ଫୁରସତ

କ୍ୟାମେରାକୁ ସାବଧାନ

ବର୍ତ୍ତମାନ ଚୋରି, ଡକାୟତି ଭଳି ଅପରାଧ ବଢୁଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ରାସ୍ତା, ଦୋକାନ, ବଜାର, ଛୋଟ ବଡ଼ କାର୍ଯ୍ୟାନୁଷ୍ଠାନ ଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଉଛି। ହେଲେ କେବେ କେବେ ଏହାର ଅପବ୍ୟବହାର…

ପ୍ରେମ ବିବାହକୁ ରାଜିହେଉନାହାନ୍ତି କି ପରିବାର ଲୋକେ? ମନାଇବା ପାଇଁ ଜାଣନ୍ତୁ କିଛି ଟିପ୍ସ

ବିବାହ ଏକ ପବିତ୍ର ବନ୍ଧନ। ଏହାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ କିଛିନା କିଛି ସ୍ବପ୍ନ ଥାଏ। ତେବେ ସବୁ ସ୍ବପ୍ନ ଭିତରୁ ବାହାଘରରେ ଘର ଲୋକଙ୍କ ଉପସ୍ଥିତି ଅନ୍ୟ ଏକ ଆଶା। ଯଦି କୌଣସି କାରଣବଶତଃ ପରିବାରରୁ କେହି ବିବାହରେ…

ଜୀବନର ଆଶା- ସୁପର ଆର୍ଥ

ନୂଆଦିଲ୍ଲୀ: ନାସାର ବୈଜ୍ଞାନିକମାନେ ଏକ ଗ୍ରହ ଠାବ କରିଛନ୍ତି ଯେଉଁଠି ବସବାସ ସମ୍ଭବ ବୋଲି କହାଯାଇଛି। ଏହି ଗ୍ରହ ଆମ ସୌରମଣ୍ଡଳ ବାହାରେ ରହିଛି। ପୃଥିବୀଠାରୁ ୩୧ ଆଲୋକବର୍ଷ ଦୂରରେ ଥିବା ଏହି ‘ସୁପର ଆଥର୍’ ଗ୍ରହର ନାମ ଦିଆଯାଇଛି ଜିଜେ୩୫୭-ଡି…

ଦେଶରେ ପ୍ରଥମ: ମୋହାଲିରେ ଥ୍ରୀ-ଡି ଅଟୋମେଟିକ ଲାଇଟ ଦ୍ୱାରା ଟ୍ରାଫିକ କଣ୍ଟ୍ରୋଲ

ଚଣ୍ଡିଗଡ :ମୋହାଲିରେ ଥ୍ରୀ-ଡି ଅଟୋମେଟିକ ସିଗ୍‌ନାଲ ଲାଇଟ ଦ୍ୱାରା ଟ୍ରାଫିକ କଣ୍ଟ୍ରୋଲ କରାଯାଇଛି । ଏହି ସିଷ୍ଟମ ବ୍ୟବହାର କରିବାରେ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ। ଏବକାର ସିଷ୍ଟମରେ ଗାଡି ଭିଡ ନଥିଲେ ବି ୬୦ ସେକେଣ୍ଡ ଅଟକିବାକୁ ପଡୁଛି। କିନ୍ତୁ…

ନୂଆ ବାୟୋମେଟ୍ରିକ ଲେନ୍ସ: ପାଖ ଦୂର ଜିନିଷ ଦେଖିହେବ

କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ଗବେଷକମାନେ ଏକ ସ୍ବତନ୍ତ୍ର ଧରଣର ଲେନ୍ସ ପ୍ରସ୍ତୁତ କରିଛନ୍ତି ଯାହା ମାଧ୍ୟମରେ ଦୂର କିମ୍ବା ପାଖ ଜିନିଷ ଭଲ ଭାବରେ ଦେଖିହେବ। ଯେଉଁମାନଙ୍କର ଦୃଷ୍ଟିଶକ୍ତି ପୂରା କମ୍‌ ସେମାନଙ୍କ ପାଇଁ ଏହା ଉପଯୋଗୀ ହେବ ବୋଲି ଗବେଷକମାନେ କହିଛନ୍ତି।…

ସ୍ବର ନିୟନ୍ତ୍ରିତ ଏଆଇ ସାଇକେଲ

ଚାଇନା: ଚାଇନାର ଶିଙ୍ଗୁଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସାଇକେଲ ପ୍ରସ୍ତୁତ କରିଛନ୍ତି। ଏହି ସାଇକେଲ ସ୍ବର ଦ୍ୱାରା ନିୟନ୍ତ୍ରଣ ହୋଇପାରୁଛି। ଚାଳକ ମାଇକ୍ରୋଫୋନ ସ୍ବରରେ ଏହାକୁ ନିୟନ୍ତ୍ରଣ କରେ। ସାଇକେଲରେ ଏକ ଭଏସ୍‌ ଆସିଷ୍ଟାଣ୍ଟ୍‌ ଆଲେକ୍ସା ଲଗାଯାଇଛି ଯାହା…

ସ୍ବାଧୀନତାର ୭୦ ବର୍ଷ ପରେ ବି ଏଠି ଉଡ଼ି ନ ଥିଲା ଜାତୀୟ ପତାକା

ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍‌ ଅଧିକ। ହେଲେ ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ଲୋକେ ସ୍ବାଧୀନତାର ୭୦ ବର୍ଷ ପର୍ଯ୍ୟନ୍ତ ନିଜକୁ…

ଏଠି ହେଉଛି ପଥର ବର୍ଷା…

ଆକାଶରୁ ସାଧାରଣତଃ ବର୍ଷା ହୋଇଥାଏ। ତେବେ ଆକାଶରୁ ପଥର ବର୍ଷା ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ମହାରାଷ୍ଟ୍ର ଗଢ଼ଚିରୋଲିଠାରେ ଥିବା ଆରମୋରିରେ ଏଭଳି ଅଭାବନୀୟ ଘଟଣା ଘଟିଥାଏ। ଏଠାରେ ପ୍ରତିଦିନ ରାତି ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏଭଳି…

ବୟଫ୍ରେଣ୍ଡ୍‌ ନ ଥିଲେ ଚିନ୍ତା କରନ୍ତୁନି, ଏକଲାପଣ ଦୂର କରିବ ‘ବୟଫ୍ରେଣ୍ଡ୍‌ ହଗ୍‌ ସ୍ପିକର୍ସ’

ବୟଫ୍ରେଣ୍ଡ୍‌ ନ ଥିଲେ ଆଦୌ ଚିନ୍ତା କରନ୍ତୁନି। ଏକଲାପଣ ଦୂର କରିବା ପାଇଁ ଜାପାନର ଏକ ଭିଡିଓ ଗେମ୍‌ କମ୍ପାନୀ ‘ଲେବଲ-୫’ ଓତୋମେ ୟୁଶା ସହିତ ମିଶି ନକଲି ବୟଫ୍ରେଣ୍ଡ୍‌ ପ୍ରସ୍ତୁତ କରିଛି। ଯୁବତୀମାନେ ଏହି ନକଲି ବୟଫ୍ରେଣ୍ଡ୍‌ର ବାହୁବନ୍ଧନରେ ବାନ୍ଧି…

ଏମିତି ମନ୍ଦିର, ଯେଉଁଠି ମାନବମୁଖରେ ପୂଜାପାନ୍ତି ଭଗବାନ ଶ୍ରୀଗଣେଶ

ସାଧାରଣତଃ ପ୍ରତ୍ୟେକ ମନ୍ଦିରରେ ଭଗବାନ ଶ୍ରୀଗଣେଶଙ୍କ ଗଜମୁଖ ସ୍ବରୂପ ପ୍ରତିମା ସ୍ଥାପିତ ହୋଇଥାଏ। କିନ୍ତୁ ଦକ୍ଷିଣ ଭାରତସ୍ଥିତ ଏକ ମନ୍ଦିରରେ ଏହାର ପରିବର୍ତ୍ତନ ଦେଖିବାକୁ ମିଳିଛି। ଏଠାରେ ଗଜମୁଖ ପରିବର୍ତ୍ତେ ମାନବମୁଖରେ ଗଜାନନ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…

ବିମାନରେ ଜିନିଷ ରଖିବା ସ୍ଥାନରେ ଏୟାର ହୋଷ୍ଟେସ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯାତ୍ରୀ

ନାଶଭିଲେ: ବିମାନରେ ଜିନିଷ ରଖୁଥିବା ସ୍ଥାନରେ ଯଦି ଆପଣ ମଣିଷ ଶୋଇଥିବା ଦେଖିବେ ତାହାଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ। ଠିକ୍‌ ସେହିଭଳି ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ପଶ୍ଚିମ ଏୟାରଲାଇନ୍ସରେ ଥିବା ଯାତ୍ରୀଙ୍କ ମଧ୍ୟରେ। ଆମେରିକା ନାଶଭିଲେରୁ ଫିଲାଡେଲଫିଆକୁ ବିମାନ…

ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୮୦୦ କିମି ପଛୁଆ ଚାଲି ଚାଲି ଆସୁଛନ୍ତି ଏହି ବ୍ୟକ୍ତି

ଜାକର୍ତ୍ତା: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ମେଦି ବସ୍ତୋନୀ(୪୩ ବର୍ଷ) ନାମକ ଜଣେ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ପଛୁଆ ୮୦୦ କିମି ଚାଲି ଚାଲି ସେ ରାଷ୍ଟ୍ରପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri