ଫୁରସତ

ଶ୍ରୀଗଣେଶଙ୍କୁ ନେଇ ରେକର୍ଡ

ସେ ହେଉଛନ୍ତି ଅଗ୍ରପୂଜ୍ୟ, ବିଘ୍ନହର୍ତ୍ତା। ତେଣୁ ସବୁଠି ପ୍ରଭୁ ଶ୍ରୀଗଣେଶ ପୂଜା ପାଆନ୍ତି। କେବଳ ଭାରତରେ ନୁହେଁ, ବିଦେଶ ମାଟିରେ ବି ତାଙ୍କର ହୁଏ ପୂଜା। ଶ୍ରୀଲଙ୍କା, ଥାଇଲାଣ୍ଡ, ବାଂଲାଦେଶ, ନେପାଳରେ ଅଛନ୍ତି ତାଙ୍କର ଅନେକ ଭକ୍ତ। ସେମିତି ଭକ୍ତ ହେଉଛନ୍ତି…

କୁନି ମୁଣ୍ଡର ସୁରକ୍ଷା କବଚ ଏଇ ବ୍ୟାକ୍‌ପ୍ୟାକ୍‌

କୁନି ପିଲାଟି ବସିବା ଆରମ୍ଭ କଲେ ଅବା ଟଳମଳ ପାଦ ପକାଇ ଚାଲିବା ଆରମ୍ଭ କଲେ ମା’ବାପାଙ୍କୁ ବହୁତ ଖୁସି ଲାଗେ। ହେଲେ ଡର ଥାଏ ବସିବା ସମୟରେ ଓ କୁନି କୁନି ପାଦରେ ଚାଲୁ ଚାଲୁ କାଳେ ପଡ଼ିଯିବ। ଆଉ…

୪୭ବର୍ଷ ପୁରୁଣା ଜୋତାର ମୂଲ୍ୟ ୩ କୋଟି

ଜୋତା ପୁରୁଣା ହୋଇଗଲା ପରେ ତା’ର ସ୍ଥାନ ଅଳିଆଗଦା ହୋଇଥାଏ। ଯେତେ ଦାମୀ ହେଲେ ହେଁ ପୁରୁଣା ଚିରାଫଟା ଜୋତାକୁ କେହି ପାଦରେ ପିନ୍ଧିବାକୁ ଚାହାନ୍ତି ନାହିଁ। କିନ୍ତୁ ନିକଟରେ ନ୍ୟୁୟର୍କର ସୋଦବୀ ଅକ୍ସନ ହାଉସ୍‌ରେ ହୋଇଥିବା ନିଲାମୀରେ ୪୭ ବର୍ଷ…

ପର୍ଯ୍ୟଟନ: ବେଲଖଣ୍ଡିର ଐତିହାସିକ ଧବଳେଶ୍ୱର ପୀଠ

ତେଲ ନଦୀ ଓ ଉତ୍ତେଇ ନଦୀର ସଂଗମସ୍ଥଳରେ ଏହି ପବିତ୍ର ପୀଠ ଅବସ୍ଥିତ। ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ହେଉଛନ୍ତି ସ୍ବୟମ୍ଭୁ। ପ୍ରତ୍ୟକ୍ଷ ଦେବତାଭାବେ ତାଙ୍କର ରହିଛି ଅନେକ ଖ୍ୟାତି… କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବେଲଖଣ୍ଡିଠାରେ ରହିଛି ଐତିହାସିକ…

ଚିନ୍ମୟ ଚିନ୍ତନ: ହର୍‌ ଗୁଣ୍‌ ଫେଡ୍‌ ମିଶା..

ମନୁଷ୍ୟ ଜୀବନରେ ଲାଭ ମିଳିବ ସେତିକିବେଳେ ଯେତେବେଳେ ସେ ଗୋବିନ୍ଦଙ୍କ ଶରଣାପନ୍ନ ହେବ। ଜୀବ ମିଶିବ ପରମାତ୍ମାଙ୍କ ସହ। ତେଣୁ ଶେଷରେ ରହିଲା ‘ମିଶା’ ବା ମିଶାଣ। ତେବେ ଆମେ ‘ହରିବା’ କ’ଣ? ଶ୍ରୀ ସନ୍ନ୍ୟାସୀ ହର୍‌ ଗୁଣ୍‌ ଫେଡ୍‌ ମିଶା,…

ପ୍ରଥମ ଦରମା ଟଙ୍କାରେ ପ୍ୟାଣ୍ଟଶାର୍ଟ କିଣିଥିଲି: ଶିକ୍ଷାବିତ୍‌ ଡ. ନୀଳାଦ୍ରି ଭୂଷଣ ହରିଚନ୍ଦନ

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଗୋଡ଼ିଝର ଗାଁର ଏକ ପ୍ରତିଷ୍ଠିତ ପରିବାରରେ ମୋ ଜନ୍ମ। ଗାଁ ସ୍କୁଲ୍‌ରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ଗୋଦାବରୀଶ ବିଦ୍ୟାପୀଠରେ ପଢ଼ି ୧୯୬୩ରେ ଏକାଦଶ ଶ୍ରେଣୀ ପାସ୍‌ କରିଥିଲି। ତା’ପରେ ପୁରୀ ଏସ୍‌.ସି.ଏସ୍‌. କଲେଜରେ…

ଏମିତି ବିଶ୍ୱାସ: ଗଛରେ ପଘା ବାନ୍ଧନ୍ତି ମାନସିକଧାରୀ

କୌଣସି ବ୍ୟକ୍ତିଙ୍କ ଗୋରୁ ହଜିଯାଇଛି, ତେବେ ମା’ଙ୍କୁ ପୂଜାକରି ଏହି ଗଛରେ ଏକ ପଘାବାନ୍ଧିଲେ କୁଆଡ଼େ ହଜିଯାଇଥିବା ଗୋରୁ ଘରକୁ ଫେରୁଥିବାର ବିଶ୍ୱାସ କରନ୍ତି ଗାଁର ଲୋକମାନେ। କାଳକ୍ରମେ ଲୋକଙ୍କ ସହଯୋଗରେ ସେହି ସ୍ଥାନକୁ ଏକ ପକ୍କା ରାସ୍ତା ନିର୍ମାଣ କରାଯିବା…

ବ୍ୟକ୍ତିତ୍ୱ: ହଣ୍ଟର ଏସ୍‌. ଥମ୍ପସନ୍‌

ହଣ୍ଟର ଏସ୍‌. ଥମ୍ପସନ୍‌! ମାର୍କିନ୍‌ ସାହିତ୍ୟ ତଥା ସାମ୍ବାଦିକତା ଜଗତରେ ଜଣେ ସୁନାମଧନ୍ୟ ବ୍ୟକ୍ତିତ୍ୱ ବୋଲି ବିବେଚନା କରାଯାଇଥାଏ। ସେତିକିନୁହେଁ ଜର୍ନାଲିଜମ୍‌କୁ ନେଇ ତିରିଶ ଦଶକରେ ଆମେରିକାରେ ଯେଉଁ ବୈପ୍ଳବିକ ଚିନ୍ତାଧାରା ମୁଣ୍ଡ ଟେକିଥିଲା ସେ ଥିଲେ ତାହାର କର୍ଣ୍ଣଧାର। ଷାଠିଏ…

ଶିକ୍ଷା ପାଇଁ ସମର୍ପିତ ଗୁରୁ: ଯେଉଁମାନେ ନିଃସର୍ତ୍ତରେ ବାଣ୍ଟି ଚାଲିଛନ୍ତି ଜ୍ଞାନର ଆଲୋକ

ଜଣେ ଭଲ ଗୁରୁ ଯାହା ଜୀବନରେ ଆସନ୍ତି ବଦଳିଯାଏ ତା’ର ଭାଗ୍ୟ। ହେଲେ ଆଜିର ସମୟରେ ଶିକ୍ଷା ନେଇଛି ବ୍ୟବସାୟର ରୂପ। ଗରିବ ମେଧାବୀ ପିଲାଙ୍କୁ ମିଳୁନି ଗୁଣାତ୍ମକ ଶିକ୍ଷା। ହଜିଯାଉଛନ୍ତି ସେମାନେ ଅଜ୍ଞାନର ଅମା ଅନ୍ଧାରରେ। ତେବେ ଆଜିକାର ଏହି…

ଆପଣାନ୍ତୁ ଏହି ସହଜ ଉପାୟ ଘରୁ ପଳାଇବେ ପିମ୍ପୁଡ଼ି,ଜନ୍ଦା…

ଘରେ ପିମ୍ପୁଡ଼ି,ଜନ୍ଦା ହେଲେ ଭାରି ଅସୁବିଧା ହୋଇଥାଏ। ତେବେ କେତେକ ସହଜ ଉପାୟ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଲେମ୍ବୁ ଚୋପାକୁ ପିମ୍ପୁଡ଼ି କିମ୍ବା ଜନ୍ଦା ଆସିବା ଧାଡ଼ିରେ ରଖିଲେ ସେମାନେ ପଳାଇ ଯାଇଥାନ୍ତି। କିମ୍ବା ଲେମ୍ବୁ ରସ ଏବଂ…

କାହିଁକି ଶୌଚାଳୟରେ ହେଲା ବିବାହ

ବିବାହ ଜୀବନର ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଏ। କାରଣ ବିବାହ ପରେ ଉଭୟ ବରକନ୍ୟା ଆଉ ଏକ ନୂଆ ଜୀବନ ଆରମ୍ଭ କରିଥାଆନ୍ତି। ତେଣୁ କେତେକେ ବିବାହର ମୁହୂର୍ତ୍ତକୁ ଅଭୁଲା କରିବା ଲାଗି ଚେଷ୍ଟା କରିଥାଆନ୍ତି। ଏଥିପାଇଁ କିଏ ବଡ ବଡ…

ବ୍ରହ୍ମଚାରୀ ରହିବାକୁ ଚାହୁଁଥିବା ଗଣେଶ କାହିଁକି କରିଥିଲେ ବିବାହ ଜାଣନ୍ତୁ…

କୌଣସି ଶୁଭ କାମ ପୂର୍ବରୁ ଗଣେଶଙ୍କୁ ଆରାଧନା କରାଯାଏ। ସମସ୍ତ ଦେବତାଙ୍କଠାରୁ ଗଣେଶଙ୍କ ସ୍ଥାନ ସର୍ବାଗ୍ରେ। ପୌରାଣିକ କଥା ଅନୁସାରେ, ଗଣେଶ ଆଜୀବନ ବ୍ରହ୍ମଚାରୀ ରହିବାକୁ ଚାହୁଁଥିଲେ। କିନ୍ତୁ ଦିନେ ତାଙ୍କର ବିବାହ ନ କରିବା ସଂକଳ୍ପ ଭାଙ୍ଗିଗଲା ଏବଂ ରିଦ୍ଧି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri