ଫୁରସତ

ପ୍ରାଣୀଙ୍କ ପାଇଁ ଛାଡ଼ିଲେ ୬୦ ଲକ୍ଷର ଚାକିରି

ୱାଶିଂଟନ: ବହୁତ ଲୋକ ନିଜ ଘରେ ଗୃହପାଳିତ ପ୍ରାଣୀ(ପେଟ୍‌)ଙ୍କୁ ରଖିଥାନ୍ତି। ସେମାନେ ପ୍ରାଣୀଙ୍କୁ ଏତେ ଭଲ ପାଆନ୍ତି ଯେ, ତାଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥା’ନ୍ତି। ହେଲେ ଅନେକ ସମୟରେ ସେମାନେ ତାଙ୍କ ପେଟ୍‌ଙ୍କ ଭାଷା ବୁଝିବାରେ ସକ୍ଷମ ହୋଇ…

ରୋହିତଙ୍କ ଭାବପ୍ରବଣ ଫଟୋ ପୋଷ୍ଟ କରି କପିଲ ଦେବ ଲେଖିଲେ ଏମିତି, ପ୍ରଶଂସକ କହିଲେ…

୨୦୨୩ ବିଶ୍ୱକପରେ ଭାରତର ପରାଜୟ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଛି। ମାତ୍ର ଯେତେବେଳେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଆଖିରେ ପ୍ରଶଂସକମାନେ ଲୁହ ଦେଖିଲେ, ସେମାନେ ଭାବପ୍ରବଣ ହୋଇଯାଇଥିଲେ। ଏ ନେଇ ଅନେକ ୟୁଜର୍ସ ଏବଂ ସେଲିବ୍ରିଟି ଲେଖିଛନ୍ତି, …

ରାମ ନା ରାବଣଙ୍କ ପରି ଜୀବନସାଥୀ ଆବଶ୍ୟକ: ଯୁବତୀ ଦେଲେ ଆଶ୍ଚର୍ଯ୍ୟଜନକ ଉତ୍ତର, ଭିଡିଓ ଭାଇରାଲ

ବିବାହ ପୂର୍ବରୁ ଲୋକଙ୍କୁ ପ୍ରାୟତଃ ପଚରାଯାଏ ଯେ, ସେମାନେ କେଉଁ ପ୍ରକାର ଜୀବନ ସାଥୀ ଚାହୁଁଛନ୍ତି। ଏହା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ମହିଳା କିଛି ଯୁବତୀଙ୍କୁ ସେମାନଙ୍କ ଜୀବନ ସାଥୀ…

ସମୁଦ୍ର ମଝିରେ ଶହଶହ ଫୁଟ ଉପରେ ତିଆରି ହୋଇଛି ଏହି ଲାଇଟ୍‌ହାଉସ୍‌, ଭିଡିଓ ଦେଖିଲେ ପାଦତଳୁ ଖସିଯିବ ମାଟି

ପୃଥିବୀରେ ଅନେକ ସ୍ଥାନ ଅଛି, ଯାହା ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛି। ଆଜି ଆମେ ଏପରି ଏକ ଲାଇଟ୍‌ହାଉସ୍‌ ବିଷୟରେ କହିବାକୁ ଯାଉଛୁ ଯାହା କେବଳ ଜାହାଜ ପାଇଁ ଦିଗ ସୂଚାଇବାରେ ସହାୟକ ହୁଏ ନାହିଁ, ଏହା ଏକ ସ୍ଥାପତ୍ୟର…

ବେଡ୍‌ମେଟ୍‌ ଖୋଜୁଛନ୍ତି ଯୁବତୀ, ନିଜର ଅଧା ବେଡ୍‌ ଦେବେ ଭଡା, ମାସକୁ ୫୪ ହଜାର…

ଟରୋଣ୍ଟୋ,୨୦।୧୧ : ଯେଉଁମାନେ ନିଜ ସାଥୀଙ୍କ ସହିତ ଶୋଇଥାନ୍ତି, ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଡବଲ ବେଡ୍‌ ପର୍ଯ୍ୟାପ୍ତ ନୁହେଁ। ତଥାପି, ଯେଉଁମାନେ ଅବିବାହିତ, ସେମାନେ ଶୋଇବା ପାଇଁ ବେଡ୍‌ର କେବଳ ଗୋଟିଏ ଅଂଶ ଆବଶ୍ୟକ କରନ୍ତି। ଏପରି ପରିସ୍ଥିତିରେ ବେଡ୍‌ର ଦ୍ୱିତୀୟ…

ଶିଶୁଙ୍କ ଅଧିକାର ନେଇ ସଚେତନତା

ଅନ୍ତର୍ଜାତୀୟ ସ୍ତରରେ ଶିଶୁଙ୍କ ବିକାଶ ଏବଂ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୨୦ରେ ଅନ୍ତର୍ଜାତୀୟ ଶିଶୁ ଦିବସ ପାଳନ କରାଯାଇଥାଏ। ୧୯୨୫ରେ ଶିଶୁ କଲ୍ୟାଣ ଉପରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସମ୍ମିଳନୀରେ ଜେନେଭାରେ ଅନ୍ତର୍ଜାତୀୟ ଶିଶୁ ଦିବସ…

ପ୍ରାଣୀର ନିଷ୍ପତ୍ତି ଗ୍ରହଣକୁ ପ୍ରଭାବିତ କରେ କ୍ଷୁଧା

ନୂଆଦିଲ୍ଲୀ,୨୦ା୧୧(ପି.ଟି.): କ୍ଷୁଧା ପ୍ରାଣୀର ନିଷ୍ପତ୍ତି ଗ୍ରହଣ କରିବା ସାମର୍ଥ୍ୟକୁ ପ୍ରଭାବିତ କରିବା ସହ ସେମାନଙ୍କ ଆଚରଣରେ ପରିବର୍ତ୍ତନ ଆଣିଥାଏ। ମୂଷାମାନଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆନ୍ତଃଉତ୍ପାଦିତ କ୍ଷୁଧା ହର୍ମୋନ ପ୍ରାଣୀମାନଙ୍କ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ପ୍ରଭାବିତ କରିବା…

ଗଛରୁ ଝରଣା ଭଳି ଅବିରତ ବହିଚାଲିଛି ପାଣି, ଭିଡିଓ ଦେଖିଲେ କହିବେ…

ପୃଥିବୀ ରହସ୍ୟରେ ପରିପୂର୍ଣ୍ଣ। ଆପଣ ଅନେକ ସ୍ଥାନରେ ଚମତ୍କାର ଜିନିଷ ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆର ଯୁଗ ଆସିବା ଦିନଠାରୁ ସାରା ବିଶ୍ୱରୁ ଏଭଳି ଜିନିଷ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଛୁ। ଆଜିକାଲି ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ…

ଆଧ୍ୟାତ୍ମିକ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ

ବେଶ୍‌ କିଛି ବର୍ଷ ହେଲା ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁ ଅନେକ ବଡ଼ ବ୍ୟବସାୟ ପ୍ରତିଷ୍ଠାନର ସ୍ଥିତି ଦୋହଲି ଯାଇଥିବା ବେଳେ କେବଳ ଏହି ଗୋଟିଏ ମାତ୍ର ବ୍ୟବସାୟର ଅଭିବୃଦ୍ଧି ଘଟିଛି । ଏହି ବ୍ୟବସାୟ ହେଲା ଆଧ୍ୟାତ୍ମିକ ବ୍ୟବସାୟ ।…

କ୍ୟୁଆର୍‌ କୋଡ ଲକେଟ୍‌: ନିରୁଦ୍ଦିଷ୍ଟଙ୍କୁ ଖୋଜିବା ହୋଇଯିବ ସହଜ…

ଖବରକାଗଜରେ ପ୍ରାୟ ସବୁଦିନ ନିରୁଦ୍ଦିଷ୍ଟଙ୍କ ଖବର ଦେଖିବାକୁ ମିଳେ। ପ୍ରାୟତଃ ଛୋଟ ପିଲା, ବୃଦ୍ଧବୃଦ୍ଧା, ମାନସିକ ରୋଗୀମାନେ ହଜି ଥାଆନ୍ତି। ଆଉ ଏଇ ଆଧୁନିକ ଯୁଗରେ ବି ଅନେକ ସମୟରେ ସେମାନଙ୍କୁ ଖୋଜି ବାହାର କରି ହୁଏନା। ଯାହାକି ଅକ୍ଷୟ ରିଡଲାନ୍‌…

ଏପରି ତିଆରି କରାଯାଏ ରସୁଣ ବାଣ, ଭିଡିଓ ଦେଖିଲେ…

ନିକଟରେ ଯାଇଛି ଦୀପାବଳି। ସାରା ଦେଶର ଅନେକ ସ୍ଥାନରେ ପ୍ରଦୂଷଣ ବୃଦ୍ଧି ହେତୁ ଏହି ଦୀପାବଳିରେ ଅଗ୍ନି ନିର୍ବାପକ ବିକ୍ରୟ ତଥା ଜାଳିବା ଉପରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲଗାଯାଇଥିଲା। ତେଣୁ ବଜାରରେ ଏପରି କେତେକ ବାଣ ଦେଖାଗଲା, ଯାହା ଧୂଆଁ…

ଭଉଣୀ ଭାଇଙ୍କ ମଧ୍ୟରେ ବିବାହ କରିବାକୁ ଚାହୁଁ ନାହାନ୍ତି ପାକିସ୍ତାନୀ ଯୁବବର୍ଗ…

ଇସଲାମାବାଦ/ଲଣ୍ଡନ,୧୯।୧୧ : ସମାନ ଗୋତ୍ର ଏବଂ ପରିବାର ମଧ୍ୟରେ ବିବାହ କରିବାର ପ୍ରଥା ହିନ୍ଦୁ ଧର୍ମରେ ପ୍ରଚଳିତ ନୁହେଁ, କିନ୍ତୁ ପଡୋଶୀ ଇସଲାମିକ ଦେଶ ପାକିସ୍ତାନରେ ସେପରି କୌଣସି ପରମ୍ପରା ନାହିଁ କିମ୍ବା ସାମାଜିକ ବିଶ୍ୱାସ ନାହିଁ। ବାସ୍ତବରେ, ଇସଲାମରେ, ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri