ଲୋକାଲ ଟ୍ରେନ୍ରେ ଅଙ୍କଲ ଡାକିବାରୁ , ଯାହା ଶୁଣିଲେ….
ମୁମ୍ବାଇ ଲୋକାଲ ଟ୍ରେନ୍ର ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟ୍ରେନ୍ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଅନ୍ୟ ଜଣଙ୍କୁ ଅଙ୍କଲ ଡାକିବାରୁ ସେ ଯାହା ଉତ୍ତର ଦେଇଛନ୍ତି ତାହା ଖୁବ୍ ମଜାଳିଆ ମନେହୁଏ। ମ୍ୟାଡାମ- ସାର ବଦଳରେ…
ଦାରିଦ୍ର୍ୟମୁକ୍ତ ପୃଥିବୀ ସମ୍ଭବ
ଦାରିଦ୍ର୍ୟ ହିଁ ସମସ୍ତ ସମସ୍ୟାର ମୁଖ୍ୟ କାରଣ। ତେବେ ଦାରିଦ୍ର୍ୟ ମୁକ୍ତ ପୃଥିବୀ ସମ୍ଭବ। ଏହାର ଦୂରୀକରଣ ପାଇଁ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅକ୍ଟୋବର ୧୭ରେ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ କରାଯାଇଥାଏ। ୧୯୮୭ ମସିହାରେ…
ନବଜାତର ଓଜନ ୩୨୮ ଗ୍ରାମ୍
ଲଣ୍ଡନ: ଦୁନିଆରେ ପ୍ରତିଦିନ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ପିଲା ଜନ୍ମ ନେଇଥାନ୍ତି। ସେଥିମଧ୍ୟରୁ କେତେଜଣ ଛୁଆ ବହୁ ହୃଷ୍ଟପୁଷ୍ଟ ତ କେତେଜଣ କମ୍ଜୋର ହୋଇଥାନ୍ତି। ନିକଟରେ ବ୍ରିଟେନର ୱେଲ୍ସରେ ଏକ ପିଲା ଜନ୍ମ ହୋଇଛି, ଯାହାର ଓଜନ ମାତ୍ର ୩୨୮ ଗ୍ରାମ୍।…
ଚଳନ୍ତା କାର୍ ଉପରେ ଖୋଲାଖୋଲି ରୋମାନ୍ସ
ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ଯାହା ଅନେକ ସମୟରେ ଆଶ୍ଚଯ୍ୟ କରିଦେଲା ଭଳି ମନେହୁଏ। ତେବେ ବର୍ତ୍ତମାନ ହାଇଦ୍ରାବାଦ୍ରେ ଏକ ଚଳନ୍ତା କାର ଉପରେ ଦମ୍ପତି ରୋମାନ୍ସ କରୁଥିବା ନଜର ଆସିଛି। ଜଣେ…
ଜୀବନସାଥୀ ଖୋଜିଖୋଜି ଥକିପଡିଲେ ଯୁବତୀ, ଲକ୍ଷଲକ୍ଷ ଖର୍ଚ୍ଚକରି …
ପ୍ରତ୍ୟେକ ଝିଅ ନିଜ ସ୍ବପ୍ନର ରାଜକୁମାର ପାଇବାକୁ ଇଚ୍ଛା କରିଥାନ୍ତି। ସେମାନେ ଚାହାନ୍ତି ଏକ ସୁନ୍ଦର ପୁଅ ସହ ବାହାହୋଇ ଘରସଂସାର କରିବାକୁ । ମାତ୍ର ଯେତେବେଳେ କେହି ଆପଣଙ୍କୁ ପସନ୍ଦ କରନ୍ତି ନାହିଁ ସେତେବେଳେ ମନ ଭାଙ୍ଗିଗଲା ଭଳି ମନେହୁଏ।…
ସ୍ୱାମୀଙ୍କୁ ଛାଡ଼ି ମାଳଦ୍ଵୀପରେ ପହଁଚିଲେ ପରିଣୀତି ଚୋପ୍ରା, ଏହି ଖାସ ବ୍ୟକ୍ତି ଉଠାଇଲେ ଫଟୋ
ମାଳଦ୍ଵୀପ,୧୬।୧୦:(୧୦) ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ଖୁବ ଚର୍ଚ୍ଚାରେ। ବିବାହ ପରେ ପରିଣୀତି ସ୍ୱାମୀଙ୍କୁ ଛାଡ଼ି ଏବେ ମାଳଦ୍ଵୀପରେ ଛୁଟି କାଟିବାକୁ ପହଞ୍ଚିଛନ୍ତି। ଏହି ସମୟର ଏକ ଫଟୋ ପରିଣୀତି ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରି…
କଷ୍ଟ ଲାଘବ କରେ ନିଶ୍ଚେତକ
ଚିକିତ୍ସା କ୍ଷେତ୍ରରେ ନିଶ୍ଚେତକର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଏହା ବିନା ସାଧାରଣ ପରୀକ୍ଷାଠାରୁ ଆରମ୍ଭ କରି ଛୋଟ ଅବା ବଡ଼ ଅପରେଶନ ସମ୍ଭବ ହୋଇପାରି ନ ଥାଏ। ନିଶ୍ଚେତକ ବ୍ୟବହାର ଦ୍ୱାରା ରୋଗୀ ଅପରେଶନ ସମୟରେ କଷ୍ଟ ଅନୁଭବ କରିପାରି ନ…
ଖାଦ୍ୟ ସଂରକ୍ଷଣ ଅପରିହାର୍ଯ୍ୟ
ବିଶ୍ୱ ଖାଦ୍ୟ ଦିବସ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୁଏ। ମିଳିତ ଜାତିସଂଘ ଦ୍ୱାରା ୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିନଟିକୁ ବିଶ୍ୱ ଖାଦ୍ୟ ଦିବସ…
ନୀରବ ନାୟକ-ନବୀନ
ନବୀନ ପଟ୍ଟନାୟକ- କେବଳ ଏକ ନାମ ନୁହେଁ, ବରଂ ଅନନ୍ୟ ସଫଳତାର ଏକ ବିରଳ କାହାଣୀ। ଏକ ଦୁର୍ବାର ରାଜନୈତିକ ଅଭିଯାନ। ସେ ଅଭିଯାନ ଯେତିକି ରୋମାଞ୍ଚକର, ସେତିକି ଉଦ୍ବୋଧନୀୟ। ରାଜନୀତିରେ ରୁଚି ନ ଥାଇ ମଧ୍ୟ ଓଡ଼ିଶାବାସୀଙ୍କ ଶ୍ରଦ୍ଧା, ଆଗ୍ରହ…
ହାଡ଼ ଖାଉଛି ଜିରାଫ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭିଡିଓ ଶେୟାର ହେଉଛି। ଯେଉଁଥିରେ ପ୍ରାଣୀମାନଙ୍କ ଅନେକ ଭିଡିଓ ରହିଛି। ଶାକାହାରୀ ପ୍ରାଣୀ ଅନେକ ସମୟରେ ସାପ ଖାଉଥିବା ନଜର ଆସିଛି। ପୂବରୁ ଆଇଏଫଏସ୍ ସୁଶାନ୍ତ ନନ୍ଦା ଏକ ଭିଡିଓ…
କେବେ ଭାବିଛନ୍ତି ଉଡ଼ନ୍ତା ବିମାନରୁ ଇନ୍ଧନ ଶେଷ ହୋଇଗଲେ କ’ଣ ହୁଏ ପରିସ୍ଥିତି, ଜାଣନ୍ତୁ ଏ ସମ୍ପର୍କରେ…
ଓଟାଓ୍ବା,୧୬ା୧୦(୦୫): କୁହାଯାଏ, ଭଲ ଜିନିଷ ସହିତ କିଛି ଖରାପ ମଧ୍ୟ ରହିଥାଏ। ଯଦି ସୁବିଧା ଉପଲବ୍ଧ ଅଛି, ତେବେ ଏହା ସହିତ ବିପଦ ମଧ୍ୟ ଅଛି। ଟେକ୍ନୋଲୋଜି ଆମର ଲାଭ ପାଇଁ ସୃଷ୍ଟି ହୋଇଛି କିନ୍ତୁ ଭୁଲ୍ କରିବାର ସମ୍ଭାବନା ସବୁଠାରେ…
ଟୁ ଇନ୍ ଓ୍ବାନ ବ୍ୟାକ୍ପ୍ୟାକ୍
ସ୍କୁଲ, କଲେଜ ହେଉ ଅବା ଅଫିସ୍ କିମ୍ବା ଆଉଟିଂ। ଯେଉଁଆଡେ ଗଲେ ବି ବ୍ୟାକ୍ପ୍ୟାକ୍ର ଆବଶ୍ୟକତା ପଡ଼େ। ଏଥିରେ ଅନେକ ଜରୁରୀ ଜିନିଷ ଆରାମରେ ରହିପାରେ। ଆଉ ଏହାକୁ ପିଠିପଟେ କ୍ୟାରି କଲେ ବିଶେଷ କଷ୍ଟ ବି ହୁଏନା। ତେଣୁ ଏହାର…
Archives


