ଫୁରସତ

ୟୁଟ୍ୟୁବରେ ପ୍ରଥମ ଭିଡିଓ କେବେ ପୋଷ୍ଟ ହୋଇଥିଲା ଜାଣନ୍ତି କି: ଭିଡିଓରେ କୁହାଯାଇଥିଲା ଏମିତି

ଆଜିକାଲି ୟୁଟ୍ୟୁବ ସମଗ୍ର ବିଶ୍ୱ ପାଇଁ ମନୋରଞ୍ଜନର ଏକ ବଡ଼ ଉତ୍ସ। ଗୋଟିଏ ପଟେ କୋଟି କୋଟି ଲୋକ ଏଠାରୁ ନିଜକୁ ମନୋରଞ୍ଜନ କରୁଥିବାବେଳେ ଅନ୍ୟ ପଟେ ଲକ୍ଷ ଲକ୍ଷ ଲୋକ ମଧ୍ୟ ଏହି ପ୍ଲାଟଫର୍ମ ସାହାଯ୍ୟରେ ଟଙ୍କା ରୋଜଗାର କରନ୍ତି।…

ଜୋର ଜବରଦସ୍ତ ଅଜଗରକୁ ଧରି ମଦ ପିଆଇଲେ କିଛି ଯୁବକ, ଭିଡିଓ ଭାଇରାଲ ପରେ…

ଦକ୍ଷିଣ ଆଫ୍ରିକାରୁ ଏକ ବିବ୍ରତ କଲାଭଳି ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କିଛି ମଦ୍ୟପ ଯୁବକ ୬ ଫୁଟ ଲମ୍ବ ଏକ ଅଜଗରକୁ ଧରି ଜୋରଜବରଦସ୍ତ ମଦ ପିଆଉଥିବା ଦେଖାଯାଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଙ୍କ ମନରେ…

ରିଲ୍ସ ପାଇଁ ଗଲା ଚାକିରି, ଦୁଇ ଦିନ ତଳେ ପାଇଥିଲେ ନିଯୁକ୍ତି…

ଲକ୍ଷ୍ନୌ,୨୨।୧୦ : ଆଜିକାଲି, ସୋସିଆଲ ମିଡିଆରେ ରିଲ୍ସ ବେଶ ଲୋକପ୍ରିୟ ହେବାରେ ଲାଗିଛି। , ଲୋକମାନେ ନାମ ଏବଂ ଖ୍ୟାତି ପାଇବା ପାଇଁ କିମ୍ବା ଅନ୍ୟ ଅର୍ଥରେ ସମାଜରେ ନିଜର ପରିଚୟ ସୃଷ୍ଟି କରିବାକୁ ରିଲ୍ସର ସାହାଯ୍ୟ ନେଉଛନ୍ତି। ସେହିପରି ବର୍ତ୍ତମାନ…

୫ମ ଶ୍ରେଣୀ ପିଲା ତିଆରି କଲେ ଏମିତି ରୋବଟ୍‌, ଯାହା ଟେସ୍‌ଲାକୁ ଦେବ କଡ଼ା ଟକ୍କର

ଅଟୋମୋବାଇଲ କ୍ଷେତ୍ରରେ କ୍ରମାଗତ ଭାବରେ ନୂତନ ଉଦ୍ଭାବନ ହେଉଛି। ଅନେକ ବଡ଼ କମ୍ପାନୀ ଏହା ଉପରେ ଏକାଠି କାମ କରୁଛନ୍ତି । ଜାମୁଇ ଜିଲାରେ ୫ମରୁ ଅଷ୍ଟମ ଶ୍ରେଣୀର ପିଲାମାନେ ଏପରି କାର୍ଯ୍ୟ କରିଛନ୍ତି ଯେ, ଏହା ବଡ଼ ଅଟୋମୋବାଇଲ କମ୍ପାନୀଗୁଡ଼ିକ…

ଅଳିଆ ଗଦାରେ କଲେ ପ୍ରି ଓ୍ବେଡିଂ ଫଟୋଶୁଟ୍‌

ତାଇପେଇ,୨୨।୧୦: ପ୍ରି ଓ୍ବେଡିଂ ଫଟୋଶୁଟ ପାଇଁ ପ୍ରତିଟି କପୁଲ ଭଲ ସ୍ଥାନ ବାଛିଥାନ୍ତି। ବିବାହ ପୂର୍ବରୁ ଏହି ଫଟୋଶୁଟ୍‌ର ଚାହିଦା ମଧ୍ୟ ଅଧିକ। ଏଥିପାଇଁ ସେମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। କିନ୍ତୁ ତାଇୱାନର ଏକ ଦମ୍ପତି ଏକ ଅଜବ ଧରଣର…

ଲୋମ ଟାଙ୍କୁରା ଦୃଶ୍ୟ: କାର୍‌ରେ ପିଟିହୋଇ ପଡିଲେ ଟ୍ୟାଙ୍କର ଚକା ତଳେ, ଏତେ ପରେବି…

ରାସ୍ତାରେ ଯାଉଥିବା ସମୟରେ ସତର୍କତା ଅବଲମ୍ବନ କରିବା ଜରୁରୀ। ତେବେ ଅନେକ ସମୟରେ ବିପଦ କେଉଁଠୁ କେମିତି ଆସି ପହଞ୍ଚି ଯାଏ ତାହା ଜାଣିବା କଷ୍ଟକର। ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳୁଛି। ଯାହାକୁ…

ଲିକ୍‌ ହେଉଛି ପୃଥିବୀର ମୂଳ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ବୈଜ୍ଞାନିକମାନେ ପ୍ରାଚୀନ ଲାଭାରେ ଏକ ରହସ୍ୟମୟ ଉପାଦାନ ପାଇଛନ୍ତି, ଯାହା ବିଷୟରେ ସେମାନେ ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି। ସେହି ଉପାଦାନର ଆବିଷ୍କାର ତତ୍ତ୍ୱକୁ ଆଗେଇ ନେଇଛନ୍ତି। ପୃଥିବୀର ମୂଳରୁ ଏକ ଲିକ୍‌ ଅଛି। କାରଣ ମିଳିଥିବା ଉପାଦାନଟି ଆମ ଗ୍ରହର ଭିତର…

ବେକର ଚଉଡ଼ା ୨୦ ଇଞ୍ଚ

ବୋଗୋଟା: ସାଧାରଣତଃ ମଣିଷଙ୍କ ବେକର ମୋଟା ୧୪ରୁ ୧୭ ଇଞ୍ଚ ମଧ୍ୟରେ ହୋଇଥାଏ। ହେଲେ ନିକଟରେ କଲମ୍ବିଆର ବଡିବିଲ୍ଡରଙ୍କ ବେକ ସବୁଠୁ ମୋଟା ବୋଲି ଜଣାପଡ଼ିଛି। ତାଙ୍କ ବେକର ଚଉଡ଼ା ୨୦ ଇଞ୍ଚ। ଫିଟ୍‌ନେସ୍‌ ଜଗତରେ ବଡିବିଲ୍ଡର ରୁବେଲ ମସ୍‌କେ୍ୟୁରାଙ୍କୁ ସବୁଠୁ…

ପଥରରେ ଗୁପ୍ତ ଟ୍ରେଜର ନକ୍ସା

ପ୍ୟାରିସ୍‌: ନିକଟରେ ବୈଜ୍ଞାନିକମାନେ ୪ହଜାର ବର୍ଷ ପୁରୁଣା ଏକ ରହସ୍ୟମୟ ପଥର ବାବଦରେ କିଛି ତଥ୍ୟ ହାସଲ କରିଛନ୍ତି। ସେମାନଙ୍କ କହିବା କଥା କି, ପଥର ଉପରେ ହୋଇଥିବା କଳାକୃତି ପ୍ରକୃତରେ ଏକ ପ୍ରକାରର ଗୁପ୍ତ ଟ୍ରେଜର। ନକ୍ସା ଅଟେ। କାଂସ୍ୟ…

ଡାକ୍ତର ପରିବାର, ଏବେ ୧୪୦ରୁ ଉର୍ଦ୍ଧ୍ୱ ସଦସ୍ୟ ଡାକ୍ତରୀ ପେସାରେ…

୧୯୧୯ରୁ ଆଜି ପର୍ଯ୍ୟନ୍ତ ଦିଲ୍ଲୀର ସଭରଓ୍ବାଲ ପରିବାରର ୫ ପିଢି ଡାକ୍ତରୀକୁ ନିଜର ପେସା କରି ଆସିଛନ୍ତି। ଫଳରେ ଏବେ ଏହି ପରିବାରରେ ୧୪୦ରୁ ଉର୍ଦ୍ଧ୍ୱ ସଦସ୍ୟ ଡାକ୍ତରୀ ପେସାରେ ଅଛନ୍ତି। ୧୯୧୯ରେ ଲାଲା ଜୀବନମାଲ ସଭରଓ୍ବାଲ ଯେକି ଲାହୋରରେ ଷ୍ଟେସନ…

ଦର୍ପଣ ଶୁଣାଇବ ଗୀତ, କେବଳ ଟଚ୍‌ କଲେ…

ଆଜିକାର ହାଇଟେକ୍‌ ଯୁଗରେ ଛୋଟରୁ ବଡ଼ ସବୁ ଜିନିଷ ବେଶ ଉନ୍ନତ ଧରଣର ହୋଇଗଲାଣି। ଏମିତିକି ଦର୍ପଣ ବି ଆଉ ଖାଲି ଚେହେରା ଦେଖିବା ଲାଗି ଉଦ୍ଦିଷ୍ଟ ନୁହେଁ। ଏବେ ଏଥିରୁ ଗୀତ ବି ଶୁଣି ହେବ। କାରଣ ଟଚ୍‌ସ୍କ୍ରିନ ଏମ୍‌ପିଥ୍ରୀ…

ଯାହାବି କରୁଛ କର…

ସାହୁଭାଇ ଟାଇଁ ଟାଇଁ ଖରାରେ ଜମିବାଡ଼ି ମାମଲାରେ ତହସିଲ ଅଫିସରୁ ଚାରି କିଲୋମିଟର ଚାଲିଚାଲି ଘରେ ପହଞ୍ଚିଲେ l ଶାନ୍ତି ଭାଉଜ ତାଙ୍କ ପତିଙ୍କ ହାଁ ଭୋକ -ହାଁ ଶୋଷ ଲାଗୁଥିବା -ହାଲିଆ ଦିଶୁଥିବା ଜାଣି, ବେଲାଏ ବାସିପଖାଳରେ ଦି’ପୋଷ ବସାଦହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri