ସମ୍ପର୍କୀୟଙ୍କ ମୃତଦେହକୁ ଖାଦ୍ୟ ଭାବରେ ଖାଇବାର ରହିଛି ପରମ୍ପରା
ବ୍ରସେଲ୍ସ,୭।୧୦: ଇଉରୋପୀୟମାନେ ଇତିହାସରେ କିପରି ଜୀବନ ବିତାଉଥିଲେ ଏନେଇ ଏକ ନୂଆ ତଥ୍ୟ ଉନ୍ମୋଚନ ହୋଇଛି। ଅଧ୍ୟୟନରେ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି। ବୈଜ୍ଞାନିକମାନେ କହିଛନ୍ତି, ପ୍ରାୟ ୧୫ହଜାର ବର୍ଷ ପୂର୍ବେ ୟୁରୋପୀୟମାନେ ସେମାନଙ୍କର ସମ୍ପର୍କୀୟଙ୍କୁ ଅନ୍ତିମ ସଂସ୍କାରରେ...
ନିଜ ସ୍ତନକ୍ଷୀରରୁ ସାବୁନ ତିଆରି କରି ବିକୁଛନ୍ତି ମହିଳା, ଦାମ୍ ଜାଣିଲେ…
ସ୍ତନ୍ୟପାନରେ ପୋଷକତତ୍ତ୍ୱ ଭରପୂର ରହିଛି। ସେଥିପାଇଁ ଡାକ୍ତରମାନେ ନବଜାତ ଶିଶୁମାନଙ୍କୁ କେବଳ ମା’ କ୍ଷୀର ପିଇବାକୁ ୬ ମାସ ପାଇଁ କୁହନ୍ତି। କିନ୍ତୁ ଜଣେ ମହିଳା ନିଜ ସ୍ତନକ୍ଷୀରରୁ ସାବୁନ ତିଆରି କରିଥିଲେ। ସେ ଜୋର୍ ଦେଇ କହିଛନ୍ତି ଯେ,...
କାହାକୁ ବିଦାୟ ଦେବା ସମୟରେ କାହିଁକି କୁହାଯାଏ ଟା ଟା, ପ୍ରକୃତ କାରଣ ଜାଣିଲେ…
ଯେତେବେଳେ ଆମେ କାହାକୁ ବିଦାୟ ଦେଇଥାଉ ଆମେ ଟା ଟା କହିଥାଉ। ଏପରିକି ଆମେ ଆମର ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ପାଇଁ ଏହି ଶବ୍ଦ ବ୍ୟବହାର କରିଥାଉ। ଏହା ନୁହେଁ ଯେ, କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକମାନେ ଏହା...
ଛତୁ ଦ୍ୱାରା ହେବ ମାନସିକ ରୋଗର ଚିକିତ୍ସା, କାନାଡା ସମେତ ଅନେକ ଦେଶ ଏହି ଚିକିତ୍ସା ଉପରେ ଦେଲେ ମଞ୍ଜୁରୀ
ଓ୍ବାଶିଂଟନ୍,୭।୧୦: ମସରୁମ(ଛତୁ) ମାନସିକ ରୋଗ ଭଲ କରିବାରେ ସହାୟକ ହୋଇପାରେ। ଏଥିରେ ମିଳୁଥିବା ମୁଖ୍ୟ ଉପାଦାନ ସିଲୋସାଇବିନ, ମାଇକ୍ରୋ-ଡୋଜିଂ ମାଧ୍ୟମରେ ମାନସିକ ରୋଗର ଚିକିତ୍ସା କରାଯାଇପାରିବ। ଦକ୍ଷିଣ ଡେନମାର୍କ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ପ୍ରସଙ୍ଗରେ ଅନୁସନ୍ଧାନ କରି ନୂଆ ତଥ୍ୟ...
ଆମେରିକାର ହ୍ବାଇଟ ସ୍ୟାଣ୍ଡ ନ୍ୟାସନାଲ ପାର୍କରେ ମିଳିଲା ୨୩ହଜାର ପୁରୁଣା ମଣିଷ ପାଦଚିହ୍ନ
ଓ୍ବାଶିଂଟନ୍,୭।୧୦: ଆମେରିକାର ନ୍ୟୁ ମେକ୍ସିକୋର ହ୍ବାଇଟ ସ୍ୟାଣ୍ଡ ନ୍ୟାସନାଲ ପାର୍କରେ ୨୩ହଜାର ପୁରୁଣା ମଣିଷ ପାଦ ଚିହ୍ନ ମିଳିଛି। ଏକ ଅଧ୍ୟୟନରେ କୁହାଯାଇଛି ଯେ ଆମେରିକାରେ ଏପର୍ଯ୍ୟନ୍ତ ମିଳିଥିବା ପୁରାତନ ମଣିଷର ଅଂଶବିଶେଷ ମଧ୍ୟରୁ ଏହା ଅନ୍ୟତମ। ଏହି ପାଦଚିହ୍ନଗୁଡିକ...
ଯାତାୟାତର ମାଧ୍ୟମ କୁକୁର
ଆପଣ ଏପରି ଏକ ଦେଶ ବିଷୟରେ କେବେ କଳ୍ପନା କରିଛନ୍ତି କି? ଯେଉଁଠି ଗାଡ଼ି ରାସ୍ତା ନାହିଁ କି ରେଳରାସ୍ତା ମଧ୍ୟ ନାହିଁ। ଲୋକମାନେ କୁକୁର ଉପରେ ବସି ଯାତ୍ରା କରିଥାନ୍ତି। ଏପରି ଏକ ଦେଶ ହେଉଛି ଗ୍ରୀନ୍ଲାଣ୍ଡ। ଆର୍କଟିକ୍ର...
ବାପାଙ୍କୁ ବିକ୍ରି କରିବେ ୮ ବର୍ଷର ଝିଅ, ଘର ବାହାରେ ମାରିଲେ ପୋଷ୍ଟର
ବିଦେଶରେ ମା’ବାପା କିଛି କଲେ ପିଲା ପୋଲିସ ଡାକିବାର ନଜିର ରହିଛି। କିଛି ଏଭଳି ଘଟଣାକ୍ରମରେ ୮ ବର୍ଷର ଝିଅ ନିଜ ବାପାଙ୍କୁ ବିକ୍ରି କରିବାକୁ ବିଜ୍ଞାପନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏ ସଂକ୍ରାନ୍ତରେ ଏକ ଫଟୋ ସୋସିଆଲ ମିଡିଆରେ...
ଋତୁ ବଦଳିବା ସହ ରଙ୍ଗ ବଦଳାଏ ଏହି ନଦୀ, ନାଁ ବି ଇନ୍ଦ୍ରଧନୁ…
ଦୁନିଆରେ ଅନେକ ପ୍ରକାରର ନଦୀ ରହିଛି, ଯାହାର ନିଜର ସ୍ବତନ୍ତ୍ରତା ରହିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ନଦୀ ଏଭଳି ଅଛି, ଯାହା ବେଶ ନିଆରା। କାରଣ ଏହା ଦେଖିବାକୁ ବିଲକୁଲ୍ ଇନ୍ଦ୍ରଧନୁ ଭଳି। ଏହି ନଦୀର ନାମ ହେଉଛି କାନୋ...
ଉଚ୍ଚତା ସାଢେ ୩ ଫୁଟ, ହେଲେ ଆକାଶ ଛୁଇଁବାର ନିଶା; ବେଶ ପ୍ରେରଣାଦାୟୀ ଆଇଏଏସ୍ ଅଫିସର ଆରତୀଙ୍କ ଜୀବନକାହାଣୀ…
ଉଚ୍ଚତା ସାଢ଼େ ୩ ଫୁଟ। ହେଲେ ଆକାଶକୁ ଛୁଇଁବା ନିଶା। ଆଜି ଆମେ ଏଭଳି ଜଣେ ଆଇଏଏସ୍ ଅଫିସରଙ୍କ କାହାଣୀ ବିଷୟରେ କହିବୁ ଯିଏ ସମସ୍ତଙ୍କଠାରୁ ଭିନ୍ନ, ଯାହାଙ୍କ ଉଚ୍ଚତା ନୁହେଁ ବରଂ କାମ କଥା କହିଥାଏ। ସେ ହେଉଛନ୍ତି...
କୁମ୍ଭକର୍ଣ୍ଣ ପରି ଶୁଅନ୍ତି ଏହି ମହିଳା, ଜନ୍ମଦିନ ବି ଭୁଲିଯାନ୍ତି, କାରଣ ଜାଣିଲେ…
ଆପଣ କୁମ୍ଭକର୍ଣ୍ଣଙ୍କ ବିଷୟରେ ଶୁଣିଥିବେ ନିଶ୍ଚୟ। ଯିଏ ଗୋଟିଏ ବର୍ଷରେ ୬ ମାସ ପର୍ଯ୍ୟନ୍ତ ଶୁଅନ୍ତି। ସେ ଭଗବାନ ବ୍ରହ୍ମାଙ୍କଠାରୁ ଏପରି ବର ପାଇଥିଲେ। ଥରେ ସେ ଶୋଇବାକୁ ଗଲେ, ତାଙ୍କ ନିଦ କେବେ ଭାଙ୍ଗି ନ ଥିଲା। ପୁରାଣରେ...
୧୦୪ ବର୍ଷୀୟାଙ୍କ ସ୍କାଏଡାଇଭିଂ
ଲଣ୍ଡନ: ବର୍ତ୍ତମାନ ସମୟରେ ୬୦ ବର୍ଷ ପରେ ଅଣ୍ଟା ସଳଖି ଚାଲିବା ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ଆଉ ଫିଟ୍ ହୋଇ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା କେତେଜଣଙ୍କ ପକ୍ଷରେ ସମ୍ଭବ ହେଉଛି। ତେବେ ନିକଟରେ ଜଣେ ୧୦୪ ବର୍ଷୀୟା...
୨ ଲକ୍ଷ ପାଇଁ ପିଇଲେ ୧ ଲିଟର ମଦ
ବେଜିଂ: ଲୋକେ ପ୍ରତିଯୋଗିତା ପାଇଁ ବିଭିନ୍ନ ସ୍ତରକୁ ପାର କରିଯା’ନ୍ତି। ଏଥିପାଇଁ ସେମାନଙ୍କୁ ଅନେକ କ୍ଷତି ମଧ୍ୟ ସହିବାକୁ ପଡ଼ିଥାଏ। ନିକଟରେ ୨ ଲକ୍ଷ ପୁରସ୍କାର ପାଇଁ ଜଣେ ବ୍ୟକ୍ତି ଏକାଥରେ ୧ ଲିଟର ମଦ ପିଇଥିବା ଜଣାପଡ଼ିଛି। ପରେ...
Archives


