Posted inଫୁରସତ

ବୟଫ୍ରେଣ୍ଡ୍‌ ନ ଥିଲେ ଚିନ୍ତା କରନ୍ତୁନି, ଏକଲାପଣ ଦୂର କରିବ ‘ବୟଫ୍ରେଣ୍ଡ୍‌ ହଗ୍‌ ସ୍ପିକର୍ସ’

ବୟଫ୍ରେଣ୍ଡ୍‌ ନ ଥିଲେ ଆଦୌ ଚିନ୍ତା କରନ୍ତୁନି। ଏକଲାପଣ ଦୂର କରିବା ପାଇଁ ଜାପାନର ଏକ ଭିଡିଓ ଗେମ୍‌ କମ୍ପାନୀ ‘ଲେବଲ-୫’ ଓତୋମେ ୟୁଶା ସହିତ ମିଶି ନକଲି ବୟଫ୍ରେଣ୍ଡ୍‌ ପ୍ରସ୍ତୁତ କରିଛି। ଯୁବତୀମାନେ ଏହି ନକଲି ବୟଫ୍ରେଣ୍ଡ୍‌ର ବାହୁବନ୍ଧନରେ ବାନ୍ଧି ହୋଇ ଟେନ୍‌ସନ୍‌ ଦୂର କରିପାରିବେ। ଏହାକୁ ଯେଉଁ ସ୍ଥାନକୁ ଚାହିଁବେ ସାଙ୍ଗରେ ନେଇ ଯାଇପାରିବେ। ଯେପରିକି ରେଷ୍ଟୁରାଣ୍ଟ, ଶପିଂ ମଲ୍‌, କାଫେ କିମ୍ବା ସିନେମା ହଲ୍‌। ଏହି ପ୍ରଡକ୍ଟର ନାଁ ହେଲା ‘ବୟଫ୍ରେଣ୍ଡ୍‌ ହଗ୍‌ ସ୍ପିକର୍ସ’। ଦୁଇ ବାହୁ ବିଶିଷ୍ଟ ଏହି ନକଲି ବୟଫ୍ରେଣ୍ଡ ଏକ ଧଳା ରଙ୍ଗର ତକିଆ ସଦୃଶ। ଆରାମ ଲାଗିବା ପାଇଁ ଦୁଇ ବାହୁରେ ବ୍ଲୁ ଟୁଥ୍‌ ସ୍ପିକର ଲାଗିଛି। କୋଳେଇ ନେଲେ ମ୍ୟୁଜିକ୍‌ ବାଜିଉଠିବ।

ଏହି ‘ବୟଫ୍ରେଣ୍ଡ୍‌ ସ୍ପିକର’ ପାଇବା ଏତେ ସହଜ ନୁହେଁ। କମ୍ପାନୀ ପକ୍ଷରୁ ଟୁଇଟ୍‌ରରେ ଏକ ପ୍ରତିଯୋଗିତା କରାଯାଉଛି। ଏଥିରେ ଯେଉଁ ପ୍ରତିଯୋଗୀଙ୍କ ନାମ ଅଗଷ୍ଟ ୯ ପୂର୍ବରୁ ବିଜେତା ଘୋଷଣା କରାଯିବ ତାଙ୍କୁ ଏହି ସ୍ପିକର ପ୍ରଦାନ କରାଯିବ। ଖାଲି ଯୁବତୀଙ୍କ ପାଇଁ ନୁହେଁ ଯୁବକଙ୍କ ପାଇଁ ମଧ୍ୟ ଏପରି ‘ଗାର୍ଲଫ୍ରେଣ୍ଡ୍‌ ସ୍ପିକର’ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri