ଫୁରସତ

୧୯ବର୍ଷ ହେଲା ଶୌଚାଳୟରେ କଟୁଛି ମହିଳାଙ୍କ ଜୀବନ

ଚେନ୍ନାଇ, ୨୫।୮: ତାମିଲନାଡୁର ମଦୁରାଇରେ ଜଣେ ମହିଳା ଦୀର୍ଘ ୧୯ବର୍ଷ ହେଲା ସାର୍ବଜନୀନ ଶୌଚାଳୟରେ ଜୀବନ କାଟୁଛନ୍ତି। ୬୫ବର୍ଷୀୟ କରୁପାୟୀ ରମନାଡ ଅଞ୍ଚଳରେ ଥିବା ଏକ ଶୌଚାଳୟକୁ ନିଜ ଘର କରିଦେଇଛନ୍ତି। ରାତି ପାହି ସକାଳ ହେଲେ ଶୌଚାଳୟକୁ ସଫାକରିବା ତାଙ୍କ…

ସୁନା ଚେନ୍‌ ଗିଳିଦେଲେ ଚୋର, ପେଟରୁ ଚେନ୍‌ ବାହାର କରିବା ପାଇଁ ଏମିତି ଉପାୟ ଖୋଜିଲା ପୋଲିସ

ବିକାନେର,୨୫।୮: ପୋଲିସକୁ ଚକ୍‌ମା ଦେବା ପାଇଁ ଚୋର ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାଏ। କିନ୍ତୁ ପୋଲିସଠାରୁ ବର୍ତ୍ତିବା ସବୁବେଳେ ତା’ ପାଇଁ ସମ୍ଭବ ହୋଇ ନ ଥାଏ। ରାଜସ୍ଥାନର ବିକାନେର୍‌ରେ ଜଣେ ଚୋର ପୋଲିସକୁ ଦେଖି ସୁନା ଚେନ୍‌ ଗିଳିଦେଇଥିଲେ। ଚୋର…

ଏକାକୀ ମହିଳାଙ୍କ ଭରସା ରାଜି ଆକ୍କା

ଚେନ୍ନାଇର ପିଭି ରାଜି ଅଶୋକ ଜଣେ ଅଟୋ ଚାଳିକା। ମଧ୍ୟରାତ୍ର ହେଉକି ଉଦୁଉଦିଆ ଖରାବେଳ, ସେ କେବେ ବି କୌଣସି ମହିଳାଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ମନା କରି ନ ଥାଆନ୍ତି । ୮-୯ ଘଣ୍ଟିଆ ଶିଫ୍ଟ ସରିଯାଇଥିଲେ ହେଁ ସେ…

ଲମ୍ବା ଜିଭ ଥିବା ଶିଶୁ

ଓକଲାହାମର ଫାରା ରଥ୍‌ ଗର୍ଭବତୀ ଥିବା ସମୟରେ ଅଲଟ୍ରାସାଉଣ୍ଡ କରାଇଥିଲେ ଆଉ ଯାହା ଦେଖିଲେ ତାଙ୍କୁ ବେଶ୍‌ କୌତୂହଳମୟ ଲାଗିଥିଲା। ଅଲଟ୍ରାସାଉଣ୍ଡ ଦେଖିଲେ ଲାଗୁଥିଲା ତାଙ୍କ ଗର୍ଭସ୍ଥ ଛୁଆଟି ଜିଭ ବାହାର କରି ଖତେଇ ହେବା ପରି ରହିଛି। ହେଲେ ତାହା…

ବିଲେଇ ପିନ୍ଧୁଛନ୍ତି ନିଜ ଲୋମରେ ତିଆରି କ୍ୟାପ୍‌

ପୋଷା ପ୍ରାଣୀଭାବେ ଅନେକେ ବିଲେଇ ରଖିବାକୁ ପସନ୍ଦ କରନ୍ତି। ସେମାନଙ୍କ ସୁନ୍ଦର କମନୀୟ ଚେହେରା, ଗେହ୍ଲେଇ ହେବା ଲୋକଙ୍କ ମନ ଜିଣିନିଏ। ଅନେକେ ତ ନିଜ ପୋଷା ବିଲେଇକୁ ବିଭିନ୍ନ ବେଶରେ ସଜେଇ ମଧ୍ୟ ଥାଆନ୍ତି। ଯାହାଫଳରେ ସେମାନେ ଆହୁରି ସୁନ୍ଦର…

ବିଲେଇଙ୍କ ଫ୍ୟାଶନ ଶୋ’

ପ୍ରତିଦିନ ଦୁନିଆରେ ବିଭିନ୍ନ ପ୍ରକାରର ଫ୍ୟାଶନ ଶୋ’ ଆୟୋଜିତ ହୋଇଥାଏ। କିନ୍ତୁ କେବେ ବିଲେଇଙ୍କ ଫ୍ୟାଶନ ଶୋ ସମ୍ପର୍କରେ ଶୁଣିଛନ୍ତି? ଆମେରିକାର ନ୍ୟୁୟର୍କ ସହରରେ ପ୍ରତିବର୍ଷ ବିଲେଇମାନଙ୍କ ପାଇଁ ଆୟୋଜିତ ହୋଇଥାଏ ଫ୍ୟାଶନ ଶୋ। ଏହି ଶୋ’ରେ ବିଲେଇମାନେ ପ୍ରୋଫେଶନାଲ ଡିଜାଇନରଙ୍କ…

ଓ୍ବାଟରୀ ହ୍ବିଲଚେୟାର୍‌: ସୁଇମ୍‌ ବ୍ଲାଡର୍‌ ଡିଜଅର୍ଡର ଥିବା ମାଛ ଭଲଭାବେ ପହଁରିପାରିବେ

ଦକ୍ଷିଣ କୋରିଆର ହେନରୀ କିମ୍‌ ହେଉଛନ୍ତି ଜଣେ ପ୍ରାଣୀପ୍ରେମୀ। ସେ ଘରେ ୨୦ଟି ଗୋଲ୍ଡ ଫିଶ୍‌ ପେଟ୍‌ଭାବେ ରଖିଛନ୍ତି। ତେବେ ସେହି ମାଛଙ୍କୁ ନିକଟରେ ସୁଇମ୍‌ ବ୍ଲାଡର୍‌ ଡିଜଅର୍ଡର ହୋଇଗଲା। ଫଳରେ ସେଥିରୁ କିଛି ମାଛ ମରିଗଲେ। ଉକ୍ତ ରୋଗରେ ମାଛମାନଙ୍କୁ…

ବ୍ରିଟେନ୍‌ରେ ବଢୁଛି ଏସିଡ୍‌ ଆଟାକ୍‌

ବ୍ରିଟେନ୍‌ରେ ଏସିଡ୍‌ ଆତଙ୍କ ବଢୁଛି ବୋଲି ଏକ ସର୍ବେକ୍ଷଣ ପ୍ରକାଶ କରିଛି। ଏହି ସର୍ବେକ୍ଷଣ ଯେଉଁ ପରିସଂଖ୍ୟାନ ନେଇଛି ତାହା ଅତ୍ୟନ୍ତ ଉଦ୍‌ବେଗଜନକ। ପ୍ରତି ସପ୍ତାହରେ ବ୍ରିଟେନରେ ୧୫ଜଣ ଏସିଡ୍‌ ଆକ୍ରମଣର ଶିକାର ହେଉଛନ୍ତି। ତେବେ ଏହାଠୁ ବଳି ବଡ଼ ଉଦ୍‌ବେଗଜନକ…

ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି: ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଶିକ୍ଷାବିତ୍‌ ଡ. ସୁରେନ୍ଦ୍ର ନାଥ

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ରତନପୁର ଗାଁର ବ୍ରାହ୍ମଣ ଶାସନରେ ମୋ ଜନ୍ମ। ଜନତା ଉଚ୍ଚବିଦ୍ୟାଳୟରୁ ୧୯୬୬ରେ ଏକାଦଶ ପାସ୍‌ କରି ଗୋଦାବରୀଶ ମହାବିଦ୍ୟାଳୟରେ ପ୍ରି-ୟୁନିଭର୍ସିଟି, ରେଭେନ୍‌ଶାରେ ଗ୍ରାଜୁଏଶନ୍‌ ଓ ବାଣୀବିହାରରେ ଓଡ଼ିଆରେ ଏମ୍‌.ଏ. କଲି। ତା’ପରେ କେନ୍ଦୁଝର କଲେଜରେ…

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅରିତାର

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଅନେକ ଐତିହାସିକ ସ୍ମୃତିକୁ ନିଜ ଭିତରେ ସାଇତି ରଖିଥିବା ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଅରିତାରର ବେଶ୍‌ ନାଁ ରହିଛି। ଘଞ୍ଚ ଜଙ୍ଗଲ ସାଙ୍ଗକୁ ଝରଣା, ହ୍ରଦ ଓ ତା’ ସହିତ ବୋଟିଂ ତଥା ଟ୍ରେକିଂର ମଜା…

ବ୍ୟକ୍ତିତ୍ୱ: ଔପନ୍ୟାସିକା କାରସନ୍‌ ମାକ୍‌କୁଲର୍ସ

ଆମେରିକାର ଏହି ମହାନ୍‌ ପ୍ରତିଭାଧାରିଣୀ ଜଣକ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ସେ ଏକାଧାରରେ ଥିଲେ ଜଣେ ଔପନ୍ୟାସିକା, କ୍ଷୁଦ୍ରଗଳ୍ପ ଲେଖିକା, ନାଟ୍ୟକାର, ପ୍ରାବନ୍ଧିକା ଏବଂ କବୟିତ୍ରୀ। ତାଙ୍କର ପ୍ରଥମ ଉପନ୍ୟାସ ଥିଲା ‘ଦି ହାର୍ଟ ଇଜ୍‌ ଏ ଲୋନ୍‌ଲୀ ହଣ୍ଟର’।…

ଦେଶ ବିଦେଶରେ ନାମ କମାଇଛନ୍ତି ଓଡ଼ିଶାର ମେଢ କାରିଗର: କେମିତି ପ୍ରସ୍ତୁତ କରନ୍ତି ମେଢ, କ’ଣ ଥାଏ ତାଙ୍କର ଜୀବନଶୈଳୀ ଜାଣନ୍ତୁ…

ସୁନ୍ଦର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମେଢ ଦେଖି ସମସ୍ତେ ଆନନ୍ଦିତ ହୁଅନ୍ତି । କିନ୍ତୁ ମେଢତିଆରି କରିଥିବା କାରିଗରମାନଙ୍କ ସମ୍ପର୍କରେ କିଏ ଭାବିଛନ୍ତି କି? କେମିତି ପ୍ରସ୍ତୁତ କରନ୍ତି ମେଢ, କ’ଣ ଥାଏ ତାଙ୍କର ଜୀବନଶୈଳୀ… ଓଡ଼ିଶାର କଳା କାରିଗରି କୌଣସି ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?