ଜଳବାୟୁ ପରିବର୍ତ୍ତନରୁ ଓଡ଼ଶ ବଂଶବୃଦ୍ଧି
ସିଓଲ,୧୬ା୧୧: ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତର କୋରିଆ ସମେତ ସାରା ବିଶ୍ୱରେ ଓଡ଼ଶଙ୍କ ବଂଶବୃଦ୍ଧି ଚିନ୍ତାର କାରଣ ପାଲଟିଛି। ୭୦-୮୦ ଡିଗ୍ରୀ ଫାରେନ୍ହିଟ୍ (୨୧-୨୭ ଡିଗ୍ରୀ ସେଲସିଅସ୍) ତାପମାତ୍ରା ଏହି ରକ୍ତ ଶୋଷଣକାରୀ ପୋକକୁ ସୁହାଉଥିବାରୁ ଅସ୍ବାଭାବିକ ଉଷ୍ମତା ବୃଦ୍ଧିକୁ ଏଥିପାଇଁ…
ଦୁନିଆର ସବୁଠୁ ବଡ଼ ନାମ: ପଢ଼ିବାକୁ ଲାଗିବ ୧ ଘଣ୍ଟାରୁ ଅଧିକ ସମୟ, ଜାଣନ୍ତୁ ଏଥିରେ ରହିଛି କେତେ ସଂଖ୍ୟା…
ମହାନ ଲେଖକ ତଥା ନାଟ୍ୟକାର ଓ୍ବିଲିୟମ ସେକ୍ସପିୟର କହିଥିଲେ, ନାମରେ କ’ଣ ଅଛି? କିନ୍ତୁ ସତକଥା ହେଉଛି ଜଣେ ବ୍ୟକ୍ତିଙ୍କ ନାମ ହେଉଛି ତାଙ୍କର ପରିଚୟ ଏବଂ ନାମ ମଧ୍ୟ ତାଙ୍କ ଭାବମୂର୍ତ୍ତି ଉପରେ ବହୁତ ପ୍ରଭାବ ପକାଇଥାଏ। ଏହି କାରଣରୁ…
ପାଠ ମାତ୍ର ଅଷ୍ଟମ ଶ୍ରେଣୀ, ମାତ୍ର ୧୮ଦିନରେ ନିଜେ ବନାଇଦେଲେ ଚାରି ଚକିଆ ଗାଡି
ଫରିଦପୁର,୧୫।୧୧: ଇଛାଶକ୍ତି ଦ୍ୱାରା କୌଣସି କାର୍ଯ୍ୟ ମଧ୍ୟ ଅସମ୍ଭବ ନୁହେଁ। ଦୃଢ ଇଛାଶକ୍ତି ରହିଲେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସହଜରେ ଓ ସରଳରେ ହୋଇଯାଏ। ଆମେ କହୁଛୁ ଉତ୍ତରପ୍ରଦେଶର ଫରିଦପୁରର ଜଣେ ୧୯ବର୍ଷିୟ ଯୁବକଙ୍କ ବିଷୟରେ। ଅଷ୍ଟମ ଯାଏଁ ପାଠ ପଢି…
ଲଞ୍ଚ ହେଲା ଦୁନିଆର ଦ୍ରୁତତମ ଇଣ୍ଟରନେଟ ସେବା, ଗୋଟିଏ ସେକେଣ୍ଡରେ ଡାଉନଲୋଡ ହେବ ୧୫୦ ଫିଲ୍ମ
ବେଜିଂ,୧୫।୧୧: ବିଶ୍ୱର ସବୁଠାରୁ ଦ୍ରୁତ ଇଣ୍ଟରନେଟ ସେବା ଲଞ୍ଚ ହୋଇଛି। ଏହାଦ୍ୱାରା ଅଲଲାଇନରେ ଗୋଟିଏ ସେକେଣ୍ଡରେ ୧୫୦ରୁ ଅଧିକ ଫିଲ୍ମ ଡାଉନଲୋଡ କରିହେବ। ଚାଇନା କମ୍ପାନୀ ବିଶ୍ୱର ସବୁଠାରୁ ଦ୍ରୁତତମ ଇଣ୍ଟରନେଟ ନେଟଓ୍ବର୍କର ଲଞ୍ଚ କରିଛି। କମ୍ପାନୀ ଦାବି କରିଛି ଯେ,…
୨ଦିନରେ ଦେଶ ହରାଇଲା ୩କୋଟିପତି ବ୍ୟବସାୟୀ, ଜାଣନ୍ତୁ ସେମାନଙ୍କ ପ୍ରେରଣାଦାୟକ ଯାତ୍ରା
ନୂଆଦିଲ୍ଲୀ,୧୫।୧୧: ନିକଟରେ ୨ଦିନ ମଧ୍ୟରେ ଦେଶର ୩କୋଟିପତି ବ୍ୟବସାୟୀଙ୍କ ପରଲୋକ ହୋଇଛି। ସେମାନେ ହେଲେ କେଦାରନାଥ ଅଗ୍ରଓ୍ବାଲ, ଓବରଏ ଓ ସୁବ୍ରତ ରୟ। ଦେଶରେ କେଦାରନାଥ ଅଗ୍ରଓ୍ବାଲଙ୍କୁ ଅବା କିଏ ନଜାଣେ। ଯେଉଁ କମ୍ପାନୀର ମିଠା କେବଳ ଦେଶରେ ନୁହେଁ ଅନ୍ତର୍ଜାତୀୟ…
ଶାକାହାରୀ କୁମ୍ଭୀର ବବିୟାର ମୃତ୍ୟୁ ପରେ ମନ୍ଦିର ପୋଖରୀରେ ଦେଖାଗଲା ଆଉ ଏକ କୁମ୍ଭୀର, ଲୋକେ କହିଲେ ବବିୟାର ଅବତାର
କାସରଗୋଡ,୧୫।୧୧: ଏଇଟା ଚମତ୍କାର ନା ଅବତାର କହିଲେ ଅତ୍ୟୁକ୍ତି ହେବନାହିଁ। କେରଳର କାସରଗୋଡ ସ୍ଥିତ ଶ୍ରୀ ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିର ପୋଖରୀରେ ଥିବା ଶାକାହାରୀ କୁମ୍ଭୀର ବବିୟାର ଗଲାବର୍ଷ ମୃତ୍ୟୁବରେ ପୋଖରୀରେ ପୁଣି ଏକ କୁମ୍ଭୀରକୁ ଦେଖିବାକୁ ମିଳିଛି। ଏହି ପୋଖରୀରେ…
ଆଗକୁ ଅସହ୍ୟ ତାତି, ମୃତ୍ୟୁ ସଂଖ୍ୟା ହେବ ୫ ଗୁଣା, ୧୨ କୋଟି ୭୦ ଲକ୍ଷରୁ ଅଧିକ ରହିବେ ଭୋକିଲା…
ଲଣ୍ଡନ,୧୫।୧୧ : ଆଗକୁ ଅସହ୍ୟ ତାତି ଯୋଗୁ ହେବାକୁ ଥିବା ମୃତ୍ୟୁ ବିଷୟରେ ଲାନସେଟ ପତ୍ରିକା ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ଯଦି ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ତାପମାତ୍ରା ୨ ଡିଗ୍ରୀ ସେଲସିୟସ…
୨ ଗର୍ଭାଶୟରେ ୨ ଶିଶୁ
ମଣ୍ଟେଗୋମେରି ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ବେଶ୍ ନିଆରା ଅନୁଭୂତି ହୋଇଥାଏ। ନିକଟରେ ଆମେରିକାର ଜଣେ ମହିଳା ଗର୍ଭବତୀ ଅଛନ୍ତି। ତେବେ ସେହି ମହିଳା ତାଙ୍କ ଗର୍ଭରେ ଦୁଇଟି ଶିଶୁଙ୍କୁ ଧାରଣ କରିଛନ୍ତି। ହେଲେ ଉକ୍ତ ଦୁଇ ଶିଶୁ ଯାଆଁଳା…
ସର୍ବାଧିକ ସମୟ ରୋଷେଇ କରି ୨ ବିଶ୍ୱ ରେକର୍ଡ
ଟୋକିଓ: ନିକଟରେ ଜାପାନର ସେଫ୍ ଆଲାନ ଫିଶର ରୋଷେଇକରି ୨ଟି ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ମାଟ୍ସୁସ୍ଥିତ ନିଜ ଆଇରିଶ ଥିମ୍ଡ ରେଷ୍ଟୁରାଣ୍ଟରେ ସେ ୧୧୯ ଘଣ୍ଟା ୫୭ ମିନିଟ୍ ସର୍ବାଧିକ ସମୟ ରୋଷେଇକରି ବିଶ୍ୱ ରେକର୍ଡ କରିଛନ୍ତି। ପୂର୍ବରେ ବିଶ୍ୱ…
ବାଇକରେ ରକେଟ ଲଗାଇ ଷ୍ଟଣ୍ଟ କଲେ ଯୁବକ, ଭିଡିଓ ଭାଇରାଲ…
ଚେନ୍ନାଇ,୧୪।୧୧ : ତିରୁଚିରାପଲ୍ଲୀ ପୋଲିସ ମଙ୍ଗଳବାର ଦିନ ଆଇପିସିର ବିଭିନ୍ନ ବିଭାଗ ଏବଂ ମୋଟର ଯାନ ଅଧିନିୟମ ଅନ୍ତର୍ଗତ ୧୦ ଜଣଙ୍କୁ ମୋଟରସାଇକେଲ ଚଲାଇ ବାଣ ଫୁଟାଉଥିବା ବେଳେ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଅଭିଯୋଗରେ ଗିରଫ କରିଛି। ତ୍ରିଚି ଏସପି…
କୋଟିପତିଙ୍କ ନିକଟରେ ଥାଏ ଏହି ୩ ଗୁଣ, ଆପଣାଇଲେ ଆପଣ ବି ହୋଇପାରିବେ କୋଟିପତି
ଭାରତରେ ଦୀପାବଳି ପାଳନ କରାଯାଇଛି। ଯଦି ଆପଣ ମଧ୍ୟ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହାଁନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭ ଦେବ। ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ସେହି ତିନୋଟି ମନ୍ତ୍ରକୁ କହିଛନ୍ତି, ଯାହାକୁ ଆପଣ ଗ୍ରହଣ…
ବଡ଼ପଣ ଦେଖାଇଲେ ଧୋନୀ, ପ୍ରଶଂସକଙ୍କୁ ଖୁସିକରିବାକୁ ବିଏମ୍ଡବ୍ଲ୍ୟୁରେ…
କ୍ୟାପଟେନ କୁଲ୍ଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ବେଶ୍ ଆଗ୍ରହୀ। ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ପରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମିନାହିଁ। ଏବେ ତାଙ୍କ କ୍ରେଜ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି। ମାହି ମଧ୍ୟ ତାଙ୍କ ପ୍ରଶଂସକଙ୍କୁ…
Archives


