଗୁଜରାଟ ସମୁଦ୍ରକୂଳରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ପ୍ରକୃତିକୁ ଭଲ ପାଉଥିବା ଏବଂ ପଶୁପ୍ରେମୀଙ୍କ ହୃଦୟ ଜିତିଛି। ଭାରତୀୟ ବନ ସେବା(ଆଇଏଫ୍‌ଏସ୍‌) ଅଧିକାରୀ ପରବୀନ କାଶଓ୍ବାନ ଏକ ପୋଷ୍ଟ ଶେୟାର କରିଥିଲେ। ଏଥିରେ ସମୁଦ୍ରକୂଳରେ ଜଙ୍ଗଲର ରାଜା…

ବୟସ୍କଙ୍କ ମନକୁ ଜାଣନ୍ତୁ

ଦିନେ ପାର୍କରେ ବୁଲୁ ବୁଲୁ ଦେଖିଲି କେତେଜଣ ବୟସ୍କ ଲୋକ ଗୋଟିଏ ଜାଗାରେ ଏକାଠି ବସି କଥାବର୍ତ୍ତା ହେଉଛନ୍ତି। ମୁଁ ସେମାନଙ୍କ ପାଖରେ ବସିପଡ଼ିଲି। ଏହି ସମୟରେ ଆଉ ଜଣେ ଦୁଇଜଣ ଲୋକ ଗରମ ସିଙ୍ଗଡା, ବରା ଧରି ପହଞ୍ଚତ୍ଗଲେ ଗପଟା…

ଝିଅର ନାମ ରଖିବା ନେଇ ହାଇକୋର୍ଟରେ ମାତାପିତା…

ଥିରୁଭାନନ୍ତପୁରମ,୧।୧୦ : କେରଳ ହାଇକୋର୍ଟରେ ଏକ ନିଆରା ମାମଲା ପହଞ୍ଚିଛି। ଝିଅର ନାମ ରଖିବାକୁ ନେଇ ତାଙ୍କ ମାତାପିତା ନିଜ ନିଜ ମଧ୍ୟରେ ଝଗଡା କରିଥିଲେ। ଦୁହେଁ ନିଜ ନିଜ ଅନୁସାରେ ନାମକରଣ କରିବାକୁ ଚାହୁଁଥିଲେ, କିନ୍ତୁ ପରସ୍ପର କଥା ଶୁଣିବାକୁ…

ହାଇଡ୍ରୋମ୍ୟାନ; ପାଣି ଭିତରେ କରୁଛନ୍ତି ଡ୍ୟାନ୍ସ, ଖେଳୁଛନ୍ତି କ୍ରିକେଟ୍‌ …

ପାଣି ଭିତରେ ଅଳ୍ପ କିଛି ସମୟ ରହିବା ବି ମୃତ୍ୟୁର ନିକଟତର ହେବା ଭଳି ଅନୁଭୂତ ଦିଏ। କିନ୍ତୁ ଜଣେ ଯୁବକ ପାଣି ଭିତରେ ଅନେକ ସମୟ ରହି ତା’ ଭିତରେ ଡ୍ୟାନ୍ସ କରୁଛନ୍ତି, କ୍ରିକେଟ୍‌ ଖେଳୁଛନ୍ତି, ମାଇକେଲ ଜ୍ୟାକ୍ସନଙ୍କ ପରି…

ଲୋଲିତା ପୋଷାକରେ ଯାଆନ୍ତି ଅଫିସ୍‌

ଚାଇନାର ଡି ଜିଆଙ୍ଗ ଜଣେ ବିବାହିତ ପୁରୁଷ। ବୟସ ତାଙ୍କୁ ୩୬ ବର୍ଷ। ତେବେ ସେ ଅନ୍ୟଙ୍କଠାରୁ ଟିକେ ଭିନ୍ନ। ପ୍ରତିଦିନ ସକାଳୁ ସେ ବି ଅନ୍ୟ ପୁରୁଷଙ୍କ ପରି ଅଫିସ୍‌ ଯିବାକୁ ପ୍ରସ୍ତୁତ ହୁଅନ୍ତି। ହେଲେ ପ୍ୟାଣ୍ଟ ସାର୍ଟ ପିନ୍ଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri