ଫୁରସତ

ଫୋନ୍‌ରେ ପାଣି ପଶିଥିଲେ ଚାଉଳ ଡବାରେ ରଖୁଛନ୍ତି କି? ହୋଇଯାଆନ୍ତୁ ସତର୍କ

ମୂଲ୍ୟବାନ ବସ୍ତୁ ପରି ଆମେ ସମସ୍ତେ ନିଜ ଫୋନକୁ ଅତି ଯତ୍ନର ସହିତ ରଖିଥାଉ। ସ୍କ୍ରାଚ ନ ହେବା ପାଇଁ କଭର୍‌ ପକାଇଥାଉ। ଏଥିସହ ସ୍କ୍ରିନର ସୁରକ୍ଷା ପାଇଁ ସ୍କ୍ରିନ ଗାର୍ଡ ମଧ୍ୟ ପକାଇଥାଉ। ବର୍ଷାଦିନେ ହେଉ କି କୌଣସି ଅସାବଧନତା…

ପରିବା ବିକାଳିରୁ IAS, ଏବେ ଭୁବନେଶ୍ୱରର ନୂଆ କମିଶନର

ଭୁବନେଶ୍ୱର,୨୪।୨: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ନୂତନ କମିଶନର ଭାବେ ଯୋଗ ଦେଇଛନ୍ତି ରାଜେଶ ପାଟିଲ। ବିଏମସି କମିଶନର ଭାବେ ଯୋଗ ଦେବା ପୂର୍ବରୁ ସେ ବହୁ ଜିଲାର ଜିଲ୍ଲାପାଳ ଭାବେ କାମ କରି ଆସିଛନ୍ତି। ଏଥିସହ ସେ ଓଡିଶା ସ୍କିଲ ଡେଭଲପମେଣ୍ଟ…

ଫୋନ୍‌ ସାଇଲେଣ୍ଟ ରଖି ଭୁଲି ଯାଇଛନ୍ତି କି, ଏହି ଟ୍ରିକ୍‌ ଦ୍ୱାରା ବାଜି ଉଠିବ ଫୋନ୍‌

ମୋବାଇଲ ଫୋନ ଆମ ଜୀବନରେ ଏପରି ଜରୁରୀ ହୋଇଯାଇଛି ଯାହାର ସ୍ଥାନ ଅନ୍ୟ କୌଣସି ଡିଭାଇସ ନେଇ ପାରିବ ନାହିଁ। ଯେତେବେଳେ ଫୋନ ହଜିଯାଏ ଆପଣ ପୋଲିସର ସାହାଯ୍ୟରେ ନେଇଥା’ନ୍ତି। କିନ୍ତୁ ଯେତେବେଳେ ଆପଣ ନିଜ ଫୋନକୁ ସାଇଲେଣ୍ଟ ରଖି ଘରେ…

ଗୁରୁତର ରୋଗରେ ପୀଡିତ ଥାଇ ଷ୍ଟେରଏଡ ନେବାରୁ ବଢି ଯାଇଥିଲା ଅନନ୍ତ ଅମ୍ବାନୀଙ୍କ ଓଜନ

ମୁମ୍ବାଇ: ଅନନ୍ତ ଅମ୍ବାନୀ ୧୮ ମାସରେ ୧୦୮ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ। କିନ୍ତୁ ହଠାତ୍‌ ତାଙ୍କ ଓଜନ ପୁଣି ବଢିଗଲା। ଯେତେବେଳେ ନୀତା ଅମ୍ବାନୀଙ୍କ ସହ ଏହି ବିଷୟରେ ଆଲୋଚନା କରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ଅନନ୍ତ ଜଣେ…

Instagram Reel: ରିଲ୍ସରେ ଆସୁନି କି ଲାଇକ୍‌-ଭ୍ୟୁ, ଏହି ସମୟରେ କରନ୍ତୁ ଅପଲୋଡ୍‌

ସୋସିଆଲ ମିଡିଆର ପ୍ରଭାବ ଏବେ ବଢିବାରେ ଲାଗିଛି। ଲୋକେ ଛୋଟରୁ ଛୋଟ ଭିଡିଓ କରି ସୋସିଆଲ ମିଡିଆ ଫେସବୁକ୍‌, ଇନଷ୍ଟାରେ ଅପଲୋଡ୍‌ କରୁଛନ୍ତି। ଫଟୋ ଓ ରିଲ୍ସର ବଡ ପ୍ଲାଟଫର୍ମ ସାଜିଛି ଇନଷ୍ଟାଗ୍ରାମ। ଯେଉଁଥିରେ ଲୋକେ ବିଭିନ୍ନ ଫଟୋ ଅପଲୋଡ୍‌ କରିବା…

ସେଣ୍ଟ୍ରାଲ ଏକ୍ସାଇଜ ଦ୍ୱାରା ଦେଶରେ ଆର୍ଥିକ ବିକାଶ

୧୯୪୪ ଫେବୃୟାରୀ ୨୪ରେ ଲାଗୁହୋଇଥିବା ସେଣ୍ଟ୍ରାଲ ଏକ୍ସାଇଜ ବା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଲୁଣ ଆଇନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଫେବୃୟାରୀ ୨୪କୁ ସେଣ୍ଟ୍ରାଲ ଏକ୍ସାଇଜ ଡେ ଭାବେ ପାଳନ କରାଯାଉଛି। ବିଶେଷକରି ସାମଗ୍ରୀ ଉତ୍ପାଦନ ବ୍ୟବସାୟରେ ଦୁର୍ନୀତିକୁ ରୋକିବା…

ପାକିସ୍ତାନୀ ବୁଡାଜାହାଜର ‘ଗାଜି’ ଧ୍ୱସାଂବଶେଷକୁ ବଙ୍ଗୋପସାଗରରେ ଠାବ କଲା ଇଣ୍ଡିଆନ ନେଭି, ୧୯୭୧ ଯୁଦ୍ଧରେ ବୁଡିଥିଲା…

ବିଶାଖାପାଟଣା, ୨୩।୨: ଭାରତ-ପାକିସ୍ତାନ ୧୯୭୧ ଯୁଦ୍ଧରେ ପାକିସ୍ତାନର ଏକ ବୁଡ଼ା ଜାହାଜ ‘ଗାଜି’ ସମୁଦ୍ରରେ ବୁଡି ଯାଇଥିଲା। ଯାହାର ଶୁକ୍ରବାର ସନ୍ଧାନ ମିଳିିଛି। ଭାରତୀୟ ନୌସେନାର ନୂଆ ରେସ୍କ୍ୟୁ ଭେଇକଲ (ଡିଏସଆରଭି) ପିଏନଏସ ଗାଜିର ଧ୍ୱଂସାବଶେଷ ଖୋଜିଛି। ଏହା ୧୯୭୧ ଡିସେମ୍ବର…

ରେଲଓ୍ବେ ମହିଳାଙ୍କୁ ଦେଉଛି ଏସବୁ ସ୍ପେଶାଲ ସୁବିଧା, ନ ଜାଣି ଥିଲେ ଆଜି ହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୩।୨: ମହିଳା ରେଳ ଯାତ୍ରୀ, ଦୟାକରି ଆବଶ୍ୟକ ସୂଚନା ସହିତ ନିଜକୁ ଅପଡେଟ କରନ୍ତୁ ଯାହା ଦ୍ୱାରା ଯଦି ଆପଣଙ୍କୁ ଅସମୟରେ ଏକାକୀ ଯାତ୍ରା କରିବାକୁ ପଡିବ, ତେବେ ଆପଣ ଆପଣଙ୍କର ଅଧିକାର ଏବଂ ଭାରତୀୟ ରେଳବାଇ ଦ୍ୱାରା ପ୍ରଦାନ କରାଯାଇଥିବା…

ଏକାଥରକେ ୪୫ ସ୍ବେଟର୍‌ ପିନ୍ଧି ବିଶ୍ୱ ରେକର୍ଡ କଲେ କଲେଜ ଛାତ୍ରୀ

ଶୀତବସ୍ତ୍ର ପିନ୍ଧି ବିଶ୍ୱରେକର୍ଡ କରିଛନ୍ତି ଜଣେ କଲେଜ ଛାତ୍ରୀ। ସେ ଏକାଥରକେ ୪୫ ସ୍ବେଟର୍‌ ପିନ୍ଧି ଏହି କାରନାମା କରିଛନ୍ତି। ସେ ହେଲେ ଆମେରିକାର ସୋଫିଆ ଏଫ୍‌ ହେଡେନ୍‌। ସୋସିଆଲ ମିଡିଆରେ ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ସ୍ବେଟର୍‌…

ଆଠ ମହଲାର ବଙ୍ଗଳା, କୋଟି କୋଟି ମୂଲ୍ୟର ଗାଡ଼ି; ସବୁ ସମ୍ପତ୍ତି ବିକି ଚମକାଇବା ଭଳି କାମ କଲେ ମହିଳା

ପ୍ରତିଟି ବ୍ୟକ୍ତି ରୋଜଗାର କରି ଖୁବ୍‌ଶୀଘ୍ର ବଡ଼ ଲୋକ ହେବାକୁ ଚାହାନ୍ତି। ଫଳରେ ବଙ୍ଗଳା କରିପାରିବେ। ଦାମୀ ଗାଡ଼ି କିଣିପାରିବେ। ଏପରିକି ବିଳାସବ୍ୟସନରେ ଜୀବନ ଅତିବାହିତ ମଧ୍ୟ କରିହେବ। ହେଲେ ଏକ ନିଆରା ଘଟଣାକ୍ରମରେ ଜଣେ ମହିଳା ନିଜର ରାଜକୀୟ ଜୀବନଶୈଳୀକୁ…

ବାହାଘର ହେଉ ନ ଥିବାରୁ ରିକ୍ସାବାଲା କଲେ ଏମିତି: ଏବେ ଲାଗୁଛି ଯୁବତୀଙ୍କ ଲମ୍ବା ଲାଇନ୍‌

ଭାରତରେ ବିବାହର ବିଶେଷ ଗୁରୁତ୍ୱ ରହିଛି। ପ୍ରତ୍ୟେକ ଝିଅ ଏବଂ ପୁଅ ବିବାହ କରିବାକୁ ଚାହାଁନ୍ତି। ଉଭୟଙ୍କ ବିବାହ ପାଇଁ ଏକ ବୟସ ମଧ୍ୟ ସ୍ଥିର କରାଯାଇଛି। ଯଦି କେହି ବିବାହ ନ କରନ୍ତି, ପଡ଼ୋଶୀ ତଥା ସମ୍ପର୍କୀୟମାନେ ଥଟ୍ଟା କରିବା…

ମାଙ୍କଡ଼ଙ୍କ ଅଙ୍ଗୁର ପାର୍ଟି, ଭିଡିଓ ଦେଖିଲେ…

ମାଙ୍କଡମାନେ ମଣିଷଙ୍କର ପୂର୍ବଜ ଭାବରେ ପରିଗଣିତ ହୁଅନ୍ତି। ବୋଧହୁଏ ଏହି କାରଣରୁ ସେମାନେ ମଣିଷ ପସନ୍ଦ କରୁଥିବା ଜିନିଷକୁ ମଧ୍ୟ ପସନ୍ଦ କରନ୍ତି। ପାର୍ଟି କରିବା ମଧ୍ୟ ଏହିପରି ଗୋଟିଏ କାର୍ଯ୍ୟ ସେମାନଙ୍କର। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri