୨୦୧୮ରୁ ଅନ୍ଲାଇନ୍ରେ ଅର୍ଡର କରିଛନ୍ତି ଚପଲ, ଏଯାଏ ହୋଇନି ଡେଲିଭରି
ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହ ଏକ ଅଦ୍ଭୁତ ଘଟଣା ଘଟିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବ୍ୟକ୍ତି ଜଣକ ୨୦୧୮ରୁ ଅନ୍ଲାଇନ୍ରେ ଏକ ଚପଲ ଅର୍ଡର କରିଥିଲେ। ଏହି ସମୟରେ ସେ ଅନେକ ବର୍ଷା, ବନ୍ୟା, ମହାମାରୀ ଦେଖିଲେ, ଭାରତ ବିଶ୍ୱକପ…
ଦିନକ ପାଇଁ ଆଇପିଏସ୍ ଅଫିସର ହେଲେ ୯ ବର୍ଷର ବାଳକ, କାରଣ ଜାଣିଲେ ଆଖିରେ ଆସିବ ଲୁହ
ଲକ୍ଷ୍ନୌ,୨୭ା୬: ବାରାଣସୀର ଜଣେ ୯ ବର୍ଷର ନାବାଳକ ଦିନକ ପାଇଁ ଆଇପିଏସ୍ ଅଫିସର ହୋଇଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ରଣବୀର ଭାରତୀ ନାମକ କୁନି ବାଳକଙ୍କ ଇଚ୍ଛା ଥିଲା, ସେ ଦିନେ ଆଇପିଏସ୍ ଅଫିସର…
ଚେତା ଥିବା ଅବସ୍ଥାରେ ରୋଗୀଙ୍କ ଅସ୍ତ୍ରୋପଚାର
ଶିକାଗୋ: ସାଧାରଣତଃ ଅପରେଶନ୍ ସମୟରେ ରୋଗୀଙ୍କୁ ଚେତାଶୂନ୍ୟ କରାଯାଇଥାଏ। କିନ୍ତୁ ଆମେରିକାର ଶିକାଗୋରେ ଏକ ଅସ୍ତ୍ରୋପଚାର ସମୟରେ ଜନ୍ ନିକୋଲସ(୨୮) ନାମକ ଜଣେ ରୋଗୀ ସମ୍ପୂର୍ଣ୍ଣ ଜାଗ୍ରତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋମବାର ସିକାଗୋର ସ୍ଥାନୀୟ ଉତ୍ତର-ପଶ୍ଚିମ ମେମୋରିଆଲ ହସ୍ପିଟାଲରେ…
ହଠାତ୍ ଥରେ ଏହି ମହିଳାଙ୍କୁ ଫୋନ୍ କରିଥିଲେ ଅବଦୁଲ୍ କଲାମ୍: ଏବେ ହେଲା ଖୁଲାସା
ନୂଆଦିଲ୍ଲୀ,୨୬।୬: ଲେଖକ, ସାମାଜିକ କର୍ମୀ ତଥା ରାଜ୍ୟ ସଭା ସଦସ୍ୟ ସୁଧା ମୁର୍ତ୍ତୀ ଏକ ବଡ଼ ଖୁଲାସା କରିଛନ୍ତି। ୨୦୦୬ରେ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ହାତରୁ ପଦ୍ମଶ୍ରୀ ନେବା ବେଳର ଫଟୋ ଶେୟାର କରି ସେ କହିଛନ୍ତି, ସେ ଥରେ ପୂର୍ବତନ…
ବିଶ୍ୱର ସବୁଠୁ ଅସୁନ୍ଦର କୁକୁର
ସାନ ଫ୍ରାନ୍ସିସ୍କୋ : ସାଧାରଣତଃ କୁକୁରମାନେ ସ୍ନେହୀ ଓ ବିଶ୍ୱସ୍ତ ପ୍ରାଣୀ ଭାବେ ବେଶ୍ ଜଣାଶୁଣା। କେତେକ କୁକୁର ସେମାନଙ୍କ ସୋନ୍ଦର୍ଯ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ସହ ସମସ୍ତଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଥାନ୍ତି। ତେବେ ଏହାରି ଭିତରେ ଗୋଟିଏ କୁକୁର…
ଆଇନର କଡ଼ାକଡ଼ି ପ୍ରୟୋଗ ହେବା ଦରକାର
‘ନିଷିଦ୍ଧ ଡ୍ରଗ’ ବିଷୟରେ ଆମେ ପ୍ରାୟ ସମସ୍ତେ ଅଳ୍ପ ବହୁତେ ଅବଗତ ଅଛନ୍ତି। କେତେଗୁଡ଼ିଏ ନିଶା କରାଉଥିବା, ଯନ୍ତ୍ରଣା ଲାଘବ କରାଉଥିବା, ମସ୍ତିଷ୍କକୁ ଉତ୍ତେଜିତ କରାଉଥିବା, ଅତ୍ୟଧିକ ଆନନ୍ଦ ସୃଷ୍ଟି କରୁଥିବା ସହିତ ବ୍ୟବହାରକାରୀମାନଙ୍କୁ ଏକ ପ୍ରକାର ଉନ୍ମାଦନା ଓ ମିଛ…
ଲକ୍ଷାଧିକ ଦରମା ସହ ମିଳିଥାଏ ଅନେକ ସୁବିଧା, ଜାଣନ୍ତୁ ନିର୍ବାଚିତ ଏମ୍ପିମାନଙ୍କ ଦରମା କେତେ? କ’ଣ ସେମାନେ ଦିଅନ୍ତି ଟିକସ…
୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ସଦସ୍ୟମାନେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଏମ୍ପିମାନଙ୍କୁ ଶପଥ ପାଠ କରାଇଛନ୍ତି। ତେବେ ଜୁନ ୨୪ରୁ ଆରମ୍ଭ ହୋଇଥିବା ସଂସଦ…
ବିନା କାମରେ ୨୦ ବର୍ଷ ଦରମା
ପ୍ୟାରିସ: କାର୍ଯ୍ୟ ସମ୍ପାଦନ କରି ଅଫିସ ବା ସଂସ୍ଥାରୁ ଦରମା ନ ମିଳିଲେ କ୍ଷୁବ୍ଧ କର୍ମଚାରୀ ଆଇନର ଆଶ୍ରୟ ନେଇଥାନ୍ତି। କିନ୍ତୁ ଫ୍ରାନ୍ସରେ ଏହାର ଓଲଟା ଦେଖିବାକୁ ମିଳିଛି। ଜଣେ ମହିଳା କର୍ମଚାରୀଙ୍କୁ ଟେଲିକମ୍ କମ୍ପାନୀ ଅରେଞ୍ଜ କିଛି କାମ ନ…
ପ୍ରଥମ ରୋଜଗାରର ୧୫୦ ଟଙ୍କା ବି କୋଟିଏ ଟଙ୍କା ପରି ଲାଗୁଥିଲା: ସୁଚିତ୍ରା ମିଶ୍ର
ଜୀବନର ପ୍ରଥମ ରୋଜଗାରର ପୁଲକ ସତରେ କ’ଣ ବଖାଣିହୁଏ? ସେଦିନର ସେ ଅନୁଭବ ଏବେ ବି ହୃଦୟରେ ଶିହରଣ ଖେଳାଏ। ଅତୀତର ସେଇ ଅପୂର୍ବ ମୁହୂର୍ତ୍ତଟି ଉଭା ହୋଇଯାଏ ଆଖି ଆଗରେ। ସେତେବେଳେ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଅର୍ଥନୀତି ସମ୍ମାନର ଛାତ୍ରୀ…
୧୦୫ ବର୍ଷ ବୟସରେ ମାଷ୍ଟର ଡିଗ୍ରୀ ହାସଲ କଲେ ମହିଳା, ସାରା ବିଶ୍ୱ ଏବେ କରୁଛି ପ୍ରଶଂସା
ୱାଶିଂଟନ: ସାଧାରଣତଃ କଲେଜ ପଢ଼ା ସରିଯିବା ପରେ ଆଉ କେହି ପଢ଼ିବାକୁ ପସନ୍ଦ କରି ନ ଥାନ୍ତି। ପଢ଼ିବା ପାଇଁ ଆଉ ବୟସ ନ ଥିବା କହି ଅଧିକାଂଶ ଲୋକ ନିଜ କର୍ମ କ୍ଷେତ୍ରକୁ ଫୋକସ୍ କରି ବିବାହ ବନ୍ଧନରେ ବାନ୍ଧି…
ଗୁଡ଼ି ସହ ୩୦ ଫୁଟ ଉଚ୍ଚକୁ ଉଡ଼ିଗଲେ ୩ ବର୍ଷର ଶିଶୁକନ୍ୟା, ପରେ ଯାହା ହେଲା ଦେଖିଲେ…
‘କାଇଟ୍ ଫେଷ୍ଟିଭାଲ’ ସମୟରେ ଅଭାବନୀୟ ଘଟଣା। ଗୁଡ଼ି ଉଡ଼ାଇବା ବେଳେ ୩୦ ଫୁଟ ଉଚ୍ଚକୁ ଉଡିଗଲେ ୩ ବର୍ଷର ଶିଶୁକନ୍ୟା। ସୋସିଆଲ ମିଡିଆରେ ଘଟଣା ସମ୍ପର୍କିତ ଏକ ଚମକାଇବା ଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଅନେକ ହତବାକ ହୋଇଯାଉଛନ୍ତି।…
ଏଣିକି ବିଳମ୍ବରେ ଅଫିସ ଆସିଲେ ଫସିବେ ସରକାରୀ କର୍ମଚାରୀ, ଛୁଟି ସହ କଟିବ…
ନୂଆଦିଲ୍ଲୀ,୨୨ା୬: ଏଣିକି ବିଳମ୍ବରେ ଅଫିସ ଆସିଲେ ଫସିବେ ସରକାରୀ କର୍ମଚାରୀ। କର୍ମଚାରୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଠିକ୍ ସମୟରେ ଅଫିସରେ ନ ପହଞ୍ଚିଲେ ଅଧାଦିନର ଛୁଟି କଟିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ସୂଚନାନୁସାରେ, କେନ୍ଦ୍ରର କାର୍ମିକ ଓ…

