ଫୁରସତ

ହୋଇଯାନ୍ତୁ ସତର୍କ: ମାନବ ଶରୀର ଉପରେ ‘ଅରୁଗୁଣ ଉଦ୍ଭିଦ’ର ବିଷାକ୍ତ ପ୍ରଭାବ

ଭୁବନେଶ୍ୱର, ୪ା୧୧ (ବନ୍ଦନା ସେଠୀ):ଓଡ଼ିଶା ସମେତ ଭାରତରେ ଦେଖିବାକୁ ମିଳୁଥିବା ସାଇକାଡ୍‌ ବା ସ୍ଥାନୀୟ ଭାଷାରେ ଜଣାଶୁଣା ‘ଅରୁଗୁଣ ବା ଭେରୁ ଉଦ୍ଭିଦ’ ମଣିଷ ଶରୀର ପାଇଁ କ୍ଷତିକାରକ। ଏହାର ଫଳ ଓ ଅନ୍ୟ ଅଂଶଗୁଡ଼ିକର ବିଷାକ୍ତ ପ୍ରଭାବ ରହିଛି। ଏନେଇ…

ଅଧରାତିରେ ହଠାତ୍‌ ବୟଫ୍ରେଣ୍ଡ୍‌ଙ୍କ ଘରେ ପହଞ୍ଚିଗଲେ ଗର୍ଲଫ୍ରେଣ୍ଡ୍‌: ଯାହା ଦେଖିଲେ, ପାଦ ତଳୁ ଖସିଗଲା ମାଟି

ଲକ୍ଷ୍ନୌ,୩।୧୧: ଆଜିକାଲି ନିଜ ସାଥୀଙ୍କୁ ଠକିବା ଏକ ସାଧାରଣ କଥା ହୋଇଗଲାଣି। ବିବାହ ପରେ ମଧ୍ୟ ଅନେକ ଲୋକ ନିଜ ସାଥୀଙ୍କୁ ଠକନ୍ତି ଏବଂ ଅନ୍ୟମାନଙ୍କ ସହିତ ସମ୍ପର୍କ ରଖନ୍ତି। ଉତ୍ତର ପ୍ରଦେଶର ଗୋରଖପୁରରେ ରହୁଥିବା ଜଣେ ବ୍ୟକ୍ତି ଏମିତି କିଛି…

ବର୍ଷା ଦିନ କାହିଁକି ଲୋକଙ୍କୁ ଭାବୁକ କରାଏ? ବୈଜ୍ଞାନିକ କରାଣ ଜାଣିଲେ…

ବର୍ଷା ଋତୁ ଆସିଲେ ପ୍ରକୃତି ଏକ ନୂଆ ରୂପ ନେଇଥାଏ। ଚାରିଆଡ଼େ ସବୁଜିମା, ଝିପଝିପ ବର୍ଷା ଏବଂ ମାଟିର ସୁଗନ୍ଧ ମନକୁ ଏକ ଅଜଣା ଖୁସି ଦେଇଥାଏ। କିନ୍ତୁ ଅନେକ ଲୋକ ଏହି ସମୟରେ ଭାବୁକ ହୋଇପଡ଼ନ୍ତି। କେତେବେଳେ ମନ ଉଦାସ…

ଝିଅ ବିବାହ ଟ୍ରେଣ୍ଡ୍‌ରେ ବାପା: QR କୋଡ୍‌ ଧରି ବୁଲିଲେ, ଭାଇରାଲ୍‌ ହେଉଛି Video

ଥିରୁଭାନନ୍ତପୁରମ୍‌,୧।୧୧: କେରଳର ଏକ ବିବାହ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଏହା ମହଙ୍ଗା ସ୍ଥାନ କିମ୍ବା ପୋଷାକ ନୁହେଁ ବରଂ କନ୍ୟା ପିତାଙ୍କ ଅନନ୍ୟ ଧାରଣା ପାଇଁ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାପା ତାଙ୍କ ସାର୍ଟରେ ଏକ…

ରାଧା ପାଦ ଦର୍ଶନ କଲେ କ’ଣ ମିଳିଥାଏ ଲାଭ ? କାହିଁକି ଭକ୍ତମାନେ ଏତେ ଆଗ୍ରହରେ କରନ୍ତି ଦର୍ଶନ?

ଶ୍ରୀରାଧାରାଣୀଙ୍କ ଚରଣଦର୍ଶନ ବୈଷ୍ଣବ ଧର୍ମରେ ସର୍ବୋଚ୍ଚ ପୁଣ୍ୟ ଓ ଦୁର୍ଲଭ ଅନୁଭବ। ଶ୍ରୀମଦ୍ ଭାଗବତ, ଚୈତନ୍ୟ ଚରିତାମୃତ ଓ ଗୋସ୍ୱାମୀ ଗ୍ରନ୍ଥଗୁଡ଼ିକ ଅନୁସାରେ ଏହା କେବଳ ଭାଗ୍ୟବାନ୍ ଭକ୍ତଙ୍କୁ ମିଳେ। ରାଧାଷ୍ଟମୀ ବର୍ଷସାରା ଏହି ଗୋଟିଏ ଦିନ ରାଧାବଲ୍ଲଭ, ରାଧାରମଣ ଓ…

ଏହି ଦେଶରେ ଚିହ୍ନଟ ହେଲା ବିଶ୍ୱର ପ୍ରଥମ ଧଳା ଜଙ୍ଗଲୀ ବିଲେଇ

ବିଶ୍ୱରେ ପ୍ରଥମଥର ପାଇଁ ଏକ ଧଳା ଜଙ୍ଗଲୀ ବିଲେଇ (Iberian lynx) ସ୍ପେନ୍‌ର ଦକ୍ଷିଣାଞ୍ଚଳସ୍ଥ ଜାଏନ ପାହାଡ଼ରେ ଦେଖିବାକୁ ମିଳିଛି। ବିଲୁପ୍ତପ୍ରାୟ ଏହି ବଣୁଆ ବିରାଡିର ଏପରି ଦୁର୍ଲଭ ରୂପ ସଂରକ୍ଷଣ ପ୍ରୟାସର ଏକ ବଡ଼ ସଫଳତା ଭାବେ ଗଣାଯାଉଛି। ସ୍ପେନୀୟ…

ଲୁଚିଛପି ବଙ୍କର ନିର୍ମାଣ କରୁଛନ୍ତି ମାର୍କ ଜୁକରବର୍ଗ: ଜାଣନ୍ତୁ ଏହା ପଛର କାରଣ

ବିଶ୍ୱର ସବୁଠାରୁ ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତିମାନେ ଏବେ ଆକାଶରେ ନୁହେଁ, ଭୂତଳରେ ଘର ନିର୍ମାଣ କରୁଛନ୍ତି। ଫେସବୁକ (ବର୍ତ୍ତମାନ ମେଟା) ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ହାୱାଇରେ ତାଙ୍କର ୧,୪୦୦ ଏକର ସମ୍ପତ୍ତି ପାଇଁ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ଏହି…

ଏହି ପ୍ରସିଦ୍ଧ ମନ୍ଦିରକୁ ମିନିସ୍କର୍ଟ ପିନ୍ଧି ଯିବା ମନା: ଲାଗିଲା କଟକଣା

ନୂଆଦିଲ୍ଲୀ,୩୦।୧୦: ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ଏବଂ ଦିଲ୍ଲୀର କାଲକାଜୀ ମନ୍ଦିର ପରେ, ଦାର୍ଜିଲିଂର ପ୍ରସିଦ୍ଧ ମହାକାଳ ମନ୍ଦିରରେ ଝିଅମାନଙ୍କୁ ଛୋଟ ପୋଷାକ ପିନ୍ଧିବାକୁ ବାରଣ କରାଯାଇଛି। ମନ୍ଦିର କମିଟି ଦକ୍ଷିଣ ଭାରତର ମନ୍ଦିର ଅନୁରୂପ ଏହି ଡ୍ରେସ କୋଡ ଲାଗୁ କରିଛି।…

ବର୍ଷର ଶେଷ ୨ ମାସରେ ଅଚାନକ ଧନୀ ହେବେ ୪ ରାଶି! ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ସବୁଠାରୁ ପ୍ରସିଦ୍ଧ ଭବିଷ୍ୟଜ୍ଞମାନଙ୍କ ମଧ୍ୟରୁ ଜଣେ ଥିଲେ ବୁଲଗେରିଆନ୍ ବାବା ଭେଙ୍ଗା। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ବିଶ୍ୱବାସୀଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ କରିଥିଲେ ଯାହା ଆଜି ମଧ୍ୟ ଆଲୋଚନା ହେଉଛି। ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ୨୦୨୫ ବର୍ଷର ଏକ…

ଘୋଡ଼ା ପରି ଡେଉଁଛନ୍ତି ଠେକୁଆ

ଠେକୁଆ ଦ୍ରୁତ ବେଗରେ ଦୌଡ଼େ ଓ ଖୁବ୍‌ ଡିଆଁଡେଇଁ କରେ ବୋଲି ସମସ୍ତେ ଜାଣନ୍ତି। ତେବେ ଜାଣନ୍ତି କି ଠେକୁଆର ଏହି ଗୁଣକୁ ନେଇ ଏକ ପ୍ରତିଯୋଗିତା ବି ଆୟୋଜନ ହୁଏ ବୋଲି? ସ୍ବିଡେନରେ ଆୟୋଜିତ ହୁଏ ଏହି ପ୍ରତିଯୋଗିତା। ଯାହାର…

ଏହି ଦେଶରେ ହଠାତ୍‌ ବଦଳୁଛି କୁକୁର ରଙ୍ଗ: ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଯେଉଁଠାରେ ମଣିଷ ପାଦ ଦେବା ପାଇଁ ମଧ୍ୟ ଭୟ କରନ୍ତି, ସେହି ସ୍ଥାନରେ କୁକୁରମାନେ ଏବେ ନୀଳ ରଙ୍ଗର ହୋଇଯାଉଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ସତ। ୟୁକ୍ରେନର ଚେର୍ନୋବିଲରେ କୁକୁରଙ୍କ ଲୋମ ନୀଳ ହୋଇଯାଉଛି। ସେହି ଅଞ୍ଚଳରେ ୩୯ ବର୍ଷ…

କେମିତି ସୁରକ୍ଷିତ ରଖିବେ Gmail ପାସ୍‌ଓ୍ବାର୍ଡ, ହ୍ୟାକର ବି କରିପାରିବେନି ହ୍ୟାକ୍‌

ଆମର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ସରକାରୀ ସୂଚନା ଆମ Gmail ଆକାଉଣ୍ଟରେ ସଂରକ୍ଷିତ ଅଛି। ଆମେ ଏହି ଇମେଲ ମାଧ୍ୟମରେ ଅନେକ ଆପ୍‌ ଆକ୍ସେସ କରୁ ଏବଂ ଏହା ଅନେକ ସ୍ଥାନ ସହିତ ଲିଙ୍କ୍‌ ହୋଇଛି। ତେଣୁ ଆମେ ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri